# |
Date |
Type |
Current Affairs |
No. Of Views |
Status |
Action |
2451 |
08-03-2022 |
Odia |
- ୱାଶିଂଟନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସ୍କିଙ୍କ ନିବେଦନକ୍ରମେ ୟୁକ୍ରେନ୍ ସେନାକୁ ସାହାୟତା ପାଇଁ ‘ନାଟୋ’ ସଦସ୍ୟ ରାଷ୍ଟ୍ର ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ଆମେରିକା ସବୁଜ ସଙ୍କେତ ପ୍ରଦାନ କରିଛି। ସେହି ଅନୁସାରେ ୟୁକ୍ରେନ୍ ସୀମାରେ ୨୨ଟି ପାଶ୍ଚାତ୍ୟ ରାଷ୍ଟ୍ରରୁ ଅସ୍ତ୍ରଶସ୍ତ୍ର ଆସି ଜମା ହେବାର ଖବର ମିଳିଛି।
- ଗତ ପାଞ୍ଚ ବର୍ଷ ମଧ୍ୟରେ ଓଡ଼ିଶାରେ ଡ୍ରାଇଭିଂ ଲାଇସେନ୍ସ ନେବାରେ ମହିଳାଙ୍କ ସଂଖ୍ୟା ୩୩ ପ୍ରତିଶତ ବୃଦ୍ଧି ହୋଇଛି । ଗତ ୨୦୧୭ରେ ୨୫ ହଜାର ୮୬ ଜଣ ମହିଳା ସାରା ରାଜ୍ୟରେ ଡ୍ରାଇଭିଂ ଲାଇସେନ୍ସ ପାଇଥିଲେ । ୨୦୨୧ ଏହି ସଂଖ୍ୟା ବୃଦ୍ଧି ପାଇ ୩୩୬୬୬ ହୋଇଛି।
- କଳାହାଣ୍ଡି ଜିଲ୍ଲା ବିଶ୍ବନାଥପୁରର ହୀରାନୀଳା କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସର ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ କରାଯାଇଥିଲା ରେଡ୍ । ଚଢାଉ ବେଳେ ୧ଲକ୍ଷ ୯୪ହଜାର ଟଙ୍କାର ନଗଦ ରାଶି ଜବତ ହୋଇଛି । ମୋଟ୍ ୫ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ ।
- ୨୦୨୩ ମସିହା ରଥଯାତ୍ରା ପୂର୍ବରୁ ଐତିହ୍ୟ କରିଡର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେବା ନେଇ ଲକ୍ଷ୍ୟ ରଖାଯାଇଛି । କିନ୍ତୁ ବିଭିନ୍ନ ସମୟରେ ପ୍ରକଳ୍ପ ପାଇଁ ଏନଓସି ନଥିବା ଅଭିଯୋଗ କରି ବାଧା ସୃଷ୍ଟି କରାଯାଉଛି । କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସୁପ୍ରିମକୋର୍ଟଙ୍କ ଗ୍ରୀନ ସିଗନାଲ ମିଳିଛି ।
- ରାଜ୍ୟର ୧୦୯ଟି ପୌରାଞ୍ଚଳରେ ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ ଶେଷ ହୋଇଛି । ପ୍ରାର୍ଥୀମାନେ ନିଜ ସମର୍ଥକଙ୍କ ସହ ପଟୁଆରରେ ଯାଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଆଜି ଶେଶଦିନରେ ଯାଜପୁର, ବାଲେଶ୍ବର ଏବଂ ଜୟପୁରରେ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଅନେକ ହେଭିଓ୍ବେଟ ନାମାଙ୍କନ ଭରିଛନ୍ତି ।
- ଅଶୋଧିତ ତେଲ ବଜାରରେ ଲାଗିଲା ନିଆଁ । ୧୪ ବର୍ଷର ଭାଙ୍ଗିଲା ରେକର୍ଡ, ଖୁବଶୀଘ୍ର ଦେଶରେ ପେଟ୍ରୋଲ, ଡିଜେଲ ହୋଇପାରେ ମହଙ୍ଗା ।
- ପୂର୍ବ ୟୁକ୍ରେନ୍ରୁ ଭାରତୀୟଙ୍କୁ ସ୍ଥାନାନ୍ତରଣରେ ସହଯୋଗ ପାଇଁ ଜେଲେନ୍ସ୍କିଙ୍କୁ ଫୋନ୍ କଲେ ପ୍ରଧାନମନ୍ତ୍ରୀ ମୋଦୀ।
- ଘରୋଇ ମେଡିକାଲ୍ କଲେଜ୍ ରେ ଆଡମିଶନ୍ ପ୍ରସଙ୍ଗରେ ସେ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ପ୍ରଧନାମନ୍ତ୍ରୀ ନରେନ୍ଦ୍ର ମୋଦି । ଏଣିକି ଘରୋଇ ମେଡିକାଲ୍ କଲେଜ୍ ରେ ଅଧା ସିଟ୍ ଫି’ କମ୍ ରହିବ । ଅଧା ସିଟ୍ ଫି’ ସରକାରୀ ମେଡିକାଲ୍ କଲେଜ୍ ଫି’ ସହ ସମାନ ରହିବ । ତା ଠାରୁ ଅଧିକ ଫି’ ଘରୋଇ ମେଡିକାଲ କଲେଜ୍ ନେଇପାରିବେ ନାହିଁ । ଏହା ଦ୍ୱାରା ଗରିବ ଓ ମଧ୍ୟବର୍ଗ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
- ଓଡ଼ିଶାରେ ଋଷ୍-ୟୁକ୍ରେନ୍ର ଯୁଦ୍ଧ ପ୍ରଭାବ, ୪୦-୬୦ ଟଙ୍କା ବଢ଼ିଲାଣି ଖାଇବା ତେଲ, ଚିନ୍ତାରେ ଖାଉଟି ।
- ରୁଷ ସହିତ ତୃତୀୟ ରାଉଣ୍ଡ ଆଲୋଚନା ପାଇଁ ବେଲାରୁଷ-ପୋଲାଣ୍ଡ ସୀମାରେ ପହଞ୍ଚିଲେ ୟୁକ୍ରେନ ପ୍ରତିନିଧୀ ଦଳ।
- ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ ହାର୍ଦ୍ଦିକ ପାଣ୍ଡ୍ୟା ? ଏନସିଏ କ୍ୟାମ୍ପରେ ସାମିଲ୍ ହେବାକୁ ମିଳିଲା ଆଦେଶ ।
- -କୋକାକୋଲା ଓ ପେପସି କୋଙ୍କୁ ଏନଜିଟିଙ୍କ ଜରିମନା ନିର୍ଦ୍ଦେଶ, ପୈଠ କରିବେ ୨୫କୋଟି ଟଙ୍କା ।
- ନା କେବେ ଭୁଲିବୁ, ନା କେବେ କ୍ଷମା କରିବୁ’, ରୁଷ ଉପରେ ଗର୍ଜିଲେ ୟୁକ୍ରେନ ରାଷ୍ଟ୍ରପତି ।
- ୟୁକ୍ରେନ ଯଦି ତାଙ୍କର ୪ଟି ସର୍ତ୍ତକୁ ମାନିନେବ ତେବେ ରୁଷିଆ ତୁରନ୍ତ ଯୁଦ୍ଧ କରିବ ବୋଲି ପୁତିନ କହିଛନ୍ତି। ୧- ୟୁକ୍ରେନ ଏହାର ଆକ୍ରମଣ ବନ୍ଦ କରୁ। ୟୁକ୍ରେନ ବିରୋଧରେ ରୁଷିଆ ଏହାର ସାମରିକ ଅଭିଯାନ ଶେଷ କରିସାରିଛି। ୨- ନିରପେକ୍ଷତା ଅବଲମ୍ବନ ନିମନ୍ତେ ୟୁକ୍ରେନ ଏହାର ସମ୍ବିଧାନ ସଂଶୋଧନ କରୁ। ୩-କ୍ରିମିଆ ରୁଷିଆର ଭୂଖଣ୍ଡ ବୋଲି ୟୁକ୍ରେନ ସ୍ବୀକାର କରୁ। ୪- ବିଚ୍ଛିନ୍ନତାବାଦୀଙ୍କ ଭୂଖଣ୍ଡ ଡୋନେକ୍ସ ଓ ଲୁଗାନସ୍କକୁ ୟୁକ୍ରେନ ସ୍ବାଧୀନ ରାଷ୍ଟ୍ର ମାନ୍ୟତା ପ୍ରଦାନ କରୁ।
- ସାମ୍ପ୍ରତିକ ଯୁଦ୍ଧରେ ୟୁକ୍ରେନ୍କୁ ସମର୍ଥନ କରୁଥିବା ଓ ରୁଷ୍ ଉପରେ କଟକଣା ଜାରି କରିଥିବା ତାଲିକାଭୁକ୍ତ ମୋଟ ୩୧ ରାଷ୍ଟ୍ର ମଧ୍ୟରେ ଅଛନ୍ତି କାନାଡ଼ା, ନରୱେ, ସିଙ୍ଗାପୁର, ଦକ୍ଷିଣ କୋରିଆ, ସ୍ବିଜରଲାଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ତାଇୱାନ ପ୍ରମୁଖ। ଉକ୍ତ ରାଷ୍ଟ୍ରଗୁଡ଼ିକ ରୁଷିଆଠାରୁ କୌଣସି ସହାୟତା ପାଇପାରିବେ ନାହିଁ।
|
534 |
Y |
|
2452 |
07-03-2022 |
Odia |
- ୟୁକ୍ରେନ୍ରେ ରୁଷ୍ ଗୋଟିଏ ପରେ ଗୋଟିଏ ଯୁଦ୍ଧ ଅପରାଧ ଘଟାଇ ଚାଲିଛି ଏବଂ ଏହାର ବଳିଷ୍ଠ ପ୍ରମାଣ ମିଳିଛି ବୋଲି ଆମେରିକା ବିଦେଶ ସଚିବ ଏଣ୍ଟୋନି ବ୍ଲିଙ୍କେନ କହିଛନ୍ତି। ଏ ବାବଦରେ ମାନବାଧିକାର ସଂଗଠନ ଏବଂ ଜାତିସଂଘ ଦ୍ବାରା ଯଥାରୀତି ତଦନ୍ତ ହେବ ବୋଲି ସେ କହିଛନ୍ତି।
- ଯୁଦ୍ଧଗ୍ରସ୍ତ ୟୁକ୍ରେନ୍ର ବିଭିନ୍ନ ସହରରୁ ଲୋକଙ୍କୁ ଖାଲି କରାଇବା ପାଇଁ ହୋଇଥିବା ମାନବୀୟ କରିଡରକୁ ଉଭୟ ରୁଷ୍ ଓ ୟୁକ୍ରେନ୍ ସେନା ସମ୍ମାନ ଦେଉନାହାନ୍ତି ଏବଂ ଉକ୍ତ ଅଂଚଳରେ ଯୁଦ୍ଧବିରତି ଭିତରେ ବି ଅଚାନକ ଲଢ଼େଇ ଆରମ୍ଭ ହୋଇଯାଉଛି।
