# |
Date |
Type |
Current Affairs |
No. Of Views |
Status |
Action |
1911 |
24-12-2022 |
Odia |
- ଭାରତ ସମେତ ସମଗ୍ର ବିଶ୍ୱ କରୋନକୁ ନେଇ ଆଗୁଆ ସତର୍କତା ଅବଲମ୍ବନ କରୁଛନ୍ତି। କିନ୍ତୁ ଭାରତ ପାଇଁ ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ରହିଛି। ଦେଶର ୪୯୫ଟି ଜିଲାରେ କରୋନା ସଂକ୍ରମଣ ଶୂନ ରହିଛି ।
- ଆମ୍ ଆଦମୀ ପାର୍ଟି ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନର ମେୟର ପଦ ପାଇଁ ସେଲି ଓବରୋଇଙ୍କୁ ପ୍ରାର୍ଥୀ ଘୋଷଣା କରିଛି।
- ୟୁକ୍ରେନ୍ ଯୁଦ୍ଧ ୩୦୩ ଦିନରେ ପହଞ୍ଚିଥିବା ବେଳେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧର ଗତି ବଢ଼ାଇବାକୁ ତାଙ୍କର ସେନା ସମ୍ପ୍ରସାରଣ କରିବାକୁ ଯୋଜନା କରୁଛନ୍ତି। ରୁଷିଆ ଆଗରୁ ଭାବୁଥିଲା ସେମାନେ ୟୁକ୍ରେନ୍କୁ ଯେତିକି ସୈନ୍ୟ ପଠାଇଛନ୍ତି ତାହା ଯଥେଷ୍ଟ ହେବ।
- ୟୁକ୍ରେନରେ ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛି ରୁଷିଆ, କିନ୍ତୁ ଏଥିପାଇଁ କୂଟନୈତିକ ସମାଧାନର ଆବଶ୍ୟକତା ରହିଛି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି। ପୁଟିନ କହିଛନ୍ତି, ଆମର ଲକ୍ଷ୍ୟ ହେଉଛି ଏହି ବିବାଦର ଅନ୍ତ ଘଟାଇବା।
- ରାଜ୍ୟସଭାରେ ପାରିତ ହୋଇଥିବା ସମ୍ବିଧାନ (ଅନୁସୂଚିତ ଜନଜାତି) ଆଦେଶ (ଦ୍ବିତୀୟ ସଂଶୋଧନ)- ବିଲ ୨୦୨୨କୁ ବିଜେଡି ସମର୍ଥନ କରିଛି।
- ପାର୍ଲାମେଣ୍ଟର ଉଭୟ ଗୃହ ଲୋକ ସଭା ଏବଂ ରାଜ୍ୟ ସଭାକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।
- ଆସନ୍ତା ଜାନୁୟାରୀରେ ଭୁବନେଶ୍ୱର ଓ ରାଉରକେଲାରେ ପୁରୁଷ ହକି ବିଶ୍ବକପ୍-୨୦୨୩ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଆମନ୍ତ୍ରଣ କରାଯିବ।
- ଆସନ୍ତା ଏକ ବର୍ଷ ପାଇଁ ଗରିବଙ୍କୁ ମାଗଣାରେ ମିଳିବ ରାସନ ସାମଗ୍ରୀ । ଜାତୀୟ ଖାଦ୍ୟ ସୁରକ୍ଷା ନିୟମ ଅଧିନରେ ଦେଶର ୮୦ କୋଟି ଲୋକଙ୍କୁ ଏହି ମାଗଣା ବେନିଫିଟ୍ ମିଳିବ । କେନ୍ଦ୍ର କ୍ୟାବିନେଟ ବୈଠକରେ ନିଆଯାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବାବଦରେ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ସୂଚନା ଦେଇଛନ୍ତି ।
- ଭାରତ ଚୀନ ସୀମାରେ ବଡ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୧୬ ଯବାନ ମୃତ ହୋଇଥିବା ଖବର ଆସି ପହଞ୍ଚିଛି । ସେନାକୁ ନେଇ ଯାଉଥିବା ସମୟରେ ଏହି ଗାଡି ଦୁର୍ଘଟଣା ଗ୍ରସ୍ଥ ହୋଇଛି ।
- ବିଶ୍ୱସ୍ତର ସହିତ ଭାରତରେ ମଧ୍ୟ ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ବିଭିନ୍ନ ପ୍ରକାର ସମସ୍ୟାକୁ ନେଇ ଅନ୍ୟ ଦେଶ ପରି ଭାରତରେ ମଧ୍ୟ ଛାଡପତ୍ର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ତେବେ ବିଶ୍ୱ ଆକଳନ ତୁଳନାରେ ଭାରତରେ ଛାଡପତ୍ର ମାମଲା କମ୍ ରହିଥିବା ବେଳେ ଏହାର ହାର ପ୍ରାୟ ୧.୧ ପ୍ରତିଶତ ରହିଛି ।
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଥିରେ ସଶସ୍ତ୍ର ବାହିନୀ ପାଇଁ ୱାନ ରାଙ୍କ ୱାନ ପେନସନ (OROP) ଏବଂ ଗରିବଙ୍କ ପାଇଁ ମାଗଣା ରାସନ ବ୍ୟବସ୍ଥା ଅନ୍ତର୍ଭୁକ୍ତ ରହିଛି।
- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଆ ‘ଭାଷା ଆଇନ’ ପୁସ୍ତକ ଉନ୍ମୋଚନ କରିଛନ୍ତି। ଶ୍ରୀ ପବିତ୍ର ମହାରଥାଙ୍କ ଦ୍ଵାରା ସଂପଦିତ ତଥା ପ୍ରକାଶିତ ଏହି ପୁସ୍ତକରେ ୧୯୪୮ରୁ ୨୦୧୯ ପର୍ଯ୍ୟନ୍ତ ଓଡିଆ ସରକାରୀ ଭାଷା ଆଇନ ପ୍ରସ୍ତାବ ଠାରୁ ଆରମ୍ଭ କରି ସଂଶୋଧିତ ଦଣ୍ଡବିଧାନ ପର୍ଯ୍ୟନ୍ତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଧେୟକ, ଅଧିନିୟମ, ବିଜ୍ଞପ୍ତି, ନଥି ଓ ଚିଠିପତ୍ର ସ୍ଥାନିତ ହୋଇଛି। ପୁସ୍ତକଟିରେ ସମୁଦାୟ ୨୦ଟି ବିଷୟ ସ୍ଥାନିତ ହୋଇଛି ।
- ଆସନ୍ତା ଶିକ୍ଷା ବର୍ଷରୁ ରାଜ୍ୟର ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପିଲାଙ୍କୁ ଏକକାଳୀନ ଦ୍ୱୈତ ଡିଗ୍ରି କରିବାର ସୁଯୋଗ ମିଳିବ। ଉଚ୍ଚଶିକ୍ଷା ବିଭାଗ ଏନେଇ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହିତ ପ୍ରାଥମିକ ଆଲୋଚନା କରିଥିବାବେଳେ ଆସନ୍ତା ଜାନୁଆରୀ ମାସରେ ଏକାଡେମିକ୍ କାଉନସିଲ୍ ବୈଠକ ବସିବ।
- ସର୍ଗିଫୁଲ ମହୋତ୍ସବର ଉଦ୍ଯାପନ ଦିବସରେ ଉଦ୍ବୋଧନ ଦେଇ ଅନୁସୂଚିତ ଜାତି ଓ ଜନଜାତି ପିଲା ମାନଙ୍କ ପାଇଁ ଡିସେମ୍ବର ୨୦୨୩ ସୁଦ୍ଧା ସେମାନଙ୍କ ପାଇଁ ଆହୁରି ୧୦୦ଟି ହଷ୍ଟେଲ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
- ବିଦେଶରେ (ଜାପାନ, କୋରିଆ, ଆମେରିକା, ଫ୍ରାନ୍ସ, ବ୍ରାଜିଲ୍, ଜର୍ମାନି ଓ ଚୀନ୍) କରୋନା ଓମିକ୍ରନ୍ର ନୂଆ ଭାରିଆଣ୍ଟ ଖୁବ୍ ଶୀଘ୍ର ବ୍ୟାପୁଥିବାକୁ ନେଇ ରାଜ୍ୟ ସରକାର ଜନସାଧାରଣଙ୍କୁ ମାସ୍କ ପିନ୍ଧିବା, ହାତ ଧୋଇବା, ଲକ୍ଷଣ ଦେଖାଗଲେ ଗୃହରେ ଅନ୍ୟମାନଙ୍କ ଠାରୁ ଅଲଗା ରହିବା ଏବଂ ସର୍ବସାଧାରଣସ୍ଥଳରେ ଛେପ ନ ପକାଇବା ପାଇଁ ପରାମର୍ଶ ଦେଇଛନ୍ତି।
- ଆଇପିଏଲ୍ ଇତିହାସରେ ସବୁ ରେକର୍ଡକୁ ପଛରେ ପକାଇ ଇଂଲଣ୍ଡ ଅଲ୍ରାଉଣ୍ଡର ସାମ୍ କରନ୍ ହୋଇଛନ୍ତି ସବୁଠୁ ଦାମୀ ଖେଳାଳି। କୋଚିରେ ଆଇପିଏଲ ୨୦୨୩ ପାଇଁ ମିନି ଅକ୍ସନରେ ସେ ପ୍ରଥମ କ୍ରିକେଟର ଭାବେ ୧୮.୫୦ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି। ଏତେ ପରିମାଣର ଟଙ୍କା ଦେଇ ତାଙ୍କୁ ପଞ୍ଜାବ କିଙ୍ଗସ ନିଜ ସହ ସାମିଲ କରିଛି।
- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ପୁଲିସରେ ୪୭୯୦ଟି କନେଷ୍ଟବଳ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ୪ଟି ପର୍ଯ୍ୟାୟରେ ଏହି ପଦବୀଗୁଡିକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିଛନ୍ତି।
- ବିଶ୍ୱକପ୍ ହକି ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାର ଅମିତ ରୋହିଦାସ ଓ ସଂଜୀବ ନିଲମ ଖେସଙ୍କୁ ସ୍ଥାନ ମିଳିଛି। ହରମନ ପ୍ରିତ ସିଂହ ଭାରତୀୟ ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି।
- ପୁରୀ ଜିଲା ପିପିଲି ଉପଖଣ୍ଡର ଭାରତିପୁର ସେକ୍ସନ ଲାଇନ୍ମ୍ୟାନ୍ ମାନସ ରଞ୍ଜନ ସାହୁ ଲାଞ୍ଚ ଅଭିଯୋଗକାରୀଙ୍କ ସମ୍ପର୍କୀୟଙ୍କ କୁକୁଡ଼ା ଫାର୍ମକୁ ନୂତନ ବିଦ୍ୟୁତ ସଂଯୋଗ ପାଇଁ ଫିଜିବିଲିଟି ରିପୋର୍ଟ ପ୍ରଦାନ କରିବାକୁ ୭,୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଧରିଛି।
- ଦର୍ଶକଙ୍କ ମନୋରଞ୍ଜନ ପାଇଁ ଆସନ୍ତା ଜାନୁଆରୀ ୨ ରୁ ଜୀ-ସାର୍ଥକରେ ଆରମ୍ଭ ହେବାକୁ ଯାଉଛି ଏକ ନୂଆ ଧାରାବାହିକ ‘ଖୁସିର ଛୁଙ୍କ’।
|
549 |
Y |
|
1912 |
24-12-2022 |
English |
- Nearly 37 million people in China may have been infected with Covid-19 on a single day this week, according to estimates from the government’s top health authority, making the country’s outbreak by far the world's largest, Bloomberg reported.
