Add Current Affairs

Manage Current Affairs

Latest Current Affairs Listing

# Date Type Current Affairs No. Of Views Status Action
3261 17-01-2021 Odia
  1. ଆଜି ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ କୋଭିଡ୍‌-୧୯ ଟିକାକରଣ ଅଭିଯାନର ଶୁଭାରମ୍ଭ କରିବା ପରେ ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଦେଶବ୍ୟାପୀ ଟିକା ଦାନ ଆରମ୍ଭ ହୋଇଛି। ଏହି ଅବସରରେ ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’ର ସିଓଇ ଅଦର ପୁନାଓ୍ଵାଲା ମଧ୍ୟ ତାଙ୍କ କମ୍ପାନି ନିର୍ମିତ ଟିକା ‘କୋଭିସିଲ୍‌ଡ୍‌’ର ଗୋଟିଏ ଡୋଜ୍‌ ନେଇଛନ୍ତି।
  2. ମହାମାରୀ ବିରୁଦ୍ଧରେ ଯୁଦ୍ଧ ଜିତିବା ପାଇଁ     ଖର୍ଚ୍ଚ ହୋଇଥିବା ଅତିରିକ୍ତ ଅର୍ଥର ଭରଣା ପାଇଁ ମୋଦି ସରକାର ଉପକର ଲଗାଇବା ଉପରେ ବିଚାର କରୁଛନ୍ତି । ୧ ଫେବୃୟାରୀ ୨୦୨୧ ଦିନ ୧୧ଟା ବେଳେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବେ ।
  3. ସରକାର କହୁଛନ୍ତି ଆମେ ୩ ନୂଆ କୃଷି ନିୟମ ପ୍ରତ୍ୟାହାର କରିବୁନି। ନିୟମ ପ୍ରତ୍ୟାହାର ନହେଲେ ଆନ୍ଦୋଳନ ବନ୍ଦ କରିବୁନି ବୋଲି ଚାଷୀ ଅଡ଼ି ବସିଛନ୍ତି। ଚାଷୀ ଆନ୍ଦୋଳନ ବି ବିଜେପି ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଲାଣି। ପଞ୍ଜାବର ୧୦ ବରିଷ୍ଠ ବିଜେପି ନେତା ଦଳ ଛାଡ଼ି ଶିରୋମଣୀ ଅକାଳୀ ଦଳ (ଏସଏଡି)ରେ ସାମିଲ ହୋଇଛନ୍ତି।
  4. ମାଇକ୍ରୋସପ୍ଟର ସଂସ୍ଥାପକ ତଥା ବିଶ୍ବର ଚତୁର୍ଥ ଧନୀ ବିଲ୍ ଗେଟସ୍‌ ଏବେ ଚାଷଜମି କିଣିବାରେ ବ୍ୟସ୍ତ । ଆମେରିକାରେ ବର୍ତ୍ତମାନ ସୁଦ୍ଧା ୧୮ଟି ରାଜ୍ୟରେ ପଖାପାଖି ଅଢେଇ ଲକ୍ଷ ହେକ୍ଟର ଚାଷଜମି କିଣିସାରିଲେଣି ବିଲ୍ ଗେଟସ୍ ।
  5. ଜାନୁଆରୀ ୧୬ ଅର୍ଥାତ ଆଜିଠୁ ଦେଶବ୍ୟାପୀ କରୋନା ଟିକାକରଣ ଆରମ୍ଭ ହୋଇଯାଇଛି। ଭ୍ୟାକ୍ସିନେସନ୍‌ର ପ୍ରଥମ ଦିନରେ ୧.୯୧ ଲକ୍ଷ ଲୋକଙ୍କୁ କରୋନା ଟିକାର ପ୍ରଥମ ଡୋଜ୍‌ ଦିଆଯାଇଛି। ଏହାରି ଭିତରେ ରାଜଧାନୀ ଦିଲ୍ଲୀରୁ କରୋନା ଟିକାର ପାର୍ଶ୍ବ ପ୍ରତିକ୍ରିୟା ଜନିତ ୫୧ଟି ମାମଲା ସାମ୍ନାକୁ ଆସିଛି। 
  6. ୧୪ ବର୍ଷ ପରେ ପାଲେଷ୍ଟାଇନ୍‌ରେ ହେବାକୁ ଯାଉଛି ନିର୍ବାଚନ । ନିଜର ପ୍ରଥମ ରାଷ୍ଟ୍ରୀୟ ନିର୍ବାଚନ ଲଢିବାକୁ ଯାଉଛି ପାଲେଷ୍ଟାଇନ୍ । ସଂସଦୀୟ, ରାଷ୍ଟ୍ରପତି, ଓ ରାଷ୍ଟ୍ରୀୟ ପରିଷଦର ଏହି ନିର୍ବାଚନରେ ସାମିଲ ଅଛି ।
  7. ଜୋ ବାଇଡେନଙ୍କ ପ୍ରଥମ ୧୦୦ ଦିନର କାର୍ଯ୍ୟକ୍ରମରେ କରୋନା ମୁକାବିଲାକୁ ପ୍ରାଥମିକତା ଦିଆଯାଇଛି । ପ୍ରଥମ ୧୦୦ ଦିନ ଭିତରେ ଆମେରିକାରେ ପ୍ରାୟ ୧୦୦ ନିୟୁତ (୧୦ କୋଟି) ଲୋକଙ୍କୁ କରୋନା ଟିକା ଦେବାକୁ ବାଇଡେନ ଘୋଷଣା କରିଛନ୍ତି ।
  8. ବିଶ୍ୱରେ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ଦୁଇ ନିୟୁତ ଟପିବା ପରେ ଶୁକ୍ରବାର ଦିନ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗଟେରେସ୍‌ କହିଛନ୍ତି ଯେ, ଏହି ଭୂତାଣୁର ମୁକାବିଲା କରିବାକୁ ବିଶ୍ୱରେ ସହଯୋଗର ବିଫଳତା ପରିଲକ୍ଷତ ହେଉଛି।
  9. ସାରାଦେଶରେ ମୋଟ ୧ ଲକ୍ଷ ୬୫ ହଜାର ୭୧୪ ଜଣ ଟିକା ନେଇଛନ୍ତି । ପ୍ରାୟ ୧୬,୭୫୫ ଜଣ ସ୍ବାସ୍ଥ୍ୟକର୍ମୀ ଟିକା ପ୍ରଦାନ କରିଥିଲେ ।  ତେବେ ଲକ୍ଷାଧିକ ଲୋକ ଟିକା ନେଇଥିଲେ ମଧ୍ୟ ପାର୍ଶ୍ବପ୍ରତିକ୍ରିୟା ଯୋଗୁଁ କେହି ଡାକ୍ତରଖାନାରେ ଭର୍ତ୍ତି ହୋଇନାହାନ୍ତି ।
  10. ହ୍ୱାଟ୍ସଆପ ଏକ ବଡ଼ ନିଷ୍ପତି ନେଇଛି। ଫେବ୍ରୁଆରି ୮ ତାରିଖ ସୁଦ୍ଧା ଡାଟା ସେୟାର ପାଇଁ ଅନୁମତି ନଦେଲେ ଆକାଉଣ୍ଟ ଡିଲିଟ ପାଇଁ ଦିଆଯାଇଥିବା ସମୟସୀମାକୁ କମ୍ପାନି ମେ’ ମାସ ପର୍ଯ୍ୟନ୍ତ ବଢ଼ାଇ ଦେଇଛି।
  11. କୋଭିଡ୍‌-୧୯ର ଉତ୍ପତ୍ତି ସନ୍ଧାନରେ ଚୀନ୍‌ର ଊହାନ୍‌ ଗସ୍ତରେ ଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବିଶେଷଜ୍ଞମାନେ କହିଛନ୍ତି ଯେ, ବିଶ୍ୱ ପ୍ରଥମ କୋଭିଡ୍‌-୧୯ ଆକ୍ରାନ୍ତ ବ୍ୟକ୍ତିଜଣଙ୍କୁ ଚିହ୍ନଟ କରି ନ ପାରେ।
  12.  ଆମେରିକା କ୍ୟାପିଟଲ୍‌ ବିଲ୍‌ଡିଂ (ସଂସଦ ଭବନ)ରେ ଗତ ସପ୍ତାହରେ ଘଟିଥିବା ହିଂସାକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଗୁଇନ୍ଦା ଅଧିକାରୀମାନଙ୍କ ରିପୋର୍ଟରୁ ଜଣାପଡ଼ିଛି ଯେ ଦଙ୍ଗକାରୀମାନେ ସଂସଦ ଭବନରେ କାର୍ଯ୍ୟରତ କେତେକ ଅଧିକାରୀ ଓ କର୍ମଚାରୀଙ୍କୁ ଅପହରଣ କରିବା ସହ ହତ୍ୟା ଯୋଜନା କରିଥିଲେ। 
  13. ଜୋ- ବାଇଡେନ ଶପଥ ନେବା ପରେ ଏହାକୁ ଆମେରିକାର ଉଭୟ ସଂସଦରେ ପାରିତ କରାଯିବ । ଏହି ପ୍ୟାକେଜ ଲାଗୁ ହେଲେ ପ୍ରତିଟି ଆମେରିକୀୟ ନାଗରିକଙ୍କ ଖାତାକୁ ୧୪ ଶହ ଡଲାର ବା ଭାରତୀୟ ମୁଦ୍ରାରେ ୩୦ ହଜାର ଟଙ୍କା ଦିଆଯିବ । 
  14. ଦେଶ‌େର ବେକାର ହୋଇପଡ଼ିଥିବା ଲୋକମାନଙ୍କ ମଧ୍ୟରେ ଯୁବପିଢ଼ିଙ୍କ ସଂଖ୍ୟା ଅଧିକ। ସେମାନଙ୍କ ବୟସ ୪୦ ବର୍ଷରୁ କମ୍। ମହାମାରୀ ପରେ ଅର୍ଥନୀତିରେ ହେଉଥିବା ସୁଧାର ପାଇଁ ଏହା ଶୁଭ ସଙ୍କେତ ନୁହେଁ ବୋଲି ଘରୋଇ କ୍ଷେତ୍ରର ସଂସ୍ଥା ସେଣ୍ଟର୍‌ ଫର୍‌ ମନିଟରିଂ ଇଣ୍ଡିଆନ୍ ଇକୋନମି (ସିଏମ୍‌ଆଇଇ) ପକ୍ଷରୁ କୁହାଯାଇଛି।
  15. କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି) ଭଣ୍ଡାରରେ ଥିବା ୯୧ ହଜାର କୋଟି ଟଙ୍କାର କିଛି ଅଂଶ ‌ଷ୍ଟକ ବଜାର ଓ କର୍ପୋରେଟ୍ ବଣ୍ଡ୍ ବଜାରରେ ନିବେଶ କରିବା ବିଷୟରେ ସରକାର ବିଚାର କରୁଛନ୍ତି। ଏବେ କମ୍ ସୁଧ ମିଳୁଥିବା ଫିକ୍ସଡ୍‌ ଡିପୋଜିଟ୍ ଭାବେ ଏହି ଟଙ୍କା ରହିଛି। ଅଧିକ ରିଟର୍ଣ୍ଣ ମିଳିବା ଆଶା ଥିବା ସ୍ଥାନରେ ସେହି ପାଣ୍ଠି ନିବେଶ କରିବାକୁ ସରକାର ଚାହୁଛନ୍ତି।
  16. ଘରୋଇ ସ୍କୁଲରେ ଲାଗୁ ହେବ ସଂରକ୍ଷଣ ବ୍ୟବସ୍ଥା । ରାଜ୍ୟର ଘରୋଇ ସ୍କୁଲରେ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ୨୫ ପ୍ରତିଶତ ସିଟ୍ ସଂରକ୍ଷଣ ରହିବ ଏବଂ ଇଡବ୍ଲୁଏସ କୋଟାରେ ସେମାନେ ଅନଲାଇନରେ ନାମ ଲେଖାଇପାରିବେ ।
  17. ଥିଏଟର କଳାକାର, ଓଡ଼ିଆ ଚଳଚ୍ଚିତ୍ର ଅଭିନେତା, ଜଣାଶୁଣା ଚଳଚ୍ଚିତ୍ର ପତ୍ରିକା ‘ବାଣୀଚିତ୍ର’ର ସମ୍ପାଦକ ତଥା ବରିଷ୍ଠ ଚଳଚ୍ଚିତ୍ର ସାମ୍ବାଦିକ ପରୀକ୍ଷିତ ଜେନାଙ୍କ ହୃଦ୍‌ଘାତରେ ଶୁକ୍ରବାର ବିଳମ୍ବିତ ରାତିରେ ଭୁବନେଶ୍ବରରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। 
  18. ଦେଶର ୧୧ଟି ରାଜ୍ୟରେ ପକ୍ଷୀଜ୍ୱର ବା ବାର୍ଡ ଫ୍ଲୁ ବ୍ୟାପିଛି। ସର୍ବସାଧାରରଙ୍କୁ ପକ୍ଷୀଜ୍ୱର ବିଷୟରେ ସଚେତନ କରାଇବା ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରଣାଳୟ କହିଛି।
  19. କନ୍ଧମାଳ ଜିଲ୍ଲା ପାରମ୍ପରିକ ଲୋକ କଳା ସଂଘର କନ୍ଧମାଳ ଜିଲା ସଭାପତି ତଥା କବି, ଲେଖକ ଓ ସାହିତ୍ୟିକ ଅକ୍ଷୟ କର୍ଣ୍ଣ ରାଜ୍ୟ ସଂସ୍କୃତି କଳା ପରିଷଦର ରାଜ୍ୟ ସଂଯୋଜକ ଭାବେ ମନୋନିତ ହୋଇଛନ୍ତି। 