- ଜେଲେନସ୍କି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍କୁ ଫୋନ୍ କରି ଦେଶର ସାଂପ୍ରତିକ ସ୍ଥିତି ସଂପର୍କରେ ଅବଗତ କରିବା ସହ ତୁରନ୍ତ ଯୁଦ୍ଧବିମାନ ଓ ଅନ୍ୟ ଯୁଦ୍ଧାସ୍ତ୍ର ସହାୟତା ଲୋଡ଼ିଛନ୍ତି। ୟୁକ୍ରେନ୍କୁ ମହାସଂକଟରୁ ରକ୍ଷା କରିବାକୁ ଆମେରିକା ଓ ୟୁରୋପ୍ ଆଗକୁ ନ ଆସିଲେ ପ୍ରଳୟଙ୍କରୀ କ୍ଷୟକ୍ଷତି ହେବ ବୋଲି ଜେଲେନସ୍କି କହିଛନ୍ତି।
- ପାଲେଷ୍ଟାଇନ୍ରେ ଭାରତର ରାଷ୍ଟ୍ରଦୂତଙ୍କ ରବିବାର ଦିନ ଅଚାନକ ମୃତ୍ୟୁ ଘଟିଥିବା ଖବର ମିଳିଛି। ରମଲ୍ଲା ସ୍ଥିତ ଭାରତୀୟ ଦୂତାବାସରେ ରାଷ୍ଟ୍ରଦୂତ ମୁକୁଲ ଆର୍ଯ୍ୟଙ୍କୁ ମୃତ ଅବସ୍ଥାରେ ଠାବ କରାଯାଇଥିଲା।
- କାନପୁରର ଜଣେ ଜଣାଶୁଣା ବ୍ୟବସାୟୀ ତଥା ଇନଷ୍ଟିଚ୍ୟୁଟ୍ ଅଫ୍ ଏଣ୍ଟରପ୍ରେନ୍ୟୁରସିପ୍ ଡେଭଲପମେଣ୍ଟର ନିର୍ଦ୍ଦେଶକ ଦେବେନ୍ଦର ପାଲ ସିଂଙ୍କ ଏନ୍ସିଆର୍, କାନପୁର ଏବଂ ଲକ୍ଷ୍ନୌର ଏକାଧିକ ସ୍ଥାନରେ ଆୟକର ବିଭାଗ ଚଢ଼ଉ କରି ୪.୨୫ କୋଟି ଜବତ କରିଛି।
- କେରଳରେ ଏହା ବାସ୍ତବତାର ରୂପ ନେବାକୁ ଯାଉଛି | ତିରୁବନନ୍ତପୁରମ୍ ମେୟର ଆର୍ଯ୍ୟ ରାଜେନ୍ଦ୍ରନ୍ ବାଲୁସେରୀ ବିଧାୟକ ସଚିନ ଦେବଙ୍କୁ ବିବାହ କରିବେ ବୋଲି ଘୋଷଣା କରିଛନ୍ତି |
- ଚଳିତ ମାସ ୧୦ ରେ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାମ, ଗୋଆ ଓ ମଣିପୁର ବିଧାନସଭା ନିର୍ବାଚନର ଭୋଟ ଗଣତି ହେବ।
- ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମୋହାଲିରେ ଚାଲିଥିବା ପ୍ରଥମ ଟେଷ୍ଟ ମାତ୍ର ୩ ଦିନରେ ଶେଷ ହୋଇଛି। ଅଧିନାୟକ ଭାବେ ରୋହିତ୍ ଶର୍ମା ନିଜର ପ୍ରଥମ ଟେଷ୍ଟରେ ବୃହତ ବିଜୟ ହାସଲ କରିଛନ୍ତି। ରବୀନ୍ଦ୍ର ଜାଡେଜାଙ୍କ ଅଲରାଉଣ୍ଡର ପ୍ରଦର୍ଶନ ଦମରେ ଟିମ ଇଣ୍ଡିଆ ଇନିଂସ ଓ ୨୨୨ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏଥିସହ ଭାରତ ଦୁଇମ୍ୟାଚ ବିଶିଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି।
- ଓଡିଶା ବିଧାନସଭାର ୟୁଟ୍ୟୁବ୍ ଚ୍ୟାନେଲ ଆରମ୍ଭ ହୋଇଛି। ଶନିବାରଠାରୁ ଏହା ଆରମ୍ଭ ହୋଇଛି। ପରବର୍ତ୍ତୀ ସମୟରେ ବିଧାନସଭା ଟିଭି ମଧ୍ୟ ଆରମ୍ଭ ହେବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି।
- ନ୍ୟୁଜିଲ୍ୟାଣ୍ଡରେ ଆୟୋଜିତ ମହିଳା ବିଶ୍ୱକପ୍ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ଭାରତ ପ୍ରଥମ ମ୍ୟାଚ୍ ଖେଳିଥିବା ବେଳେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୧୦୭ ରନ୍ରେ ପରାସ୍ତ କରିଛି ।
- ୟୁକ୍ରେନ୍ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀଙ୍କୁ ଭାରତରେ ପଢ଼ିବାକୁ ସୁଯୋଗ ଦିଆଗଲେ ଓଡ଼ିଶା ଦେବ ସମର୍ଥନ: ମୁଖ୍ୟମନ୍ତ୍ରୀ ।
- ସଚିନଙ୍କ ରେକର୍ଡର ସମକକ୍ଷ ହେଲେ ମିଥାଲି ରାଜ । ପ୍ରଥମ ମହିଳା କ୍ରିକେଟର ଭାବେ ଖେଳିଲେ ୬ଟି ବିଶ୍ୱକପ୍ ।
- ବିଧାନପରିଷଦ ଗଠନ ପ୍ରସଙ୍ଗରେ ବାଚସ୍ପତିଙ୍କ ସୂଚନା- କେନ୍ଦ୍ର ମାଗିଛି ତଥ୍ୟ, ଶୀଘ୍ର ଦିଆଯିବ ଉତ୍ତର ।
- ଚୂଡାନ୍ତ ପର୍ଯ୍ୟାୟରେ ‘ଅପରେସନ ଗଙ୍ଗା’, ଏବେ ସୁମିରେ ଅଟକିଥିବା ଲୋକଙ୍କୁ ବାହାର କରିବା ଉପରେ ଗୁରୁତ୍ୱ ।
- ଫ୍ରାନ୍ସର ମହାକାଶ ସଂସ୍ଥା ମୁଖ୍ୟ ଅଭିଯୋଗ କରିଛନ୍ତି ଯେ ଏକ ଉପଗ୍ରହ ଇଣ୍ଟରନେଟ୍ ସେବା ପ୍ରଦାନକାରୀ ସଂସ୍ଥାର ପ୍ରାୟ ୯ ହଜାର ଉପଭୋକ୍ତା ମୁଣ୍ଡରେ ହାତ ଦେଇ ବସିଛନ୍ତି। ଜର୍ମାନୀ, ଗ୍ରୀସ୍, ହଙ୍ଗେରୀ, ଇଟାଲୀ, ପୋଲାଣ୍ଡ ଆଦି ରାଷ୍ଟ୍ର ମଧ୍ୟ ଏହା ଦ୍ବାରା ପ୍ରଭାବିତ ହୋଇଛନ୍ତି।
- ମହିଳା ଦିନିକିଆ ବିଶ୍ୱକପରେ ପୁଣି ପରାଜୟର ସ୍ୱାଦ ଚାଖିଛି ପାକିସ୍ତାନ । ଫେବ୍ରୁଆରୀ ୪ରୁ ମହିଳି ଦିନିକିଆ ବିଶ୍ୱକପ ଆରମ୍ଭ ହୋଇଥିବାବେଳେ ଆଜି ଭାରତ ତା’ର ଅଭିଯାନ ଆରମ୍ଭ କରିଥିଲା ।
- ଟାଙ୍ଗୀ ଗଙ୍ଗାଧରପୁର ଷ୍ଟେସନ ନିକଟରେ ଦେଖିବାକୁ ମିଳିଛି ଏହାର ଜ୍ବଳନ୍ତ ଉଦାହରଣ । ଟ୍ରେନରୁ ଖସି ବି ଜୀବିତ ରହିଛନ୍ତି ଯୁବକ । ସୋଲୋରୀ-ଗଂଗାଧର ପୁର ଷ୍ଟେସନ ମଝିରେ ଚଳନ୍ତା ଟ୍ରେନରୁ ଖସିପଡିଥିଲେ ଜଣେ ଯୁବକ ।
- ମାର୍ଚ୍ଚ ୩୧ ପୂର୍ବରୁ ବସିବ ବିଧାନସଭାର ବଜେଟ୍ ଅଧିବେଶନ । ରାଜ୍ୟପାଳଙ୍କ ଅନୁମୋଦନ ପରେ ବିଧିବଦ୍ଧ ତାରିଖ ଘୋଷଣା କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି । ଏଥର ପୂର୍ଣ୍ଣାଙ୍ଗ ବଜେଟ୍ କି ୩ମାସିଆ ବଜେଟ୍ ଆସିବ, ତାହା ଏଯାଏ ସ୍ଥିର କରାଯାଇନାହିଁ ।
- ଜୋନାଥନ ମା ୟୁଟ୍ୟୁବ୍ରେ କମ୍ପ୍ୟୁଟର ପ୍ରୋଗ୍ରାମିଂ, କ୍ରିପ୍ଟୋ ଓ ଟେକନିକ ସଂପର୍କିତ ଭିଡିଓ ପ୍ରସ୍ତୁତ କରନ୍ତି । ତାଙ୍କର ୟୁଟ୍ୟୁବରେ ୧୬ ଲକ୍ଷରୁ ଅଧିକ ସବ୍ସ୍କ୍ରାଇବର ଅଛନ୍ତି । ଫୁଲଟାଇମ୍ ୟୁଟ୍ୟୁବର ହେବା ପୂର୍ବରୁ ସେ ଫେସବୁକ ଓ ଗୁଗଲରେ ସଫ୍ଟୱେୟର ଇଞ୍ଜିନିୟର ଥିଲେ । ସେ ଫିଲ୍ମ ନିର୍ଦ୍ଦେଶକ ହେବାକୁ ଲକ୍ଷ୍ୟ ରଖିଛନ୍ତି ।
- ଭାରତ ସମେତ ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡ଼ିକର ଆର୍ଥିକ ବ୍ୟବସ୍ଥା ବିଗିଡିବାରେ ଲାଗିଛି । ପରିସ୍ଥିତି ମୁକାବିଲା କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ବଡ଼ ପଦକ୍ଷେପ ନେଇଛି । ଟଙ୍କାର ବିନିମୟ ଦରରେ ଉତ୍ଥାନ-ପତ୍ତନ ମଧ୍ୟରେ ରିଜର୍ଭ ବ୍ୟାଙ୍କ ନିଜର ବିଦେଶୀ ମୁଦ୍ରାକୋଷରୁ ପାଖାପାଖି ୨ ବିଲିୟନ ଡଲାର ବିକ୍ରି କରିଥିବା ଅନୁମାନ କରାଯାଉଛି।
|
590 |
Y |
|
2453 |
07-03-2022 |
English |
- India has recorded its lowest daily COVID-19 cases since May 17, 2020, at 4,362, which took the total tally to4,29,67,315, according to Union health ministry data updated on Monday.