- The Joint Entrance Exam (JEE) Advanced for admission to the Indian Institutes of Technology will be conducted June 4, 2023, IIT Guwahati announced Friday.
- Sixteen Indian Army personnel including three Junior Commissioned Officers (JCOs) were killed in a road accident when the vehicle they were travelling in fell into a gorge while negotiating a sharp turn at Zema in North Sikkim, the Army said.
- Eminent educationist, social activist, founder of KIIT & KISS and Lok Sabha MP from Kandhamal Dr. Achyuta Samanta was conferred the honorary D.Litt degree by Utkal University in recognition of his immense contribution to the field of education and social service. This is the 50th honorary degree conferred on him.
- Dr Gobinda Chandra Dash, a noted physician of Kendrapara town, who treated Jawaharlal Nehru in 1964 during his visit to Bhubaneswar, died at his residence here Friday. He was 96. He is survived by his wife, two sons and a daughter.
- With the surge in Covid-19 cases in some countries like China, Japan, USA and France, the state government has advised the people to follow Covid appropriate behaviour voluntarily.
- The East Coast Railway (ECoR) has saved Rs 118.29 crore on diesel costs by using a technology called head on generation (HOG) in trains between April and November this year.
- Due to ease-of-doing business policies, an investment of `30,000 crore has been firmed up in the last nine months, which will create new employment opportunities for thousands of youngsters said Bhagwat Mann.
- Ukrainian President Volodymyr Zelenskyy sounded another defiant note on his return to his nation’s capital Friday following his wartime visit to the United States, saying his forces are “working toward victory” even as Russia warned that there would be no end to the war until it achieved its military aims.
- There were 198 government companies and corporations with accumulated losses of `2,00,419 crore, as March 31, 2021, and of these, the net worth of 88 companies had been completely eroded by their accumulated losses, a CAG report said.
- Russia may cut oil output by 5%-7% in early 2023, as it responds to price caps on its crude and refined products, and halt sales to the countries that support them, Deputy Prime Minister Alexander Novak told state television Friday.
- New Delhi Television Ltd’s (NDTV) founders said Friday they have decided to transfer most of their shares in the company to billionaire Gautam Adani, giving his conglomerate control over nearly 65% of the news network.
- Nine bills were passed by the two Houses of Parliament in the winter session that concluded on Friday.
- The Allahabad High Court reserved its judgement on a civil revision petition filed by the Gyanvapi mosque committee challenging a Varanasi court order.
- The vaccine, which is delivered without a needle through the nose, will be available in a few days at private centres across the country.
- The CBI had booked the retired IPS officer and others in the phone-tapping case on July 7. Four days later, the Enforcement Directorate registered a case against Pandey and arrested him on July 19; the CBI arrested him on September 24.
- The revision would be applicable to all retired defence personnel up to June 30, 2019, but not including those who took pre-mature retirement till July 1, 2014
- It is alleged that Venugopal Dhoot provided crores of rupees to a firm he had set up with Deepak Kochhar and two relatives six months after the Videocon Group got Rs 3,250 crore as loan from ICICI Bank in 2012
- India ranked 107th out of 121 countries in the Global Hunger Index (GHI) 2022, down from the 101st position the previous year.
- The 15-nation Security Council, under India's Presidency this month, adopted its first-ever resolution on Myanmar on Wednesday.
|
575 |
Y |
|
1913 |
23-12-2022 |
Odia |
୨୩.୧୨.୨୨ (ଶୁକ୍ରବାର)
-
୨୦୨୨ ବର୍ଷ ପାଇଁ ୨୩ଟି ଭାଷା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି ।ଏହି ପୁରସ୍କାରଗୁଡ଼ିକରେ ସାତୋଟି କବିତା ସଂଗ୍ରହ, ୬ଟି ଉପନ୍ୟାସ, ଦୁଇଟି କାହାଣୀ ସଂଗ୍ରହ, ଦୁଇଟି ସାହିତ୍ୟ ସମାଲୋଚନା, ତିନୋଟି ନାଟକ ଏବଂ ଗୋଟିଏ ଆତ୍ମଜୀବନୀ ସାମିଲ ରହିଛି ।
-
ହିନ୍ଦୀ ପାଇଁ ବଦ୍ରୀ ନାରାୟଣଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର ମିଳିବ । ଇଂରାଜୀ ପାଇଁ ଅନୁରାଧା ରାୟଙ୍କୁ ଓ ଉର୍ଦ୍ଦୁ ପାଇଁ ଅନିସ୍ ଆଶଫାକଙ୍କୁ ଚଳିତ ବର୍ଷର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବ । କବିତା ସଂକଳନ ‘ଦୟାନଦୀ’ ପାଇଁ କବୟିତ୍ରୀ ଗାୟତ୍ରୀବାଳା ପଣ୍ଡାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିବ ବୋଲି ସୂଚନା ଦିଆଯାଇଛି।
-
ପ୍ରଧାନମନ୍ତ୍ରୀ ମୋଦୀ ଲୋକଙ୍କୁ ମାସ୍କ ପିନ୍ଧିବା ସହ କୋଭିଡ ପ୍ରୋଟୋକଲ ଅନୁସରଣ କରିବାକୁ ନିବେଦନ କରିଛନ୍ତି। ଏହା ସହ ଜିନୋମ ସିକ୍ୟୁଏନ୍ସିଂ ଏବଂ କୋଭିଡ ପରୀକ୍ଷା ବୃଦ୍ଧି କରିବାକୁ କହିଛନ୍ତି।
-
ଭାରତ-ଚାଇନା କୋର କମାଣ୍ଡର ସ୍ତରର ୧୭ ତମ ବୈଠକ ୨୦ ଡିସେମ୍ବରରେ ଚୁଶୁଲ ମୋଲ୍ଡୋ(ଲଦ୍ଦାଖ)ରେ ଆୟୋଜିତ ହୋଇଯାଇଛି । ଉଭୟ ପକ୍ଷରୁ ପଶ୍ଚିମ ଅଞ୍ଚଳରେ ଏଲଏସି ସହ ବିଚାରର ଆଦାନ ପ୍ରଦାନ କରାଯାଇଛି ।
-
ଗୁଜରାଟ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ମୋରବି ଝୁଲାପୋଲ ଭୁଶୁଡ଼ିବା ଘଟଣାର ଯାଞ୍ଚ ଅଗ୍ରଗତି ରିପୋର୍ଟ ଦାଖଲ କରିବାକୁ କହିଛନ୍ତି।
-
ରାଜ୍ୟ ସଭାରେ ଆଲୋଚନା ବେଳେ ଗୋଏଲ କହିଥିଲେ ଯେ ଏହି ଲୋକମାନେ ସମଗ୍ର ଦେଶକୁ ବିହାରରେ ପରିଣତ କରିବାକୁ ଚାହୁଁଛନ୍ତି। ବିହାର ଉପରେ ତାଙ୍କର ବିବାଦୀୟ ମନ୍ତବ୍ୟ ଉପରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋଏଲ ଶୁକ୍ରବାର ସଂସଦରେ କହିଛନ୍ତି ଯେ ବିହାର କିମ୍ବା ବିହାର ଲୋକଙ୍କୁ ଅପମାନିତ କରିବାର ମୋର ଉଦ୍ଦେଶ୍ୟ ନାହିଁ। ଯଦି କାହାର ଭାବନା ଏହା ଦ୍ୱାରା ଆଘାତ ପାଇଛି, ମୁଁ ତୁରନ୍ତ ସେହି ମନ୍ତବ୍ୟ ଫେରାଇ ନେଉଛି।
-
ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪ ହଜାର ତଳେ ରହିଛି।
-
କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଉଚ୍ଚଶିକ୍ଷା ପାଇଁ ପୁସ୍ତକ ୧୨ଟି ଭାରତୀୟ ଭାଷାରେ ତଥା ଆଦିବାସୀ ଭାଷାରେ ଉପଲବ୍ଧ ହେବ।
-
ଚୀନ୍ରେ ଅଭୂତପୂର୍ବ ଭାବେ କୋଭିଡ୍ ଲହର୍ ବୃଦ୍ଧି ପାଉଥିବା ଘଟଣାରେ ଖୁବ୍ ଉଦ୍ବିଗ୍ନ ବୋଲି ବୁଧବାର ଦିନ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ମୁଖ୍ୟ କହିଛନ୍ତି।
