# |
Date |
Type |
Current Affairs |
No. Of Views |
Status |
Action |
1921 |
19-12-2022 |
Odia |
- ଭାରତର ସରଗମ କୌଶଲ ଶ୍ରୀମତୀ ୱାଲର୍ଡ ୨୦୨୨-୨୩ ଟାଇଟଲ ଜିତିଛନ୍ତି । ୨୧ ବର୍ଷ ପରେ କୌଣସି ଭାରତୀୟ ଏହି ମୁକୁଟ ବିଜୟିନୀ ହୋଇଛନ୍ତି।
- ସୁପର ସନ୍ଡେର ମେଗା ଫାଇନାଲ୍ରେ ଆର୍ଜେଣ୍ଟିନା ତୃତୀୟ ବିଶ୍ବକପ୍ ଟାଇଟଲ ଜିତିଛି। ମେସିଙ୍କ ସ୍ଵପ୍ନ ପୂରଣ: ଆର୍ଜେଣ୍ଟିନା ଫିଫା ବିଶ୍ଵ କପ୍ ଚାମ୍ପିଅନ, ପେନାଲଟି ସୁଟ୍ ଆଉଟ୍ରେ ଫ୍ରାନ୍ସକୁ ଦେଲା ମାତ୍ ।
- ମହାରାଷ୍ଟ୍ରରେ ଶୀତ ଅଧିବେଶନ ପୂର୍ବରୁ ବିଜେପି ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱାନକୁଲେ ଏକ ବଡ଼ ବୟାନ ଦେଇଛନ୍ତି। ମହାରାଷ୍ଟ୍ରରେ ଉପ-ମୁଖ୍ୟମନ୍ତ୍ରୀ ଥିବା ଦେବେନ୍ଦ୍ର ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ବାୱାନକୁଲେ ପୁଣି ଥରେ ଦାବି କରିଛନ୍ତି।
- କାମ୍ପାଲାର କାଟୱେ କବାଟୋରୋ ସହରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏକ ଜଳଦସ୍ତୀ ଶିଶୁକୁ ଗିଳିବା ପରେ ଓଗାଳି ଦେଇଥିବା ଖବର ମିଳିଛି। ସୌଭାଗ୍ୟବଶତଃ ଏତେ ବଡ଼ ଅଘଟଣ ଘଟିଥିଲେ ବି ଶିଶୁର ଜୀବନ ବଞ୍ଚି ଯାଇଛି।
- ଭାରତ ମହାସାଗର ଅଞ୍ଚଳରେ ନିଜର ସାମର୍ଥ୍ୟ ବୃଦ୍ଧି କରିବା ଲାଗି ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ଗାଇଡେଡ୍ ମିସାଇଲ୍ ଡେଷ୍ଟ୍ରୟର୍’ ଯୁଦ୍ଧପୋତ ‘ଆଇଏନ୍ଏସ୍ ମୋର୍ମୁଗାଓ’କୁ ଆଜି ଭାରତୀୟ ନୌସେନାରେ ଅନ୍ତର୍ଭୁକ୍ତ କରାଯାଇଛି।
- ‘ପାକିସ୍ତାନ ପିପୁଲ୍ସ୍ ପାର୍ଟି’ର ନେତ୍ରୀ ଶାଜିୟା ମରି ଭାରତକୁ ଆଣବିକ ଯୁଦ୍ଧ ଧମକ ଦେଇଥିବା କଥା ‘ବୋଲ୍ ନିଉଜ୍’ରୁ ଉଦ୍ଧୃତ କରି ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’ ରିପୋର୍ଟ କରିଛି।
- ଦେଶବ୍ୟାପୀ ଚାଲିଥିବା ହିଜାବ୍ ବିରୋଧୀ ପ୍ରତିବାଦ ବିଷୟରେ ମିଥ୍ୟା ରଟନା କରିଥିବା ଅଭିଯୋଗରେ ଇରାନ୍ର ସବୁଠୁ ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଇରାନୀୟ ସରକାରୀ କର୍ତ୍ତୃପକ୍ଷମାନେ ଗିରଫ କରିଥିବା କଥା ଶନିବାର ଦିନ ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି।
- ଉତ୍ତର ପ୍ରଦେଶର ଗୋରଖପୁରରେ ଦୁର୍ଟଘଣାଗ୍ରସ୍ତ ହୋଇଥିବା ଜଣେ ମୂକ ଓ ବଧିର ଭିକାରିଙ୍କ ପକେଟ୍ରୁ ପୁଲିସ ୩.୬୩ ଲକ୍ଷ ଟଙ୍କା ପାଇଥିବା କଥା ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
- ରୁଷ୍-ୟୁକ୍ରେନ୍ ଯୁଦ୍ଧରେ ମଧ୍ୟସ୍ଥତା କରୁଥିବା ବେଳେ ମହାରାଷ୍ଟ୍ର-କର୍ଣ୍ଣାଟକ ସୀମା ବିବାଦକୁ ଉପେକ୍ଷା କରୁଥିବାରୁ ‘ଶିବସେନା’ ନେତା ସଞ୍ଜୟ ରାଉତ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଛନ୍ତି।
- ସରକାରୀ ଟେଲିକମ୍ କଂପାନି ଭାରତ ସଂଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ଦେଶର ସବୁ ଗ୍ରାମରେ ହାଇ-ସ୍ପିଡ୍ ଇଣ୍ଟରନେଟ୍ ସଂଯୋଗ ପହଞ୍ଚାଇବା ଉପରେ କାର୍ଯ୍ୟ କରୁଛି।
- କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ କହିଛନ୍ତି ଯେ ସ୍ବାସ୍ଥ୍ୟସେବାରେ ଉନ୍ନତି, ଭିତ୍ତିଭୂମିର ବିକାଶ ଓ ଡାକ୍ତର ସଂଖ୍ୟା ବୃଦ୍ଧି ପାଇଁ ସରକାର ଚେଷ୍ଟା କରୁଛନ୍ତି। ସେହି ପ୍ରଚେଷ୍ଟାର ଅଂଶ ସ୍ବରୂପ ଗତ ୮ ବର୍ଷରେ ସରକାର ଏମ୍ବିବିଏସ୍ ସିଟ୍ ୮୭ ପ୍ରତିଶତ ଏବଂ ପିଜି ସିଟ୍ ୧୦୫ ପ୍ରତିଶତ ବୃଦ୍ଧି କରିଛନ୍ତି।
- ୧୩କୋଟି ଖର୍ଚ୍ଚ କରାଯାଇ ନିର୍ମାଣ କରାଯାଇଥିବା ଏକ ବ୍ରିଜ୍ ଭୁଶୁଡିବା ପରେ ଏବେ ବିହାର ସରକାରଙ୍କ ଆଡକୁ ପ୍ରଶ୍ନର ଆଙ୍ଗୁଳି ଉଠିଛି।
- ଚାଇନା ଉତ୍ପାଦକୁ ବୟକଟ କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ଚାଇନାର ଉତ୍ପାଦ ବଦଳରେ ଆମେ ଦୁଇଗୁଣା ଅଧିକ ଦାମ ପଡ଼ିଲେ ମଧ୍ୟ ଦେଶୀ ଉତ୍ପାଦ କିଣିବା।
- ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରତିଷ୍ଠା ହେବା ପରଠୁ ରାମମନ୍ଦିର ନିର୍ମାଣ, ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ଏକକ ଦେଓ୍ବାନୀ ସଂହିତା (ୟୁସିସି) ଆଣିବା ଏହାର ମୁଖ୍ୟ ନିର୍ବାଚନୀ କାର୍ଯ୍ୟସୂଚୀ ରହିଆସିଛି।
- ସୁପ୍ରିମ୍କୋର୍ଟର ସାମ୍ବିଧାନିକ ପୀଠରେ ୫୦୦ ବିଚାରଧୀନ ମାମଲା ପଡ଼ି ରହିଛି। ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟ ଏସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି।
- କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ରେ ସାମିଲ ହେବେ ଅଭିନେତା ତଥା ରାଜନେତା କମଲ ହାସନ। ଆସନ୍ତା ଡିସେମ୍ବର ୨୪ରେ ସେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାରେ ଯୋଗଦେବେ।
- ଦେଶର ଜନସାଧାରଣଙ୍କର ଆବଶ୍ୟକତା ପୂରଣ ପାଇଁ ଜାରି ରହିଥିବା କଲ୍ୟାଣକାରୀ ଯୋଜନା ଲାଗି ଭାରତ ପାଖରେ ପ୍ରର୍ଯ୍ୟାପ୍ତ ଖାଦ୍ୟ ଭଣ୍ଡାର ରହିଛି ରହିଛି ।
- ୧୭ ତାରିଖ ସୁଦ୍ଧା ପ୍ରତ୍ୟକ୍ଷ କର ସଂଗ୍ରହ ୨୬ ପ୍ରତିଶତ ବୃଦ୍ଧି ପାଇ ୧୩.୬୩ ଲକ୍ଷ କୋଟି ପାର କରିଛି। ଟିଡିଏସ ରିହାତି ଏବଂ କର୍ପୋରେଟ୍ ଆଡଭାନ୍ସ ଟ୍ୟାକ୍ସ ସଂଗ୍ରହରେ ଉନ୍ନତ ପ୍ରଦର୍ଶନ ଏହି ଅଭିବୃଦ୍ଧିରେ ସହାୟକ ହୋଇଛି । ରବିବାର ସରକାର ଏହି ସୂଚନା ଦେଇଛନ୍ତି ।
- ୟୁପିଆଇ ସହିତ ଦେଶର ଡିଜିଟାଲକରଣ ବଢୁଛି । ଦେଶର ଡିଜିଟାଲ ପେମେଣ୍ଟ ବିପ୍ଳବ ଆଣିବାରେ ୟୁପିଆଇର ପ୍ରମୁଖ ଯୋଗଦାନ ରହିଛି । ତେବେ ନଭେମ୍ବର ୨୦୨୨ରେ ୧୧.୯୧ ଲକ୍ଷ କୋଟି ଟଙ୍କାର ୭୩୦ କୋଟିରୁ ଅଧିକ କାରବାର ହୋଇଛି ।
- ଦୁଇଦିନରେ ସରିଲା ଅଷ୍ଟ୍ରେଲିଆ-ଦକ୍ଷିଣ ଆପ୍ରିକା ଟେଷ୍ଟ। ଅଷ୍ଟ୍ରେଲିଆ ୬ ୱିକଟେରେ ବିଜୟୀ ହୋଇଛି। ଦକ୍ଷିଣ ଆଫ୍ରିକାକୁ ହରାଇ ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ହୋଇଥିବା ୭୬.୯୨% ସହ ଅଷ୍ଟ୍ରେଲିଆ ଡବ୍ଲ୍ୟୁଟିସି ଫାଇନାଲର ନିକଟତର ହୋଇଛି। ୫୪,୫୫ ସହ ପରାଜିତ ଦକ୍ଷିଣ ଆଫ୍ରିକା ତୃତୀୟ ସ୍ଥାନକୁ ଖସିଯାଇଥିବା ଜଣାପଡ଼ିଛି।
|
513 |
Y |
|
1922 |
19-12-2022 |
English |
-
Lionel Messi’s once-in-a-generation career is complete. The Argentina superstar is finally a World Cup champion.