  20. ବିହାରର ୧୫ ବର୍ଷୀୟା ଝିଅ ଜ୍ୟୋତି କୁମାରୀଙ୍କୁ ନେଇ କେବଳ ଦେଶ ନୁହେଁ, ବିଦେଶରେ ବି ଚର୍ଚ୍ଚା ଜୋର ଦରିଥିଲା। ଜ୍ୟୋତି ନିଜ ରୋଗାକ୍ରାନ୍ତ ବାପାଙ୍କୁ ସାଇକେଲରେ ବସାଇ ହରିୟାଣାର ଗୁରୁଗ୍ରାମରୁ ବିହାରର ଦରଭଙ୍ଗା ପର୍ଯ୍ୟନ୍ତ ଯାତ୍ରା କରିଥିଲେ।ସେବେଠାରୁ ‘ସାଇକେଲ ଗର୍ଲ’ ଭାବେ ପରିଚିତ ଜ୍ୟୋତିଙ୍କୁ ଏବେ ବିହାର ସରକାର ସ୍ବତନ୍ତ୍ର ସମ୍ମାନ ଦେଇଛନ୍ତି। ରାଜ୍ୟ ସରକାରଙ୍କ ସମାଜ କଲ୍ୟାଣ ବିଭାଗ ତାଙ୍କୁ ନିଶା ମୁକ୍ତି ଅଭିଯାନର ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ କରିଛି।
662 Y
3262 17-01-2021 English
  1. Prime Minister Narendra Modi announced the launch of Rs. 1,000-crore "Startup India Seed Fund" to support startups and help budding entrepreneurs pursue innovative ideas.
  2. The first vaccine shot was administered to a sanitation worker, Biranchi Naik (51), of Capital Hospital here at 11.5 AM. A total of 16,100 healthcare workers would be vaccinated today.
  3. The level of satisfaction with the Centre’s performance is in the negative in Tamil Nadu and Punjab. In fact, at -30.9 per cent, Punjab is the only state which is extremely unsatisfied with the Central government.
  4. According to the survey, in Odisha, 75.02 per cent of people are very much satisfied with the performance of the Central government, In Telangana and Andhra Pradesh, more than 60 per cent of people are very much satisfied with the performance of the Centre.
  5. The Odisha Government has approved the proposal of opening of Commerce stream in 30 Odisha Adarsha Vidyalayas (OAVs).
  6. Kamal Morarka, Union Minister of State in the Prime Minister’s Office of Chandra Shekhar in 1990-91, businessman, and cricket administrator died on Friday, aged 74, after brief illness.
  7. Bharat Biotech, which has received a government purchase order for supply of 55 lakh doses of Covaxin, a COVID-19 vaccine, said the company would pay compensation to recipients in case of any serious adverse effects experienced after receiving the antidote.
  8. The number of people who have tested positive for the new UK variant of SARS-CoV-2 in the country has climbed to 116, the Union Health Ministry said on Saturday.
  9. All three members of the election committee, set up to conduct the polls for the Supreme Court Bar Association (SCBA) this year, have resigned.The chairman of the Election Committee for the SCBA Elections 2020-2021 was senior advocate Jaideep Gupta and the other two members were Harin P Raval and Nakul Dewan.
  10. Seven out of the 10 most popular Chief Ministers are from the Opposition parties while seven out of the 10 worst performing Chief Ministers are from the BJP/NDA camp, as per the IANS C-Voter State of the Nation 2021 survey.
  11. A group of 100 former civil servants wrote an open letter to PM Narendra Modi raising questions over transparency in the PM-CARES Fund.
  12. The United Nations Environment Programme (UNEP) Adaptation Gap Report 2020 estimated the annual cost of adaptation to the effects of climate change for developing countries to at least quadruple by 2050.
  13. The Prime Minister remembered Thiruvalluvar on the occasion of Thiruvalluvar Day (15th January 2021), observed to mark the birth anniversary of Tamil poet and philosopher.
  14. Kashmiri-origin Sameera Fazili’s parents wanted her to be a physician, but she was not quite in agreement. Fazili’s plans fructified on Friday when the Biden-Harris Transition named her deputy director of the National Economic Council at the White House.
  15. The State Election Commission today announced civic body elections in Punjab on February 14. State Election Commissioner Jagpal Singh Sandhu announced the schedule for elections or byelections to eight municipal corporations and 109 municipal councils and nagar panchayats.
  16. The Bihar government has chosen "bicycle girl" Jyoti Kumari, who had pedalled 1,200 km from Gurugram to Darbhanga taking her injured father on the rear carrier during the nationwide lockdown, as the Brand Ambassador for an anti-drug abuse programme, an official said.
  17. An analysis by the Rajya Sabha of the languages members used in proceedings from 2018 to 2020 shows while Dogri, Kashmiri, Konkani and Santhali were used for the first time since the Upper House came into existence in 1952, Assamese, Bodo, Gujarati, Maithili, Manipuri and Nepali were used after a long gap.
  18. A total of 6.3 crore domestic passengers travelled by air last year, 56.29 per cent lower than 2019, Indian aviation regulator DGCA said on Friday.
  19.  Prime Minister Narendra Modi will flag off eight trains connecting different regions of the country with Kevadiya, home to the Statue of Unity dedicated to Vallabhbhai Patel, in Gujarat on Sunday via video-conferencing
  20. Biden will nominate Wendy Sherman as deputy secretary of state and Victoria Nuland as undersecretary of state for political affairs — the second- and third-highest ranking posts, respectively.