-
ମହାକାଶକୁ ଭାରତର ପ୍ରଥମ ମାନବ ମିଶନ ଗଗନୟାନ ୨୦୨୪ ରେ ଉତ୍କ୍ଷେପଣ ହେବାର ସମ୍ଭାବନା ଅଛି ।
-
ଚୀନ, ଆମେରିକା ଓ ଜାପାନ ଆଦି ଦେଶରେ କରୋନାର ଦ୍ରୁତ ସଂକ୍ରମଣ ମଧ୍ୟରେ ଭାରତ ବାୟୋଟେକ ପ୍ରସ୍ତୁତ ନାଜାଲ ଭାକ୍ସିନ ବା ନାକରେ ପଡ଼ୁଥିବା ଟିକା ଇନକୋଭାକକୁ ସରକାର ଅନୁମତି ଦେଇଛନ୍ତି।
-
ଭାରତର ଆଧାର ଏବଂ ୟୁନିଫାଏଡ୍ ପେମେଣ୍ଟ୍ ଇଣ୍ଟରଫେସ୍ (ୟୁପିଆଇ) ବ୍ୟବସ୍ଥାକୁ ଗୁଗୁଲ୍ର ସିଇଓ ସୁନ୍ଦର ପିଚାଇ ପ୍ରଶଂସା କରିଛନ୍ତି।
-
୧୮ ବର୍ଷ ବୟସରେ ପୂର୍ଣ୍ଣ ସ୍ବାଧୀନତା ଚାହିବା ସମାଜ ପାଇଁ ଭଲ ନୁହେଁ ବୋଲି କେରଳ ସ୍ଵାସ୍ଥ୍ୟ ବିଜ୍ଞାନ ବିଶ୍ଵବିଦ୍ୟାଳୟ କୋଝିକୋଡ ମେଡିକାଲ କଲେଜ ଛାତ୍ରୀମାନଙ୍କ ଏକ ଆବେଦନର ଶୁଣାଣି କରୁଥିବା କେରଳ ହାଇକୋର୍ଟକୁ ଜଣାଇଛନ୍ତି।
-
ଶସ୍ତା ହେଲା କ୍ୟାନସର, ଡାଇବେଟିସ୍, ଜ୍ୱର ଓ ହେପାଟାଇଟିସ୍ ସହିତ ବହୁ ଗମ୍ଭୀର ରୋଗର ମେଡିସିନ୍ । ପୂର୍ବ ଅପେକ୍ଷା ଏହି ରୋଗର ମେଡିସିନ୍ ଏବେ ପ୍ରାୟ ୪୦ ପ୍ରତିଶତ ଶସ୍ତାରେ ମିଳିବ । ସେହିପରି ଜ୍ୱରରେ ପଡିଥିବାବେଳେ କାମରେ ଆସୁଥିବା ପାରାସିଟାମୋଲ ମେଡିସିନ୍ ମଧ୍ୟ ୧୨ ପ୍ରତିଶତ କମ୍ ହୋଇଛି ।
-
ସ୍ୱଚ୍ଛତା, ସମୟାନୁବର୍ତ୍ତିତା ତଥା ଅନଲାଇନ ମାଧ୍ୟମରେ ସୁବିଧାରେ ସମସ୍ତ ସେବା ପ୍ରଦାନ ନିମନ୍ତେ ଓଡିଶା ସରକାରଙ୍କ ଅବକାରୀ ବିଭାଗକୁ “ଇ-ଅବକାରୀ” ପାଇଁ ଚଳିତ ବର୍ଷ ସମ୍ମାନଜନକ ଡିଜିଟାଲ ଇଣ୍ଡିଆ ସ୍ୱର୍ଣ୍ଣ ପୁରସ୍କାର ପ୍ରଦାନ ନିମନ୍ତେ ଯୋଗ୍ୟ ବିବେଚିତ କରାଯାଇଅଛି । ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ୭ ଜାନୁୟାରୀ, ୨୦୨୩ ତାରିଖରେ ଏଥି ନିମନ୍ତେ ପୁରସ୍କାର ପ୍ରଦାନ କରାଯିବ ।
-
ରୁଷ୍ ଆକ୍ରମଣ କରିବାର ୩୦୦ ଦିନ ପରେ ଏହା ହେଉଛି ଜେଲେନ୍ସ୍କିଙ୍କ ପ୍ରଥମ ବିଦେଶ ଗସ୍ତ। ଋଷ-ୟୁକ୍ରେନ୍ ଯୁଦ୍ଧ ମଝିରେ ପ୍ରଥମ ଥର ପାଇଁ ଆମେରିକା ଗସ୍ତ କରିଛନ୍ତି ଜେଲେନ୍ସକି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବା ସହ ୟୁଏସ ସଂସଦକୁ ସମ୍ବୋଧିତ କରିଛନ୍ତି ଜେଲେନ୍ସକି ।
-
ବାଲେଶ୍ବରରେ ୧୮୦୬ କୋଟି ଟଙ୍କାର ୧୯୧ଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୮୦୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର କରିଛନ୍ତି ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ୫୬୦୦ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ୨୨୦ କୋଟି ଟଙ୍କାର ସହାୟତା ମଧ୍ୟ ପ୍ରଦାନ କରି ମିଶନ ଶକ୍ତି ମାଆମାନଙ୍କୁ ଉଦ୍ୟୋଗୀ ହେବା ପାଇଁ ଆହ୍ବାନ ଦେଇଛନ୍ତି।
-
ସୁନା ଛାଉଣି ହୋଇଥିବା ଉତ୍ତରାଖଣ୍ଡର କେଦାରନାଥ ମନ୍ଦିରର ସୁରକ୍ଷା ନିମନ୍ତେ ସରକାର ସଶସ୍ତ୍ର ସୁରକ୍ଷା ବାହିନୀ ମୁତୟନ କରିଛନ୍ତି । ପ୍ରାୟ ୪୦ କିଲୋ ସୁନାରେ ମନ୍ଦିର ଭିତର ପାର୍ଶ୍ବ କାନ୍ଥ ସୁନା ଛାଉଣି କରାଯାଇଛି।
-
ବଢ଼ୁଥିବା ଶୀତକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ସମସ୍ତ ସରକାରୀ ସ୍କୁଲ ୧ ଜାନୁଆରୀରୁ ୧୫ ଜାନୁଆରୀ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ନିଷ୍ପତ୍ତି ନେଇଛନ୍ତି ।
-
କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ଜରୁରୀ ଖବର । ସରକାର ଫ୍ୟାମିଲି ପେନସନକୁ ନେଇ ନୂଆ ନିୟମ ଜାରି କରିଛନ୍ତି । ଜାରି କରାଯାଇଥିବା ନୂଆ ନିୟମ ଅନୂଯାୟୀ, ମୃତ୍ୟୁ ହୋଇଥିବା ସରକାରୀ କର୍ମଚାରୀଙ୍କ ପିଲା ଯଦି ମାନସିକ ରୋଗରେ ପୀଡ଼ିତ । ତେବେ ସେମାନଙ୍କୁ ମଧ୍ୟ ଫ୍ୟାମିଲି ପେନସନର ଲାଭ ମିଳିବ । ଯେଉଁ ପିଲାମାନେ ମାନସିକ ବିକାରଗ୍ରସ୍ତ ସେମାନେ ମଧ୍ୟ ଫ୍ୟାମିଲି ପେନ୍ସନର ହକଦାର ।
|
575 |
Y |
|
1914 |
23-12-2022 |
English |
- Eminent Odia litterateur Dr Gayatribala Panda was shortlisted today for Kendra Sahitya Akademi Award in Poetry category for her poem compilation ‘Dayanadi’ for the year 2022. Panda will be given cash award of Rs 1 lakh, a shawl and a citation (engraved copper plaque) at a special function to be held on a later date.
- Kendra Sahitya Akademi announced its annual awards in 23 different languages, including seven books of poetry, six novels, two short stories, three plays/dramas, two literary criticisms, one each of autobiographical essays, collection of articles and literary history.
- Chief Minister Naveen Patnaik provided Rs 220 crore monetary assistance to women self help groups (SHGs) in Balasore district. Around 60,000 women of 5,600 SHGs in Balasore were given the financial assistance by the state government under ‘Mission Shakti’.
- Amid resurgence of COVID-19 due to Omicron BF.7 sub-variant of the virus, Odisha Public Health Director Niranjan Mishra today said people need to adhere to COVID appropriate behaviour to avoid lockdown and shutdown in the state.
- The Assam government on Thursday said 97 elephants have been sent to other states since 2006 mostly for "religious activities".
- Commerce and industry Minister Piyush Goyal on Thursday in Lok Sabha introduced Jan Vishwas Bill, which seeks to decriminalise minor offences by amending 183 provisions in 42 Acts with a view to promote ease of business.
- Union minister Anurag Thakur on Thursday said 104 YouTube channels, 45 videos, four Facebook accounts, three Instagram accounts, five Twitter handles and six websites have been blocked for spreading misinformation.
- Karnataka Legislative Assembly on Thursday unanimously passed a resolution on the border row with Maharashtra, resolving to protect the State's interests.
- A five-judge Constitution bench headed by Justice S A Nazeer, who will retire on January 4, is likely to pronounce its judgment January 2 on a clutch of petitions challenging the Centre’s 2016 decision to demonetise currency notes of `1,000 and `500 denominations.
- The Delhi High Court on Thursday directed the Centre to release Rs 5.35 crore to enable clinical trials for medicines that can treat rare diseases such as Duchenne Muscular Dystrophy (DMD).
- Delhi Chief Minister Arvind Kejriwal said no case of Omicron's BF.7 variant, which is driving the surge in China, has been found in the national capital and so, there's no need to panic.
- The Orissa High Court has directed the state government to develop a comprehensive plan under which a survey will be conducted to find out if allopathic doctors practising in Odisha possess the relevant qualification.
- With a view to providing emergency medical care to road accident victims, the state government has given inprinciple approval to establishment of 55 more trauma care facilities (TCFs) in the existing health facilities across the state
- Odisha State Vigilance director YK Jethwa Thursday revealed that the directorate has registered 270 cases in 2022 so far, of which 75 are related to possession of disproportionate assets.