-
India’s Sargam Koushal was named Mrs. World 2022, beating contestants from 63 countries to bring the title back to India after 21 years. Mrs. Polynesia was named the first runnerup, followed by Mrs. Canada as the second runner-up.
-
Stealth guided missile destroyer Mormugao, the second of the four ‘Visakhapatnam’ class destroyers, was commissioned into the Indian Navy Sunday.
-
A nationwide change will take place in the higher education system, especially in undergraduate courses as language will cease to be a barrier in BA, B Com and B Sc courses. Students will now be able to graduate in their mother tongue.
-
In view of the same, preparations have begun to make the course books available in languages like Bengali, Gujarati, Kannada, Malayalam, Marathi, Odia, Tamil and Telugu among others .
-
As the City is preparing to host the Hockey World Cup with all fanfare and pomp, multiple cultural events are being organised on the sidelines to further amplify the excitement. One such event is the Bhubaneswar Festival of Storytelling, (BhuFeSto)- 2023, which in its second edition is going to be held from January 14 to 17.
-
The First National Human Rights Moot Court Competition was organised by Xavier Law School, XIM University, from December 16 to 18. The competition was organised in collaboration with National Human Rights Commission (NHRC) and in association with Abhinav Mishra, Solicitors and Chambers Law Firm. Imperial investors and beverage partners Hybrint Food and Retail and Nescafe sponsored the competition.
-
The Congress has called a meeting of all its general secretaries, state in-charges, state chiefs and Legislative party leaders December 23 to prepare for the ‘haath jodo abhiyaan’ and the plenary session of the party slated to be held in February.
-
A teenage girl was allegedly raped by eight men at a village in Palghar district of Maharashtra, following which the police have arrested all the accused, an official said Sunday.
-
The political temperature in Madhya Pradesh is expected to rise over the probe into the Professional Examination Board (Vyapam) scam which is expected to affect many BJP leaders and former ministers. The Vyapam scam has been in the limelight for the last decade with the death of more than 50 people linked to it and more than 2,000 being jailed.
-
The gross direct tax collections have grown 26 per cent to over Rs 13.63 lakh crore so far this fiscal, aided by TDS deductions and healthy corporate advance tax mop-up, as per an official statement.
-
About 59 per cent of Indians surveyed said they do not have any Chinese app on their phone while 29 per cent still have one or more, according to data compiled by social community engagement platform LocalCircles. The survey received over 40,000 responses from consumers located in 319 districts
-
Microfinance loans in the country grew by nearly 11 per cent to Rs 71,916 crore during the second quarter of the current fiscal, industry data showed. Microfinance loans worth Rs 64,899 crore were disbursed during the same period a year ago.
-
Microfinance loans in the country grew by nearly 11 per cent to Rs 71,916 crore during the second quarter of the current fiscal, industry data showed. Microfinance loans worth Rs 64,899 crore were disbursed during the same period a year ago.
-
Popular Ollywood music director Goodly Rath and singer Pummy Mishra joined Congress. Both the artistes joined the Congress during a programme in presence of Odisha Congress in-charge A. Chellakumar and OPCC President Sarat Pattanayak at Congress Bhawan in Bhubaneswar.
-
The Bar Council of India (BCI) has revoked the suspension of members of Sambalpur Bar Association who were allegedly involved in vandalism on the premises of the district court on December 12. However, the 54 lawyers, whose practice licenses were suspended for 18 months, remain suspended.
-
Ashok Pradhan, ASI of Baranga police station, was found hanging inside his house at Padasahi village near Nandankanan under mysterious circumstances.
-
The sale of offline tickets for FIH Odisha Hockey Men’s World Cup-2023 is all set to begin on December 19.
-
Maoists killed a young businessman today afternoon at a place near Bondapipili village under Kotagarh block in Kandhamal district suspecting him to be a police informer.The deceased, who was shot at by ultras, has been identified as 43-year-old Ramesh Nayak.
-
Odia movie ‘Pratikshya’, running successfully in theatres since its release on Dec 2, has been selected for screening at this year’s Chennai International Film Festival (CIFF) on December 20.
|
603 |
Y |
|
1923 |
18-12-2022 |
Odia |
- ଜାତିସଂଘ ମୁଖ୍ୟାଳୟରେ ଭାରତର ପ୍ରଖ୍ୟାତ ଶିଳ୍ପକାର ପଦ୍ମଶ୍ରୀ ରାମ ସୁତାରଙ୍କ ଦ୍ଵାରା ନିର୍ମିତ ମହାତ୍ମା ଗାନ୍ଧୀଙ୍କ ଆବକ୍ଷ ମୂର୍ତ୍ତି ଉନ୍ମୋଚିତ ହୋଇଛି ।
- ସିଜେଆଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ପିଏସ୍ ନରସିଂହଙ୍କ ଖଣ୍ଡପୀଠ ବ୍ୟକ୍ତି ସ୍ଵାଧୀନତାର ଗୁରୁ୍ତ୍ବ କଥା କହିଛନ୍ତି। ସିଜେଆଇ କହିଛନ୍ତି, ଦେଶର ନାଗରିକଙ୍କ ମୌଳିକ ଅଧିକାର ଉଲ୍ଲଂଘନ ହେବା ଭଳି ମାମଲାରେ ଆମେ ଯଦି ତତ୍ପରତା ଦେଖାଇବୁନି ତେବେ ସୁପ୍ରିମକୋର୍ଟ ନିଜର ସ୍ଵତନ୍ତ୍ର ସାମ୍ବିଧାନିକ କ୍ଷମତାର ଉଲ୍ଲଂଘନ କରିବ। ପ୍ରଧାନ ବିଚାରପତି କହିଛନ୍ତି, ଯଦି ଆମେ ନିଜ ବିବେକକୁ ଶୁଣିବୁନି ତେବେ ଆମେ ଏଠାରେ ଅଛୁ କ’ଣ ପାଇଁ ?
- କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡବ୍ୟ ଶନିବାର କହିଛନ୍ତି ଯେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ୪ କୋଟି ଡିଜିଟାଲ ସଂଯୁକ୍ତ ସ୍ଵାସ୍ଥ୍ୟ ରେକର୍ଡର ସୀମା ଅତିକ୍ରମ କରିଛି।
- ଲଣ୍ଡନରେ ୧୦ କୋଟି ଟଙ୍କା ମୂଲ୍ୟର ନକଲି ନୋଟ ଛାପିବା ଅଭିଯୋଗରେ ପୁଲିସ ବାପା-ପୁଅଙ୍କୁ ଗିରଫ କରିଛି | ପୁଲିସର ତଦନ୍ତ ସମୟରେ ଉଭୟ ଅପରାଧୀଙ୍କ ଅଣ୍ଡରୱାର୍ଲ୍ଡ ଲିଙ୍କ ଥିବାର ସାମ୍ନାକୁ ଆସିଛି।
- ଆନ୍ଧ୍ରପ୍ରଦେଶର କାକିନଡ଼ା ଜିଲ୍ଲା ଅନ୍ତର୍ଗତ ପେଡ୍ଡାପୁରମ୍ ସହରରେ ନିକଟରେ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର ‘ଅବତାର ୨’ ଦେଖିବା ବେଳେ ହୃଦ୍ଘାତରେ ଲକ୍ଷ୍ମୀରେଡ୍ଡୀ ସ୍ରିନୁଙ୍କର ମୃତ୍ୟୁ ହୋଇଯାଇଛି।
- ଭାରତ କେବେ ‘ଚୀନା ପେ ଚର୍ଚ୍ଚା’ କରିବ ବୋଲି କେନ୍ଦ୍ରରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ସରକାରଙ୍କୁ ସମାଲୋଚନା କରି କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି।
- ବିହାରରେ ବିଷାକ୍ତ ମଦମୃତ୍ୟୁ ସଂଖ୍ୟା ୬୩ରେ ପହଞ୍ଚିଥିବା ବେଳେ ଏହି ମଦ ବିଭୀଷିକା ନେଇ ଜେଡିୟୁ ଏବଂ ବିଜେପି ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଯାଇଛି।
- ୩୧ ବର୍ଷର ଏକ ପୁରୁଣା ନକଲି ଏନକାଉଣ୍ଟର ମାମଲାରେ ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ଖଣ୍ଡପୀଠ ୪୩ ଜଣଙ୍କୁ ଆଜୀବନ କରାଦଣ୍ଡରେ ଦଣ୍ଡିତ କରିଛନ୍ତି।
- ଭାରତ ବା ବିଏଚ୍ ସିରିଜ୍ ପଞ୍ଜୀକରଣ କେବଳ ନୂଆ ଗାଡ଼ିରେ ସୀମିତ ରହିବ ନାହିଁ। ସାଧାରଣ ପଞ୍ଜୀକରଣରେ ଚାଲୁଥିବା ଗାଡ଼ିକୁ ବିଏଚ୍ ପଞ୍ଜୀକରଣରେ ସାମିଲ କରାଯାଇପାରିବ। ଏଥିପାଇଁ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି।
- ଜାପାନ ରାଜଧାନୀ ଟୋକିଓରେ ଗୃହ ନିର୍ମାତାମାନଙ୍କ ପାଇଁ ସମସ୍ୟା ବଢ଼ିଲା। ୨୦୨୫ ଏପ୍ରିଲ ପରେ ଏଠାରେ ରିଅଲ ଇଷ୍ଟେଟ ସଂସ୍ଥାଗୁଡ଼ିକ ଯେଉଁ ଘର ନିର୍ମାଣ କରିବେ ସେଥିରେ ସୌର ପ୍ୟାନେଲ ଲଗାଇବା ବାଧ୍ୟତାମୂଳକ କରାଯାଇଛି।
- ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪ ହଜାର ତଳେ ରହିଛି।
- ଦୀର୍ଘ ୪ ଘଣ୍ଟା ପରେ ଛାତ୍ର ସଦାନନ୍ଦ ମେହେରଙ୍କ ବେକରେ ପଶି ରହିଥିବା ଜାଭେଲିନ୍କୁ ବାହାର କରାଯାଇଛି। ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଏକ ଡାକ୍ତର ଟିମ୍ ଅସ୍ତ୍ରୋପଚାର କରି ଜାଭେଲିନକୁ ବାହାର କରିଛନ୍ତି।
- ଓଡ଼ିଆ ପୁଅ ଶୁଭ୍ରକାନ୍ତ ପଣ୍ଡା ଫିକି ଇଣ୍ଡିଆର ସଭାପତି ଭାବେ ଦାୟିତ୍ୱ ନେଲେ । ଫେଡେରେସନ ଅଫ୍ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ବା ଜାତୀୟ ବ୍ୟବସାୟିକ ଚ୍ୟାମ୍ବରର ମୁଖ୍ୟ ଭାବେ ସେ ପ୍ରଥମ ଓଡ଼ିଆ ।
- ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ ପ୍ରକ୍ରିୟାକୁ ସରଳୀକରଣ କରାଯାଇଛି। ପରିବହନ ବିଭାଗ ଏଥିପାଇଁ ଡିଏଲ୍ ଓ ଏଲ୍ଏଲ୍ ସେବା ପାଇଁ ଆଧାର ଇଣ୍ଟିଗ୍ରେଟେଡ୍ ଫେସ୍ଲେସ୍ ସେବା ଆରମ୍ଭ କରିବ। ଏହି ବ୍ୟବସ୍ଥା ଜରିଆରେ ଡାକ୍ତରୀ ପ୍ରମାଣପତ୍ରର ଅନ୍ଲାଇନ୍ ପ୍ରଦାନ କରିବାକୁ ବାଧ୍ୟତାମୂଳକ କରାଯାଇଥିବା ରାଜ୍ୟ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି। ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ଚାହୁଁଥିବା କିମ୍ବା ନବୀକରଣ କରିବାକୁ ଚାହୁଁଥିବା ୪୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପାଇଁ ମେଡ଼ିକାଲ ପ୍ରମାଣପତ୍ର ବାଧ୍ୟତାମୂଳକ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
- ୟୁକ୍ରେନର ବିଭିନ୍ନ ସହର ଉପରେ ଋଷର ଭୟାନକ ଆକ୍ରମଣ । ଯୁଦ୍ଧ ଆରମ୍ଭରୁ ଆଜିଯାଏ ହୋଇଥିବା ଆକ୍ରମଣ କ୍ଷେତ୍ରରେ ଏହା ସବୁଠାରୁ ବଡ଼ ଓ ଭୟାନକ ବୋଲି ସୂଚନା ମିଳିଛି । ୟୁକ୍ରେନର ବିଭିନ୍ନ ସହରରେ ୭୦ରୁ ଅଧିକ ମିସାଇଲ ହିଟ୍ କରିଛି ଋଷ ।
- ଦେଶରେ ୨୦୨୧ ଶେଷ ସୁଦ୍ଧା ୧୨୮ କୋଟି ୯୯ ଲକ୍ଷ ଆଧାର କାର୍ଡ ପ୍ରସ୍ତୁତ ହୋଇସାରିଛି। ତେବେ ଗତ ୫ ବର୍ଷରେ ୩, ୫୫, ୮୮୪ ଜାଲ୍ ଆଧାର କାର୍ଡ ବନା ଯାଇଛି। ଏ ସବୁକୁ ୟୁନିକ୍ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ରଦ୍ଦ କରି ଦେଇଛି।
- ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଖରାପ ହେଲେ ସଂପୃକ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଉତ୍ତରଦାୟୀ ହେବେ । ଶ୍ରେଣୀଗୃହର ସାମୂହିକ ପ୍ରଦର୍ଶନ ଉପରେ ଗୁରୁତ୍ୱ ଦିଆଯିବ । ଛାତ୍ରଛାତ୍ରୀମାନେ ସାମୂହିକ ଭାବେ କେଉଁ ବିଷୟ ବସ୍ତୁରେ ଭଲ ପ୍ରଦର୍ଶନ କରୁଛନ୍ତି ଓ କେଉଁ ବିଷୟବସ୍ତୁରେ ଖରାପ ପ୍ରଦର୍ଶନ କରୁଛନ୍ତି ତାହାରି ଉପରେ ନଜର ରଖାଯିବ
- ଶିମିଳିପାଳ ଜେନାବିଲ ରେଞ୍ଜରେ ଥିବା କୁଙ୍କି ତଥା ପୋଷା ହାତୀ ଶୋଭା ମୃତ୍ୟୁବରଣ କରିଛି । ଦିର୍ଘ ଦିନରୁ ଅସୁସ୍ଥ ଥିଲା କୁଙ୍କି ହାତୀ ଶୋଭା। ୨୦୦୨ ରୁ ଶିମିଳିପାଳରେ କୁଙ୍କି ହାତୀ ଭାବେ ନିୟୋଜିତ ଥିଲା ଶୋଭା। ହାତୀର ବୟସ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଥିବା ସୂଚନା।
- ଲିପଷ୍ଟିକ୍ ମହିଳାମାନଙ୍କର ସୁନ୍ଦରତା ବୃଦ୍ଧି କରିଥାଏ। ସୁନ୍ଦର ପୋଷାକ ସହିତ ମ୍ୟାଚିଂ ଲିପଷ୍ଟିକ୍ ସେମାନଙ୍କର ଆତ୍ମନିଶ୍ୱାସ ବୃଦ୍ଧି କରିଥାଏ। ଏହା ସହିତ ଏହା ଓଠକୁ ସୁଷ୍କ ହେବାଠାରୁ ମଧ୍ୟ ଦୁରେଇ ରଖିଥାଏ। ତେବେ ଗୋଟିଏ ଲିପଷ୍ଟିକ୍ ପରିବାର ସଦସ୍ୟ କିମ୍ବା ଅନ୍ୟ କାହା ସହିତ ବ୍ୟବହାର କରିବା କ୍ଷତିକାରକ ହୋଇପାରେ।
- ଶାହାରୁଖ୍ଙ୍କ ପ୍ରଶଂସକମାନେ ‘ପଠାନ୍’ର ରିଲିଜ୍କୁ ଅପେକ୍ଷା କରିଛନ୍ତି। ଏହି ଫିଲ୍ମ ପାଇଁ ଶାହାରୁଖ୍ ସର୍ବାଧିକ ୧୦୦ କୋଟି ନେଇଥିବା କୁହାଯାଉଛି।
|
542 |
Y |
|
1924 |
18-12-2022 |
English |
- Chief Justice of India D Y Chandrachud on Saturday said no case is small or big for any court in the country, be it the district judiciary, the High Court or the Supreme Court
- The Gujarat High Court has said schools affiliated to other boards like CBSE and ICSE cannot refuse to implement a state government policy of teaching the Gujarati language as one of the mandatory subjects in Classes I to VIII.
- A Class IX student sustained severe injuries after a javelin pierced his neck during the annual sports meet of a government school in this district Saturday, officials said. The student, identified as Sadananda Meher, is now out of danger.
- The Supreme Court has dismissed a petition challenging the election of former Congress leader Rahul Gandhi from Wayanad Lok Sabha constituency in Kerala in 2019.
- The Supreme Court has dismissed a plea filed by Bilkis Bano seeking a review of its May 13 verdict by which it had said the state of Gujarat was the “appropriate government” competent to examine the application for the pre-mature release filed by a convict in the gangrape and murder case.