930 Y
3263 16-01-2021 Odia
  1. ନରୱେ ଗତ ଡିସେମ୍ବର ୨୭ ତାରିଖରେ ଟିକାକରଣ ଅଭିଯାନ ହାତକୁ ନେଇଥିଲା।  ଏପର୍ଯ୍ୟନ୍ତ ଅନୁନ୍ୟ ୩୦ ହଜାରରୁ ଅଧିକ ଲୋକେ ପ୍ରଥମ ଡୋଜ୍ ଟିକା ନେଇଛନ୍ତି। ତେବେ ଟିକାକରଣ ପରେ ୨୩ ଜଣଙ୍କ ମୃତ୍ୟୁ ।
  2.  ୮୦% ଭାରତୀୟ କୋଭିଡ୍‌-୧୯ ଟିକା ନେବାକୁ ଇଚ୍ଛୁକ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।
  3.  କେନ୍ଦ୍ର ସରକାର ଓ କୃଷକ ସଂଗଠନ ମଧ୍ୟରେ ଚାଲିଥିବା ନବମ ଥର ଆଲୋଚନା ବିଫଳ ହୋଇଛି । ଜାନୁଆରୀ ୧୯ ତାରିଖ ମଧ୍ୟାହ୍ନ ୧୨ଟାରେ ପରବର୍ତ୍ତୀ ବୈଠକ ହେବ ।
  4. ‘ଡିଫେନ୍‌ସ୍‌ ରିସର୍ଚ ଆଣ୍ଡ୍‌ ଡେଭ୍‌ଲପ୍‌ମେଣ୍ଟ୍‌ ଅର୍ଗାନାଇଜେସନ୍‌’ (ଡିଆର୍‌ଡିଓ) ଏବଂ ଭାରତୀୟ ସେନା ମିଳିତ ଭାବେ ଭାରତର ପ୍ରଥମ ସ୍ୱଦେଶୀ ୯ ଏମ୍‌ଏମ୍‌ ମେସିନ୍‌ ପିସ୍ତଲ୍‌ ବିକଶିତ କରିଛି। 
  5. ନୂଆ ସଂସଦ ଭବନର ଆକୃତି ତ୍ରିଭୁଜ ଆକୃତିର ହେବ ଏବଂ ଏହାକୁ ଦେଶର ୭୫ତମ ସ୍ବାଧିନତା ଦିବସ ପୂର୍ବରୁ ଅର୍ଥାତ ୨୦୨୨ ସୁଦ୍ଧା ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଟାଟା ପ୍ରୋଜେକ୍ଟ ଲିଃ. ଦ୍ବାରା ହେବାକୁ ଥିବା ନୂଆ ସଂସଦ ଭବନ ପାଇଁ ଖର୍ଚ୍ଚ ହେବ ପ୍ରାୟ ୯୭୧ କୋଟି ଟଙ୍କା ।
  6. ଦେଶର ୬୦୦ଟି ଜିଲ୍ଲାରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ ହୋଇଛି। 
  7. ଶୁକ୍ରବାର ପ୍ରତ୍ୟୁଷରେ ଇଣ୍ଡୋନେସିଆର ସୁଲାୱେସିରେ ଶକ୍ତିଶାଳୀ ଭୂମିକମ୍ପ ସଂଘଠିତ ହେବା କାରଣରୁ ଅନ୍ୟୂନ ୭ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଶହ ଶହ ଲୋକ ଆହତ ହୋଇଥିବା କଥା ଦେଶର ବିପର୍ଯ୍ୟୟ ପ୍ରଶମନ ଏଜେନ୍‌ସି କହିଛି।
  8. ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଶୁକ୍ରବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଅଭିଯାନରେ ୫ ଲକ୍ଷ ଟଙ୍କା ଦାନ କରିଛନ୍ତି।
  9. ମସଲା ତଥା ସ୍ବାସ୍ଥ୍ୟକର ଖାଦ୍ୟ ଉତ୍ପାଦନ କରି ଏହାକୁ ରପ୍ତାନି କ୍ଷେତ୍ରରେ ବିପ୍ଳବ ସୃଷ୍ଟି କରିଥିବା ଜୟ ଭାରତ ସ୍ପାଇସେସ ପ୍ରାଇଭେଟ୍ ଲିମିଟେଡକୁ ଲଗାତାର ଚତୁର୍ଥ ଥର ପାଇଁ ରାଜ୍ୟ ସରକାର ଷ୍ଟେଟ୍ ଏକ୍ସପୋର୍ଟ ଆୱାର୍ଡ ପାଇଁ ମନୋନୀତ କରିଛନ୍ତି। 
  10. ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଆସନ୍ତା ୨୦ ତାରିଖରେ ରାଷ୍ଟ୍ରପତି ରୂପେ ଶପଥ ନେବାକୁ ଯାଉଛନ୍ତି । କରେନା କାରଣରୁ ଗଭୀର ଭାବେ ପ୍ରଭାବିତ ହୋଇଥିବା ଦେଶର ଅର୍ଥ ବ୍ୟବସ୍ଥାକୁ ବାଟକୁ ଆଣିବା ପାଇଁ ସେ ୧.୯ ଟ୍ରିଲିୟନ୍ ଡଲାରର ବା ୧୩୮ ଲକ୍ଷ କୋଟି ଟଙ୍କାର ରିଲିଫ୍ ପ୍ୟାକେଜ୍ ଘୋଷଣା କରିଛନ୍ତି। ଯଦି ଏହି ପ୍ୟାକେଜ୍ ପାରିତ ହୋଇଯାଏ ତେବେ ପ୍ରତ୍ୟେକ ଆମେରିକୀୟଙ୍କୁ ୧ ହଜାର ୪ ଶହ ଡଲାର ବା ପାଖାପାଖି ୩୦ ହଜାର ଟଙ୍କା ଲେଖାଁଏ ମିଳିବ ।
  11. ଦେଶର ୩୧ ମୁଖ୍ୟମନ୍ତ୍ରୀଙ୍କୁ ନେଇ ହୋଇଥିବା ସର୍ଭେରେ ନବୀନ ଲୋକ ପ୍ରିୟତାର ଶୀର୍ଷରେ ରହିଛନ୍ତି। ଏବିପି ନ୍ୟୁଜ୍- ସି ଭୋଟ୍‌ର ପକ୍ଷରୁ ଏହି ସର୍ଭେ କରାଯାଇଛି। 
  12. ସର୍ଭେ ଅନୁଯାୟୀ, ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଦ୍ଵିତୀୟରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ। ତୃତୀୟରେ ଅଛନ୍ତି ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ଵାଇଏସ ଜଗନମୋହନ ରେଡ୍ଡୀ।
  13.  ଇଣ୍ଡିଗୋ ଶସ୍ତାରେ ବିମାନ ଯାତ୍ରାର ଅଫର୍ ଦେଉଛି । ଏହି ଅଫର ମଧ୍ୟମରେ ଆପଣ ୮୭୭ ଟଙ୍କାରେ ଟିକେଟ୍ କିଣି ବିମାନ ଯାତ୍ରା କରିପାରିବେ । ଇଣ୍ଡିଗୋର ଏହି ଅଫର୍ ୧୩ ଜାନୁଆରୀରୁ ଆରମ୍ଭ ହୋଇଯାଇଛି ଏବଂ ଏହା ୧୭ ତାରିଖରେ ସରିବ ବୋଲି କମ୍ପାନୀ ଘୋଷଣା କରିଛି ।
  14. ଆମେରିକାର ପ୍ରତିରକ୍ଷା ବିଭାଗ ଗୁରୁବାର ଚୀନ୍ ସେନା ସହିତ ଜଡ଼ିତ ଥିବା ୯ଟି ଚାଇନିଜ୍ କମ୍ପାନୀକୁ ବ୍ଲାକ୍ ଲିଷ୍ଟ୍  କରିଛି । ଚୀନ୍ ସେନା ଦ୍ୱାରା ପରିଚାଳିତ କୁହାଯାଉଥିବା ଫୋନ୍ ନିର୍ମାତା କମ୍ପାନୀ ଜାଓମିକୁ ମଧ୍ୟ ଏଥିରେ ସାମିଲ କରାଯାଇଛି। 
  15. ଏବେ ବି ଲଦାଖରେ ଚୀନ ଓ ଭାରତ ସେନା ମୁହାଁମୁହିଁ  ଅବସ୍ଥାରେ ଅଛନ୍ତି । ଏହି ସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ସେନା ପ୍ରାୟ ୧୮ ହଜାର କୋଟିର ଯୁଦ୍ଧ ସାମଗ୍ରୀ ଖରିଦ କରିଛି । ଏହା ମଧ୍ୟରେ ରହିଛି ୫ ହଜାର କୋଟି ଟଙ୍କା ମୂଲ୍ୟର ଜରୁରୀକାଳୀନ ଖରିଦ ।
  16. ସ୍ଥଳସେନାର ୭୩ତମ ପ୍ରତିଷ୍ଠା ଦିବସ ଅବସରରେ ଦିଲ୍ଲୀର କ୍ୟାରିଆପ୍ପା ଗ୍ରାଉଣ୍ଡ୍‌ରେ ସେନାଧ୍ୟକ୍ଷ ଜେନେରାଲ୍‌ ମନୋଜ ମୁକୁନ୍ଦ ନରାବଣେଙ୍କ ଦ୍ବାରା ୫ ଜଣ ସେନା ବ୍ୟକ୍ତିତ୍ବଙ୍କୁ ପଦକ ପ୍ରଦାନ କର‌ାଯାଇ ସମ୍ମାନିତ କରାଯାଇଛି। ପଦକ ପାଉଥିବା ୫ ଜଣଙ୍କ ମଧ୍ୟରୁ ଅନ୍ୟତମ ସେନା ଯବାନ ପାରା ସ୍ପେସିଆଲ୍‌ ଫୋର୍ସର ନାୟକ ସନ୍ଦୀପ। ସେ ଜମ୍ମୁ-କଶ୍ମୀରରୁ ୨ ଜଣ ଆତଙ୍କବାଦୀଙ୍କୁ ନିପାତ କରି ସ୍କ୍ବାଡ୍‌ କମାଣ୍ଡର୍‌ଙ୍କ ଜୀବନ ବଞ୍ଚାଇଥିବା କାରଣରୁ ତାଙ୍କୁ ଏହି ପଦକ ପ୍ରଦାନ କରାଯାଇଛି।
  17. ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାରିତ ହୋଇଯାଇଛି। ଆମେରିକା ସଂସଦର ‘ହାଉସ୍‌ ଅଫ୍‌ ରିପ୍ରେ‌ଜେଣ୍ଟିଟିଭ୍‌’ ବା ଆମେରିକା ପ୍ରତିନିଧି ସଭାରେ ବହୁମତରେ ପାରିତ ହୋଇ ଯାଇଥିବା ସୂଚନା ରହିଛି।
  18. ଫେବୃଆରୀ ୧ରେ ଉପସ୍ଥାପିତ ହେବାକୁ ଯାଉଛି କେନ୍ଦ୍ରୀୟ ବଜେଟ୍‌ ୨୦୨୧ । ଲୋକସଭା ଓ ରାଜ୍ୟସଭା ସଦସ୍ୟଙ୍କୁ ଜାନୁଆରୀ ୨୯, ଶୁକ୍ରବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବୋଧନ କରିବେ। 
  19. ସେନା ଦିବସ ଅବସରରେ ଅନେକ ଡ୍ରୋନ୍ ଶତ୍ରୁପକ୍ଷର ଟ୍ୟାଙ୍କ, ଆତଙ୍କବାଦୀ ଶିବିର, ହେଲିପ୍ୟାଡ ଓ ଇନ୍ଧନ ଷ୍ଟେସନ ଉପରେ କିଭଳି ଟାର୍ଗେଟ କରୁଛି ତାହା ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ୭୫ଟି ଡ୍ରୋନ୍ ବ୍ୟବହାର କରାଯାଇଥିଲା। କୃତ୍ରିମ ବୁଦ୍ଧିମତା ମାଧ୍ୟମରେ ଏହି ଡ୍ରୋନ୍ କୌଣସି ମାନବ ହସ୍ତକ୍ଷେପ ବିନା ୫୦ କିଲୋମିଟର ଶତ୍ରୁ ଅଞ୍ଚଳରେ ପ୍ରବେଶ କରି ଲକ୍ଷ୍ୟସ୍ଥଳକୁ ଚିହ୍ନଟ କରି ନଷ୍ଟ କରିପାରିଛି।
  20. ଦ୍ରୁତ ବୋଲର ଥଙ୍ଗାରାସୁ ନଟରାଜନ ଶୁକ୍ରବାର ୧୫ ତାରିଖରେ ଗୋଟିଏ ଗସ୍ତରେ ତିନୋଟି ଫର୍ମାଟ୍‌ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରେ ପଦାର୍ପଣ କରିବାରେ ପ୍ରଥମ ଭାରତୀୟ କ୍ରିକେଟ୍‌ର ହେବାର ଗୌରବ ଅର୍ଜନ କରିଛନ୍ତି। 
672 Y
3264 16-01-2021 English
  1. Protesting farmer unions stuck to their demand for a complete repeal of three contentious farm laws at their ninth round of talks with three central ministers but while the government asked them to be more flexible in their approach and expressed willingness for necessary amendments, as the two sides decided to meet again on January 19.
  2. Balaji Baburao Jadhav (35), who hails from Sangavi village under Renapur tehsil of Latur district in central Maharashtra, has been selected for the Honey Bee Network Creativity Inclusive Innovation Award 2020.
  3. Union Home Minister Amit Shah will lay the foundation stone of a new battalion campus of the Rapid Action Force (RAF) in Karnataka's Shivamogga district on Saturday, officials said.
  4.  The national spokesperson of Bhartiya Kisan Union (BKU) Rakesh Tikait on Friday said the farmers would withdraw the Republic Day tractor parade if the Supreme Court orders.
  5. The construction work of the new Parliament building started on Friday, over a month after Prime Minister Narendra Modi laid the foundation stone for the project under the government's ambitious Central Vista redevelopment plan.