- As the country gears up to tackle fresh Covid wave concerns amid infection surge in China, a survey revealed Thursday that over six in 10 Indians (64 per cent) are reluctant to take the Covid booster dose and rising cases of heart attacks in young people have largely contributed to this hesitancy.
|
539 |
Y |
|
1915 |
22-12-2022 |
Odia |
22.12.22 ଗୁରୁବାର (Thursday)
- ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀ ଅମୃତା ଫଡନାଭିସ୍ କହିଛନ୍ତି ଯେ ଆମ ଦେଶରେ ଦୁଇ ଜଣ ରାଷ୍ଟ୍ରପିତା ଅଛନ୍ତି। ମହାତ୍ମା ଗାନ୍ଧୀ ପୁରାତନ କାଳର ରାଷ୍ଟ୍ରପିତା ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ଭାରତର ରାଷ୍ଟ୍ରପିତା |
- କୋଭିଡ୍ ନିୟମ ମାନନ୍ତୁ ନଚେତ ‘ଭାରତ ଯୋଡ଼ୋ ଯାତ୍ରା’ ବାତିଲ କରନ୍ତୁ ବୋଲି ମଙ୍ଗଳବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭୀୟ ସାଂସଦ ରାହୁଲ୍ ଗାନ୍ଧୀ ଓ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ପତ୍ର ଲେଖି ଜଣାଇଛନ୍ତି।
- ଚୀନ୍ରେ କୋଭିଡ୍-୧୯ ସଂକ୍ରମଣ ମାମଲା ବୃଦ୍ଧି ଉପରେ ଚିନ୍ତା ପ୍ରକଟ କରି ‘ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ର (ଏସ୍ଆଇଆଇ) ‘ସିଇଓ’ ଅଦାର ପୁନାୱାଲା ଆଜି କହିଛନ୍ତି ଯେ, ଭାରତର ଟିକାକରଣ ଓ ଟ୍ରାକ୍ ରେକର୍ଡ ଚମତ୍କାର ଅଛି ।
- କର୍ଣ୍ଣାଟକ ଓ ମହାରାଷ୍ଟ୍ର ମଧ୍ୟରେ ସୀମା ବିବାଦକୁ ନେଇଉଦ୍ଧବ ଠାକ୍ରେ ଗୋଷ୍ଠୀର ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି, ଚୀନ୍ ଭାରତରେ ପ୍ରବେଶ କଲା ଭଳି ଆମେ କର୍ଣ୍ଣାଟକରେ ପ୍ରବେଶ କରିବୁ।
- କେନ୍ଦ୍ର ସରକାରରେ ୯ ଲକ୍ଷ ୭୯ ହଜାର ୩୨୭ଟି ପଦବି ୨୦୨୨ ଅଗଷ୍ଟ ସୁଦ୍ଧା ଖାଲି ପଡ଼ିଛି। ସେଥିରୁ ୨୩,୫୮୪ ପଦବି ଗ୍ରୁପ ଏ ବର୍ଗର ହୋଇଥିବାବେଳେ ୧ ଲକ୍ଷ ୧୮ ହଜାର ୮୦୭ଟି ପଦବି ଗ୍ରୁପ ବି ଏବଂ ୮ ଲକ୍ଷ ୩୬ ହଜାର ୯୩୬ ପଦବି ଗ୍ରୁପ୍ ସି ର ବୋଲି ସଂସଦରେ ସରକାର ସୂଚନା ଦେଇଛନ୍ତି।
- କୁଖ୍ୟାତ ସିରିଏଲ କିଲର ଚାର୍ଲସ ଶୋଭରାଜ ନେପାଳ ଜେଲରୁ ମୁକ୍ତ ହେବ । ତାକୁ ମୁକ୍ତ କରାଯିବା ସମ୍ପର୍କରେ ନେପାଳର ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି । ଚାର୍ଲ୍ସ ସୋଭରାଜଙ୍କୁ ୨୦୧୦ରେ ନେପାଳର ଏକ ଅଦାଲତ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।
- ଜି-୨୦ର ଶିଖର ବୈଠକ ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରେ ଆୟୋଜନ ହେବାକୁ ଯାଉଛି । ଏ ନେଇ ମଙ୍ଗଳବାର ପୂର୍ବାହ୍ନରେ ଏକ କେନ୍ଦ୍ରୀୟ ପ୍ରତିନିଧି ଦଳ କୋଣାର୍କ ଆସି ସୂର୍ଯ୍ୟମନ୍ଦିର ଓ ବ୍ୟାଖ୍ୟାନ କେନ୍ଦ୍ର ଅନୁଧ୍ୟାନ କରିଥିଲେ।
- ଆସନ୍ତା ୨୦୨୩ ଡିସେମ୍ବର ୧ରୁ ୩ ଯାଏ ଭୁବନେଶ୍ୱରରେ ଏଡୁଫେଷ୍ଟ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଏଥିରେ କନ୍ଫରେନ୍ସ, ଏଗ୍ଜିବିଶନ୍ ଓ ଇଭେଣ୍ଟସ କର୍ନର ହେବ। ଓଡ଼ିଶାରେ ଶିକ୍ଷାକ୍ଷେତ୍ରରେ ଅନେକ ନୂଆ ସଂସ୍କାର ହୋଇଛି। ହାଇସ୍କୁଲ ୫-ଟି ରୂପାନ୍ତର, ଆଦର୍ଶ ବିଦ୍ୟାଳୟ, ମୋ ସ୍କୁଲ, ମୋ କଲେଜ ଅଭିଯାନ ଇତ୍ୟାଦିକୁ ଫୋକସ୍ କରାଯିବ। ଏଥିରେ ୧ ହଜାର କୋଟି ପୁଞ୍ଜି ନିବେଶ ଆଶା କରାଯାଉଛି।
- ଭୋପାଳର ୧୫ ଜଣ କାରିଗର ଅଦରକାରୀ ଜିନିଷରେ ତିଆରି କରିଛନ୍ତି ‘ରୁଦ୍ରବୀଣା’। ଯାହାର ଓଜନ ପାଞ୍ଚ ଟନ୍, ଲମ୍ବ ୨୮ ଫୁଟ ହୋଇଥିବା ବେଳେ ଓସାର ୧୦ ଫୁଟ ଏବଂ ଉଚ୍ଚତା ୧୨ ଫୁଟ। ସେହିପରି ଏହାକୁ ତିଆରି କରିବା ପାଇଁ ଛଅମାସ ଲାଗିଥିବାବେଳେ ସେମାନେ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି।
- ରାଜ୍ୟ ସରକାର ଓଡ଼ିଶା ବାହାରେ ଥିବା ୧୦୩ ଟି ସୁପର ସ୍ପେସାଲିଟି ହସ୍ପିଟାଲ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବି.ଏସ୍.କେ.ୱାଇ) ଅନ୍ତର୍ଭୁକ୍ତ କରିଛନ୍ତି ।
- ଭାରତରେ ମୋଟ BF.7ରେ ୩ଜଣ ଆକ୍ରନ୍ତ ଠାବ ହୋଇଛନ୍ତି। ୩ ଜଣଙ୍କ ମଧ୍ଯରୁ ୨ଜଣ ଗୁଜୁରାଟର ଓ ଜଣେ ଓଡିଶାର ରହିଥିବା ଜଣାପଡ଼ିଛି। ଗୁଜୁରାଟର ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟରରୁ ଜଣାପଡ଼ିଛି। ଏବେ ଚୀନରେ ଆତଙ୍କ ଖେଳାଇଛି ଏହି BF.7 ସବ ଭାରିଆଣ୍ଟ। ଭାରିଆଣ୍ଟ ଚିହ୍ନଟ ନେଇ ଜାତୀୟ ଗଣମାଧ୍ଯମରେ ସୂଚନା ଦିଅ ଯାଇଛି ।
- ଲୋକସେବା ଭବନର କନ୍ଭେନସନ ହଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ଉପକ୍ରମରେ ରାଜ୍ୟର ୧୯ଟି ସହରରେ ୨୪X୭ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି। ଏହି ସହର ଗୁଡିକ ହେଲା – ଭୁବନେଶ୍ବର, କଟକ, ନିମାପଡା, ବ୍ରହ୍ମପୁର, ଗୋପାଳପୁର, ରାଉରକେଲା, ସୁନ୍ଦରଗଡ, ବୀରମିତ୍ରପୁର, ରାଜଗାଙ୍ଗପୁର, କେନ୍ଦୁଝର, ଯୋଡା, ବଡବିଲ୍, ଚମ୍ପୁଆ, ଆନନ୍ଦପୁର, ବାରିପଦା, ରାଇରଙ୍ଗପୁର, ଉଦଳା, କରଞ୍ଜିଆ ଓ ବ୍ୟାସନଗର ।
- ଇଡକଲ ଡେପୁଟି ମ୍ୟାନେଜର ଗୟା ସାନ୍ତରାଙ୍କ ବିରୋଧରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଘରେ ଚଢ଼ାଉ ବେଳେ ଭିଜିଲାନ୍ସ ନଗଦ ୧ କୋଟି ୬ ଲକ୍ଷ ୪୪ ହଜାର ୫୦୦ ଟଙ୍କା ଜବତ କରିଛି। ଏହା ଭିଜିଲାନ୍ସ ଚଢ଼ାଉ ଇତିହାସରେ ଜବତ ହୋଇଥିବା ଚତୁର୍ଥ ସର୍ବାଧିକ ନଗଦ ।
- ‘ଇଣ୍ଡିଆ ଟୁଡେ ବେଷ୍ଟ ପରଫରର୍ମିଂ ବିଗ୍ ଷ୍ଟେଟସ୍ ଟୁରିଜିମ୍’ ତାଲିକାରେ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶା ୬ନମ୍ବର ସ୍ଥାନରେ ରହିଛି। ଏହି ତାଲିକାରେ ପ୍ରଥମ ସ୍ଥାନରେ କେରଳ ,ଦ୍ୱିତୀୟ ସ୍ଥାନରେ ଆସାମ, ତୃତୀୟ ସ୍ଥାନରେ ଗୁଜୁରାଟ, ଚତୁର୍ଥ ସ୍ଥାନରେ ମହାରାଷ୍ଟ୍ର, ପଞ୍ଚମ ସ୍ଥାନରେ ଉତ୍ତରାଖଣ୍ଡ ରହିଥିବା ବେଳେ ଷଷ୍ଠ ସ୍ଥାନରେ ଓଡ଼ିଶା ସ୍ଥାନ ପାଇଛି।
- ଓଡ଼ିଶାର ୬ ହଜାରରୁ ଅଧିକ ଗ୍ରାମର ଲୋକେ ମୋବାଇଲ୍ ସେବାରୁ ବଞ୍ଚିତ ହୋଇ ରହିଛନ୍ତି। ତେଣୁ ଏହାକୁ ଗୁରୁତ୍ୱକୁ ଉପଲବ୍ଧି କରି ଭାରତ ସରକାର ଓଡ଼ିଶାର ପ୍ରତ୍ୟେକ ଗ୍ରାମରେ ମୋବାଇଲ୍ ଟାୱାର ସ୍ଥାପନ କରିବା ଆବଶ୍ୟକ ବୋଲି ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ସଂସଦରେ ଦାବି କରିଛନ୍ତି।
- ବଲାଙ୍ଗୀର ଭୀମଭୋଇ ଡାକ୍ତରଖାନାରେ ଗୋବିନ୍ଦର ପୋଷ୍ଟମର୍ଟମ ହୋଇଛି। କଡା ସୁରକ୍ଷା ମଧ୍ୟରେ ୩ଜଣିଆ ଏଫଏମଟି ପ୍ରଫେସର ଗୋବିନ୍ଦର ପୋଷ୍ଟମର୍ଟମ କରିଥିବା ବେଳେ ସମ୍ପୂର୍ଣ୍ଣ ଶବବ୍ୟବଚ୍ଛେଦ ପ୍ରକ୍ରିୟାର ଭିଡିଓ ରେକର୍ଡିଂ ହୋଇଛି।
- ଜାନୁଆରୀ ୨୫ରୁ ଗଡ଼ିବାକୁ ଯାଉଛି ଶ୍ରୀଜଗନ୍ନାଥ ସର୍କିଟ ଟ୍ରେନ୍ । ଆଇଆରସିଟିସି ପକ୍ଷରୁ ଗୌରବ ଟ୍ରେନ୍ ଜରିଆରେ ଏହି ଟ୍ରେନ୍ ଗଡ଼ିବ । ଦିଲ୍ଲୀରୁ ଆଇଆରସିଟିସି ମାଧ୍ୟମରେ ୮ ଦିନିଆ ଯାତ୍ରା କରିବେ ଯାତ୍ରୀ । ଏହାର ମୁଖ୍ୟ ଆକର୍ଷଣ ରହିବ ଶୀଜଗନ୍ନାଥ ମନ୍ଦିର ପରିଦର୍ଶନ । ଟୁର୍ ପ୍ୟାକେଜର ଅଂଶ ଭାବେ କୋଣାର୍କ ଓ ଭୁବନେଶ୍ୱର ରହିବ ।
- ହକି ମହାକୁମ୍ଭ ସୁରକ୍ଷା ବ୍ୟବସ୍ଥା ଠାରୁ ଆରମ୍ଭ କରି ଷ୍ଟାଡିୟମ ପର୍ଯ୍ୟନ୍ତ ସମସ୍ତଙ୍କ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି । ଓଡିଶା ରାଜ୍ୟ ସରକାର ହକି ପାଇଁ ୪ଜଣ ଓଏଏସଙ୍କୁ ଦାୟିତ୍ୱ ଦିଆଯାଇଛି ।