- In a fascinating development, a 45-year-old Sarpeswar Shiva temple here at the Friends Colony is being raised four feet above ground to prevent flooding in the monsoon season.
- Renowned sand artist Sudarsan Pattnaik has created a sand art with an installation of 148 balls and a message ‘Good Luck’ at Puri beach on the occasion of the final match of FIFA World Cup. France and Argentina will meet at the FIFA World Cup Final Match 2022 Sunday at Doha.
- Subhrakant Panda, Managing Director, Indian Metals & Ferro Alloys Ltd took over as FICCI President for 2022- 2023, from Sanjiv Mehta at the apex chamber's 95th Annual Convention held in New Delhi, Saturday.
- The New Delhi Municipal Council (NDMC), in its meeting, has approved various proposals under its preparations for the upcoming G20 Summit in the city.
- Punjab ranks second in the country in average monthly income per agricultural household. This fact came to light in a data provided by Union Minister of Agriculture and Farmers Welfare Narendra Singh Tomar in the ongoing session of Rajya Sabha.
- The Punjab state has now dropped to the third place with regards to the use and trafficking of drugs, according to the National Crime Record Bureau’s (NCRB) report released this year.
- JD(S) leadership Saturday named former Chief Minister H D Kumaraswamy's son and party's youth wing president Nikhil Kumaraswamy as candidate from its bastion of Ramanagara cons t i t u e n cy, f o r t h e 2 0 2 3 Assembly polls.
- Tamil Nadu Chief Minister M K Stalin on Saturday urged the Centre to expedite the supply of foot and mouth disease (FMD) vaccine to the State to avert the outbreak of FMD among cattle and the consequent economic hardship to farmers.
- An Indian court has quashed the income tax department’s block on China-based Xiaomi Corp’s fixed deposits worth 37 billion rupees ($447.65 million), two people familiar with court proceedings said on Friday.
- Prime Minister Narendra Modi on Saturday expressed delight at India winning the T20 World Cup for the Blind, and said the country is proud of its athletes.
- The UN General Assembly has postponed the decision on whether representatives of the Taliban authorities in Afghanistan and Myanmar’s military junta can take their countries’ seats in the 193-member world body.
- A man in Uttar Pradesh gave a bulldozer gift to the groom during his daughter’s wedding here. The reason behind will amaze everyone..
- Responding to questions sent by The Indian Express, the WHO said in a statement: “WHO’s mandate is to issue global alerts about potential risks. WHO stands by the action taken,” the statement from the organisation said.
- Women and Child Development Minister said the honorarium of mini Anganwadi has increased from Rs 750 per month to Rs 3,500 per month.
- The Congress on Saturday accused Prime Minister Narendra Modi of not allowing a discussion in Parliament on the situation along the border with China and asked why he was not taking the nation into confidence in the matter.
|
546 |
Y |
|
1925 |
17-12-2022 |
Odia |
- ୧୯୯୬ ବ୍ୟାଚ୍ ଆଇଏଏସ୍ ଅଫିସର ଉଷା ପାଢୀ କେନ୍ଦ୍ରୀୟ ଡେପୁଟେଶନରୁ ଫେରିବା ପରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ଏଥିସହିତ ତାଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗ ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି।
- ୟୁକ୍ରେନ୍ ଉପରେ ଜାରି ରଖିଥିବା ଆକ୍ରମଣ ମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନ୍ରେ କଥା ହୋଇଛନ୍ତି।
- ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ ଅଧୀନ ମଡେଲ ବସ୍ତିରେ ଥିବା ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ଜଣକ ପ୍ରଥମ ମହଲାରୁ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି।
- ବିହାରର ଛପରା ଜିଲାରେ ବିଷାକ୍ତ ମଦ ପିଇ ୫୩ ଜଣଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଧାନସଭା ଅଧିବେଶନରେ କହିଛନ୍ତି ଯେ, ବିହାରରେ ମଦ୍ୟପାନ କରିବା ପରେ ଯଦି କାହାର ମୃତ୍ୟୁ ହୁଏ ତେବେ ସରକାର କ୍ଷତିପୂରଣ ଦେବେ ନାହିଁ।
- ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍ଟିଏ) ଦ୍ୱାରା ପରିଚାଳିତ ଏନ୍ଇଇଟି(ୟୁଜି) ୨୦୨୩ ମେ’ ୭ରେ ଅନୁଷ୍ଠିତ ହେବ।
- ରିଲାଏନ୍ସ ଜିଓ ପକ୍ଷରୁ ଘୋଷଣା କରାଯାଇଛି ଯେ ୨୦୨୨ ଡିସେମ୍ବର ୧୫ ତାରିଖରୁ ଆଇଫୋନ୍ ୧୨ ଓ ପରର୍ବତୀ ଆଇଫୋନ୍ ମଡେଲଗୁଡ଼ିକ୍ରେ ଅସୀମିତ ଡାଟା ସହ ଜିଓ ଟ୍ରୁ-୫ଜି ସେବା ଉପଲବ୍ଧ ହେବ ।
- ବଲିଉଡ ସୁପରଷ୍ଟାର ଶାହରୁଖ ଖାନ୍ ଅଭିନୀତ ଅପ୍କମିଙ୍ଗ ଫିଲ୍ମ ‘ପଠାନ୍’ ଏବଂ ଏହାର ସଂଗୀତ ‘ବେଶରମ ରଙ୍ଗ’କୁ ବିରୋଧ କରାଯାଉଛି। ଏହି ଗୀତକୁ ନେଇ ବିଭିନ୍ନ ଲୋକ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି।
- ଉତ୍ତରପ୍ରଦେଶ ଶାହଜାହାନପୁରର ସାଂସଦ/ବିଧାୟକ ଅଦାଲତ ସ୍ୱାମୀ ଚିନ୍ମୟାନନ୍ଦ ନିଜ ଶିଷ୍ୟାଙ୍କୁ ଦୁଷ୍କର୍ମ କରିବା ମାମଲାରେ ତାଙ୍କୁ ଆଜି ପଳାତକ ଘୋଷଣା କରିଛନ୍ତି।
- ୨୮ତମ କୋଲ୍କାତା ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ ନାଗରିକ ସ୍ଵାଧୀନତା ଓ ମତବ୍ୟକ୍ତ କରିବାର ସ୍ଵାଧୀନତା ଉପରେ ବିଶିଷ୍ଟ ଅଭିନେତା ଅମିତାଭ ବଚ୍ଚନଙ୍କ ବକ୍ତବ୍ୟ ଯୋଗୁଁ ପଶ୍ଚିମବଙ୍ଗରେ ଶାସକ ‘ତୃଣମୂଳ କଂଗ୍ରେସ’ ଓ ‘ବିଜେପି’ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଛି।
- ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଭୋଟର ତାଲିକାରୁ ଲକ୍ଷ ଲକ୍ଷ ଲୋକଙ୍କ ନାମ କାଟିଦିଆଯାଇଛି। ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍କୋର୍ଟରେ ଏକ ପିଟିସନ ଦାଏର କରାଯାଇଥିବା ବେଳେ ବୁଧବାର କୋର୍ଟ ଏ ନେଇ ନିର୍ବାଚନ କମିସନ ଓ ଅନ୍ୟମାନଙ୍କୁ ନୋଟିସ ଜାରି କରିଛନ୍ତି।
- ଭାରତ ଏବଂ ବାଂଲାଦେଶ ମଧ୍ୟରେ ସିରିଜର ଦ୍ୱିତୀୟ ମ୍ୟାଚ୍ ଡିସେମ୍ବର ୨୨ ରୁ ଖେଳାଯିବ। ରୋହିତ ଶର୍ମା ବର୍ତ୍ତମାନ ବାଙ୍ଗାଲୋରର ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ଅଛନ୍ତି। ଏଥିସହ ସେ ଫିଟନେସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