  6. President Ram Nath Kovind today donated  5 lakh and one hundred towards the grand Ram Temple at Ayodhya as the Trust set up to oversee the construction launched a nationwide donation drive. 
  7. Activist Anna Hazare on Thursday wrote a letter to Prime Minister Narendra Modi and reiterated his decision to launch "the last hunger strike" of his life on farmers' issues in Delhi by January end.
  8. The International Monetary Fund (IMF), while backing India's new agricultural laws, has described them as important for agricultural sector reforms.
  9. Joe Biden has named energy and climate change expert Sonia Agarwal as his senior advisor for climate policy and innovation.
  10. Defence Minister Rajnath Singh on Friday unveiled the country’s first indigenously designed and developed Driverless Metro Car at the BEML manufacturing facility here.
  11. A powerful earthquake killed at least 35 people and injured hundreds on Indonesia's island of Sulawesi on Friday, trapping several under rubble and unleashing dozens of aftershocks as authorities warned of more quakes that could trigger a tsunami.
  12. India’s trade deficit touched a 25-month high in December as growth in merchandise imports outpaced exports, signaling pick up in domestic demand after the coronavirus pandemic devastated Asia’s third largest economy.
  13. Bengaluru world's fastest-growing tech hub, London 2nd, Mumbai at 6th position: Report
  14. India’s fast moving consumer goods companies are expected to report strong December quarter earnings helped by a satisfactory festive season, improved consumer sentiment, better mobility, and strong winters that helped people spend beyond staples and cleaning products.
  15. Indian Railways has allowed e-catering services to resume in trains, reported news agency 
  16. The SC was hearing an urgent petition filed by the Delhi Jal Board (DJB), to immediately stop Haryana from discharging pollutants into the Yamuna river.
  17. India has been ranked 85th in the most powerful passport report ‘Henley Passport Index 2021
  18.  Odisha Chief Minister Naveen Patnaik has been adjudged as the best CM in the country, as per the ABP News-C Voter Desh Ka Mood survey.
  19.  Odisha has received an investment of over Rs 1.25 crore since February 2020 despite COVID-19 pandemic, said Chief Minister Naveen Patnaik
  20. Army Day is celebrated every year on 15th January in India to commemorate the jawans and the Indian Army.
918 Y
3265 15-01-2021 English
  1. As the farmers' agitation against the newly passed agricultural laws by the Centre entered its 50th day on Thursday, Bharatiya Kisan Union (BKU) spokesperson Rakesh Tikait wondered if a government can hold office for five years, why can't the farmers' protest go on for the same period of time.
  2. Supreme Court Bar Association (SCBA) president Dushyant Dave resigned from his post with immediate effect on Thursday saying he has forfeited his right to continue.
  3. Encrypted messaging apps Signal and Telegram are seeing huge upticks in downloads from Apple and Google's app . Facebook-owned WhatsApp, by contrast, is seeing its growth decline following a fiasco that forced the company to clarify a privacy update it had sent to users.
  4. After Twitter, photo-sharing platform Snapchat has announced to permanently ban outgoing US President Donald Trump’s account from January 20.
  5. The Budget session of Parliament will commence from January 29, with Union Finance Minister Nirmala Sitharaman set to present the Union Budget on February 1.The session will be held in two parts -- from January 29 to February 15 and March 8 to April 8.
  6. In view of necessity for high-speed internet for office work in blocks and Gram Panchayats, Odisha Government has set a timeline for completion of internet connectivity project by end of May 2021.
  7. Odisha Chief Minister Naveen Patnaik today visited Kalahandi and dedicated 54 projects worth Rs 1064 crore including the Upper Indravati Lift Canal system for the people of the district.
  8. With exactly two years to go, Hockey India and the Odisha government are gearing up to host the 2023 Men’s Hockey World Cup. In 2023, India will host the competition for a record fourth time since its inception in 1971. The tournament is slated to be held in Bhubaneswar and Rourkela from January 13 to 29, 2023.
  9. Bhartiya Kisan Union's national president Bhupinder Singh Mann has stepped down from the Supreme Court-appointed committee to look into the Centre's contentious farm laws, saying he did not wish to "compromise farmers' interests". 
  10. While unveiling the new Tourism Policy 2021-25, Gujarat Chief Minister Vijay Rupani on Tuesday said the Statue of Unity (SoU) at Kevadiya received more visitors than the Taj Mahal in Agra.
  11. The harvest festivals like Lohri, Makar Sankranti and Pongal have recently been celebrated all across the country.
  12. Agriculture Minister Narendra Singh Tomar on Thursday confirmed tomorrow’s talks with farmers as union leaders also said that they will be attending the meeting.
  13. Over 500 lawyers have written a letter to the Chief Justice of India Sharad Arvind Bobde seeking his immediate direction for the resumption of physical hearing in the Supreme Court, stating that the present virtual system of hearing is a failure.
  14. A special NIA court has allowed activist Sudha Bharadwaj, an accused in the Elgar Parishad- Maoists links case, to access books from outside Byculla prison, where she is lodged, according to an order made available on Wednesday. The judge directed the jail superintendent to allow Bharadwaj have access to five books a month from outside the prison in central Mumbai.
  15. Uttarakhand High Court on Thursday while hearing a petition related of restoration of 'Samadhi' of Adi Shankaracharya in Kedarnath which was damaged in the 2013 natural disaster directed the state government to complete the restoration in one year. 
  16. The Lucknow bench of Allahabad High Court has intervened in another case of police harassment under the Uttar Pradesh anti-conversion law to provide relief to an inter-faith couple.
  17. President Donald Trump was impeached by the U.S. House for a historic second time on January 13, charged with “incitement of insurrection” over the deadly mob siege of the Capitol in a swift and stunning collapse of his final days in office.
  18. The Health Ministry has rescheduled the polio vaccination day, also known as the National Immunisation Day (NID) or “Polio Ravivar”, to January 31, (Sunday), according to a release issued on Thursday.
  19. Lady Gaga will sing the national anthem at Joe Biden's inauguration and Jennifer Lopez will give a musical performance on the West Front of the U.S. Capitol when he is sworn in as the nation's 46th president next Wednesday.
  20. For the first time in several decades, India's Republic Day festivities will be held at Rajpath sans a foreign leader as chief guest.
716 Y
3266 15-01-2021 Odia
  1. ଏବର୍ଷର ଗଣତନ୍ତ୍ର ଦିବସ ପରେଡରେ କୌଣସି ବିଦେଶୀ ରାଷ୍ଟ୍ରମୁଖ୍ୟ ଯୋଗ ଦେବେ ନାହିଁ । ଏ ସମ୍ପର୍କରେ ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଆଜି ଘୋଷଣା କରାଯାଇଛି ।
  2. ଫେବୃଆରୀ ୧ରେ ଉପସ୍ଥାପିତ ହେବାକୁ ଯାଉଛି କେନ୍ଦ୍ରୀୟ ବଜେଟ୍‌ ୨୦୨୧ । ଲୋକସଭା ଓ ରାଜ୍ୟସଭା ସଦସ୍ୟଙ୍କୁ ଜାନୁଆରୀ ୨୯, ଶୁକ୍ରବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବୋଧନ କରିବେ। ଫେବୃଆରୀ ୧(ସୋମବାର) ୧୧ଟାରେ କେନ୍ଦ୍ରୀୟ ବଜେଟ୍‌ ୨୦୨୧-୨୨ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
  3. ଦେଶ ବିଦେଶରେ ଏବେ ସିଗ୍‌ନାଲ ଓ ଟେଲିଗ୍ରାମ୍‌ ଆପର ବ୍ୟବହାର ଅବିଶ୍ବସନୀୟ ଭାବେ ବୃଦ୍ଧି ପାଇଛି । କେବଳ ଭାରତରେ ହ୍ବାଟସଆପ୍ ବ୍ୟବହାରରେ ପ୍ରାୟ ୩୫ ପ୍ରତିଶତ କମ ଦେଖିବାକୁ ମିଳିଛି ।