- ବିମାନବନ୍ଦରରେ ସାମ୍ପୁଲ ଟେଷ୍ଟ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ବିମାନବନ୍ଦରରେ ଅର୍ନ୍ତଜାତୀୟ ଯାତ୍ରୀ ମାନଙ୍କ ସାମ୍ପୁଲ ଟେଷ୍ଟ କରାଯିବ । ଯଦି ଯାତ୍ରୀ ମାନଙ୍କ ଠାରେ ଜୀବାଣୁ ଚିହ୍ନଟ ହୁଏ ତେବେ ତାଙ୍କୁ ଅଲଗା ରଖାଯିବ।
- ଏନସିଆରଟି ପାଠ୍ୟପୁସ୍ତକରେ ଷଷ୍ଠ ଏବଂ ସପ୍ତମ ଶ୍ରେଣୀରେ ଶ୍ରୀମଦ୍ ଭଗବଦ୍ ଗୀତା ଏବଂ ଏକାଦଶ ତଥା ଦ୍ୱାଦଶ ସଂସ୍କୃତ ପାଠ୍ୟପୁସ୍ତକରେ ଏହାର ଶ୍ଲୋକା ସାମିଲ କରାଯିବ । ଏନେଇ ସୋମବାର ଦିନ ଲୋକସଭାକୁ ସୂଚନା ଦିଆଯାଇଛି ।
|
515 |
Y |
|
1916 |
22-12-2022 |
English |
-
BJP MP from East Delhi Gautam Gambhir on Wednesday said that reduction of height of the Ghazipur landfill has been his priority from day one, and claimed that in three years the massive dump will be "decimated totally".
-
Instant messaging platform WhatsApp on Wednesday said it banned 37.16 lakh accounts in India in November, about 60 per cent more than the accounts it barred in the preceding month.
-
Charles Sobhraj, the French serial killer, will be released on health grounds, the Nepal Supreme Court ordered today. The Indian-origin killer was responsible for a string of murders across Asia in the 1970s.
-
In a feat that gave a new lease of life to four patients suffering from end-stage kidney failure, the Nizam's Institute of Medical Sciences (NIMS) Hospital in Hyderabad performed four kidney transplants within a span of 24 hours.
-
The Union Defence Ministry rejected Wednesday Odisha’s tableau for Republic Day celebrations. This is the third year in succession that Odisha’s tableau has been rejected.
-
The Odisha government is taking all precautionary measures keeping in mind the threat of the BF.7 variant of Covid-19. Health Secretary of the Odisha government, Shalini Pandit said in a letter Wednesday that surveillance has to be increased to tackle the new variant.
-
Shah Rukh Khan has become the only Indian to be named in the list of ‘50 Greatest Actors of All Time’, released by Empire magazine.
-
In one of the biggest seizure of disproportionate assets, Vigilance officials have recovered `1,60,44,500 suspected ill-gotten money from the possession of Gaya Santara, Deputy Manager, IDCOL, Ampa Valli Limestone Mines, Simagoda, Koraput Wednesday. The Vigilance sleuths also traced 1kg 83 gm gold and 6kg 750 gm silver at his Bhubaneswar residence and `4.19 crore as bank deposits.
-
As many as 103 super speciality hospitals outside Odisha have been brought under the purview of Biju Swasthya Kalyan Yojana (BSKY), an official said Wednesday.
-
The State Civil Supplies Corporation has not paid market fee worth `18.18 crore to the Regulated Market Committee (RMC) in Bhadrak for the last three years
-
The Delhi Police Wednesday destroyed over 2,800 kgs of drugs worth Rs 1,513.05 crore seized under a campaign in the last eight years, officials said
-
Bihar has lesser numbers of liquor deaths as compared to other states but the NHRC came to Chapra for the investigation. Why it would not go to other states? I can't understand what they would find in Chapra. We are already investigating the incident, said NitishKumar .
-
The Indian Railways is all set to launch the Sri Jagannath Yatra tourist train that will begin its maiden journey from Delhi on January 25. This train will be launched under the Railways’ Bharat Gaurav initiative, sources said. The train will cover prominent heritage and pilgrimage destinations of Bihar, Uttar Pradesh, Odisha, and Jharkhand.
-
Ukrainian President Volodymyr Zelenskyy has often astonished the world with his trips to the battlefield but his visit to Washington to press for military aid has delivered the biggest surprise of the 10 months since Russia invaded his country.
-
The Gujarat High Court on Wednesday issued notice to the owner of Overa group, Jaysukh Patel, in connection with the Morbi bridge collapse in Gujarat, demanding a reply.
-
Maharashtra deputy Chief Minister Devendra Fadnavis on Wednesday said the state government will ask schools in the state to install CCTV cameras as a way to prevent sexual assaults on girl students.
-
A person may learn as many languages out of his or her own volition but it is the language policy of the state government that no language would be accepted if it was imposed, Tamil Nadu Chief Minister MK Stalin said in Chennai on Wednesday.
-
Two months after his retirement as a judge of the Supreme Court, the Centre has appointed Justice Hemant Gupta as Chairperson of the New Delhi International Arbitration Centre.
-
A Mumbai court on Wednesday rejected independent MP Navneet Rana's review application against the denial of discharge in a case where she is accused of fraudulently obtaining her caste certificate.
-
West Bengal Chief Minister Mamata Banerjee on Wednesday said West Bengal is a state where people are not divided on the basis of their religious identity.