- Joining the digital media platform, Odisha Legislative Assembly has launched its YouTube channel, informed Speaker Surjya Narayan Patro today. The YouTube channel of Odisha Assembly was launched on Saturday.
- The Bharatiya Janata Party (BJP) today named Ollywood actor Sritam Das as its candidate for the post of Mayor of the Cuttack Municipal Corporation (CMC), ahead of the Urban Polls in Odisha.
- PM Modi will interact with ‘Jan Aushadhi Kendra’ owners and beneficiaries of the scheme aimed at making available affordable generic medicines on 07 March today via video conferencing @ 12.30,
- The Budget Sessions of the AP Assembly will be stormy with the principal opposition, the Telugu Desam, deciding to end their boycott even as its leader Chandrababu Naidu will stay away this time too. The session starts on March 7.
- BJP leader Priya Chaudhary and Congress leader Pawan Sharma joined the Aam Aadmi Party at an event in Delhi on Sunday and were welcomed by AAP leader Durgesh Patha.
- A mobile dental van worth ₹34.53 lakh was launched in Himachal Pradesh on the occasion of National Dentist's Day on Sunday.
- Karnataka CM Basavaraj Bommai on Sunday inaugurated a regional forensic science laboratory in Hubballi.
- PM Modi on 07 Mar unveiled a statue of Chhatrapati Shivaji Maharaj in the premises of Pune Municipal Corporation.The statue is made up of 1,850 kg of gunmetal and is about 9.5-feet tall.
- Social Welfare Minister K. Eshwar has assured that the State govt will extend necessary help for the transgender community and resolve their issues.
- The Telangana state Cabinet, approved the Budget for 2022-23 that will be presented in the Legislative Assembly on 07 Mar, Monday.
- The govt is expected to defer the mega initial public offering (IPO) of LIC to the next financial year as the ongoing Russia-Ukraine war has dampened fund managers' interest in the public issue, market experts said on 06 Nar(Sunday).
- Pushpa Hero Allu Arjun celebrates 11th wedding anniversary with his wife Sneha Reddy on 06 Mar Sunday. He got married in 2018.
- Indian Navy successfully demonstrated the accuracy of an extended-range land-attack Brahmos supersonic cruise missile from the stealth destroyer INS Chennai on 05 Mar. The missile hit its intended target with pinpoint accuracy after traversing an extended range trajectory and performing complex manoeuvres.
- Security forces on 06 Mar, Sunday arrested an active terrorist of Lashkar-e-Taiba (LeT) from Jammu and Kashmir's Ganderbal district. Upon seeing an intensive security check, the terrorist tried to escape but was challenged and later caught, the police said. The terrorist has been identified as Mohammad Altaf Wani, a resident of Shopian's Keegam village.
- The head of the United Nations’ refugee agency has said that more than 1.5 million refugees have crossed from Ukraine into neighboring countries since Russian military operation. The High Commissioner of UN is currently Mr. Antonio Guterres,
- Ukrainian President Volodymyr Zelensky said on Sunday (March 6) that Russia destroyed a civilian airport in Ukraine's Vinnytsia. He said that a barrage of Russian missiles has destroyed the airport.
- China sets GDP growth target at 'around 5.5%' in 2022 amid 'triple pressures' on economy, defense spending up by 7.1%.
- Olympic bronze medallist boxer MC Mary Kom has decided to skip the World Championships and the Asian Games to be held later this year to give more exposure to youngsters.
- The IBA Women's World Boxing Championships is scheduled to be held from May 6 to 21 in Istanbul, Turkey while the 2022 Commonwealth Games and 2022 Asian Games will begin on July 28 and September 10 respectively.