  4. ନୂତନ କୃଷି ଆଇନ ଉପରେ ସୁପ୍ରିମକୋର୍ଟ ଦ୍ଵାରା ଗଠିତ ଚାରି ସଦସ୍ୟ ବିଶିଷ୍ଟ କମିଟିରୁ ଭାରତୀୟ କିଷାନ ୟୁନିୟନର ରାଷ୍ଟ୍ରୀୟ ସଭାପତି ତଥା ଅଖିଳ ଭାରତୀୟ କିଷାନ ସମନ୍ଵୟ କମିଟିର ସଭାପତି ଭୂପିନ୍ଦର ସିଂହ ମାନ ନିଜକୁ ଅଲଗା କରି ଦେଇଛନ୍ତି। 
  5. ଦେଶରେ ଜାନୁଆରୀ ୧୬ରୁ ଆରମ୍ଭ ହେବାକୁ ଯାଉଛି ବହୁପ୍ରତୀକ୍ଷିତ କରୋନା ଟିକାକରଣ।  ଏହାକୁ ନେଇ ପ୍ରସ୍ତୁତ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସମସ୍ତ ରାଜ୍ୟ ଏବଂ ଜିଲ୍ଲାଗୁଡିକରେ ଟିକା ପହଞ୍ଚି ଯାଇଛି। ଏଥିରେ ସ୍ଵାସ୍ଥ୍ୟକର୍ମୀ, କରୋନା ଆଗଧାଡିର  ଯୋଦ୍ଧା, ୫୦ ବର୍ଷରୁ ଉର୍ଦ୍ଧ୍ଵ ଲୋକ ଏବଂ ବହୁବିଧ ରୋଗରେ ପୀଡିତ ଲୋକଙ୍କୁ ପ୍ରାଥମିକତା ଦିଆଯାଉଛି।
  6. ଡୋନାଲ୍ଡ ଟ୍ରମ୍ପ ଦୁଇ ଥର ମହାଭିଯୋଗ ସାମ୍ନା କରିବାରେ ଆମେରିକାର ପ୍ରଥମ ରାଷ୍ଟ୍ରପତି ହେବାର ଅପଖ୍ୟାତି ଅର୍ଜନ କରିଛନ୍ତି। ଡେମୋକ୍ରାଟିକ ପାର୍ଟିର ଦବଦବା ରହିଥିବା ପ୍ରତିନିଧି ସଭା ବୁଧବାର ବିଳମ୍ବିତ ରାତ୍ରିରେ କ୍ୟାପିଟାଲ ବିଲ୍ଡିଂରେ  ହିଂସାକାଣ୍ଡ ମାମଲାରେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଉପରେ ମୋହର ମାରିଛି।
  7. ସଂଶୋଧିତ କୃଷି ଆଇନ ବିରୋଧ କରି ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ଲଗାତାର ୫୦ ଦିନ ଜାରି ରହିଛି। ଏହି କ୍ରମରେ ହରିୟାଣାର ୬୦ରୁ ଅଧିକ ଗାଁ ବିଜେପି ଓ ସହଯୋଗୀ ଜେଜେପିକୁ ସାମାଜିକ ବହିଷ୍କାର କରାଯାଇଥିବା ଜଣାପଡିଛି।
  8. ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବିଶେଷଜ୍ଞ ଦଳ କୋଭିଡ୍‍ ଭୂତାଣୁର ଉତ୍ପତ୍ତିସ୍ଥଳ ବିଷୟରେ ତଦନ୍ତ କରିବାକୁ ଚୀନ୍‍ର ହୁବେଇ ପ୍ରଦେଶ ସ୍ଥିତ ଉହାନରେ ପହଞ୍ଚିଛନ୍ତି। ଏହି ଟିମ୍‍ ୧୪ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନରେ ରହିବେ ଓ ସେହି ସମୟରେ ଚୀନ୍‍ର ବୈଜ୍ଞାନିକମାନଙ୍କ ସହ ବିଚାର ବିମର୍ଷ କରିବେ।
  9. ତୃତୀୟ ପର୍ଯ୍ୟାୟ  ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଆସନ୍ତାକାଲି ଦେଶର ୬୦୦ ଜିଲ୍ଲାରେ ଆରମ୍ଭ ହେବ। ଏହି ଯୋଜନାରେ ୨୦୨୦-୨୧ ବର୍ଷରେ ୮ ଲକ୍ଷ ବ୍ୟକ୍ତିଙ୍କୁ ତାଲିମ୍‍ ଦିଆଯିବ। ଏ ବାବଦରେ ୯୪୮ କୋଟି ୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। 
  10. ୨୦ ମାସର ଏହି ଝିଅଟିର ଘର ହେଉଛି ଦିଲ୍ଲୀର ରୋହିଣୀନଗରରେ। ତା’ର ନାଁ ହେଉଛି ଘନିଷ୍ଠା। ଘନିଷ୍ଠା ସବୁଠୁ କମ୍‌ ବୟସରେ ଅଙ୍ଗଦାନ କରିଥିବା ପ୍ରଥମ ଝିଅ। ତା’ର ହାର୍ଟ, ଲିଭର, ଦୁଇଟି କିଡ୍‌ନୀ ଏବଂ ଦୁଇଟି ଚକ୍ଷୁ ସାର୍‌ ଗଙ୍ଗାରାମ ହସ୍ପିଟାଲରେ ୫ ଜଣଙ୍କଠାରେ ପ୍ରତିରୋପଣ କରାଯାଇଛି।
  11. କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଭିସିଲ୍ଡ ଏବଂ କୋଭାସ୍କିନ୍‌ କୋଭିଡ ଟିକା ବିକ୍ରି ପାଇଁ ଅନୁମତି ଦେବା ପରେ ତାହା ଖୋଲା ବଜାରରେ ମିଳିପାରିବ ବୋଲି ସେ କହିଛନ୍ତି।
  12.  ୨୦୨୧ରେ ଜାପାନୀ ପାସପୋର୍ଟ ବିଶ୍ବର ସବୁଠାରୁ ଶକ୍ତିଶାଳୀ । ଏହି ପାସପୋର୍ଟ ପାଖରେ ଥିଲେ ବିନା ଭିସାରେ ଆପଣ ୧୯୧ ଦେଶ ବୁଲି ପାରିବେ । ଏହି ପାସପୋର୍ଟ ଧାରକ କୌଣସି ଦେଶ ବୁଲିବା ପାଇଁ ଆଗୁଆ ଭିସା ନେବାର ଆବଶ୍ୟକତା ନାହିଁ । 
  13.  ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ତାରିଖ ଫେବୃଆରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ଘୋଷଣା କରାଯାଇପାରିବ । ଏପ୍ରିଲ ସୁଦ୍ଧା ନିର୍ବାଚନ ଶେଷ ହୋଇପାରେ। ମେ’ ମାସରେ ହେବାକୁ ଥିବା ସିବିଏସଇ ପରୀକ୍ଷାକୁ ଦୃଷ୍ଟିରେ ରଖି ଏହା କରାଯାଇପାରିବ। 
  14. କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିଃ (ହାଲ୍)ଠାରୁ ୮୩ଟି ତେଜସ ବିମାନ ଖରିଦ ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ମଂଜୁରୀ ଦ୍ବାରା ଦେଶରେ ପ୍ରାୟ ୫୦ ହଜାର ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
  15. ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ)ର ଦୁର୍ନୀତି ନିବାରଣ ୟୁନିଟ୍ ଅନେକ ସିବିଆଇ ଅଧିକାରୀଙ୍କୁ ଅଟକ ରଖିବା ସହ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି। ବ୍ୟାଙ୍କ ଠକେଇ ଉପରେ ପରଦା ପକାଇବା ପାଇଁ ଦିଆଯାଇଥିବା ଲାଞ୍ଚ ସହ ଜଡିତ ଏକ ଦୁର୍ନୀତି ମାମଲାରେ ଏହି ଚଢ଼ାଉ ଆରମ୍ଭ କରିଛି ସିବିଆଇ।
  16. ଶନିବାର ଦିନ ୩ ହଜାର କେନ୍ଦ୍ରରେ ଏହି ଟିକାକରଣ ଅଭିଯାନ ଆରମ୍ଭ ହେବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଦୈନିକ ଗୋଟିଏ ଓଳି ଲେଖାଏଁ ସବୁ କେନ୍ଦ୍ରରେ ଟିକା ଦିଆଯିବ।
  17. କୋଭିସିଲ୍‌ଡ ଓ କୋଭାକ୍ସିନ୍‌ ବ୍ୟତୀତ ଆହୁରି ୪ ପ୍ରକାର କୋଭିଡ୍‌ ଟିକା ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଧାଡ଼ିରେ ଅପେକ୍ଷା କରିଛନ୍ତି ଏବଂ ସେମାନଙ୍କ ନିର୍ମାତାମାନେ ନିକଟ ଭବିଷ୍ୟତରେ ସରକାରଙ୍କ ଠାରୁ ଆବଶ୍ୟକ ଅନୁମତି ଲୋଡ଼ିପାରନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। 
  18. ପ୍ରତିରକ୍ଷା ବାହିନୀରେ ପରକୀୟା ପ୍ରୀତିକୁ ଏକ ଅପରାଧ ଭାବେ ବିବେଚନା କରିବାକୁ କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବକୁ ସୁପ୍ରିମକୋର୍ଟ ବିଚାର କରିବେ ବୋଲି ବୁଧବାର ରାଜି ହୋଇଛନ୍ତି। ନିଜ ସହଯୋଗୀ କର୍ମଚାରୀଙ୍କ ପତ୍ନୀଙ୍କ ସହ ପରକୀୟା ପ୍ରୀତି ରଖିଥିବା ଜଣେ ସାମରିକ ଅଧିକାରୀଙ୍କ କ୍ଷେତ୍ରରେ ମାନ୍ୟବର ଅଦାଲତ ୨୦୧୮ ମସିହାରେ ପରକୀୟା ପ୍ରୀତି ସଂକ୍ରାନ୍ତ ଦେଇଥିବା ରାୟ ଲାଗୁ ନକରିବା ପାଇଁ ସରକାର ତାଙ୍କ ଆବେଦନରେ ଦର୍ଶାଇଛନ୍ତି। 
  19. ଜାନୁଆରି ୧୮ରୁ ପରିବର୍ତ୍ତିତ ସମୟ ସାରଣୀରେ ୩ଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
  20. ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଏଣିକି ଏକକାଳୀନ ମେଧାବୃତ୍ତି ଦିଆଯିବ। ପୂର୍ବରୁ ପ୍ରତିବର୍ଷ ମେଧାବୃତ୍ତି ଦିଆଯାଉଥିବା ‌ବେଳେ ୨୦୨୦-୨୧ ଶିକ୍ଷାବର୍ଷରୁ ଉଚ୍ଚଶିକ୍ଷା ବିଭାଗ ଜରିଆରେ ପ୍ରଥମ ବର୍ଷରେ ଏକକାଳୀନ ସମସ୍ତ ଶିକ୍ଷାବର୍ଷ ପାଇଁ ମେଧାବୃତ୍ତି ଦିଆଯିବ।
712 Y
3267 14-01-2021 English
  1.  The coronavirus mutation first found in Britain has now spread to 50 territories, according to the World Health Organization, while a similar South African-identified strain has now been found in 20.
  2. In a major decision, the Supreme Court on Tuesday stayed the implementation of all three farm laws and also formed a committee comprising mostly agriculturists to hear the grievances of the farmer unions against the laws.
  3. The government on Wednesday approved the procurement of 83 indigenously-developed light combat aircraft Tejas for the Indian Air Force (IAF) at a cost of Rs 48,000 crore.
  4. The 17-month-old cabinet in Karnataka was expanded on Wednesday with the induction of seven Ministers.
  5. The CBI has registered a bank fraud case of over Rs 200 crore against Bengaluru-based Steel Hypermart India Private Limited and its directors for losses incurred by a consortium of banks led by the Indian Bank, officials said on Wednesday.      
  6. The construction of the new Parliament building will start on January 15 as it is considered auspicious for work to commence on the day of first dawn after 'Makar Sankranti', sources said on Wednesday.
  7. The Enforcement Directorate has arrested Singh in a money laundering case, official sources said on Wednesday.
  8. The Delhi government on Wednesday allowed all schools in the national capital to reopen for Classes 10 and 12 from January 18 in view of board exams, according to officials of the Directorate of Education.
  9. The number of people in India who have tested positive for the new UK variant of coronavirus has climbed to 102, the Union Health Ministry said on Wednesday.Till January 11, the number of people affected by this strain of the coronavirus was 96.
  10. At least five Republicans have said they would join Democrats to impeach Trump for the second time, just seven days before he is due to leave office and President-elect Joe Biden is sworn in on January 20.
  11. Russian President Vladimir Putin ordered officials on Wednesday to begin mass coronavirus inoculations next week and to open up the vaccination programme to all Russians.Russia, which has the world's fourth-highest number of COVID-19 cases, started large-scale vaccinations last month.
  12. An anti-terrorism court in Pakistan has handed more than 15 years jail term each to two close aides of Mumbai terror attack mastermind and banned Jamat-ud Dawah (JuD) chief Hafiz Saeed, including the outfit's media face Yahya Mujahid, in a terror financing case.The anti-terrorism court in Lahore on Tuesday also sentenced Saeed's brother-in-law Abdul Rehman Makki to six-month in jail.
  13. Petrol price on Wednesday touched a new high of Rs 84.45 per litre in the national capital after state-owned fuel retailers hiked prices after a five-day hiatus.Petrol and diesel prices were hiked by 25 paise per litre each, according to a price notification from oil marketing companies.
  14. IndiGo's airport manager in Patna was shot dead by unidentified gunmen outside his home on Tuesday evening, said aviation industry sources.  
  15. The Punjab Cabinet on Monday approved the acquisition and conservation of Mubarik Manzil Palace in Malerkotla in Sangrur district.
  16.  The inter-state bus terminal will be set up at Khan Nagar under the 5-T initiative of the Odisha government. Around Rs 65 crore will be spent to establish the ISBT. Odisha Chief Minister Naveen Patnaik announced the proposed inter-state bus terminal at Khan Nagar in Cuttack to be named after Netaji Subhas Chandra Bose.