|
526 |
Y |
|
1917 |
21-12-2022 |
Odia |
- ସେବି ମୁଖ୍ୟ ମାଧବୀ ପୁରୀ ବୁଚ କହିଛନ୍ତି ଯେ ଶେୟାର କିଣା ପାଇଁ ଷ୍ଟକ ଏକ୍ସଚେଞ୍ଜ ମାର୍ଗ ଅସୁରକ୍ଷିତ ଏବଂ ପକ୍ଷପାତପୂର୍ଣ୍ଣ ଅଟେ। ଏଥିପାଇଁ ଟେଣ୍ଡର ଅଫରର ମାର୍ଗ ବ୍ୟବହାର କରାଯିବା ଉଚିତ।
- ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷଭାବେ ପାଳନ କରାଯିବ । ଏଥିପାଇଁ ମିଲେଟ୍ ଓ ମିଲେଟ୍ରୁ ପ୍ରସ୍ତୁତ ଖାଦ୍ୟର ପ୍ରଚାରପ୍ରସାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ମଧ୍ୟ କରାଯାଉଛି ।
- ଭାରତୀୟ ସେନା ବାଲିଷ୍ଟିକ କ୍ଷେପଣାସ୍ତ୍ର ପ୍ରଳୟ କିଣିବାକୁ ଚିନ୍ତା କରୁଛି। ଏହା ୧୫୦ ରୁ ୫୦୦ କିଲୋମିଟର ଦୂରରେ ଅବସ୍ଥିତ ଶତ୍ରୁ ସ୍ଥିତିକୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିବାକୁ ସକ୍ଷମ।
- ପ୍ରୋଜେକ୍ଟ ୭୫ର, ୟାର୍ଡ-୧୧୮୭୯ ର ପଞ୍ଚମ କାଲଭାରୀ ଶ୍ରେଣୀ ବୁଡ଼ାଜାହାଜ ନୌସେନାକୁ ହସ୍ତାନ୍ତର କରାଯାଇଛି ବୋଲି ଭାରତୀୟ ନୌସେନା ପକ୍ଷରୁ ମଙ୍ଗଳବାର କୁହାଯାଇଛି।
- ଚାଇନା ୬୦ ବର୍ଷ ତଳେ ନେଇଥିବା ଜମି ଭାରତ ସରକାର ଫେରାଇ ଆଣିବେ। ଭାଜପା ଏମ୍ପି ପ୍ରତାପ ପାଟିଲ ମଙ୍ଗଳବାର ଲୋକ ସଭାରେ ଏହା କହିଛନ୍ତି।
- ଭାରତରେ, ୨୦୨୧ ମସିହାରେ ପ୍ରତିଦିନ ୧୧୫ ଦିନ ମଜୁରିଆ ଏବଂ ୬୩ ଗୃହିଣୀ ଆତ୍ମହତ୍ୟା କରିଥିଲେ। ଏହି ସମୟ ମଧ୍ୟରେ ଦେଶରେ ସମୁଦାୟ ୧,୬୪,୦୩୩ ଆତ୍ମହତ୍ୟା ଘଟଣା ଘଟିଥିଲା ।
- ଠକ ସୁକେଶ ଚନ୍ଦ୍ରଶେଖରଙ୍କୁ ୨୦୦ କୋଟି ଠକେଇ ଅଭିଯୋଗରେ ମଙ୍ଗଳବାର ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଥିଲା । ସେଠାରେ ସେ ଆମ ଆଦମୀ ପାର୍ଟି(ଏଏପି)କୁ ୬୦ କୋଟି ଟଙ୍କା ଦେଇଥିବା ଦାବି କରିଛନ୍ତି ।
- ଗତ ନଭେମ୍ବର ୯ରେ ଭାରତର ନୂତନ ପ୍ରଧାନ ବିଚାରପତି (ସିଜେଇ) ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଡିଓ୍ବାଇ ଚନ୍ଦ୍ରଚୂଡ। ସେ ଦାୟିତ୍ୱ ଗ୍ରହଣ ପରଠାରୁ ସୁପ୍ରିମକୋର୍ଟର ୬,୮୪୪ ମାମଲାର ସମାଧାନ ହୋଇଛି।
- ଗତ ୫ ଆର୍ଥତ୍କ ବର୍ଷରେ ବିଭିନ୍ନ ବ୍ୟବସାୟିକ ବ୍ୟାଙ୍କର ୧୦.୦୯ ଲକ୍ଷ କୋଟି ଟଙ୍କାର ଋଣ ଅନାଦେୟ ରହିଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ସୋମବାର ଲୋକ ସଭାକୁ କହିଛନ୍ତି।
- ୧୯୧୫ମସିହାରେ ଚିଲିକାରେ ପ୍ରଥମ କରି ଏହି ଇରାୱାଡ଼ି ପ୍ରଜାତିର ଡ଼ଲଫିନ୍କୁ ଚିହ୍ନଟ କରାଯାଇଥିଲା । ଅଦ୍ୟାବଧି ଚିଲିକାରେ ଡ଼ଲଫିନ୍ ୧୬୦ରୁ ଉଦ୍ଧ୍ୱର୍ ଦୃଷ୍ଟିଗୋଚର ହୋଇଥିବା ବିଗତ ବର୍ଷରେ ଗଣନାରୁ ଜଣାପଡ଼ିଛି ।
- ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ମିଛ ଖବର ପ୍ରସାରଣ ଅଭିଯୋଗରେ ଆଉ ୩ଟି ୟୁଟ୍ୟୁବ ଚ୍ୟାନେଲ୍ ଉପରେ କଟକଣା ଲଗାଇଛି । ଏହି ତିନି ୟୁଟ୍ୟୁବ ଚ୍ୟାନେଲ ନକଲି ବୋଲି କହିଛନ୍ତି ସରକାର ।
- ଆସନ୍ତା ଜାନୁଆରୀ ୧୩ ତାରିଖରୁ ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ରାଜଧାନୀ ଭୁବନେଶ୍ୱର ଏବଂ ରାଉରକେଲାରେ ହକିର ଏହି ମହାକୁମ୍ଭ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରସ୍ତୁତିପର୍ବ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ରାଉରକେଲାରେ ହକି ଷ୍ଟାଡିୟମ ଏବଂ ବିମାନବନ୍ଦରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଆଜି ରାଉରକେଲା ବିମାନବନ୍ଦରକୁ ମିଳିଛି ବିମାନ ଉଡ଼ାଣ ଅନୁମତି ।
- ଅରୁଣାଚଳ ପ୍ରଦେଶ ତୱାଙ୍ଗ ସଘଂର୍ଷ ପରେ ସୀମାରେ ପଇଁତରା ମାରୁଛି ଚୀନ୍ର ଯୁଦ୍ଧ ବିମାନ। ଚୀନ ତା’ର ତୀବ୍ବତୀୟ ଏୟାରବେସ୍ରେ ଡ୍ରୋନ୍ ଓ ଯୁଦ୍ଧ ବିମାନ ମୁତୟନ ବଢୁଥିବା ନେଇ ଜଣାପଡ଼ିଛି । ମାକ୍ସର ହାଇ-ରିଜଲ୍ୟୁସନ ସାଟେଲାଇଟ୍ ଫଟୋରୁ ଚୀନ୍ର ଏଭଳି କିଛି ସାଙ୍ଘାତିକ ସତ ସାମ୍ନାକୁ ଆସିଛି।
- ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛନ୍ତି। କଣ୍ଟାବାଞ୍ଜି ଉପ କାରାଗାରରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସକାଳେ କାରାଗାରରୁ ଡ଼ାକ୍ତରଖାନା ଆଣିବା ସମୟରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
- ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ୫୦ ବର୍ଷ ପାଇଁ ରାଜ୍ୟଗୁଡ଼ିକୁ ବିନା ସୁଧରେ ଋଣ ଦେବା ପାଇଁ ୧ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ମାତ୍ର କେନ୍ଦ୍ରୀୟ ସହାୟତା ମିଳିବାକୁ ଥିବା ରାଜ୍ୟର ତାଲିକାରେ ଓଡ଼ିଶା ସ୍ଥାନିତ ହୋଇନାହିଁ।
- ରକ୍ଷାକର୍ମୀଙ୍କ ଗୁଳିରେ ୩ ଲସ୍କର-ଏ-ତୋଏବା ଆତଙ୍କବାଦୀ ନିହତ ହୋଇଛନ୍ତି। ଜମ୍ମୁ-କଶ୍ମୀରର ସୋପିଆନ୍ ଜିଲ୍ଲାର ମଞ୍ଝ ମାର୍ଗ ଅଞ୍ଚଳରେ ଏହି ଏନକାଉଣ୍ଟର ଘଟିଛି। ତେବେ ନିହତ ଆତଙ୍କବାଦୀମାନଙ୍କର ପରିଚୟ ଜଣାପଡିନାହିଁ
- ପାକିସ୍ତାନ ତାଲିବାନ ( ତେହରିକ-ଏ-ତାଲିବାନ ପାକିସ୍ତାନ ବା ଟିଟିପି) ଦ୍ଵାରା ଖ୍ବାଇବର ପଖତୁନଖ୍ବାବାର ବନ୍ନୁ କ୍ୟାଣ୍ଟନମେଣ୍ଟରେ କରାଯାଇଥିବା ପଣବନ୍ଦୀ ଘଟଣାର ଅନ୍ତ ହୋଇଛି ।
- ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା କହିଛନ୍ତି ଯେ ଚୀନ୍ ଅପେକ୍ଷା ସେ ଭାରତକୁ ପସନ୍ଦ କରନ୍ତି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁଙ୍କ ପସନ୍ଦର ସ୍ଥାନ ହିମାଚଳପ୍ରଦେଶର କାଙ୍ଗ୍ରା ହେଉଛି ତାଙ୍କର ସ୍ଥାୟୀ ବାସସ୍ଥାନ।
-
ଖେଲୋ ଇଣ୍ଡିଆ ଯୋଜନା ଅନ୍ତର୍ଗତ ଦେଶରେ ୨୯୮ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପକୁ ମିଳିଲା ମଞ୍ଜୁରି l ଏନେଇ କେନ୍ଦ୍ର ମନ୍ତ୍ରୀଦେଲେ ସୂଚନା l
-
ଦ୍ଵିତୀୟ ଟେଷ୍ଟରୁ ବାଦ୍ ପଡିଲେ ରୋହିତ ଶର୍ମାଙ୍କ ସହିତ ନବଦୀପ ସାଇନି, ଘୋଷଣା କଲା ବିସିସିଆାଇ l ଆସନ୍ତାକାଲି ଢାକାରେ ଦ୍ଵିତୀୟ ଟେଷ୍ଟ ଖେଳାଯିବ। ରୋହିତଙ୍କ ଅନୁପସ୍ଥିତିରେ କେଏଲ ରାହୁଲ ଟେଷ୍ଟ ଦଳର ନେତୃତ୍ଵ ନେବେ l
-
-ଆର୍ଜେଣ୍ଟିନା ପହଞ୍ଚିଲା ମେସିଙ୍କ ବିଶ୍ଵ ଚାମ୍ପିଅନ ଦଳ, ଧୁମଧାମ୍ରେ ସ୍ଵାଗତ କଲେ ଦେଶବାସୀ, ରାସ୍ତାରେ ହେଲା ପ୍ରଶଂସକଙ୍କ ଅସମ୍ଭାଳ ଭିଡ l
-
ପାକିସ୍ତାନରେ ଇତିହାସ ରଚିଲା ଇଂଲଣ୍ଡ, ୩-୦ରେ ଜିତିଲା ଟେଷ୍ଟ ସିରିଜ୍ l
- ସାଢ଼େ ଚାରି କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ରାଜ୍ୟ ଓଡ଼ିଶାରେ ୩ କୋଟି ୩୧ ଲକ୍ଷରୁ ଅଧିକ ମୋବାଇଲ୍ ସଂଯୋଗ ରହିଛି। ରାଜ୍ୟରେ ପ୍ରତି ୧୦୦ ଜଣଙ୍କ ମଧ୍ୟରେ ପ୍ରାୟ ୭୬ଟି ମୋବାଇଲ୍ ସଂଯୋଗ ରହିଛି।
- ଟ୍ରାଇ ତଥ୍ୟ ଅନୁଯାୟୀ, ଗତ ଅକ୍ଟୋବରରେ ରାଜ୍ୟରେ ଦୁଇଟି କଂପାନି ନୂଆ ଗ୍ରାହକ ଯୋଡ଼ିବାରେ ସଫଳ ହୋଇଥିବା ବେଳେ ଦୁଇଟି କଂପାନି ପୁରୁଣା ଗ୍ରାହକଙ୍କୁ ହରାଇଛନ୍ତି। ଏୟାରଟେଲ୍ ୫୭,୮୭୪ ଏବଂ ରିଲାଏନ୍ସ ଜିଓ ୫୧,୩୩୬ ନୂଆ ଗ୍ରାହକ ଯୋଡ଼ିଛନ୍ତି। ବିଏସ୍ଏନ୍ଏଲ୍ ୯,୬୨୬ ଏବଂ ଭୋଡାଫୋନ୍ ଆଇଡିଆ ୩୧,୯୯୮ ଜଣ ପୁରୁଣା ଗ୍ରାହକଙ୍କୁ ହରାଇଛନ୍ତି।
|
522 |
Y |
|
1918 |
21-12-2022 |
English |
- To provide shelter to rural poor people, the state government has decided to construct 9.5 lakh pucca houses under the Pradhan Mantri Awaas Yojana - Gramin (PMAY-G) by June next year
- On Tuesday, Union Culture Minister G Kishan Reddy tweeted to share the news and also shared images of the three sites. “Congratulations India! India adds 3 more sites to @UNESCO's Tentative List: 01 Vadnagar- A multi-layered Historic town, Gujarat 02 Sun Temple, Modhera and its adjoining monuments 03 Rock-cut Sculptures and Reliefs of the Unakoti, Unakoti Range, Unakoti District,” he tweeted.