|
554 |
Y |
|
2454 |
06-03-2022 |
Odia |
- ଆଇନ ସେବାକୁ ଚାକିରି କିମ୍ବା କର୍ପୋରେଟ ବ୍ୟବସାୟ ଭାବିବା ଉଚିତ ନୁହେଁ ବରଂ ଏହାକୁ ସେବା ଭାବେ ଗ୍ରହଣ କଲେ ଗଭୀର ଆତ୍ମସନ୍ତୋଷ ମିଳିଥାଏ ବୋଲି ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଡକ୍ଟର ଏସ. ମୁରଲୀଧର ମତବ୍ୟକ୍ତ କରିଛନ୍ତି।
- ୟୁକ୍ରେନ ଦାବି କରିଛି ଯେ ଆକ୍ରମଣ ଆରମ୍ଭ ହେବା ପରଠାରୁ ୯ ହଜାରରୁ ଅଧିକ ରୁଷ ସୈନିକଙ୍କର ମୃତ୍ୟୁ ହୋଇଛି।
- ଡ.ସୁନୀତି ମୁଣ୍ଡ ବିଜେପିର ମେୟର ପ୍ରାର୍ଥୀ। ଘୋଷଣା କଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ।
- ସିଙ୍ଗାପୁର ରପ୍ତାନୀ ଉପରେ କଟକଣା ଲାଗୁ କରିବ ଓ କିଛି ରୁଷୀୟ ବ୍ୟାଙ୍କ ଉପରେ ଆର୍ଥିକ ପ୍ରତିବନ୍ଦକ ଲାଗୁ କରିବ । ତା’ଛଡ଼ା ସିଙ୍ଗାପୁର କ୍ରିପ୍ଟୋ କରେନ୍ସି କାରବାର ଉପରେ ମଧ୍ୟ କଟକଣା ଲାଗୁ କରିବ।
- ରାଜ୍ୟର ୩ ମହାନଗର ନିଗମ ପାଇଁ ମେୟର ପଦ ନିମନ୍ତେ ବିଜୁଜନତା ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଭୁବନେଶ୍ୱର ମହାନଗର ନିଗମ ମେୟର ପଦ ପାଇଁ ଦଳ ପକ୍ଷରୁ ସୁଲୋଚନା ଦାସଙ୍କ ନାମ ଘୋଷଣା କରାଯାଇଛି।
- ସେହିପରି କଟକ ମହାନଗର ନିଗମ ମେୟର ପଦ ପାଇଁ ରାଜ୍ୟସଭା ସାଂସଦ ସୁବାସ ସିଂହ ଓ ବ୍ରହ୍ମପୁର ମହାନଗର ନିଗମ ମେୟର ପଦ ପାଇଁ ସଙ୍ଘମିତ୍ରା ଦଳେଇଙ୍କ ନାମ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
- କର୍ଣ୍ଣାଟକର ବାଙ୍ଗାଲୋରରେ ଚାଲିଥିବା ଦ୍ବିତୀୟ ଜାତୀୟ ଦୃଷ୍ଟିହୀନ ମହିଳା କ୍ରିକେଟ ପ୍ରତିଯୋଗିତାର ଫାଇନାଲରେ ଓଡ଼ିଶା ପ୍ରବେଶ କରିଛି। ଶୁକ୍ରବାର ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ଓଡ଼ିଶା ୧୨୯ରନରେ ଦିଲ୍ଲୀକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି।
- ଜେଲେନସ୍କିଙ୍କୁ ହତ୍ୟା କରି ୟୁକ୍ରେନକୁ ଦଖଲ କରିବା ଲାଗି ରୁଷିଆ ଯୋଜନା କରିଥିବାବେଳେ ସଫଳ ହୋଇପାରି ନାହିଁ। ଜେଲେନସ୍କିଙ୍କ ଅଦମ୍ୟ ସାହସ ଓ ଦେଶଭକ୍ତି ନିକଟରେ ସାରା ବିଶ୍ବ ଶତମୁଖ ହୋଇଉଠିଛି। ରୁଷିଆର ଘନ ଘନ ଆକ୍ରମଣ ସତ୍ତ୍ବେ ଜେଲେନସ୍କି ରାଜଧାନୀ କିଭ୍ରେ ରହି ନିଜ ସେନାକୁ ନେତୃତ୍ବ ଦେଇଆସୁଛନ୍ତି।
- ପାଶ୍ଚାତ୍ୟ ଦେଶମାନଙ୍କୁ ପୁଣି ଧମକାଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ସେ କହିଛନ୍ତି ଯେ ରୁଷ ଉପରେ ଆର୍ଥିକ କଟକଣା ଲଗାଇବା ଅର୍ଥ ହେଉଛି ଯୁଦ୍ଧ ଘୋଷଣା କରିବା । ସେ ଆହୁରି ମଧ୍ୟ କହିଛନ୍ତି ଯେ ୟୁକ୍ରେନ ଆକାଶକୁ ନୋ-ଫ୍ଲାଇ ଜୋନ ଘୋଷଣା କରିବା ଅର୍ଥ ହେଉଛି ଏହି ବିବାଦରେ ପ୍ରବେଶ କରିବା ।
- ମାଲିର ସୈନ୍ୟ ଶିବିରରେ ଆତଙ୍କବାଦୀ ଆକ୍ରମଣ। ପଶ୍ଚିମ ଆଫ୍ରିିକାରେ ଥିବା ମାଲି ଦେଶରେ ଗତକାଲି ସୈନ୍ୟ ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଏହି ଆକ୍ରମଣରେ ଅତି କମରେ ୨୭ ସୈନିକ ମୃତ୍ୟୁବରଣ କରିଛନ୍ତି ଓ ୨୧ ଜଣ ଗୁରୁତର ହୋଇଛନ୍ତି।
- ଯୁଦ୍ଧ-ବିକ୍ଷତ ୟୁକ୍ରେନ୍ରୁ ଅଧା ପାଠ ଛାଡ଼ି ଆସିଥିବା ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଭାରତର ବିଭିନ୍ନ ମେଡିକାଲ୍ କଲେଜ୍ରେ ନାମ ଲେଖାଇବାର ବ୍ୟବସ୍ଥା କରାଯିବା ଉଚିତ ବୋଲି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।
- ନାଲ୍କୋର ସିଏମ୍ଡି ଶ୍ରୀଧର ପାତ୍ରଙ୍କୁ ୨୦୨୨-୨୩ ପାଇଁ ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ନୂଆ ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଛି। ଏସାର ମିନ୍ମେଟ୍ ଲିମିଟେଡ୍ର ସିଇଓ ଓ ପରିଚାଳନା ନିର୍ଦେଶକ ଶଶିଶେଖର ମହାନ୍ତିଙ୍କୁ ଉପାଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଛି।
- ଆମ୍ବଲିଓପିଆ ବା ‘ଲେଜି ଆଇଜ୍ ହେଉଛି ଏକ ଦୃଷ୍ଟି ସମ୍ପର୍କିତ ସମସ୍ୟା ଯାହାକି ସାରା ବିଶ୍ୱର ୪% ପିଲାଙ୍କୁ ପ୍ରଭାବିତ କରିଥାଏ । ଯଦି ଏହାର ସଠିକ୍ ସମୟରେ ଚିକିତ୍ସା କରାନଯାଏ, ତେବେ ଏହାଦ୍ୱାରା ସ୍ଥାୟୀ ଦୃଷ୍ଟିହୀନତା ଦେଖା ଦେଇପାରେ ।
- ୟୁକ୍ରେନ ଉପରେ ରୁଷିଆ କ୍ଷେପଣାସ୍ତ୍ର ମାଡ଼ ପରିବା ପରେ ବିଶ୍ବ ତୈଳ ବଜାରରେ ନିଆଁ ଲାଗିଯାଇଛି। ପ୍ରତିଦିନ ଅଶୋଧିତ ତୈଳ ଦର ହୁ ହୁ ହୋଇ ବଢ଼ିଚାଲିଛି। ନିଜ ଆବଶ୍ୟକତାର ୮୨ ପ୍ରତିଶତ ତେଲ ଆମଦାନି କରୁଥିବା ଭାରତ ଏହାକୁ ନେଇ ବେଶ ଚିନ୍ତିତ ହୋଇପଡ଼ିଛି।
- ପରିଚିତ ବ୍ୟାଟେରି କଂପାନି ‘ଏଭାରେଡି’ ଏହାର ପୁରୁଣା ମାଲିକଙ୍କ ହାତକୁ ଖସିଯିବ। କୋଲକାତାର ଖୈତାନ ପରିବାର ପାଖରେ ଏହା ଏବେ ରହିଛି। କିନ୍ତୁ ଏହି ସଂସ୍ଥାକୁ ଖୁବ୍ଶୀଘ୍ର ଦେଶର ଅନ୍ୟତମ ଚର୍ଚ୍ଚିତ ଶିଳ୍ପପତି ପରିବାର ବର୍ମନଙ୍କ ପରିବାର ଅଧିଗ୍ରହଣ କରିବେ।
- ୟୁକ୍ରେନ ଉପରେ ଆକ୍ରମଣ ଚଳାଇଥିବା ରୁଷ୍ ଏବଂ ଏହାର ଘନିଷ୍ଠ ସହଯୋଗୀ ଦେଶ ବେଲାରୁଷ୍କୁ ବିଶ୍ବ ବ୍ୟାଙ୍କ ଏକ ବଡ଼ ଝଟ୍କା ଦେଇଛି। ସେହି ଦୁଇ ଦେଶରେ ବିଶ୍ବବ୍ୟାଙ୍କ ଏହାର ସମସ୍ତ ପ୍ରକଳ୍ପକୁ ତୁରନ୍ତ ବନ୍ଦ ଘୋଷଣା କରିଛି। ବିଶ୍ବ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ୨୦୧୪ ମସିହାରୁ ରୁଷ୍କୁ କୌଣସି କୌଣସି ନୂଆ ଋଣ କିମ୍ବା ନିବେଶ ମଞ୍ଜୁର ହୋଇନାହିଁ।
- ଆତଙ୍କବାଦୀଙ୍କ ଦେଶ ଭାବରେ ପୁରା ବିଶ୍ୱରେ ପରିଚିତ ପାକିସ୍ତାନ ଏବର୍ଷ ବି ଏଫଏଟିଏଫ୍ ର ଗ୍ରେ ତାଲିକାରେ ରହିଛି । କ୍ରମାଗତ ଭାବରେ ଆତଙ୍କବାଦିଙ୍କୁ ପାଣ୍ଠି ଯୋଗାଇ ଆସୁଛି ଏହି ଦେଶ ।
- ଦେଶରେ ପ୍ରଥମ କରି ପଞ୍ଜାବ ତିହାର ଜେଲରେ କଏଦୀଙ୍କୁ କୁସ୍ତି ଶିଖାଇବା ପାଇଁ ଯୋଜନା ହୋଇଛି । ସୂଚନା ଅନୂସାରେ ପଞ୍ଜାବ ତିହାର ଜେଲରେ କଏଦୀଙ୍କୁ କୁସ୍ତି ଶିଖାଇବାକୁ ଯାଉଛନ୍ତି କୁସ୍ତି ମାଷ୍ଟର ସୁଶୀଲ କୁମାର । ସୁଶୀଲ କୁମାର ଗତବର୍ଷ ମାର୍ଚ୍ଚ ମାସରୁ ତିହାର ଜେଲରେ ରହିଛନ୍ତି ।
- ବରିଷ୍ଠ ବିଜେପି ସାଂସଦ ରୀତାବହୁଗୁଣା ଯୋଶୀଙ୍କ ପୁଅ ମୟଙ୍କ ସମାଜବାଦୀ ପାର୍ଟିରେ ସାମିଲ ହୋଇଛନ୍ତି।
- ସଞ୍ଜୟ ଲିଲା ଭଂସାଲିଙ୍କ ନିର୍ଦ୍ଦେଶିତ Gangubai Kathiawadi ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିବାରେ ଲାଗିଛି । ଫେବୃଆରୀ ୨୫ରେ ରିଲିଜ ହୋଇଥିବା ଏହି ଫିଲ୍ମଟି ଶୁକ୍ରବାର ମଧ୍ୟରେ ଗ୍ଲୋବାଲ୍ ବକ୍ସ ଅଫିସରେ ୧୦୦ କୋଟି ପାର୍ କରିଛି ।
|
563 |
Y |
|
2455 |
06-03-2022 |
English |
- With 5,921 people testing positive for coronavirus infection in a day, India's total tally of COVID-19 cases now stands at 4,29,57,477 and that of active cases is at 63,878, according to Union Health Ministry data updated on Saturday.