  17. Noted social activist and tea seller Padma Shri D Prakash Rao passed away while undergoing treatment at the SCB Medical College and Hospital here today. He was 63.
  18. Farmers in Punjab on Wednesday burnt copies of the Centre's three new farm laws at several places on the festival of Lohri as a mark of protest against the legislations.
  19. With eight days remaining in Trump's term, the House will vote on Wednesday on an article of impeachment accusing the Republican of inciting insurrection in a speech to his followers last week before a mob of them stormed the Capitol, leaving five dead.
  20. An anti-terrorism court in Pakistan has handed down more than 15 years jail term each to two close aides of Mumbai terror attack mastermind and banned Jamat-ud Dawah (JuD) chief Hafiz Saeed, including the outfit's media face Yahya Mujahid, in a terror financing case.
688 Y
3268 14-01-2021 Odia
  1. ଭାରତୀୟ କିଷାନ ୟୁନିୟନ (ବିକେୟୁ) ନେତା ରାକେଶ ଟିକୈତ ବୁଧବାର ଚାଷୀମାନେ ସୁପ୍ରିମକୋର୍ଟଙ୍କୁ ସମ୍ମାନ କରନ୍ତି ବୋଲି କହିଛନ୍ତି। କୋର୍ଟଙ୍କ ଆଦେଶର ଅକ୍ଷରେ ଅକ୍ଷରେ ପାଳନ ଲାଗି ମଧ୍ୟ ଚାଷୀ ପ୍ରତିବଦ୍ଧ। ତେବେ ସଂସଦରେ ସଂଶୋଧିତ କୃଷି ଆଇନ ୨୦୨୦କୁ ଅକାମୀ କରିବା ପର୍ଯ୍ୟନ୍ତ ଆମର ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି।
  2. ଖୁବ୍‌ଶୀଘ୍ର ବାୟୁସେନାରେ ସାମିଲ ହେବାକୁ ଯାଉଛି ୮୩ଟି ଲଢ଼ୁଆ ତେଜସ୍ ବିମାନ। ଏ ସଂକ୍ରାନ୍ତରେ କ୍ୟାବିନେଟ୍ କମିଟି ବୈଠକରେ ୪୮ ହଜାର କୋଟି ଟଙ୍କାର ଡିଲ୍‌କକୁ ମଞ୍ଜୁରୀ ମିଳିଛି । 
  3. ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କର ବୁଧବାର ଅପରାହ୍ନରେ ପରଲୋକ ଘଟିଛି। କରୋନା ଆକ୍ରାନ୍ତ ହେବାପରେ ଦୀର୍ଘ ୨୦ ଦିନ ଧରି ସେ କଟକ ବଡ ଡାକ୍ତରଖାନାର କୋଭିଡ ହସ୍ପିଟାଲରେ ଚିକିତ୍ସିତ  ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା।
  4. ରାଜ୍ୟର ବିଭିନ୍ନ ସ୍ଥାନରେ ୧୬୦ଟି ଟିକାକରଣ କେନ୍ଦ୍ରରେ ଦୈନିକ ୧୦୦ ଜଣଙ୍କୁ ଟିକା ଦିଆଯିବ ବୋଲି କଟକ ଏସସିବିର ଭେଷଜ ବିଭାଗର ବିଭାଗୀୟ ମୁଖ୍ୟ ତଥା ରାଜ୍ୟ କୋଭିଡ ପରିଚାଳନା ସଂକ୍ରାନ୍ତୀୟ ବୈଷୟିକ ପରାମର୍ଶଦାତା ଡାକ୍ତର ପ୍ରଫେସର ଜୟନ୍ତ କୁମାର ପଣ୍ଡା କହିଛନ୍ତି।
  5. ଟ୍ବିଟର ଏବଂ ଫେସବୁକ ପରେ ଅନ୍ୟତମ ଲୋକପ୍ରିୟ ସୋସିଆଲ ମିଡିଆ ସାଇଟ୍‌ ୟୁଟ୍ୟୁବ୍‌ ଟ୍ରମ୍ପଙ୍କ ଆକାଉଣ୍ଟ ସସ୍‌ପେଣ୍ଡ କରିବା ସହିତ ନିଜ ପ୍ଲାଟଫର୍ମରୁ ତାଙ୍କ ଭିଡିଓ ହଟାଇଛି।
  6.  ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଭାଷାରେ “ଆଧୁନିକ ଭାରତର ମନ୍ଦିର’ ହୀରାକୁଦ ବନ୍ଧକୁ ୬୪ ପୂରି ୬୫ ଚାଲିଲା। 
  7. ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସସି)ର କଟକଣା କମିଟିରେ ଭାରତକୁ ନେତୃତ୍ବ ନେବାରୁ ଚୀନ ରୋକିଛି।
  8. ବୋର୍ଡ ପରୀକ୍ଷାର ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଚଳିତ ମାସ ୧୮ ତାରିଖରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପିଲା ସ୍କୁଲକୁ ଆସି ପାଠ ପଢ଼ିବା ପାଇଁ ସରକାର କହିଛନ୍ତି ।
  9. ଜାନୁଆରି ୧୭ ତାରିଖରେ ହେବାକୁ ନିର୍ଦ୍ଧାରିତ ହୋଇଥିବା ଜାତୀୟ ପୋଲିଓ ଟିକାକରଣ ଅଭିଯାନକୁ କେନ୍ଦ୍ର ସରକାର ସାମୟିକ ଭାବେ ସ୍ଥଗିତ ରଖିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଅଧିକାରୀମାନଙ୍କସୂତ୍ରରୁ ଜଣାପଡ଼ିଛି।
  10. ଯାତ୍ରୀଙ୍କୁ ଆକର୍ଷିତ କରିବାକୁ ସ୍ପାଇସଜେଟ୍ ଏକ ସ୍ପେଶାଲ୍ ଅଫର୍ ଆଣିଛି |ସ୍ପାଇସଜେଟ୍ ଯାତ୍ରୀଙ୍କ ପାଇଁ ‘Book Befikar Sale’ ନାମକ ଅଫର ଆଣିଛି। ଏହି ସେଲ୍ ଅନୁସାରେ ଘରୋଇ ଯାତ୍ରା ପାଇଁ ବିମାନ ଭଡା ୮୯୯ ଟଙ୍କାରୁ ଆରମ୍ଭ ହେଉଛି।
  11. ଭାରତ-ପାକ୍‌ ସୀମାନ୍ତରେ ଆଜି (ବୁଧବାର) ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ଯବାନମାନେ ପାକିସ୍ତାନ ଦ୍ୱାରା ନିର୍ମିିତ ହୋଇଥିବା ଏକ ଗୁପ୍ତ ସୁଡ଼ଙ୍ଗକୁ ଠାବ କରିଛନ୍ତି।
  12. ୫ ଦିନର ବ୍ୟବଧାନ ପରେ ପୁଣି ଥରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ଆଜି ତୈଳ ମାର୍କେଟିଂ କମ୍ପାନିମାନେ ପେଟ୍ରୋଲ ଦର ୨୫ ପଇସା ଓ ଡିଜେଲ ଦର ୨୭ ପଇସା ବୃଦ୍ଧି ପାଇଛି  । ଅନ୍ତର୍ଜାତୀୟ ବଜାରରେ ତେଲଦର ବଢିଚାଲିଥିବାରୁ ଏହି ଦରବୃଦ୍ଧି ହୋଇଥିବା କୁହାଯାଉଛି ।
  13. ରନ୍ଧନ ଗ୍ୟାସ ବୁକିଂ କରିବା ପରେ ଏହାକୁ ପାଇବା ପାଇଁ ଆଉ ଦିନ ଦିନ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଯେଉଁଦିନ ଗ୍ରାହକ ବୁକିଂ କରିବେ ସେହିଦିନ ସେମାନଙ୍କୁ ତାହା ମିଳିଯିବ।
  14. କଟକର ଖାନନଗରଠାରେ ଅତ୍ୟାଧୁନିକ ବସ୍‌ ଟର୍ମିନାଲ ନିର୍ମାଣ ହେବ।ପାଇଁ ୬୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ମହାନ୍‌ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ବୋଷଙ୍କ ନାମରେ ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲକୁ ନାମିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
  15. ତୃଣମୂଳ କଂଗ୍ରେସର ପୂର୍ବ ରାଜ୍ୟସଭା ସାଂସଦ କେ.ଡ଼ି.ସିଂହଙ୍କୁ ଗିରଫ କରିଛି ପ୍ରବର୍ତନ ନିର୍ଦେଶାଳୟ । ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ କରାଯାଇଥିବା କୁହାଯାଉଛି । 
  16. ବାହାର ରାଜ୍ୟରୁ ବିନା ରେଜିଷ୍ଟ୍ରେସନରେ ଗାଡ଼ି ଆଣି ରାୟଗଡ଼ାରେ ଟ୍ରାଫିକ୍ ନିୟମ ନ ମାନି ଚଲାଉଥିବା ବାଇକ ଚାଳକକୁ ପରିବହନ ବିଭାଗ ଟ୍ରାଫିକ୍ ଇନସପେକ୍ଟର୍ ୧ ଲକ୍ଷ ୧୩ ହଜାର ୫ ଶହ ଟଙ୍କାର ଫାଇନ୍ କରିଛନ୍ତି।
  17. ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ସହର ପୁରସ୍କାର ଏକ ଅଭିନବ ନିଷ୍ପତ୍ତି। ଏହାଦ୍ବାରା ସହରାଞ୍ଚଳରେ ସ୍ବଚ୍ଛତା ଓ ପରିମଳ ପ୍ରସଙ୍ଗରେ ଏକ ସକାରାତ୍ମକ ପ୍ରତିଯୋଗିତା ମନୋଭାବ ସୃଷ୍ଟି କରାଯାଇପାରିବ। ଏ କ୍ଷେତ୍ରରେ ଅଣୁ ଖତ କେନ୍ଦ୍ର ବ୍ୟବସ୍ଥା କଠିନ ବର୍ଜ୍ୟବସ୍ତୁ ପରିଚାଳନା କରିବାରେ ଏକ ଉତ୍ତମ ବୈଜ୍ଞାନିକ ପଦ୍ଧତି ସାବ୍ୟସ୍ତ ହୋଇଛି।
  18. ପ୍ରେସିଡେଣ୍ଟ ଇଲେକ୍ଟ ଜୋ ବାଇଡେନ ଜାନୁୟାରୀ ୨୦ ତାରିଖରେ ରାଷ୍ଟ୍ରପତି ଭାବେ ଆନୁଷ୍ଠାନିକ ଦାୟିତ୍ୱଗ୍ରହଣ କରିବେ। ଏଥିପାଇଁ ହେବାକୁ ଥିବା ଉଦଘାଟନ ଉତ୍ସବ ବେଳେ ଆମେରିକାରେ ହିଂସାକାଣ୍ଡର ଆକଳନ କରାଯାଉଛି। ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ(ଏଫବିଆଇ)ଙ୍କ ଗୁଇନ୍ଦା ରିପୋର୍ଟ ଅନୁସାରେ ଟ୍ରମ୍ପଙ୍କ ସମର୍ଥକମାନେ ରାଜଧାନୀ ୱାସିଂଟନ ଡିସି ସମେତ ସମଗ୍ର ୫୦ଟି ରାଜ୍ୟରେ ହିଂସା କରିପାରନ୍ତି।
  19. ବାଂଲାଦେଶ ମୁକ୍ତି ସଂଗ୍ରାମକୁ ପୁରିଛି ୫୦ ବର୍ଷ। ଏହାକୁ ସ୍ମରଣୀୟ କରିବା ଲାଗି ଭାରତର ଗଣତନ୍ତ୍ର ଦିବସ ପରେଡରେ ବାଂଲାଦେଶ ଟ୍ରାଇ ସର୍ଭିସ ମାର୍ଚ୍ଚ କଣ୍ଟେଷ୍ଟାଣ୍ଟ ଓ ସେରିମୋନିଆଲ ବ୍ୟାଣ୍ଡ ଅଂଶଗ୍ରହଣ କରିବେ। ବାଂଲାଦେଶସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ ବୁଧବାର ଏହି ସୂଚନା ଦେଇଛନ୍ତି।
  20. ଭାରତୀୟ ଟିମ୍‌ ଅବସ୍ଥାନ କରୁଥିବା ହୋଟେଲ୍‌ ନିକଟରେ ଥିବା ଏକ ‘କ୍ୱାରେଣ୍ଟିନ୍‌’ ହୋଟେଲ୍‌ରୁ (ଗ୍ରାଣ୍ଡ୍‌ ଚାନ୍‌ସେଲର୍‌ ହୋଟେଲ୍‌)ଏହି ଭୂତାଣୁ ସଂକ୍ରମଣ ମାମଲା ସବୁ ଚିହ୍ନଟ କରାଯାଇଛି। ଫଳରେ ଜାନୁଆରି ୧୫ ତାରିଖରେ ଗ୍ୟାବାରେ ହେବାକୁ ଥିବା ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଟେଷ୍ଟ୍‍ ମ୍ୟାଚ୍‌ ଖେଳ ପାଇଁ ଏକ ନୂଆ ସମସ୍ୟା ସୃଷ୍ଟି ହୋଇଛି।
697 Y
3269 13-01-2021 English
  1. `Sashtang pranam' or prostration before the deity is no longer allowed in Gujarat temples.Instead, devotees can only bring their palms together to offer a`namaste'.