- South Indian movies superstar, Kamal Haasan who is also the President of Makkal Needhi Maiam (MNM), will be joining the Bharat Jodo Yatra led by Congress leader Rahul Gandhi in New Delhi on December 24.
- The incidents of Naxal violence have reduced by 77 per cent from the high of 2,213 in 2010 to 509 in 2021, Union Minister of State for Home Nityanand Rai said in Lok Sabha Tuesday
- Delhi Lt Governor VK Saxena Tuesday directed the Chief Secretary to recover Rs 97 crore spent by Aam Aadmi Party on political advertisements which it published as the government advertisements.
- The design for the first set of bank notes to feature new monarch of Britain, King Charles III, was unveiled by the Bank of England Tuesday
- North Korea threatened Tuesday to take a “resolute and decisive military step” against Japan while it slammed Tokyo's adoption of a national security strategy as an attempt to turn the country into “an offensive military giant.”
- Online video platform YouTube’s ecosystem has contributed over `10,000 crore to India’s GDP and supported more than 7.5 lakh full-time equivalent jobs in the country, according to a report.
- A 23-member swimming team from Odisha left Monday for Hyderabad to take part in the first Swimming Federation of India (SFI) National Ranking Championships. The tournament which started December 20 will end December 23.
- Amid the BJP demands for an apology from him over his remarks in Alwar, Congress president Mallikarjun Kharge on Tuesday said in Rajya Sabha that he made the remarks outside the House and there was no need to discuss them.
- Around 89 Hindu pilgrims from India arrived on Tuesday to celebrate Maha Shivaratri at Katas Raj Temple in Pakistan's Punjab Province.
- Congress leader Rahul Gandhi Tuesday asked Prime Minister Narendra Modi to stop "favouring friends" and start serving people reeling under high inflation.
- India's GSAT-6 satellite, launched in August 2015, has largely remained unutilised as the ground segment required for processing its data was not ready, the Comptroller and Auditor General (CAG) has found.
- Nepal's drug regulatory authority has blacklisted 16 Indian pharmaceutical companies, including Divya Pharmacy which manufactures Yoga Guru Ramdev's Patanjali products.
- Kapil Sibal, law minister in the government led by former Prime Minister Manmohan Singh, said the government is attempting to "take over" the judiciary "the last citadel of freedom" -- and said the courts will stand firm against this.
- Puducherry, Lakshadweep and Goa have emerged as best-performing among all states and Union Territories in the Social Progress Index (SPI), while Jharkhand and Bihar as worst, according to a report mandated by the Economic Advisory Council
- France has delivered rocket launchers and weapons to Ukraine and will send more early next year, French President Emmanuel Macron said in an interview aired Tuesday.
- Gujarat Aam Aadmi Party (AAP) president Gopal Italia was today arrested here in an alleged case of hurting religious sentiments, and later got bail.
- Both Houses of Karnataka legislature will be passing a resolution on the border dispute with Maharashtra. The legislature reiterated the State's stand that the issue is a settled one, and not an inch of land will be given to the neighbouring State.
- Gobinda Sahu, the prime accused in the sensational kidnapping and murder of Kalahandi teacher Mamita Meher in October last year, died allegedly by suicide at Kantabanji sub-jail in Bolangir district Tuesday morning.
|
462 |
Y |
|
1919 |
20-12-2022 |
Odia |
- ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଦ୍ଵାରା ପରିଚାଳିତ ଭୁବନେଶ୍ବର ଏୟାରପୋର୍ଟ ସମେତ ମୋଟ ୨୫ଟି ଏୟାରପୋର୍ଟକୁ ଲିଜରେ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୨୦୨୫ ସୁଦ୍ଧା ଏଗୁଡ଼ିକୁ ପରିଚାଳନା ପାଇଁ ପର୍ଯ୍ୟାୟକ୍ରମେ ଲିଜରେ ଘରୋଇ କମ୍ପାନିମାନଙ୍କୁ ଦିଆଯିବ ।
- ମସ୍କ ଟ୍ଵିଟର ମୁଖ୍ୟ ପଦରୁ ଇସ୍ତଫା ଦେବା ପାଇଁ ପ୍ରାୟ ୫୭.୫ ପ୍ରତିଶତ ଟ୍ଵିଟର ଉପଭୋକ୍ତା ନେଇ ମତ ଦେଇଥିବା ବେଳେ ୪୨.୫ ପ୍ରତିଶତ ଚାହୁଁଛନ୍ତି ଯେ ସେ କମ୍ପାନିର ମୁଖ୍ୟ ରୁହନ୍ତୁ। ୧.୭ କୋଟିରୁ ଅଧିକ ଟ୍ଵିଟର ଉପଭୋକ୍ତା ଏହି ସର୍ଭେରେ ସେମାନଙ୍କର ମତାମତ ଦେଇଥିଲେ।
- ଫିଫା ବିଶ୍ଵକପ୍ ନିର୍ମାଣକାର୍ଯ୍ୟରେ ଅନେକ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରେ ସର୍ବାଧିକ ପ୍ରାୟ ୬ ହଜାର ୫୦୦ ଭାରତୀୟ ଶ୍ରମିକ କତାରରେ ପ୍ରାଣ ହରାଇଥିବା ରିପୋର୍ଟ ପ୍ରକାଶ ପାଇଛି।
- କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ବିଜେପିକୁ ନେଇ ବିବାଦୀୟ ବୟାନ ଦେଇ କହିଛନ୍ତି ଯେ, ଅନେକ କଂଗ୍ରେସ ନେତା ସ୍ୱାଧୀନତା ସଂଗ୍ରାମରେ ନିଜ ଜୀବନ ଦେଇଥିଲେ, କିନ୍ତୁ ବିଜେପି ଲୋକଙ୍କ ଘରୁ ସ୍ୱାଧୀନତା ସଂଗ୍ରାମରେ ଗୋଟିଏ ବି କୁକୁର ମରି ନଥିଲା।
- ସୋମବାର ଅପରାହ୍ନରେ ପ୍ରୟାଗରାଜସ୍ଥିତ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଛି । ବିଶ୍ବବିଦ୍ୟାଳୟର ଜଣେ ସୁରକ୍ଷାକର୍ମୀ ଗୁଳି ଚଳାଇବାରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିବା ଜଣାପଡ଼ିଛି ।
- ଆସନ୍ତା ଏପ୍ରିଲ ମାସରୁ ରାଜସ୍ଥାନର ଅଶୋକ ଗେହଲଟ ସରକାର ଦାରିଦ୍ର୍ୟ ସୀମାରେଖା ତଳେ ଥିବା (ବିପିଏଲ) ଲୋକଙ୍କ ପାଇଁ ଏବଂ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କ ପାଇଁ ୫୦୦ ଟଙ୍କାରେ ରୋଷେଇ ଗ୍ୟାସ ସିଲିଣ୍ଡର ବା ଏଲପିଜି ସିଲିଣ୍ଡର ଯୋଗାଇଦେବେ।
- ଲୋକଙ୍କ ପାଖରେ ଖାଇବାକୁ ନାହିଁ, କିନ୍ତୁ ପୋଷାକ ଉପରେ ବିବାଦ ଜାରି ରହିଛି। ଫିଲ୍ମ 'ପଠାନ'ର 'ବେଶରମ ରଙ୍ଗ'ରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ପିନ୍ଧିଥିବା ବିକିନିର ରଙ୍ଗକୁ ନେଇ ବିବାଦ ଚାଲିଥିବା ବେଳେ ଏଭଳି କହିଲେ ଅଭିନେତ୍ରୀ ରତ୍ନା ପାଠକ ଶାହ।
- ଆଧୁନିକ ଯୁଗର ସ୍ଵାମୀ ପରିତ୍ୟକ୍ତା ମହିଳାଙ୍କ ଜୀବନ ସହିତ ମାତା ସୀତାଙ୍କ ଜୀବନକୁ ତୁଳନା କରି ମଧ୍ୟପ୍ରଦେଶ ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର୍ ମୋହନ ଯାଦବ ଦେଇଥିବା ଟିପ୍ପଣୀ ସମ୍ପ୍ରତି ବିବାଦର କାରଣ ହୋଇଛି।
- ସମୁଦ୍ରରେ ବୁଡ଼ିଯାଇ ଥିବା ଥାଇଲାଣ୍ଡ ନୌସେନାର ଯୁଦ୍ଧ ଜାହାଜରେ ପ୍ରାୟ ୧୦୦ ଜଣେ ନୌସେନା କର୍ମଚାରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୩୧ ଜଣ ନିଖୋଜ ଅଛନ୍ତି । ସମୁଦ୍ରରେ ଯାଉଥିବାବେଳେ ଯୁଦ୍ଧ ଜାହାଜଟି ହଠାତ ସାମୁଦ୍ରିକ ଝଡ଼ର ସମ୍ମୁଖୀନ ହୋଇଥିଲା ।