- ଓଡିଶା ସରକାର ଇଭି ନିୟମ ଅନୁଯାୟୀ ଦୁଇ ଚକିଆ ଯାନ ପାଇଁ ମୂଲ୍ୟର ୧୫ ପ୍ରତିଶତ ସବସିଡି ଅର୍ଥାତ ସର୍ବାଧିକ ୫ ହଜାର ଟଙ୍କା, ତିନି ଚକିଆ ଯାନ ପାଇଁ ୧୫ ପ୍ରତିଶତ ସବ୍ସିଡି ଅର୍ଥାତ ସର୍ବାଧିକ ୧୦ ହଜାର ଟଙ୍କା ଓ ଚାରି ଚକିଆ ଯାନ ପାଇଁ ସର୍ବାଧିକ ୫୦ ହଜାର ଟଙ୍କା ସବ୍ସିଡି ମିଳିବ।
- ସେପ୍ଟେମ୍ବର ୧, ୨୦୨୧ରେ କିମ୍ବା ପରେ କିଣାଯାଇଥିବା ଯାନଗୁଡିକ ସବସିଡି ପାଇବାକୁ ଯୋଗ୍ୟ ବିବେଚିତ ହେବେ। ଏହା ପୂର୍ବରୁ ଯାନ କିଣିଥିବା ମାଲିକ ଏ ସୁବିଧା ପାଇ ପାରିବେ ନାହିଁ। ତେବେ ଏହି ସବ୍ସିଡି ପ୍ରଦାନ ପ୍ରକ୍ରିୟା ଆସନ୍ତା ୪ ବର୍ଷ ପାଇଁ ରହିବ।
- ଇନ୍ଫୋସିସ୍ର ଅନ୍ୟତମ ସହ ପ୍ରତିଷ୍ଠାତା ନନ୍ଦନ କିଲେକାନି କହିଛନ୍ତି ଯେ ଶେଷ ଜୋକର (ପ୍ରତିଷ୍ଠାତା) ଭାବେ ମୁଁ ଇନ୍ଫୋସିସ୍ରେ ରହିଯାଇଛି। କଂପାନିକୁ ସମ୍ଭାଳିବା ଦାୟିତ୍ବ ମୋ ଉପରେ ରହିଛି।
- ପ୍ରତି ଓଡ଼ିଆଙ୍କ ମୁଣ୍ଡରେ ୩୪ ହଜାର ୨୫୯ ଟଙ୍କାର ଋଣବୋଝ ରହିଛି। ୨୦୨୦ ମସିହା ସୁଦ୍ଧା ଓଡ଼ିଶାର ମୋଟ ଋଣ ୧ ଲକ୍ଷ ୪୩ ହଜାର ୮୦୦ କୋଟି ଟଙ୍କାରେ ପହଞ୍ଚିଛି, ଯାହାକି ରାଜ୍ୟର ମୋଟ ଘରୋଇ ଉତ୍ପାଦ (ଜିଏସ୍ଡିପି)ର ୨୬.୨ ପ୍ରତିଶତ।
- କଂଗ୍ରେସର ଭାରତ ଯୋଡ ଯାତ୍ରା ଶହେ ଦିନରେ ପହଞ୍ଚିଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଚାଲୁଥିବା ଏହି ପଦଯାତ୍ରା ପ୍ରାୟ ୨୮ଶହ କିମି ଅତିକ୍ରମ କରିସାରିଛି। ରାହୁଲଙ୍କ ପଦଯାତ୍ରାରେ ଅଭିନେତା, କ୍ରୀଡ଼ାବିତଙ୍କ ଠାରୁ ଆରମ୍ଭ କରି ଅର୍ଥନୀତିଜ୍ଞ, ସାମାଜିକ କର୍ମୀ ଓ ବହୁ ପ୍ରସିଦ୍ଧ ବ୍ୟକ୍ତିବିଶେଷ ସାମିଲ ହୋଇଛନ୍ତି ।
- ଜାନୁଆରୀ ୧୩ରୁ ଓଡ଼ିଶାରେ ଆରମ୍ଭ ହେବ ହକି ମହାକୁମ୍ଭ । ଭୁବନେଶ୍ବର ଓ ରାଉରକେଲାରେ ଖେଳାଯିବ ସମସ୍ତ ମ୍ୟାଚ୍। ମୁହାଁମୁହିଁ ହେବେ ବିଶ୍ୱର ବଛା ବଛା ଟିମ୍। ହକିର ଏହି ମହାକୁମ୍ଭକୁ ଆୟୋଜନ ପାଇଁ ଏବେ ଓଡ଼ିଶା ପୂରା ପ୍ରସ୍ତୁତ ହୋଇଯାଇଛି।
- ମଧ୍ୟପ୍ରଦେଶର ଗ୍ୱାଲିୟର ଜିଲ୍ଲା କମଲା ରାଜା ହସପିଟାଲରେ ଆରତୀ କୁଶୱା ନାମକ ଜଣେ ମହିଳା ୪ଟି ଗୋଡ଼ ଥିବା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି।
- ଭିକ ମାଗି ଚଳୁଥିବା ଜଣେ ବୃଦ୍ଧା ତୁଳା ବେହେରା(୭୦) ଫୁଲବାଣୀ ଜଗନ୍ନାଥ ମନ୍ଦିରକୁ ୧ ଲକ୍ଷ ଟଙ୍କା ଦାନ କରିଛନ୍ତି।
- ଜାପାନ ବର୍ତ୍ତମାନ ପିଲାମାନଙ୍କୁ ଜନ୍ମ ଦେବା ପାଇଁ ଦିଆଯାଇଥିବା ଅର୍ଥରାଶିର ପରିମାଣକୁ ବୃଦ୍ଧି କରିଛି । ବର୍ତ୍ତମାନ ଜାପାନରେ ଏକ ସନ୍ତାନ ପ୍ରସବ କରିବା ବଦଳରେ ସେମାନଙ୍କୁ ଦୁଇ ଲକ୍ଷ ଟଙ୍କା ମିଳିବ । ଜାପାନ ସରକାରଙ୍କ ଏହି ଆଦେଶକୁ ସାରା ବିଶ୍ୱରେ ଆଲୋଚନା କରାଯାଉଛି ।
|
538 |
Y |
|
1926 |
17-12-2022 |
English |
- The State government Friday appointed IAS officer Usha Padhee as principal secretary to Skill Development and Technical Education (SD&TE) department. Padhee, who has returned from Central deputation, has been allowed to remain in additional charge as principal secretary of Commerce and Transport department, as per a notification issued by the General Administration & Public Grievance department.
- The Bharatiya Janata Party (BJP) and the Biju Janata Dal (BJD) Friday indulged in blame game over the establishment of a permanent bench of Orissa High Court in western parts of the state in the wake of the arrest of 43 lawyers and suspension of licenses of all advocates of Sambalpur for violence during a protest over the same issue.
- An aged woman has donated Rs 1 lakh that she has earned through begging in her entire life for renovation of an old Jagannath temple at Phulbani in Kandhamal district. Tula Behera has been begging for alms near various temples in Phulbani for the past 40 years. She was married to Prafulla Behera, a differently-abled person.
- Marking the 51st anniversary of 'Vijay Diwas', the Indian defence forces inaugurated a unique war-themed memorial garden, 'Vijay Udyan' in Mumbai dedicated to all the brave-hearts of the 1971 India-Pakistan War that saw the birth of Bangladesh
- Chief Justice of India D Y Chandrachud Friday said no regular vacation bench of the Supreme Court will be available from December 17 to January 1 during the winter vacation.
- The application process for the Common University Entrance Test for Graduation, CUET-UG, to be conducted between the 21st and 31st of May, will start in the first week of February next year.
- The Supreme Court Friday observed that public interest litigation (PIL) matters could become an instrument of blackmail when it is an issue of an infrastructure project, adding that PILs are being increasingly used to target infrastructure projects.
- The Border Roads Organisation (BRO) has constructed 3,097 km of roads in Arunachal Pradesh and 3,140 km in the Union Territory of Ladakh in the last five years, the government informed Parliament Friday.
- Pradhan Mantri Matsya Sampada Yojana envisages to generate direct and indirect employment opportunities to about 55 lakh personnel in fisheries and aquaculture sector by 2024-25.
- India’s GDP growth is on course to print close to 7 per cent this year in 2022-23, foreign brokerage, JP Morgan said in a report.
- Government on Friday said it has no proposal under consideration currently to enact a separate law to regulate digital media in the country.
- PM Modi has announced an ex-gratia of two lakh rupees for the next of kin of each deceased in the tragic cylinder mishap in Jodhpur, Rajasthan in which 32 people were killed and 50 injured in a the cylinder explosion at Bhungra village in the Shergarh subdivision on 8th of December.
- Joyita Mondal says authorities should be more sensitive towards the transgender community and their issues
- Before the end of 2024, road infrastructure will be equal to the standard of the USA, said Union Minister of Road Transport and Highways Nitin Gadkari on Friday.
- About 30 per cent of the ₹ 6,000 crore 'Nirbhaya Fund' which was set up after the gang-rape of a paramedical student in 2012 remains unutilised, a decade after the incident shook the conscience of the nation.