  2. The Supreme Court Tuesday said it will take appropriate decision about resumption of physical court hearing after consulting medical experts who have advised that assembly of people in the court at present could lead to spread of COVID-19.
  3. The Centre should repeal the three farm laws or it will cost the ruling BJP-JJP alliance in Haryana "heavily", a section of JJP MLAs said on Tuesday, hours before their party chief and Deputy Chief Minister Dushyant Chautala meets Union Home Minister Amit Shah here.
  4. Swami Vivekananda's 158th birth anniversary was celebrated on Tuesday across West Bengal with political leaders and people making a beeline at his ancestral house here to pay tributes to him.
  5. Farmer leaders welcomed the Supreme Court order to stay the implementation of three farm laws on Tuesday, but said they would not call off their protest until the legislations are repealed.
  6. According to the Health Ministry, 110 lakh doses of Covishield are being procured at  200 per dose (excluding taxes). 55 lakh doses of Covaxin -- developed by Hyderabad-based Bharat Biotech -- are also being procured. Both these vaccines have been approved by the country's drug regulator for restricted emergency use.
  7. Kumbh Mela: Perhaps the largest of all religious gatherings in the world, Kumbh Mela brings people from every walk of life together. Here are the main bathing dates at Haridwar Kumbh Mela. This year the Kumbh at Haridwar will start on January 14 and end on April 27.
  8. The three new laws at the heart of massive farmer protests near Delhi will not come into force for now. The Supreme Court today pressed pause on the laws enacted in September in a huge blow to the government. The top court also said a committee of agricultural experts would take over negotiations with farmers to end the crisis, and called it a "victory of fair play".
  9. The Supreme Court on Tuesday asked the Centre to file an affidavit on its claim that some banned organisations including ‘Khalistanis’ have infiltrated the ongoing farmers protest against the new farm laws.Attorney General KK Venugopal, appearing for the Centre, said that ‘Khalistanis’ have infiltrated the protest and he will file an affidavit along with the necessary inputs of the Intelligence Bureau (IB).
  10. A contingent of 122 soldiers of Bangladesh armed forces has departed for India to participate in the Republic Day parade this year, the Indian Army said on Tuesday.India had last month started Golden Jubilee year celebrations commemorating the country’s victory over Pakistan in 1971, which led to the creation of Bangladesh.
  11. WhatsApp on Tuesday has said its latest policy update does not affect the privacy of messages as the Facebook-owned company sought to address concerns around security of user data on the platform.
  12. Indian Army Chief General Manoj Mukund Naravane said on Tuesday that the Indian Army is on high alert not only in eastern Ladakh but across the entire Line of Actual Control (LAC) with China.
  13. Aam Aadmi Party (AAP) MLA and former Delhi government minister Somnath Bharti has been sent to 14 days judicial custody. Somnath Bharti was arrested in Rae Bareli, Uttar Pradesh on Monday.
  14. Facebook has announced that it would remove all contents from its platform that contain the phrase “stop the seal”, which is being used by the supporters of outgoing US President Donald Trump to allege election fraud.
  15. The World Health Organisation team's visit has become a bone of contention as Beijing, which questions the widely-held view about the virus' origins in Wuhan
  16. Bringing relief for Class 10 students in Odisha appearing for Matriculation examination this year, Chief Minister Naveen Patnaik today directed officials to waive the fee for filling up of the examination form.
  17. Odisha bagged two National awards at the second edition of the Janaagraha City Governance Awards announced today at a virtual award ceremony presided over by Union Minister for Housing and Urban Affairs, Hardeep Singh Puri. The State won in two of the five award categories competing with 54 applicants spanning across 17 States. The Housing and Urban Development (H&UDD) won the Best State Award for JAGA Mission for enactment of laws, drafting of policies, setting up of institutional mechanisms, programmes or schemes to successfully foster urban decentralisation in the cities and State.
  18. The Central Board of Direct Taxes (CBDT) has launched an automated dedicated e-portal on the e-filing website of the Department to receive and process complaints of tax evasion, foreign undisclosed assets as well as complaints regarding benami properties, government said on Tuesday.
  19. There will be a gap of 28 days between two doses of COVID-19 vaccine and its effectiveness will begin 14 days after the second dose, the Health Ministry said on Tuesday.
  20. India has crossed a crucial milestone in its fight against the global pandemic as the country recorded the lowest daily rise in over seven months.
742 Y
3270 13-01-2021 Odia