- A team of CGST Commissionerate, Raigad, Mumbai Zone, busted a fake GST input tax credit (ITC) racket and arrested the proprietor of a Kalamboli-based firm named Zaid Enterprises on Saturday.
- The Additional Sessions Court in Jaipur issued notices to Rajasthan Chief Minister Ashok Gehlot, PHED Minister Mahesh Joshi and others, asking them to appear before it on March 16 in the matter of an alleged phone tapping.
- The high-octane campaign for the seventh and final phase of the Uttar Pradesh assembly election covering 54 assembly seats, including in Prime Minister Narendra Modi's parliamentary constituency Varanasi, ended on Saturday
- West Bengal govt seeks report from DGCA on CM’s aircraft encountering mid-air turbulence while returning from Varanasi
- The BJD has announced its spokesperson Sulochana Das as the mayoral candidate for Bhubaneswar Municipal Corporation (BMC) while BJP has named writer and social activist Suniti Mund for the top civic body post. Congress has already fielded Madhusmita Acharya for the post.
- Tthe BJD has nominated Rajya Sabha MP Subhash Singh as the mayor candidate for Cuttack Municipal Corporation (CMC).
- The BJD has nominated Sanghamitra Dalei as the mayor candidate for Berhampur Municipal Corporation (BeMC). Dalei is the BJD women wing president of Ganjam district.
- The state government has drawn the attention of the Centre for development of an economic corridor from Paradip to Bhadrasahi-Barbil for smooth transportation of minerals and other goods
- An estimated 6 lakh people have visited the 45th International Kolkata Book Fair since February 28, a senior official of the Publishers and Book Sellers Guild said.
- Global news media said they were suspending reporting in Russia to protect their journalists after a new law that threatened jail terms of up to 15 years for spreading fake news.
- Wheat exports from India, the world’s second-biggest producer of the grain, have picked up after global prices surged due to Russia’s war against Ukraine, and total shipments from the country have already touched a record of 6.6 million tonne this fiscal so far, Food Secretary Sudhanshu Pandey said Saturday.
- Milk brand Mother Dairy has announced to increase the milk price by `2 per litre in Delhi NCR area. The price hike will come into the effect from Sunday.
- A major portion of an under-construction road under bridge (RuB) caved in near Purumunda village of Khaliapali Panchayat under Boudh block late last night.
- In a shameful incident, a 17-year-old actress was allegedly raped by the male lead (hero) of the film on the outskirts of Bhubaneswar.The accused has been identified as Suraj.
- Dr. Mamoni Dash working with Institute of Life Sciences (ILS) has been selected among India’s 75 achievers in the field of Science and Technology.
- Day temperature in Odisha is likely to rise from March 13 as moisture flow to eastern India could get cut off with an existing upper air trough moving eastwards, the Centre for Environment and Climate (CEC) of SOA said on Saturday.
- JioPhone Next, the affordable smartphone jointly developed by Google and Jio, with most advanced features has now become available at over 7000 retail mobile stores across Odisha, along with all Jio Stores, Jio Points, Reliance Digital stores, and Jio Centres across the state.
- Former Indian Men’s Hockey Team Captain Sardar Singh has been named as a Coach of India ‘A’ Men’s side, while former Indian Men’s Hockey Team forward and two-time Olympian Deepak Thakur has been named as a Coach of the India ‘A’ Women’s team.
- Former Indian captain Virat Kohli, who is playing his 100th test match at Mohali’s PCA Stadium, received a rousing guard of honour by team India players on Day 2 of the first Test match against Sri Lanka.
|
546 |
Y |
|
2456 |
05-03-2022 |
Odia |
- ୟୁକ୍ରେନ୍ ଯୁଦ୍ଧ ସଂକ୍ରାନ୍ତରେ କ୍ରେମ୍ଲିନ୍ ନୀତି ଅନୁସାରେ ଖବର ପ୍ରସାରଣ କରୁ ନ ଥିବା ଗଣମାଧ୍ୟମ ପ୍ରତିଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ଦମନ କରିବାକୁ ଯାଇ ‘ଫେସ୍ବୁକ୍’ ଓ ‘ଟୁଇଟର୍’ ବ୍ଲକ୍ କରାଇ ରୁଷୀୟ ରାଷ୍ଟ୍ରପତି ଗୋଟାଏ ଚିଠାରେ ସ୍ବାକ୍ଷର କରି ତାହାକୁ ଆଇନରେ ପରିଣତ କରିଛନ୍ତି।
- ୟୁକ୍ରେନରେ ଜପୋରିଜିଆ ପରମାଣୁ ଶକ୍ତି କେନ୍ଦ୍ର ଶୁକ୍ରବାର ଦିନ ସଂପୂର୍ଣ୍ଣ ଭାବେ ରୁଷ୍ ଦଖଲକୁ ଚାଲି ଯାଇଛି। ଏବେ ରୁଷ୍ କମାଣ୍ଡୋଙ୍କ ନିୟନ୍ତ୍ରଣରେ ଏହି କେନ୍ଦ୍ର ରହିଛି । ରୁଷ୍ ଆକ୍ରମଣ ଯୋଗୁଁ ଗତକାଲି ରାତିରେ ଏହି ପରମାଣୁ ଶକ୍ତି କେନ୍ଦ୍ରରେ ନିଆଁ ଲାଗି ଯାଇଥିଲା। ତେବେ ପରମାଣୁ କେନ୍ଦ୍ରର ଭିତର ଅଞ୍ଚଳରେ କୌଣସି କ୍ଷୟକ୍ଷତି ହୋଇନାହିଁ।
- ରୁଷ୍-ୟୁକ୍ରେନ୍ ଯୁଦ୍ଧରେ ଆମେରିକା ଓ ୟୁରୋପୀୟ ରାଷ୍ଟ୍ରମାନେ କିଭଳି ନିଆଁରେ ଘିଅ ଢ଼ାଳୁଛନ୍ତି ତାହାର ଆଉ ଏକ ପ୍ରମାଣ ଆଜି ସାମ୍ନାକୁ ଆସିଛି। ଆମେରିକାର ସିନେଟର ଲିଣ୍ଡ୍ସେ ଗ୍ରାହମ ଏକ ଟେଲିଭିଜନ୍ ଲାଇଭ୍ କାର୍ଯ୍ୟକ୍ରମରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା କରିବା ପାଇଁ ଆହ୍ବାନ ଦେଇଛନ୍ତି।
- ରୁଷର ସୈନ୍ୟବାହିନୀ କିବ୍ର ଏକ ରିଜର୍ଭ ରେଡିଓ ଏବଂ ଟେଲିଭିଜନ କେନ୍ଦ୍ରକୁ ଅଚଳ କରି ଦେଇଛନ୍ତି ବୋଲି ମସ୍କୋର ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖପାତ୍ର ଇଗୋର କୋନାଶେଙ୍କୋଭ ଦାବି କରିଛନ୍ତି।
- ୟୁକ୍ରେନ ଉପରେ ଋଷର ଆକ୍ରମଣକୁ କେବଳ ସମଗ୍ର ବିଶ୍ୱରେ ନୁହେଁ ବରଂ ଋଷରେ ମଧ୍ୟ ବିରୋଧ କରାଯାଉଛି। ଯୁଦ୍ଧ ବିରୋଧରେ ଏଠାରେ ବିରୋଧ ପ୍ରଦର୍ଶନ କରାଯାଉଛି। ଋଷର ଗଣମାଧ୍ୟମରେ ମଧ୍ୟ ବିରୋଧ ରହିଛି କିନ୍ତୁ ସେମାନେ ଋଷ ସପକ୍ଷରେ ଖବର ଦେଖାଇବାକୁ ବାଧ୍ୟ ହେଉଛନ୍ତି।
- ଏଣିକି ମେଘାଳୟ ସରକାରଙ୍କ ବିନା ଅନୁମତିରେ ରାଜ୍ୟରେ ପଶି ତଦନ୍ତ କରିପାରିବ ନାହିଁ ସିବିଆଇ | କାରଣ ମେଘାଳୟ ସରକାର କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)କୁ ଦିଆଯାଇଥିବା ଅନୁମତି ପ୍ରତ୍ୟାହାର କରିନେଇଛନ୍ତି |
- ୭ରୁ ରାଜ୍ୟରେ ମିସନ୍ ଇନ୍ଦ୍ରଧନୁଷ ୪.୦, ୧୨ ଜିଲ୍ଲାରେ ୧୬୮ଟି ବ୍ଲକ୍ରେ ହେବ ଟିକାକରଣ ।
- ପୂର୍ବତନ ସ୍ଥଳସେନାଧ୍ୟକ୍ଷ ଜେନେରାଲ ଏସ୍.ଏଫ.ରୋଡ୍ରିଗସ୍ଙ୍କ ପରଲୋକ
- ଶେଷ ପ୍ରସାରଣ ସମୟରେ ‘ଯୁଦ୍ଧକୁ ନା’ ବାର୍ତ୍ତା ଦେଇ ଲାଇଭ ଇସ୍ତଫା ଦେଲେ ଟିଭି ଚ୍ୟାନେଲର ପୂରା ଷ୍ଟାଫ୍ । ଏମିତି କରିଛନ୍ତି ୠଷର ଏକ ଟିଭି ଚ୍ୟାନେଲ । ୟୁକ୍ରେନ ଯୁଦ୍ଧର ପ୍ରସାରଣ କରିଥିବାରୁ ୟୁକ୍ରେନର ‘ଟିଭି ରେନ୍’ ସଞ୍ଚାଳକଙ୍କୁ ନିଲମ୍ବିତ କରିଥିଲେ ଋଷର ଅଧିକାରୀମାନେ । ଏହାପରେ ଟିଭି ରେନ୍ ର ଅଧିକାରୀ ଲାଇଭ ଆସି ସାମୂହିକ ଇସ୍ତଫା ନେବାକୁ ନିଷ୍ପତ୍ତି ନେଇଥିଲେ ।