|
531 |
Y |
|
1927 |
16-12-2022 |
Odia |
- ଗତ ଆଠ ବର୍ଷ ମଧ୍ୟରେ ଭୁବନେଶ୍ୱରର ବାୟୁର ସ୍ତର ଭଲ ସ୍ତରରେ ନଥିବା ପ୍ରଦୂଷଣ ନିୟନ୍ତ୍ରର ବୋର୍ଡ ପ୍ରଦତ୍ତ ତଥ୍ୟରୁ ସ୍ପଷ୍ଟ ହୋଇଛି । ୨୦୧୫ରୁ ୨୦୨୨ ମଧ୍ୟରେ କେବେ ବି ଭୁବନେଶ୍ୱରର ବାୟୁର ସ୍ତର ଭଲ ନାହିଁ । ସାଧାରଣ ଭାବେ ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୫୦ ବା ତଳକୁ ରହିଲେ ତାହାକୁ ଗୁଡ୍ ବା ଭଲ କୁହାଯାଏ।
- ଅମିତାଭ ବଚ୍ଚନ ୨୮ ତମ କୋଲକାତା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (କେଆଇଏଫଏଫ)କୁ ଉଦଘାଟନ କରିଛନ୍ତି । ଏହି ଉଦଘାଟନ ଅବସରରେ ସେ କହିଥିଲେ, “ମୁଁ ନିଶ୍ଚିତ ଯେ ମଞ୍ଚରେ ଥିବା ମୋର ସହକର୍ମୀମାନେ ସହମତ ହେବେ ଯେ ନାଗରିକ ସ୍ୱାଧୀନତା ଏବଂ ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ଏବେବି ପ୍ରଶ୍ନ କରାଯାଉଛି ।
- କର୍ଣ୍ଣାଟକର ଏକ ପୁରାତନ ସୁନା ଖଣିରେ ମହଜୁଦ ୫୦ ନିୟୁତ ଟନ୍ ପ୍ରକ୍ରିୟାକୃତ ପଥରରୁ ସୁନା ବାହାର କରିବା ପାଇଁ ଭାରତ ସରକାର ଟେଣ୍ଡର ଆହ୍ଵାନ କରିବାକୁ ଯୋଜନା କରୁଛନ୍ତି।
- ବିଚାରପତି ନିଯୁକ୍ତି ପ୍ରସଙ୍ଗକୁ କେନ୍ଦ୍ରକରି କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ କହିିଛନ୍ତି ଯେ ବିଚାରପତି ନିଯୁକ୍ତିରେ ସରକାରଙ୍କର ସୀମିତ ଭୂମିକା ରହିଛି।
- ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ୮୦ ଡଲାର ତଳକୁ ହ୍ରାସ ପାଇଛି। କିନ୍ତୁ ୟୁକ୍ରେନ୍ ସହ ଯୁଦ୍ଧ କରୁଥିବା ରୁଷ୍ ଏହାର ତେଲକୁ ୬୦ ଡଲାରରୁ କମ୍ ଦାମ୍ରେ ଭାରତକୁ ବିକ୍ରି କରିବା ଲାଗି ଚାହୁଛି।
- ଡିସେମ୍ବର ୨, ୨୦୨୨ ସୁଦ୍ଧା ଜାତୀୟ ତଦନ୍ତ ସଂସ୍ଥା (ଏନ୍ଆଇଏ) ଚଳିତବର୍ଷ କୋଏମ୍ବାଟୁର ବିସ୍ଫୋରଣ ସମେତ ବିଭିନ୍ନ ମାମଲାରେ ୪୯୭ଟି କେସ୍ ରୁଜୁ କରିଛି ବୋଲି ବୁଧବାର ଗୃହ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ରାଜ୍ୟସଭାରେ କହିଛନ୍ତି।
- ଓଡ଼ିଶା ସରକାରଙ୍କ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷରେ ୧୦୦ଟି ମାଧ୍ୟମିକ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ କରାଯାଇଛି ଓ ଏଠାରେ ଯୁକ୍ତ ଦୁଇ କଳା ପାଠ୍ୟକ୍ରମ ଖୋଲାଯାଇଛି।
- ଗୁଜରାଟରେ ୨୦୦୨ରେ ଘଟିଥିବା ଗୋଧରା କାଣ୍ଡରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଫାରୁକଙ୍କୁ ସୁପ୍ରିମ୍କୋର୍ଟ ଜାମିନ ପ୍ରଦାନ କରିଛନ୍ତି।
- ଗାଜିଆବାଦର ମସୁରୀ ପୋଲିସ ଷ୍ଟେଶନ ଅଞ୍ଚଳରେ ଟ୍ରେନ୍ ଟ୍ରାକ୍ରେ ରିଲ୍ ପ୍ରସ୍ତୁତ କରୁଥିବାବେଳେ ୩ ଜଣଙ୍କ ଜୀବନ ଚାଲିଯାଇଛି।
- ଗର୍ଭାଶୟ କର୍କଟ ପାଇଁ ସ୍ବଦେଶୀ ଟିକା ଆସନ୍ତା ବର୍ଷ ଜାତୀୟ ଟିକାକରଣ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହେବ। ଏହା ପରେ ଦେଶରେ ନଅରୁ ୧୪ ବର୍ଷ ବୟସର ବାଳିକାମାନଙ୍କୁ ଟିକା ଦିଆଯିବ।
- ମାଡ୍ରାସ ହାଇକୋର୍ଟ ଏକ ଆଦେଶରେ କହିଛନ୍ତି ଯେ ଅଭିଭାବକ ଦ୍ୱାରା ଥରେ ଦିଆଯାଇଥିବା ସମ୍ପତ୍ତି ଫେରସ୍ତ ନେଇପାରିବେ ନାହିଁ।
- ନିଆର ସବୁଠୁ କ୍ଷୁଦ୍ର ମଣିଷ ଭାବରେ ଗିନିଜ୍ ଓ୍ବାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି ଆଫସିନ୍ ଇସମିଲ୍। ୨୦ ବର୍ଷୀୟ ଆଫଶୀନ ଇସମିଲ୍ଙ୍କ ଉଚ୍ଚତା ୬୫.୨୪ ସେମି (୨ ଫୁଟ୍ ୧.୬୮ ଇଞ୍ଚ)। ଇରାନ ଆଜରବାଇଜାନର ଏକ ଅପହଞ୍ଚ ଗାଁରେ ତାଙ୍କର ଜନ୍ମ।
- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗତସିଂହପୁର ଜିଲ୍ଲାରେ ପ୍ରାୟ ୨୧୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଜଗତସିଂହପୁର, ରଘୁନାଥପୁର, ତିର୍ତ୍ତୋଲ ଓ ବାଲିକୁଦାରେ ୪ଟି ମିଶନ ଶକ୍ତି ଭବନ ଉଦ୍ଘାଟନ କରିଥିବାବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ୧୦ ଶଯ୍ୟା ବିଶିଷ୍ଟ ଆଇସିୟୁ ମଧ୍ୟ ଉଦ୍ଘାଟନ କରିଛନ୍ତି ।
- ଭଦ୍ରକ ଜିଲ୍ଲା ଧାମରାର ଅବଦୁଲ କଲାମ ଦ୍ୱୀପରୁ ବାଲେଷ୍ଟିକ ମିସାଇଲ ଅଗ୍ନୀ-୫ର ସଫଳ ପରୀକ୍ଷଣ ପରୀକ୍ଷଣ ହୋଇଛି ।ଏହି ରାତ୍ରୀକାଳୀନ ପରୀକ୍ଷଣ ଷ୍ଟାଟେଜିକ୍ ଫୋର୍ସ କମାଣ୍ଡ କରିଥିଲା ।
- ଓଡ଼ିଶା କ୍ରାଇମବ୍ରାଞ୍ଚ ସିଆଇଡି ନୂଆଦିଲ୍ଲୀରୁ ନାଇଜେରିଆନ ସାଇବର ଠକକୁ ଗିରଫ କଲା । ଉକ୍ତ ସାଇବର ଠକ ନିକଟରୁ ୧୬ଡେବିଟ କାର୍ଡ ସହିତ ୧୨ଟି ମୋବାଇଲ, ୨୨ପାସବୁକ୍, ୧୦ଟି ଚେକ୍ ବହି, ୨୦ସିମ୍ କାର୍ଡ, ଲାପଟପ, ପାସପୋର୍ଟ ଜବତ ହୋଇଛି । ତା ନାଁରେ ଥିବା ଆଧାର କାର୍ଡ ଓ ପ୍ୟାନ କାର୍ଡ ମଧ୍ୟ ଜବତ କରିଛି କ୍ରାଇମବ୍ରାଞ୍ଚ ସିଆଇଡି ।
- ଓପିଏସସି ଦ୍ଵାରା ୩୩୫ ଜଣ ପିଜିଟିଙ୍କୁ ନିଯୁକ୍ତ ପ୍ରଦାନ କରାଯାଇଛି। ଏଥି ମଧ୍ଯରେ ୧୪ଟ ବିଷୟରେ ୧୦୭ ଜଣ ପ୍ରାର୍ଥୀ ଓପିଏସି ଦ୍ଵାରା ମନୋନୀତ ହୋଇଛନ୍ତି। ତନ୍ମଧ୍ୟରୁ ୭୧ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ୩୬ ଜଣ ପଜିଟିଙ୍କର ନିଯୁକ୍ତି ବିଷୟକୁ ସରକାରଙ୍କ ଅନୁମୋଦନ ନିମନ୍ତେ ପ୍ରେରଣା କରାଯାଇଛି। ଓପିଏସସି ଦ୍ବାରା ୨୨୮ ଜଣ ପିଜିଟିଙ୍କ ନିଯୁକ୍ତି ନିମନ୍ତେ ଚୟନ ପ୍ରକ୍ରିୟା ଜାରି ରହିଛି।
- ଶିକ୍ଷା ବର୍ଷ ୨୦୨୩-୨୪ ପାଇଁ ଜେଇଇ ମେନ୍ ୨୦୨୩ ପରୀକ୍ଷା ଦୁଇଟି ପର୍ଯ୍ଯାୟରେ ଆୟୋଜିତ କରାଯିବ । ପ୍ରଥମ ପର୍ଯ୍ଯାୟ ଜାନୁଆରୀ ୨୦୨୩ରେ ଏବଂ ଦ୍ୱିତୀୟ ପର୍ଯ୍ଯାୟ ଏପ୍ରିଲ ୨୦୨୩ରେ ଆୟୋଜିତ ହେବ । ଚଳିତଥର ମଧ୍ୟ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜଏଣ୍ଟ ଏଣ୍ଟ୍ରାନ୍ସ ଏଗଜାମିସନ (ଜେଇଇ)ର ଆୟୋଜନ ଦାୟିତ୍ୱ ନ୍ୟାସନାଲ ଟେଷ୍ଟିଂ ଏଜନ୍ସି (ଏନଟିଏ)କୁ ହସ୍ତାନ୍ତର କରାଯାଇଛି ।
- ବେଙ୍ଗାଲୁରୁରେ ପ୍ରଥମ ଅର୍ଥନୈତିକ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ସହକାରୀମାନଙ୍କ ବୈଠକରେ ଯୋଗ ଦେବାକୁ ଆସିଥିବା ଜି ୨୦ ପ୍ରତିନିଧୀମାନେ ଶେଷ ଦିନରେ କର୍ଣ୍ଣାଟକର ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଦର୍ଶନ କରିଛନ୍ତି। ୩୫ରୁ ଅଧିକ ଦେଶରୁ ଆସିଥିବା ଅତିଥିମାନେ ମାନ୍ୟତା ଟେକ୍ ପାର୍କ, କ୍ୟୁବନ୍ ପାର୍କ, ରାଜ୍ୟ ସଚିବାଳୟ ନିର୍ମାଣ ବିଧାନ ସୌଧ ଏବଂ ବାଙ୍ଗାଲୋର ପ୍ୟାଲେସ୍ ପରିଦର୍ଶନ କରିଥିଲେ।
- ଭାରତ ଫ୍ରାନ୍ସ ଠାରୁ ଆଣିବାକୁ ଥିବା ୩୬ଟି ରାଫେଲ ବିମାନର ଶେଷ ବିମାନ ଅବତରଣ କରିବା ସହିତ ଭାରତ ଫ୍ରାନ୍ସରୁ ସମସ୍ତ ୩୬ଟି ରାଫେଲ ବିମାନ ଗ୍ରହଣ କରିଛି।
- ଭିନ୍ନକ୍ଷମମାନେ ବିନା ମୂଲ୍ୟରେ ସ୍ୱତନ୍ତ୍ର କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଏବଂ ଶ୍ରବଣ ସହାୟକ ଯନ୍ତ୍ର ପାଇପାରିବେ । ଭିନ୍ନକ୍ଷମମାନଙ୍କ ପାଇଁ ଅନେକ ଯୋଜନା ଥିଲେ ମଧ୍ୟ ଏମାନଙ୍କର ସମସ୍ୟାର ସମାଧାନ ହୋଇ ପାରୁନାହିଁ । ତେଣୁ ରାଜ୍ୟ ସରକାର ଏହି ଭିନ୍ନକ୍ଷମଙ୍କ ପାଇଁ ବିନା ମୂଲ୍ୟରେ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଏବଂ ଶ୍ରବଣ ଯନ୍ତ୍ର ଯୋଗାଉଛନ୍ତି ।
|
482 |
Y |
|
1928 |
16-12-2022 |
English |
- The Shree Jagannath Temple Administration (SJTA) said Thursday after a meeting of its managing committee that a complete ban would be imposed on carrying smartphones inside the 13th century shrine here from next month. The restriction will come into effect from January 1, 2023.