  1. କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଣିତ ତିନି ନୂତନ କୃଷି ଆଇନ୍‌ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି। କୋର୍ଟ ମଙ୍ଗଳବାର ଏହି  ନିଷ୍ପତ୍ତି ଶୁଣାଇ ମାମଲାର ସମାଧାନ ପାଇଁ ଚାରି ସଦସ୍ୟ କମିଟି ଗଠନ କରିଛନ୍ତି। ଏହି କମିଟିରେ ଭାରତୀୟ କିଷାନ ୟୁନିୟନର ଭୂପିନ୍ଦର ସିଂହ ମାନ, ଶେତକାରୀ ସଂଗଠନର ଅନିଲ ଧନବଟ, କୃଷି ଅର୍ଥନୀତିଜ୍ଞ ଅଶୋକ ଗୁଲାଟୀ ଓ ଅନ୍ତରାଷ୍ଟ୍ରୀୟ ଖାଦ୍ୟ ନୀତି ଅନୁସନ୍ଧାନ ସଂସ୍ଥାନର ପ୍ରମୋଦ କେ ଯୋଶୀ ସାମିଲ। ଏହି କମିଟି ନିଜର ରିପୋର୍ଟ ସିଧାସଳଖ ସୁପ୍ରିମକୋର୍ଟକୁ ପ୍ରଦାନ କରିବେ। 
  2. ଭାରତୀୟ କିଷାନ ୟୁନିୟନର ନେତା ରାକେଶ ଟିକାୟତ କହିଛନ୍ତି କୋର୍ଟ ନିଷ୍ପତ୍ତିକୁ ଆମେ ସ୍ଵାଗତ କରୁଛୁ, ମାତ୍ର କୃଷକଙ୍କ ଆନ୍ଦୋଳନ ଜାରି ରହିବ। ସରକାର ତିନି ଆଇନ ବାତିଲ୍ କରି ସର୍ବନିମ୍ନ ସମର୍ଥନ ମୂଲ୍ୟରେ ଗ୍ୟାରେଣ୍ଟି ଦେବା ପାଇଁ ନିୟମ ବନାନ୍ତୁ।
  3. ଦେଶରେ ଏବେ ଚିକିତ୍ସିତ ହେଉଥିବା ଲୋକଙ୍କ ସଂଖ୍ୟା ମୋଟ୍‍ ସଂକ୍ରମଣର ୨.୦୭% ରହିଛି। ବର୍ତ୍ତମାନ ପ୍ରାୟ ୨ ଲକ୍ଷ ୧୬ ହଜାର ୫୫୮ ଜଣ ସଂକ୍ରମିତ ସକ୍ରିୟ ଚିକିତ୍ସାଧୀନ ଅଛନ୍ତି।
  4. ପୁରୀ-କୋଣାର୍କ ମେରାଇନ ଡ୍ରାଇଭର ଚନ୍ଦ୍ରଭାଗା ଏବଂ ବାଲେଶ୍ୱରର ତଳସାରୀ -ଉଦୟପୁର ବେଳାଭୂମିର ଭିତ୍ତିଭୂମିର ବିକାଶ କରିବା ସହ ଏଗୁଡ଼ିକୁ ଅନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ରଭାବେ ବିକଶିତ କରିବାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି ।
  5. ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ ହୋଇଛି। ଗତ ବୁଧବାର ଆମେରିକା ସଂସଦରେ ହୋଇଥିବା ହିଂସାକାଣ୍ଡ ପାଇଁ ପ୍ରତିନିଧି ସଭା ବା ହାଉସ ଅଫ ରିପ୍ରେଜେଣ୍ଟେଟିଭ୍‌ସର ଡେମୋକ୍ରାଟ ସାଂସଦମାନେ ଟ୍ରମ୍ପଙ୍କୁ ଦାୟୀ କରି ତାଙ୍କ ବିରୋଧରେ ଏହି ମହାଭିଯୋଗ ପ୍ରସ୍ତାବ ଆଣିଛନ୍ତି। ଏହା ଉପରେ ବୁଧବାର ମତଦାନ ହୋଇପାରେ।
  6. ପୁଣେର ସିରମ ଇନଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆ (ଏସଆଇଆଇ)ରେ ନିର୍ମିତ କରୋନା ଟିକା କୋଭିଶିଲ୍ଡ ବିଭିନ୍ନ ରାଜ୍ୟକୁ ପଠାଯାଇଛି। ପୁଣେ ବିମାନବନ୍ଦରରୁ ବିମାନ ଯୋଗେ ଏହି ଟିକା ଦେଶର ୧୩ଟି ସ୍ଥାନକୁ ପଠାଯାଇଥିବାବେଳେ ମଙ୍ଗଳବାର ଦିଲ୍ଲୀରେ ପ୍ରଥମେ ଟିକା ପହଞ୍ଚିଛି। 
  7. କରୋନା ଭୂତାଣୁ ଉତ୍ପତ୍ତିର ତଦନ୍ତ ନିମନ୍ତେ ଜାନୁଆରୀ ୧୪ରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ’) ସ୍ବତନ୍ତ୍ର ଟିମ୍ ଚୀନ ଗସ୍ତ କରିବେ। ଏଥିପାଇଁ ଚୀନ ସରକାର ଅନୁମତି ପ୍ରଦାନ କରିଛନ୍ତି ବୋଲି ହୁ’ର ମହାନିର୍ଦେଶକ ଟେଡ୍ରୋସ୍‌ ଆଧାନୋମ୍‌ ଘେବ୍ରେୟେସ କହିଛନ୍ତି। 
  8.  ଉତ୍ତର ମେରୁ ଉପର ଦେଇ ଦୀର୍ଘତମ ଆକାଶ ପଥରେ ବିମାନ ଉଡ଼ାଇ ଇତିହାସ ରଚନା କରିଛନ୍ତି ଏୟାର ଇଣ୍ଡିଆର ଚାରି ଜଣିଆ ମହିଳା ବୈମାନିକ (ପାଇଲଟ) ଦଳ। କ୍ୟାପଟେନ୍‌ ଜୋୟା ଅଗରୱାଲଙ୍କ ନେତୃତ୍ବରେ ତନ୍ମୟୀ ପାପାଗାରି, ଆକାଂକ୍ଷା ସୋନାୱାନେ ଓ ଶିବାଙ୍ଗୀ ମାନହଂସ ଆମେରିକାର ସାନ୍‌ଫ୍ରାନ୍ସିସ୍‌କୋରୁ ଉଡ଼ାଣ ଆରମ୍ଭ କରି ପ୍ରାୟ ୧୮ଘଣ୍ଟା ପରେ ସୋମବାର ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। 
  9. ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ବିଧାୟକ ସୋମନାଥ ଭାରତୀଙ୍କୁ ବିବାଦୀୟ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଛି। ଏହି କାରଣରୁ ଉତ୍ତରପ୍ରଦେଶ ପୁଲିସ ସୋମବାର ତାଙ୍କୁ ଗିରଫ କରିଛି। ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗରେ କୋର୍ଟରେ ମାମଲା ରୁଜୁ ହୋଇଥିବାବେଳେ ଆସନ୍ତା ୧୩ ତାରିଖରେ ଏହାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି।
  10. ସୋଲାର ପଦାର୍ଥ ବିଜ୍ଞାନ ଏବଂ ମାଧ୍ୟାକର୍ଷଣ ଲେନ୍ସି ଉପରେ ଗବେଷଣା ପାଇଁ ଜଣାଶୁଣା ଶଶିକୁମାର ମଧୁସୂଦନ ଚିତ୍ରେଙ୍କ ମଙ୍ଗଳବାର ମୁମ୍ଵାଇରେ ପରଲୋକ ଘଟିଛି।  କିଛି ସମୟ ହେବ ସେ ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲେ।
  11. ଚୀନର ଉହାନ ସହରରୁ ସୃଷ୍ଟି ହୋଇଥିବା କରୋନା ଭୂତାଣୁ ଏବେ ଚୀନ ପାଇଁ ପୁଣିଥରେ ମୁଣ୍ଡବିଧାର କାରଣ ପାଲଟିଛି। ଚୀନରେ ସୁସ୍ଥ ହୋଇଥିବା ଲୋକଙ୍କ ଶରୀରରେ ୬ ମାସ ପରେ ବି କରୋନା ଲକ୍ଷଣ ଦେଖିବାକୁ ମିଳୁଛି। 
  12. ବିଶ୍ବ ପାଇଁ ଉଦାହରଣ ସାଜିବାକୁ ଯାଉଛି ଭାରତ। ଖୁବଶୀଘ୍ର ଆଉ  ୪ କରୋନା ଭ୍ୟାକସିନକୁ ଭାରତରେ ଅନୁମତି ଦିଆଯାଇପାରେ ବୋଲି ମଙ୍ଗଳବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ସମସ୍ତ ପ୍ରକ୍ରିୟା ସରିବା ପରେ ଜାଇଡସ୍‌ କାଡିଲା, ସ୍ପୁଟନିକ୍‌ ଭି, ବାଇଲୋଜିକାଲ ଓ ଜେନୋଭା କରୋନା ଟିକା ଖୁବଶୀଘ୍ର ଭାରତୀୟ ବଜାରରେ ଉପଲବ୍ଧ ହୋଇପାରେ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି।
  13. ସୁପରଷ୍ଟାର ରଜନୀକାନ୍ତ ତାଙ୍କ ଶରୀର ଅସୁସ୍ଥ ହେବା, ଭଗବାନଙ୍କର ଚେତାବନୀ ବୋଲି କହି ରାଜନୀତିରେ ପ୍ରବେଶ କରିବାକୁ ମନା କରିଦେଇଥିଲେ । କିନ୍ତୁ ଏଭଳି ଘୋଷଣା ଦ୍ବାରା ତାଙ୍କ ଫ୍ୟାନ୍ସଙ୍କୁ ଝଟକା ଲାଗିଥିଲା ଏବଂ ସେବେଠାରୁ ଫ୍ୟାନ୍ସମାନେ ତାଙ୍କ ନିଷ୍ପତ୍ତିକୁ ବଦଳାଇବାକୁ ଅନୁରୋଧ କରୁଥିଲେଏହା ପରେ ରଜନୀକାନ୍ତ ତାମିଲ ଭାଷାରେ ଟ୍ବିଟ୍ କରି ଲେଖିଛନ୍ତି ଯେ ତାଙ୍କୁ ତାଙ୍କର ନିଷ୍ପତି ବଦଳାଇବାକୁ କେହି ବାଧ୍ୟ କରନ୍ତୁ ନାହିଁ । 
  14. ଜାନୁଆରୀ ୬ରେ ୟୁଏସ୍‌ କ୍ୟାପିଟଲରେ ହୋଇଥିବା ଦଙ୍ଗାକୁ ନଜରରେ ରଖି ନିଜର ପଲିଟିକାଲ୍‌ ଆକ୍ସନ କମିଟି(ପିଏସି) ଦ୍ବାରା ରାଜନୈତିକ ଯୋଗଦାନ ଉପରେ ରୋକ ଲଗାଯିବ ବୋଲି ଫେସବୁକ୍‌, ଗୁଗଲ ଓ ମାଇକ୍ରୋଫ୍ଟ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଏହାର ଅର୍ଥ କ୍ୟାପିଟଲ ହିଂସା ପରେ ଏବେ ମାଇକ୍ରୋସଫ୍ଟ ଓ ଫେସ୍‌ବୁକ୍‌ କୌଣସି ଦଳ ପାଇଁ ଆଉ ରାଜନୈତିକ ଚାନ୍ଦା ଦେବେ ନାହିଁ।
  15.  ‘ଭୂମିପୁତ୍ର’ଙ୍କୁ ସମ୍ମାନ ଜଣାଇଲା ଇଣ୍ଡୋନେସିଆ । ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ନାଁରେ ନାମିତ କଲା ଦୂତାବାସ କୋଠରୀ । ଇଣ୍ଡୋନେସିଆ ସ୍ୱାଧିନତା ସଂଗ୍ରାମରେ ବିଶେଷ ଅବଦାନ ପାଇଁ ସ୍ଥାନୀୟ ଚାଣକ୍ୟପୁରୀ ସ୍ଥିତ ଇଣ୍ଡୋନେସିଆ ଦୂତାବାସର ଏକ ପ୍ରକୋଷ୍ଠକୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରାଯାଇଛି।
  16. ପାରାଦୀପରେ ଆଜିଠୁ ଦୁଇ ଦିନିଆ ମିଳିତ ସମରାଭ୍ୟାସ ‘ସି-ଭିଜିଲ୍’ । ଭାରତୀୟ ନୌସେନା ଓ ଭାରତୀୟ ତଟରକ୍ଷୀ ବାହିନୀ ସମେତ ଉପକୂଳରେ ଥିବା ସମସ୍ତ ମେରାଇନ୍ ଥାନା ସାମିଲ ହୋଇଛନ୍ତି। ପ୍ରଥମ ଥର ପାଇଁ ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡ ବିଶାଖାପାଟଣା ଓ ନାଭାଲ ଅଫିସର ଇନଚାର୍ଜ ଓଡିଶା ଦ୍ବାରା ଆୟୋଜିତ ହୋଇଥିବା ସୂଚନା।
  17. ଜେନେରାଲ୍ ନରୱାଣେ କହିଛନ୍ତି ଯେ, ମହିଳାମାନଙ୍କୁ ଆର୍ମି ଆଭିଏସନରେ ପାଇଲଟ୍ ଭାବରେ ଅନ୍ତର୍ଭୁକ୍ତ କରାଯିବ। ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।
  18. କରୋନା ଟିକା କୋଭିସିଲ୍ଡ୍‌କୁ ଭାରତ ସରକାର ଡୋଜ୍‌ ପିଛା ୨୦୦ ଟଙ୍କାରେ କ୍ରୟ କରିବେ। ବେସରକାରୀ କ୍ରେତାମାନଙ୍କ ପାଇଁ କୋଭିସିଲ୍ଡ ଡୋଜ ପିଛା ୧୦୦୦ ଟଙ୍କାରେ ବିକ୍ରି କରାଯିବ।
  19. ଭାରତୀୟ ଭେଷଜ ସଂଘ(ଆଇଏମ୍‌ଏ)ର ୧,୮୦୦ ସ୍ଥାନୀୟ ଶଖା ଅଧୀନରେ ରହିଥିବା ଦେଶର ସାଢ଼େ ତିନି ଲକ୍ଷ ଡାକ୍ତର ପ୍ରଥମେ କୋଭିଡ୍‌ ଟିକା ଗ୍ରହଣ କରିବାକୁ ଆଇଏମ୍‌ଏ ପରାମର୍ଶ ଦେଇଛି।
  20. ଆସନ୍ତା ୧୫ ତାରିଖରୁ ୪ର୍ଥ ଟେଷ୍ଟ ଆରମ୍ଭ ହେଉଥିବାବେଳେ ଭାରତୀୟ ଦଳକୁ ଏକ ବଡ଼ ଧକ୍କା ଲାଗିଛି । ଭାରତର ପ୍ରମୁଖ ବୋଲର ଜସପ୍ରିତ ବୁମରା ଆହତଜନିତ କାରଣରୁ ଏହି ଟେଷ୍ଟରୁ ବାଦ ପଡ଼ିଛନ୍ତି । ତାଙ୍କର ମାଂସପେଶୀ ଯନ୍ତ୍ରଣା ଥିବା ଜଣାଯାଇଛି ।
648 Y