- ୟୁରୋପର ସବୁଠୁ ବଡ଼ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଉପରେ ଆକ୍ରମଣ । ଜାପୋରିଝଜିଆ ପାୱାର ପ୍ଲାଣ୍ଟକୁ କବଜା କଲା ରୁଷିଆ ।
- ଦୁଇ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ଘଟଣା । ଥାନାରେ ହାଜର ହେଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ
- ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ସେନ୍ ୱାର୍ଣ୍ଣଙ୍କ ପରଲୋକ କ୍ରିକେଟ ଜଗତକୁ ସ୍ତବ୍ଧ କରିଦେଇଛି। ଥାଇଲାଣ୍ଡରେ ଶୁକ୍ରବାର ୱାର୍ଣ୍ଣଙ୍କ ପରଲୋକ ହୋଇଛି। ତାଙ୍କ ପରଲୋକରେ ଅଷ୍ଟ୍ରେଲିଆ ସମେତ ବିଶ୍ବ କ୍ରିକେଟରେ ଶୋକର ଛାୟା ଖେଳିଯାଇଛି।
- ଦେଶରେ ସାର୍ବଜନୀନ କୋଭିଡ୍ ଟିକାକରଣ ଅଭିଯାନ ସଫଳତାର ସହ ଆଗେଇ ଚାଲିଛି । ଏପର୍ଯ୍ୟନ୍ତ ୧୭୮ କୋଟି ୪୦ ଲକ୍ଷ ୮୧ ହଜାରରୁ ଅଧିକ ପାନ କରୋନା ଟିକା ଦିଆଯାଇ ସାରିଲାଣି ।
- ଜୁନ୍ ୯ରେ ବାରବାଟୀରେ ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳାଯିବ ବୋଲି ବୁଧବାର ବିସିସିଆଇ ଘୋଷଣା କରିଛି।
- ଯୁଦ୍ଧ କାରଣରୁ ଶୁକ୍ରବାର ଭାରତୀୟ ନିବେଶକଙ୍କୁ ୫ ଲକ୍ଷ କୋଟିର କ୍ଷତି ସହିବାକୁ ପଡ଼ିଛି । ୧୫ ଫେବୃଆରୀ ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ନିବେଶକ ୧୯୭ ବିଲିୟନ୍ ଅର୍ଥାତ ୧୫ ଲକ୍ଷ କୋଟି ହରାଇଲେଣି । ଏନେଇ ଏକ ରିପୋର୍ଟ ପ୍ରକାଶ କରିଛି ଏକ ଖବର କାଗଜ ସଂସ୍ଥା ।
- ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧ ଦୁନିଆରେ ଚିପ୍ ସଙ୍କଟକୁ ଆହୁରି ଘନୀଭୂତ କରିପାରେ। ଗତ ଦେଢ ବର୍ଷ ହେବ ପୂରା ଦୁନିଆ ଚିପ୍ର ଅଭାବଜନିତ ସମସ୍ୟାର ସମ୍ମୁଖୀନ ହେଉଛି। ସମଗ୍ର ଦୁନିଆରେ ପେଲୋଡିୟମ ଯୋଗାଣରେ ୪୪ ପ୍ରତିଶତ ଭାଗିଦାରୀ ରୁଷ ହାତରେ ରହିଛି। ଏହା ବ୍ୟତୀତ ଦୁନିଆରେ ୭୦ ପ୍ରତିଶତ ନିଅନ ଯୋଗାଣ ୟୁକ୍ରେନରୁ ହୋଇଥାଏ।
- ରୁଷର କମ୍ପାନୀ ଗୁଡିକ ଉପରେ ପାଶ୍ଚାତ୍ୟ ଦେଶ ଗୁଡିକ ପ୍ରତିବନ୍ଧକ ଲାଗୁ କରିବା ପରେ ଭାରତ ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଏସବିଆଇ ବଡ଼ ନିଷ୍ପତ୍ତି ଗ୍ରହଣ କରିଛି।
- ରୁଷର ଏକ ଖବର କାଗଜ ନୋବାୟ ଗେଜେଟ୍ ଖୋଲିଛି ୟୁକ୍ରେନକୁ ନେଇ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଯୋଜନା । ୟୁକ୍ରେନକୁ କିଛି ଏପରି ଭାବେ ବିଭାଜନ କରିବାକୁ ଚାହୁଁଛନ୍ତି ପୁଟିନ, ଯେପରି ରାଜଧାନୀ କିଭ୍ ସହ ଦେଶର ମଧ୍ୟ ଏବଂ ପୂର୍ବାଞ୍ଚଳରେ ରୁଷ ସମର୍ଥିତ ରହିବେ। ଅନ୍ୟପଟେ ୟୁରୋପକୁ ଲାଗିଥିବା ପଶ୍ଚିମାଞ୍ଚଳକୁ ସେମାନଙ୍କ ପାଇଁ ଛଡା ଯିବ।
- ଆଜି ମାର୍ଚ୍ଚ ୫ ତାରିଖ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜନ୍ମ ଜୟନ୍ତୀ । ପୁରୀ ବେଳାଭୂମିରେ ବିଜୁ ପଟ୍ଟନାୟକଙ୍କ କରିଛନ୍ତି ପ୍ରତିମୂର୍ତ୍ତୀ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।
- ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଦଶମ ଦିନରେ ୟୁକ୍ରେନ ରାଷ୍ଟ୍ରପତି ଭବନ ଉପରେ ଆକ୍ରମଣ ହୋଇଛି । ତେବେ ଏଥିରେ କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ତେବେ ଟାର୍ଗେଟ୍ ଫେଲ୍ ମାରିଥିବା କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡୋମିର୍ ଜେଲେନସ୍କି ।
|
604 |
Y |
|
2457 |
05-03-2022 |
English |
- The ruling Biju Janata Dal (BJD) is observing the 106th birth anniversary of the former Chief Minister Biju Patnaik, sans celebration today. His birthday is observed as ‘Panchayati Raj Diwas’ in Odisha.
- Tech giant Google said that it will end work-from-home system for employees and asked them to return to the office on April 4.
- The Odisha government has asked its employees to maintain strict neutrality during the upcoming urban elections in the state.
- The state government Friday informed that as many as 199 Odia students, who were stranded in war-hit Ukraine, have returned safely to India
- India on Friday reported at least 6,396 new COVID-19 cases while active infections declined to 77,152.
- Railway Minister Ashwini Vaishnaw has announced that ‘Kavach’ System, the anti-collision test conducted by the Indian Railways to check the indigenous developed system to avoid rail accidents is successful.
- The iconic Jamia Masjid in Srinagar - the largest mosque in Kashmir - was opened for Friday prayers on 04 Mar, after a long closure over security reasons and pandemic. Over people attended the congregational prayers.
- CM Basavaraj Bommai has proposed no increase in taxes in the Budget 2022-23 presented by him in the state Legislative Assembly on Friday.
- State power distribution companies (Discoms) are all set to hike power tariff from April 1. The northern power distribution company (NPDCL) and the southern power distribution company (SPDCL) together do the supply to all 33 districts
- Union Agriculture Minister Narendra Singh Tomar has said that the government of India has transferred one lakh 82 thousand crore rupees till date to the farmers' accounts under the PM KISAN Samman Nidhi yojana.
- Bollywood actors took to social media to express condolences on the demise of legendary cricketer Shane Warne. "You could not have loved the game of cricket without being in complete awe of the man.
- Gen SF Rodrigues (retd) passed away on Friday. He was 88. Gen Rodrigues was born in Bombay in 1933. He was the chief of the Indian Army from 1990 to 1993
- PM Modi chaired a meeting to review the Ukraine- situation. The meeting was attended by Union Ministers Dr S Jaishankar and Piyush Goyal along with National Security Advisor Ajit Doval.
- Mexican President Andres Manuel Lopez Obrador on Friday said the country will not send arms to Ukraine
- In Pakistan, a powerful bomb exploded inside a Shiite Muslim mosque in northwestern city of Peshawar 04 Mar. At least 56 worshippers were killed and 194 wounded, many of them critically, police said.
- As much as 26 per cent of the 4,406 candidates in the ongoing Uttar Pradesh polls whose affidavits were analysed have declared criminal cases against themselves, according to a report by poll watchdog Association for Democratic Reforms (ADR).
- India on Friday abstained in a vote in the UN Human Rights Council that has decided to urgently establish an independent international commission of inquiry as a result of Russia's aggression against Ukraine.
- The Higher Education (HE) department Friday permitted all degree colleges and public universities in the state to register themselves in the portals of other recognised educational institutions outside Odisha that award various scholarships to students.