- In what can be termed as a rerun of the Shraddha Walker murder case, an Odia girl has been murdered by her live-in boyfriend in this town of Gujarat. The body of the deceased, identified as Luni Das, was found lying in a pool of blood with multiple stab injuries near Anjani Industrial Estate here.
- India has recorded a single-day rise of 162 new coronavirus infections and the count of active cases has declined to 3,691, according to Union Health Ministry data updated on Friday.
- To make the disbursement of incentives on electric vehicles (EVs) more efficient, the state government is going to implement an upgraded EV Portal with Auto Disburse Model from December 25. The entire process will be automated, with the least possible human interface.
- Chief Minister Naveen Patnaik launched several development projects worth around `214 crore in Jagatsinghpur district Thursday. The Chief Minister virtually inaugurated four Mission Shakti Bhavans in Jag atsinghpur, Raghunathpur, Tirtol and Balikuda and dedicated a 10-bed ICU in the district headquarters hospital.
- The state Vigilance has booked 45 police officials including a Deputy Superintendent of Police (DSP) under various acts of corruption during January 1, 2017 to December 31, 2021.
- The Union government must find out the “mastermind” behind the ‘fake’ Twitter accounts which allegedly fuelled tensions over the boundary dispute between Maharashtra and Karnataka said Ajit Power.
- The government has "referred back" 20 names recommended for appointment as high court judges to the Supreme Court Collegium, Parliament was informed Thursday.
- As the ‘Bharat Jodo Yatra’ enters its 100th day Friday, Congress watchers feel it has found some answers the party had been looking for on the road to 2024 but questions remain whether it will yield electoral dividends going forward.
- UP Legislative Assembly will have a new set of rules, making sweeping changes in the Rules of Procedure and Conduct of Business of the Uttar Pradesh Legislative Assembly, 1958.
- The 500 metres periphery of under-construction Ram Mandir in Ayodhya will now be a restricted zone, where except religious activities no commercial or any other activity will be allowed, a senior official said Thursday.
- After Bihar's hooch tragedy toll climbed to 26, Chief Minister Nitish Kumar Thursday warned that if people drink spurious liquor, they will die.
- The Supreme Court Thursday said a public servant can be convicted for illegal gratification in a corruption case on the basis of circumstantial evidence when there is no direct oral or documentary evidence against them.
- External Affairs Minister S Jaishankar noted that ever-increasing challenges posed to the UN peacekeeping mission and raised concern about how the involvement of armed groups and terrorists has adversely impacted peacekeeping operations globally.
- Union Petroleum minister Hardeep Singh Puri has said that petrol prices are perhaps the lowest in the country compared to other countries in view of the current global situation and international crude prices.
|
508 |
Y |
|
1929 |
15-12-2022 |
Odia |
- କର୍ପୋରେଟ୍ ଡାଟା ମ୍ୟାନେଜମେଣ୍ଟ ପୋର୍ଟାଲ୍ (ସିଡିଏମ୍) ଡାଟାବେସ୍ ଅନୁଯାୟୀ, ଭାରତରେ ୩୫୬୦ଟି ଏମିତି କମ୍ପାନୀ ରହିଛି ଯେଉଁଗୁଡିକର ବୋର୍ଡରେ ଚାଇନାର ନିର୍ଦ୍ଦେଶକ ରହିଛନ୍ତି। ଦେଶରେ ବି ୧୭୪ଟି ଚାଇନିଜ୍ କମ୍ପାନୀ ବିଦେଶୀ କମ୍ପାନୀ ଭାବରେ ପଞ୍ଜିକୃତ ହୋଇଛି। କର୍ପୋରେଟ ବ୍ୟାପାର ମନ୍ତ୍ରୀ ରାଓ ଇନ୍ଦରଜିତ ସିଂ ସୋମବାର ସଂସଦରେ ଏକ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି।
- ରାଜ୍ୟର କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିକୁ ସଂପୂର୍ଣ୍ଣ ଖାରଜ କରିଛନ୍ତି ସୁପ୍ରିମକୋର୍ଟ।
- ଦିଲ୍ଲୀ ଏମ୍ସରେ ହୋଇଥିବା ସାଇବର ଆକ୍ରମଣ ଚୀନ ଦ୍ଵାରା କରାଯାଇଥିଲା। ଏମ୍ସର ୧୦୦ଟି ସର୍ଭର ମଧ୍ୟରୁ ୫ଟିରେ ଚୀନର ହ୍ୟାକରମାନେ ଅନୁପ୍ରବେଶ କରିବାକୁ ସକ୍ଷମ ହୋଇଥିଲେ ।
- ନୂତନ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରୀ ହେବା ଫଳରେ ପିଏଚଡି କରିବା ନିମନ୍ତେ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ବଡ ପରିବର୍ତ୍ତନ ହେବାକୁ ଯାଉଛି | ଯେଉଁ ଛାତ୍ର ବା ଛାତ୍ରୀ ୪ବର୍ଷର ଗ୍ରାଜୁଏସନ ପାଠ୍ୟକ୍ରମ କରିବେ ସେ ସିଧାସଳଖ ପିଏଚଡି କରିପାରିବେ |
- ରାଜସ୍ଥାନରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ପୂର୍ବତନ ଗଭର୍ଣ୍ଣର୍ ରଘୁରାମ ରାଜନ, ରାହୁଲ୍ ଗାନ୍ଧୀଙ୍କ ସହିତ ‘ଭାରତ ଯୋଡ଼ୋ ଯାତ୍ରା’ରେ ଯୋଗ ଦେଇଛନ୍ତି।
- ଜବାହରଲାଲ ନେହରୁ ବିଶ୍ଵବିଦ୍ୟାଳୟ (ଜେଏନ୍ୟୁ)ରେ ଆସନ୍ତାବର୍ଷ ଖୋଲିବ ଭାରତୀୟ ଭାଷା ସ୍କୁଲ। ବିଭିନ୍ନ ଭାଷାରେ ସାହିତ୍ୟ,ସଂସ୍କୃତି ଏବଂ ଇତିହାସ ପାଠ୍ୟକ୍ରମ ପ୍ରଚଳନ ହେବ। ଏଠାରେ ଛାତ୍ରଛାତ୍ରୀ ସାର୍ଟିଫିକେଟ ପାଠ୍ୟକ୍ରମ ସହ ସ୍ନାତକୋତ୍ତର ପାଠ୍ୟକ୍ରମରେ ସାମିଲ ହେବେ।
- ସମଲିଙ୍ଗୀ ଓ ଅନ୍ତର୍ଜାତୀୟ ବିବାହକୁ ସୁରକ୍ଷା ଦେବାକୁ ଉଦ୍ଦୀଷ୍ଟ ବିଧେୟକରେ ରାଷ୍ଟ୍ରପତି ଜୋ ବାଇଡେନ୍ ସ୍ବାକ୍ଷର କରିଛନ୍ତି।
- ଚାଦରେ ସାହାରା ମରୁଭୂମିରେ ଯାତ୍ରା କରୁଥିବା ବେଳେ ୨୭ ଜଣ ଯାଉଥିବା ଏକ ଟ୍ରକଟି ହଠାତ୍ ମରୁଭୂମି ମଝିରେ ଖରାପ ହୋଇଯାଇଥିଲା। ନିକଟରେ ଥିବା ପାଣି ଶେଷ ହୋଇଯିବାରୁ ସମସ୍ତଙ୍କର ଶୋଷରେ ମୃତ୍ୟୁ ହୋଇଯାଇଥିଲା ।
- ପୁଣି ବିହାରରେ ବିଷାକ୍ତ ମଦ କାରଣରୁ ପ୍ରାୟ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି ବୋଲି ବୁଧବାର ଖବର ମିଳିଛି।
- ଚୀନ୍ର ୩୧ଟି କମ୍ପାନୀକୁ ଆମେରିକାର ବାଣିଜ୍ୟ ବିଭାଗ କଳା ତାଲିକା ଭୁକ୍ତ କରିଛି । ଆମେରିକାରୁ ଏହି କମ୍ପାନୀମାନେ ତାଙ୍କର ଆବଶ୍ୟକୀୟ ସାମଗ୍ରୀ କିଣିପାରିବେ ନାହିଁ । ଚୀନ୍ରେ ମୋମୋରୀ ଚିପ୍, ସେମିକଣ୍ଡକ୍ଟର ପ୍ରସ୍ତୁତ କରୁଥିବା ୟାଙ୍ଗତଜ୍ ମେମୋରୀ କମ୍ପାନୀକୁ ମଧ୍ୟ କଳା ତାଲିକାଭୁକ୍ତ କରାଯାଇଛି ।
- ରାଜ୍ୟରେ ଆଧାର ସଂଯୋଗ ଲର୍ନର ଲାଇସେନ୍ସ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଏ ନେଇ ବୁଧବାର ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ରାଜ୍ୟ ପରିବହନ କମିଶନରଙ୍କୁ ଚିଠି ଲେଖି ଅବଗତ କରାଯାଇଛି।
- କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ମୁଦ୍ରାସ୍ଫୀତିକୁ ଆହୁରି ହ୍ରାସ କରିବାକୁ ସରକାର ପଦକ୍ଷେପ ନେବେ ବୋଲି ସେ କହିଛନ୍ତି।