- ଫିଫା ବିଶ୍ୱକପ ଫାଇନାଲରେ ଆର୍ଜେଣ୍ଟିନାଠାରୁ ହାରିବା ପରେ ଫ୍ରାନ୍ସର ରାଜଧାନୀ ପ୍ୟାରିସ୍ ସହ ଲିୟନ, ନାଇସ୍ ଆଦି ସହରରେ ବିଭିନ୍ନ ସ୍ଥାନରେ ଦଙ୍ଗା ପରିସ୍ଥିତି ଦେଖାଦେଇଛି। ଲୋକମାନେ ଫ୍ରାନ୍ସର ବିଭିନ୍ନ ସହରରେ ପୋଡ଼ାଜଳା ମଧ୍ୟ କରିଛନ୍ତି। ପୂରା ଫ୍ରାନ୍ସରେ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ୧୪,୦୦୦ରୁ ଅଧିକ ପୋଲିସ କର୍ମୀଙ୍କୁ ମୁତୟନ କରାଯାଇଛି।
- ନଭେମ୍ବର ୨୮ ସୁଦ୍ଧା ଓଡିଶାରେ କୋଭିଡ ଟିକା ଶେଷ ହୋଇଯାଇଛି। ରାଜ୍ୟରେ କିମ୍ବା ପଡ଼ୋଶୀ ରାଜ୍ୟରେ ସଂକ୍ରମଣ ବଢ଼ିଲେ ଟିକା ମାଗିବୁ। ସ୍ଥିତି ଦେଖି ଟିକା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବୁ। ରାଜ୍ୟରେ ୮କୋଟିରୁ ଅଧିକ ଡୋଜ କୋଭିଡ ଟିକା ଦିଆଯାଇଛି। ୯୭% ପ୍ରଥମ ଡୋଜ, ୯୧% ଦ୍ବିତୀୟ ଡୋଜ ଏବଂ ୪୧% ପ୍ରିକସନ ଡୋଜ ନେଇଛନ୍ତି ବୋଲି ସ୍ଵାଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ପ୍ରକାଶ କରିଛନ୍ତି।
- ‘ୟୁ ଆର୍ ଦ ଲାଇଟ୍’ର ଟାଗ୍ଲାଇନ୍ ସହିତ ସୋମବାର ସିଭିଲ୍-୨୦ର ଲୋଗୋ ଜାରି ହୋଇଛି। ସିଭିଲ୍-୨୦ ହେଉଛି ଜି-୨୦ର ଏକ ଏନ୍ଗେଜ୍ମେଣ୍ଟ ଗ୍ରୁପ୍।
- ପାଞ୍ଚ ବର୍ଷ ତଳେ ନିର୍ମାଣ ହୋଇଥିବା ବିହାରର ଏକ ବ୍ରିଜ୍ ରବିବାର ଭୁଶୁଡି ପଡିଛି। ବ୍ରିଜ୍ଟି ବେଗୁସରାଇ ଜିଲାର ବୁରି ଗନ୍ଧକ ନଦୀ ଉପରେ ୧୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା।
- ଏନସିପି ବିଧାୟିକା ସରୋଜ ବାବୁଲାଲ ଅହିରା ସୋମବାର ତାଙ୍କର ତିନି ମାସର ଶିଶୁ ସହିତ ବିଧାନସଭାରେ ପହଞ୍ଚିଥିଲେ।
- ମେଘାଳୟର ପୂର୍ବ ଶିଲୋଙ୍ଗ ବିଧାୟକ ଅମ୍ପାରିନ ଲିଙ୍ଗଡୋ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଅଫିସିଆଲ ହ୍ୟାଣ୍ଡେଲରୁ ଟୁଇଟ୍ କରି କଂଗ୍ରେସରୁ ଆନୁଷ୍ଠାନିକ ଇସ୍ତଫା ଘୋଷଣା କରିଛନ୍ତି।
- କର୍ନାଟକ ବିଧାନସଭାରେ ବୀର ସାବରକରଙ୍କ ଫଟୋ ସ୍ଥାପନକୁ ନେଇ , ଏହା ବିରୋଧରେ ବିରୋଧୀ ଦଳର ନେତା ସିଦ୍ଧରମୈୟା ଏବଂ ଅନ୍ୟ ନେତାମାନେ ବିଧାନସଭା ବାହାରେ ବିରୋଧ ପ୍ରଦର୍ଶନ କରିଛନ୍ତି।
- ଦେଶର ୭.୨୦ ପ୍ରତିଶତ ନାଗରିକଙ୍କ ପାଖରେ ପାସପୋର୍ଟ ଅଛି। ଡିସେମ୍ବର ମଧ୍ୟଭାଗ ସୁଦ୍ଧା ୯.୬ କୋଟି ଲୋକଙ୍କ ପାସପୋର୍ଟ ତିଆରି ହୋଇସାରିଛି।
- ଜେମ୍ସ କ୍ୟାମେରନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଅବତାର ଦ ଓ୍ବେ ଅଫ୍ ଓ୍ବାଟର’ ଡିସେମ୍ବର ୧୬ରେ ରିଲିଜ୍ ହୋଇଯାଇଛି। ଯାହାକୁ ଦେଖିବାକୁ ଦର୍ଶକ ୧୩ ବର୍ଷ ଅପେକ୍ଷା କରିଥିଲେ।
- ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ପ୍ରମୁଖ ଅଧ୍ୟକ୍ଷ ମୋହନ ଭାଗବତ୍ ଭାରତର ବିକାଶ ପାଇଁ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ଭାରତ ଯଦି ଚୀନ ବା ଆମେରିକା ଭଳି ହେବାକୁ ଚେଷ୍ଟା କରେ ତେବେ ତାର ବିକାଶ ହେବ ନାହିଁ ।
- ଓଡିଶାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଇଁ ସିଭିଲ ସର୍ଭିସ୍ କୋଚିଂ ଉପଲବ୍ଧ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି । ଆଗ୍ରହୀ ଶିକ୍ଷାନୁଷ୍ଠାନ ଗୁଡ଼ିକ ପାଇଁ ବିଭାଗର ୱେବସାଇଟ୍ରେ ଟେଣ୍ଡର ଆବେଦନ ଫର୍ମାଟ ଉପଲବ୍ଧ ହେବ । ଆସନ୍ତା ଜାନୁଆରୀ ୧୭ ଅପରାହ୍ନ ୫ଟା ସୁଦ୍ଧା ସଂସ୍ଥାଗୁଡ଼ିକ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କ ଠିକଣାରେ ଟେଣ୍ଡର ଦାଖଲ କରିପାରିବେ ।
|
529 |
Y |
|
1920 |
20-12-2022 |
English |
- Bad loans worth `10,09,511 crore have been written off by scheduled commercial banks in the last five fiscals (2017-22), the Parliament was told Monday
- Chief Secretary SC Mahapatra Monday said that India’s biggest hockey stadium in Rourkela and an airport in the Steel city have been completed ahead of the upcoming Men’s Hockey World Cup.
- Poor families covered under the Ujjwala scheme will be given 12 LPG cylinders a year for `500 each in Rajasthan from April 1, Chief Minister Ashok Gehlot announced Monday.
- Finance Minister Nirmala Sitharaman Monday said note in circulation (NiC) has witnessed an annual growth of 7.98 per cent to `31.92 lakh crore as of December 2, 2022.
- The ‘Sujal: Drink from Tap Mission’, launched by the state government in the Pilgrim City here in July last year, has received a jolt as scores of families living close to the Srimandir here have been suffering from waterborne diseases like diarrhoea and bowel troubles, persons in know of the development said Monday
- The Biju Patnaik International Airport (BPIA) in Bhubaneswar along with 24 other airports would be leased out for three years – from 2023 to 2025 –, Union Minister of State for Civil Aviation General VK Singh (Retired) told Rajya Sabha, Monday.
- he Union government has set a target to achieve 200 million tonne coal production per annum from Mahanadi Coalfields Limited (MCL) in Odisha in one and half years, Union Coal Minister Pralhad Joshi said in the Rajya Sabha.
- The Biju Janata Dal (BJD) MPs Monday met Union Food and Public Distribution Minister Piyush Goyal and requested him to release Rs 14,292.51 crore pending food subsidy to Odisha and Rs 6,187 crore towards the additional interest incurred by the state till November this year cumulatively.
- The ruling Biju Janata Dal (BJD) in Odisha will hold its foundation day silver jubilee function in a big way in Puri December 26 to strengthen the rank and file of the party for the next state Assembly and Lok Sabha election in 2024.
- Files related to Schengen Visa of 64 people having a high risk of migration have "disappeared" from the French Embassy here in a massive fraud allegedly committed by its two former employees booked by the CBI recently, officials said Monday.
- Hindutva ideologue Vinayak Damodar Savarkar's life size portrait was unveiled inside the Karnatak Assembly chamber at the 'Suvarna Vidhana Soudha' here, along with several national icons, drawing criticism from opposition Congress, which alleged that it was a unilateral decision, keeping them in the dark.
- Himachal Pradesh Chief Minister Sukhvinder Singh Sukhu has tested Covid-19 positive in New Delhi. The Chief Minister was scheduled to call on the PM. The meeting has been postponed.
- North Korea said Monday it fired a test satellite in an important final-stage test for the development of its first spy satellite, a key military capability coveted by its leader Kim Jong Un along with other high-tech weapons systems
- South African President Cyril Ramaphosa was re-elected as President of the ruling African National Congress in a party leadership contest here Monday
- As many as 3,291 foreign companies were active out of the 5,068 overseas companies that had registered their place of business in India till September this year, according to the government. Minister of State for Corporate Affairs.
|
538 |
Y |
|