- The central government along with Google Play has selected Odisha-based startup’s ZyadaShop among 100 startups from across India that will find support and guidance to build high-quality global apps and games
- R Priya, the DMK candidate for the post of Chennai mayor, was elected unopposed Friday. Twenty-eight-yearold Priya is a post graduate in Commerce and a first-time councillor. She is the first Dalit mayor of the Chennai Corporation and the third woman to do so.
|
577 |
Y |
|
2458 |
04-03-2022 |
Odia |
- ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ବାରା ପରିଚାଳିତ +୨ ପରୀକ୍ଷା ପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି। ଆସନ୍ତା ଏପ୍ରିଲରେ ପରୀକ୍ଷା କରିବାକୁ ପରିଷଦ ପକ୍ଷରୁ ଯୋଜନା କରାଯାଇଛି। କେନ୍ଦ୍ରୀୟ ପରିଷଦର ପରୀକ୍ଷା ଏପ୍ରିଲ ୨୬ରୁ ଦ୍ବାଦଶ ପରୀକ୍ଷା ଆରମ୍ଭ ହେବାକୁ ଥିବାରୁ ସମାନ ଢଙ୍ଗ ଓ ସମୟରେ ସିଏଚ୍ଏସ୍ଇ ପକ୍ଷରୁ ପରୀକ୍ଷା କରିବାକୁ ଯୋଜନା କରାଯାଇଛି।
- କେଉଁଝର ବ୍ୟବସାୟୀଙ୍କ ଠାରୁ ଇନ୍ୟୁରାନ୍ସରେ ଅଧିକ ଟଙ୍କା ଦେବାକୁ କହି ଠକି ନେଲେ ୨ କୋଟି ୩୫ ଲକ୍ଷ ଟଙ୍କା। କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ ।
- ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆଜି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ପରସ୍ପର ସହ ପ୍ରାୟ ୯୦ମିନିଟ ଧରି ଦୁହେଁ ଅନେକ ବିଷୟରେ ଆଲୋଚନା କରିଥିବା ବେଳେ ୟୁକ୍ରେନ ଉପରେ ଆକ୍ରମଣ କରିବାର କାରଣ କହିଛନ୍ତି ପୁଟିନ୍।
- ରିଲାଏନ୍ସ ଓ ସନମିନା ଭାରତରେ ନିର୍ମାଣ କରିବେ ବିଶ୍ୱସ୍ତରୀୟ ଇଲେକ୍ଟ୍ରୋନିକ୍ସ ମାନୁଫାକ୍ଚରିଂ ହବ୍ ।
- ଶ୍ରୀମନ୍ଦିରରେ ଦିବ୍ୟାଙ୍ଗଙ୍କ ପ୍ରବେଶ ପାଇଁ ବ୍ୟବସ୍ଥା ପ୍ରସଙ୍ଗରେ ଏକ ମାସ ଭିତରେ ନିଷ୍ପତ୍ତି ନେବାକୁ ହାଇେକାର୍ଟଙ୍କ ନିର୍ଦ୍ଦେଶ ।
- ପଶ୍ଚିମବଙ୍ଗରେ ପୌର ନିର୍ବାଚନରେ ୧୦୮ରୁ ୧୦୨ ଆସନ ପୋଛି ନେଇଛି ଟିଏମସି , ପୁଣି ଖାତା ଖୋଲିଲେ ବାମ ମୋର୍ଚ୍ଚା ।
- ଜେଲେନସ୍କିଙ୍କ ବଡ କାର୍ଯ୍ୟାନୁଷ୍ଠାନରେ ୟୁକ୍ରେନରେ ଥିବା ରୁଷ ନାଗରିକଙ୍କ ସମ୍ପତ୍ତି ଜବତ କରାଯିବ ।
- କଥକ ନୃତ୍ୟଶିଳ୍ପୀ ଆଦିତି ମଙ୍ଗଳଦାସ ‘ମାହାରୀ ସମ୍ମାନ’ ପାଇବେ ।
- ପୌର ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ହେଲେ ଏହା କେବଳ ନିର୍ବାଚନ ହେଉଥିବା ୧୦୬ଟି ପୌରସଂସ୍ଥା ଓ ୩ଟି ମହାନଗର ନିଗମ ଅଞ୍ଚଳରେ ଲାଗୁ ହୋଇଛି।
- ଦେଶରେ ପାଞ୍ଚଟି ରାଜ୍ୟରେ ନିର୍ବାଚନ ଚାଲୁଥିବାରୁ ତୈଳ ଦର ବୃଦ୍ଧିରେ ରୋକ ଲାଗିଛି । ତେବେ ମାର୍ଚ୍ଚ ୮ରେ ନିର୍ବାଚନ ଶେଷ ହେଉଥିବାବେଳେ ତୈଳଦର ମାର୍ଚ୍ଚ ୮ ପରେ ୧୩.୫୦ ପଇସା ବଢିପାରେ । ଏନେଇ ସୂଚନା ଦେଇଛନ୍ତି ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏସନ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍ ।
- ଭାରତ ଏବେ ବିଶ୍ୱରେ ଚର୍ଚ୍ଚାରେ ରହିଛି, ତାହା ହେଉଛି, ୟୁକ୍ରେନର ଖାର୍କିଭ ସହରରେ ଅଟକି ରହିଥିବା ଭାରତୀୟଙ୍କୁ ସେଠାରୁ ପଳାୟନ ସୁଯୋଗ ଦେବା ପାଇଁ ରୁଷ ସୈନ୍ୟଙ୍କ ପକ୍ଷରୁ ୬ ଘଣ୍ଟା ଯୁଦ୍ଧ ବନ୍ଦ ରଖାଯିବା
- ରାଜ୍ୟରେ ଧିରେ ଧିରେ ବଢୁଛି ତାତିର ପ୍ରକୋପ । ଆଗକୁ ମଧ୍ୟ ଏହି ତାପମାତ୍ରାରେ ବୃଦ୍ଧି ଘଟିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ସର୍ବାଧିକ ତାପମାତ୍ରା ଉପକୂଳ ଜିଲ୍ଲାରେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ୨ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବଢ଼ିବ ।
- କରୋନାର ପଞ୍ଚମ ଲହର । ହଂଙ୍କରେ ଆତଙ୍କ ଖେଳାଇଛି ଓମିକ୍ରନ । ଏହାର ପ୍ରଭାବରେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି ।
- ପ୍ରାୟ ଦୁଇ ଦଶନ୍ଧି ତଳେ ୧୯୯୧ ମସିହାରେ ପୃଥିବୀର ତୃତୀୟ ବୃହତ୍ତମ ଅଣୁଅସ୍ତ୍ର ରଖିଥିବା ଦେଶ ୟୁକ୍ରେନ୍ ତତ୍କାଳୀନ ସେଭିଏତ୍ ୟୁନିୟନ୍ରୁ ଅଲଗା ହେବା ପରେ ୧୯୯୪ରେ ଏହି ଅସ୍ତ୍ର ପରିତ୍ୟାଗ କରିବାକୁ ନିଷ୍ପତ୍ତି ନେଇଥିଲା।
- ୟୁକ୍ରେନରୁ ଭାରତୀୟଙ୍କ ଉଦ୍ଧାର ପ୍ରକ୍ରିୟା ତ୍ବରାନ୍ବିତ କରିବା ପାଇଁ ଭାରତ ‘ଅପରେସନ୍ ଗଙ୍ଗା’ ଅଧୀନରେ ୮୦ ବିମାନ ମୁତୟନ କରିଛି। ୨୪ରୁ ଅଧିକ ମନ୍ତ୍ରୀ ଉଦ୍ଧାର ପ୍ରକ୍ରିୟା ତଦାରଖ କରିବେ।
- ବିଶୋଧନ ପ୍ରକ୍ରିୟାରେ ଅପଚୟ ହେଉଥିବା ମଦ ଉପରେ ଟିକସ ଲଗାଇବା କ୍ଷମତା ରାଜ୍ୟ ସରକାରଙ୍କର ନାହିଁ। ମନୁଷ୍ୟ ବ୍ୟବହାର ଉପଯୋଗୀ ଆଲ୍କୋହଲଯୁକ୍ତ ମଦ ଉପରେ ରାଜ୍ୟ ସରକାରଙ୍କ ଟିକସ ଲଗାଇବା କ୍ଷମତା ରହିଛି ବୋଲି ସୁପ୍ରିମକୋର୍ଟ ରାୟ ଅବସରରେ କୁହାଯାଇଛି।
- ୟୁକ୍ରେନ ଉପରେ ଆକ୍ରମଣ କରୁଥିବାରୁ ରୁଷ ଉପରେ ଡିୟାଜିଓ, ଆଇକିଆ, ସ୍ପୋଟିଫାଏ ଓ ଏଫ ୧ର ବଡ଼ କାର୍ଯ୍ୟାନୁଷ୍ଠାନ। ମଦ ତିଆରି କରୁଥିବା କମ୍ପାନି ଡିୟାଜିଓ ରୁଷକୁ ମଦ ଯୋଗାଣ ଉପରେ ପ୍ରତିବନ୍ଧକ ଲଗାଇଛି।
- ଭାରତର ୫ଟି କ୍ଷେତ୍ର ଯୁଦ୍ଧ ଦ୍ବାରା ଅଧିକ ପ୍ରଭାବିତ ହୋଇଛି। ସେହି କ୍ଷେତ୍ରଗୁଡ଼ିକ ହେଲା ପେଟ୍ରୋଲିୟମ ଉତ୍ପାଦ, ଖାଇବା ତେଲ, କୃଷି, ଅଟୋମୋବାଇଲ ଏବଂ ଧାତବ ସାମଗ୍ରୀ।
- କେନ୍ଦୁଝର ଜିଲ୍ଲାର ଆନନ୍ଦପୁରରେ ଟମାଟୋ କିଲୋ ଏବେ ୨ଟଙ୍କା। ଅଧିକ ଉତ୍ପାଦନ ହୋଇଛି; ସଂରକ୍ଷଣ ସୁବିଧା ନଥିବାରୁ ଚାଷୀ କମ୍ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। କିଛିଦିନ ପୂର୍ବରୁ ଟମାଟୋ କିଲୋଗ୍ରାମ ପ୍ରତି ୮୦ରୁ ୧୦୦ଟଙ୍କା ବିକ୍ରି ହେଉଥିଲା।
- ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟସେବା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ସହିତ ବାର୍ଦ୍ଧକ୍ୟ ରୋଗ ଜନିତ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରର ମେଡିସିନ୍(ଭେଷଜ) ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଜେରିଆଟିକ୍ କେୟାର କ୍ଲିନିକ୍ ସେବା ଆରମ୍ଭ ହୋଇଛି। ପ୍ରତି ମଙ୍ଗଳବାର ଅପରାହ୍ନ ୨ ଟାରୁ ୫ ଟା ପର୍ଯ୍ୟନ୍ତ ଏହା କାର୍ଯ୍ୟ କରିବ।
|
542 |
Y |
|
2459 |
04-03-2022 |
English |
- Former Punjab Police chief getting a blanket protection from arrest in any case against him in future has been termed as "shocking" by the Supreme Court.