- ଟ୍ରେନ୍ ଟିକେଟରେ ବରିଷ୍ଠ ନାଗରିକଙ୍କୁ ଦିଆଯାଉଥିବା ରିହାତି ଉଠାଇ ଦେବାକୁ ନେଇ ବିଭିନ୍ନ ମହଲରୁ ସମାଲୋଚନାର ସମ୍ମୁଖୀନ ହେଉଥିବା ସତ୍ତ୍ୱେ ବି ରେଳ ବିଭାଗ ଏହି ରିହାତି ନିକଟରେ ପୁନଃଲାଗୁ କରିବାକୁ ଯାଉନାହିଁ।
- ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ଭୋଟର ତାଲିକାରୁ ୪୬ ଲକ୍ଷ ଲୋକଙ୍କ ନାମ ହଟାଇ ଦିଆଯାଇଛି। ଏନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।ଆବେଦନ ଅନୁଯାୟୀ ତେଲେଙ୍ଗାନାର ଭୋଟର ତାଲିକାରୁ ୨୭ ଲକ୍ଷ ଏବଂ ଆନ୍ଧ୍ରପ୍ରଦେଶରେ ୧୯ ଲକ୍ଷ ନାମ ହଟାଇ ଦିଆଯାଇଛି।
- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନ୍ସି (ବିଇଇ) ଦ୍ୱାରା ବିକଶିତ ଇଭି-ଯାତ୍ରା ପୋର୍ଟାଲ ଉନ୍ମୋଚନ କରିଛନ୍ତି। ଏହି ପ୍ଲାଟଫର୍ମ ଇଭି ବ୍ୟବହାରକାରୀଙ୍କୁ ଇଲେକ୍ଟ୍ରିକ ଭେଇକିଲ (ଇଭି) ଚାର୍ଜ କରିବା ପାଇଁ ନିକଟତମ ଇଭି ଚାଜର୍ର୍ ପାଖରେ ପହଞ୍ଚିବାରେ ସାହାଯ୍ୟ କରିବ।
- ଦେଶରେ ପିଲାମାନଙ୍କ ମଧ୍ୟରେ ବଢୁଥିବା ମଦ୍ୟପାନ ଏବଂ ନିଶା ସେବନ ଆଦି ନିଶାଭ୍ୟାସ ଉପରେ କରାଯାଇଥିବା ଆବେଦନ ଉପରେ ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ଏହା ଅତ୍ୟନ୍ତ ସଙ୍କଟ ଜନକ ଅଟେ ।
- ଦେଶରେ କରୋନା ମହାମାରୀ ପରେ ଚାକିରିରେ ପରିବର୍ତ୍ତନ ଯୋଗୁ ୯୫ ପ୍ରତିଶତ ଭାରତୀୟ ଶ୍ରମିକଙ୍କର ଡିଜିଟାଲ ଦକ୍ଷତା ଶିଖିବାର ଆବଶ୍ୟକତା ରହିଛି।
- ଡିସେମ୍ବର ୧୪ ରେ ବାଣିଜ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଭାରତର ପାଇକାରୀ ମୁଦ୍ରାସ୍ଫୀତି ନଭେମ୍ବରରେ ୨୧ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଏହା ୫.୮୫ ପ୍ରତିଶତକୁ ହ୍ରାସ ପାଇଛି।
- ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟର ୮ ଲକ୍ଷ୧୭ ହଜାର ଗରିବ ହିତାଧିକାରୀଙ୍କ ସମ୍ପର୍କିତ ସୂଚନା ନେଇ କୌଣସି ସ୍ପଷ୍ଟ ଚିତ୍ର ମିଳିପାରୁନାହିଁ।
- ମଧ୍ୟପ୍ରଦେଶର ଇନ୍ଦୋରରେ ଚାଲିଥିବା ତୃତୀୟ ଜୋନାଲ ପାରା ସୁଟିଙ୍ଗ ଚାମ୍ପିଅନସିପରେ ଓଡିଶାକୁ ମିଳିିଛି ବଡ଼ ସଫଳତା । ପୁରୁଷ ୧୦ ମିଟର ଏୟାର ରାଇଫଲରେ ଷ୍ଟାଣ୍ଡିଂ SH-1 ଇଭେଣ୍ଟରେ ଓଡିଶାର ପ୍ରଥମ ପାରା ସୁଟର ଭାବେ ବିରେନ୍ଦ୍ର ବଳିଆରସିଂହଙ୍କୁ ରୋପ୍ଯ ପଦକ ମିଳିଛି।
|
577 |
Y |
|
1930 |
15-12-2022 |
English |
- The Supreme Court nixed Wednesday the plea of a permanent bench of the Orissa High Court in Sambalpur. The apex court said that the ‘use of technology has made the demands by the agitating lawyers obsolete’.
- At least 21 people died Wednesday and many are battling for their lives after allegedly consuming spurious liquor in Bihar’s Saran district. Police have officially confirmed 17 deaths while a section of the media has reported that 24 persons have lost their lives.
- A staggering 1.58 crore children aged between 10 and 17 years in the country are addicted to substances, the government told the Supreme Court Wednesday.
- According to data from a recent national poll on wedding spending, 53 per cent of Millennials prefer a small wedding with fewer than 100 people, followed by 31 per cent who want a medium-sized wedding with between 100 and 250 attendees, and only 16 percent who choose a large wedding with more than 250 guests.
- The Parliament passed two Bills:(a) The Constitution (Scheduled Castes and Scheduled Tribes) Orders (Second Amendment) Bill, 2022.(b) New Delhi International Arbitration Centre (Amendment) Bill, 2022.
- The Lok Sabha passed ‘The Supplementary Demands for Grants - First Batch for 2022-23 and Demand for Excess Grants for 2019-20.
- Female enrolment in Indian Institutes of Technology has increased from 8% in 2016 to 20% in 2021-2022.
- Meghalaya government, which has adopted a ‘Jan Andolan’ (people’s movement) against Tuberculosis received an award for best practices in controlling the disease that affects 2.6 million people.
- Chief Justice of India D Y Chandrachud virtually inaugurated 10 district court digitisation hubs (DCDH) in Odisha.
- Banks have written off bad loans worth ₹ 10,09,511 crore during the last five financial years, Finance Minister Nirmala Sitharaman informed Parliament
- The Centre has said that over 11 crore 18 lakh metric tons of foodgrains have been allocated to States and Union Territories so far under Pradhan Mantri Garib Kalyan Anna Yojana (PMGKAY).
- The three officials of the Forest department who were earlier suspended for their complicity in the alleged burning of the carcass of a poached tusker in the Similipal Tiger Reserve in Mayurbhanj district were arrested.
- A scam worth `6 crore has been committed in a cooperative society in Nayagarh district. The financial wrongdoing has serious repercussions on the functioning of the society as scores of depositors have been left high and dry without getting their deposit amounts back.
- Bhadrak district has stood first among the districts in the country in preparation of identification cards for Ayushman Bharat Health Account (ABHA).
- India plans to commission 20 nuclear power plants by 2031, adding nearly 15,000 MW in power generating capacity, the government told the Lok Sabha Wednesday.
- The country's apex investigating agency, the Central Bureau of Investigation (CBI) has over 22 per cent vacancies in its workforce.
- The number of cyber attacks in India has recorded a steady growth over the past few years, and the total number as reported to and tracked by the Indian Computer Emergency Response Team (CERT-In) in the current year stands at 12,67,564 (till November), the Parliament was told Wednesday.
- Ukrainian forces said today they had shot down an entire swarm of Iranian-made drones launched at the capital by Russian troops in their latest attack on Kyiv.
- Peru’s new government declared 30-day national emergency Wednesday amid violent protests following the ouster of President Pedro Castillo, suspending the rights of people to gather and move freely across the Andean nation.
- Asian Development Bank (ADB) has kept its outlook for India’s economic growth unchanged at 7 per cent for the current fiscal year while forecasting a weaker-than-previously expected pace for developing Asia
|
534 |
Y |
|