- India's COVID-19 case tally rose to 4,29,45,160 with 6,561 people testing positive for the infection in a day while active cases declined to 77,152 on Thursday.
- One hundred and thirty Russian buses are ready to evacuate Indian students and other foreigners from Ukraine’s Kharkiv and Sumy to Russia’s Belgorod Region.
- Russia is ready to send 130 buses to evacuate stranded Indian students from war-torn Ukraine’s Kharkiv and Sumy cities to its Belgorod Region, Russian National Defence Control Centre head Colonel-General Mikhail Mizintsev said Thursday
- The Central University of Odisha (CUO), Koraput and the Forum for Integrated Development and Research (FIDR) India, Gurugram has signed a Memorandum of Understanding (MoU) through online mode for next three years to collaborate on establishing a Digital Tribal Literacy Centre for the tribal youth of Odisha.
- Dismissing petitions filed by the Odisha government challenging the Orissa High Court order of 2008, the Supreme Court Thursday held that the state had power to levy excise duty only on alcoholic liquor meant for human consumption.
- According to the data shared by the commissionerate police, cyber crooks siphoned off more than Rs1.39 crore from victims’ accounts in February, 2022. Denizens in the city have lost Rs1.31 crore in January this year.
- More than 1 billion people aged 12 to 35 years risk losing their hearing due to prolonged and excessive exposure to loud music and other recreational sounds, the World.
- In a setback to Jagan Mohan Reddy-led government’s plans to develop three state capitals, the Andhra Pradesh High Court Thursday directed it to complete implementation of Amaravati capital city master plan in six months.
- A whopping 93 per cent of Indians live in areas where air pollution levels exceed WHO standards, according to a global report. The report revealed that life expectancy in India, as a result, has been shortened by about 1.5 years.
- Companies’ push to flee Russian market .BP abandoned its $14 billion stake in Rosneft .Toyota halting production at St Petersburg plant. Mercedes-Benz, Volkswagen suspended exports .Volvo Cars stopped deliveries, Ford halted operations .
- Companies’ push to flee Russian market - Harley-Davidson halted motorcycle shipments. Ikea paused Russian exports and imports .H&M, Nike paused sales in Russian stores . AP Moller-Maersk stops making Russian port calls .Apple stops selling iPhone and popular devices inside Russia .Dell Technologies suspended sales in both Ukraine, Russia . Netflix pauses future projects, acquisitions.
- The Supreme Court Thursday directed the Maharashtra government and the State Election Commission (SEC) not to act upon the interim report of Maharashtra State Backward Class Commission to reserve seats for Other Backward Classes (OBC) in the upcoming local bodies election.
- The Union Ministry of Road Transport and Highways has issued a draft rule, the vehicle owners will have to display the fitness certificate and the validity of the registration mark in a prescribed manner on the vehicles. As per the rules, the fitness certificate should be displayed in the 'DD-MM-YYYY' format.
- A court in Odisha's Mayurbhanj district has sentenced a 74-year-old man to 10 years of imprisonment for raping a teenager four years ago.
- The CBI has said that Indrani Mukerjea's plea claiming that her daughter Sheena Bora, whom she is accused of killing, is alive, is a "figment of her imagination" and "next to impossible".
- Senior Congress leader and Jatni MLA Suresh Routray announced the name of Madhusmita Acharya, daughter-in-law of late Congress MLA Kangali Charan Panda, as the party’s Mayor Candidate for BMC.
- The special clinic started functioning on Tuesday. This will function on every Tuesday from 2 pm to 5pm. Additional Professor, Medicine Dr. Rashmi Ranjan Mohanty will be the in-charge for special clinic in geriatric medicine.
- The State CT and GST Enforcement Wing on Thursday conducted raids on tobacco manufacturers and traders on the allegation of evading taxes in 30 districts.
- Kathak dancer, researcher and choreographer Aditi Mangaldas has been selected for the prestigious Mahari Award 2022. Aditi will receive the award during the three day dance festival 28th Guru Pankaj Utsav, scheduled to be held at Rabindra Mandap in Bhubaneswar from on March 15 to 17.
|
560 |
Y |
|
2460 |
03-03-2022 |
English |
- Ten months after its landslide victory in West Bengal Assembly polls, the Trinamool Congress (TMC) steamrolled Wednesday the entire opposition in the civic elections, bagging 102 of the 108 municipalities, an SEC official said
- Thirty-two kilograms gold jewellery worth over `16 crore were seized by the GRP at the railway station here Wednesday. Four persons have been detained in this connection and they have been identified as Dixit Hasamukhlal Jain, Mahesh Uma Sare, Suresh Sahadev Khabe and Dipak Ananta Padel.
- The Supreme Court Wednesday refused to allow stone mining activities in the vicinity of Kuldiha Wildlife Sanctuary in Odisha’s Balasore till implementation of the Comprehensive Wildlife Management Plan by the state government as approved by the standing committee of the National Board for Wildlife (NBWL)
- India Wednesday abstained on a UN General Assembly resolution that strongly deplored Russia's aggression against Ukraine, the third abstention in less than a week by the country in the world body on resolutions on the escalating crisis between Moscow and Kyiv.
- Coal Ministry has received 26 bids for auction of eleven Coal Mines for Sale of Coal. Two or more bids have been received for five coal mines. The process of 4th tranche of auction of coal mines for sale of coal was launched by the Nominated Authority, Ministry of Coal on 16th December last year.
- The Election Commission is likely to take a decision on re-polling at nine booths in Manipur's Churachandpur district where clashes reportedly took place during elections.
- Foreign investors pulled out more than 35,500 crore rupees from the Indian capital markets so far in February. According to the depositories data, Foreign Portfolio investors, or FPIs, pulled out 31,158 crore.
- Petrol and diesel price hikes are likely to resume after state elections get over next week to bridge the Rs 9 a litre gap created by international oil prices soaring past USD 100 a barrel.
- Spokesperson Arindam Bagchi said, nearly 17,000 Indian nationals have left Ukraine's borders since the advisories were issued. He said, it includes some Indians who have not registered with the Embassy earlier.
- Indian skipper Rohit Sharma, Virat Kohli, wicketkeeper Rishabh Pant and opening batter Prithvi Shaw all took to social media to cheer for the Indian women's cricket team ahead of their World Cup campaign opener against arch-rivals Pakistan on Sunday.
- Indian shooting ace Saurabh Chaudhary won the gold medal in the men's 10m air pistol event, opening the country's account in the year's first ISSF World Cup on 01 Mar.
- FIFPRO, the global footballers' union, announced that two Ukrainian footballers, 21-year-old Vitalii Sapylo and 25-year-old Dmytro Martynenko, have been killed in Kyiv amid Ukraine-Russia.
- The first tranche of the aid will be submitted to the Board for approval this week, followed by $200 million in fast-disbursing support for health and education, World Bank President David Malpass said in a joint statement with IMF Managing Director Kristalina Georgieva.
- The Centre Wednesday informed the Supreme Court that 96.8 per cent of India's adult population have been administered with first dose of the Covid vaccine and 81.3 per cent have been administered the second dose.
- India on Wednesday reported a total of 7,554 new coronavirus cases, taking the total tally of COVID-19 cases to 4,29,38,599, while the active cases dipped to 85,680, according to the Union Health Ministry data.
- A special CBI court has sentenced six convicts, including impersonators, candidates and middlemen, to five years in jail in connection with the Vyapam case.
- The Government Railway Police (GRP) seized gold jewellery worth over Rs 16 crore from Mumbai-Bhubaneswar Konark Express from the railway station
- The second-largest city of Kharkiv is witnessing bombardment even as the Kremlin faces increasing isolation on the world stage. Sources said, Russian troops have seized Ukraine’s Kherson, a strategically important city.
- Russia's invasion of Ukraine entered its eighth day today. Major cities are still under Ukraine's control and Russia has stepped up its offensive and is now bombing civilian areas too.
- Responding to a recently released study by Lancet, which claimed that 19 lakh children in India lost a parent or caregiver to Covid 19, the Ministry of Women and Child Development on Wednesday said that “the findings have no correlation to ground realities”
|
541 |
Y |
|