# |
Date |
Type |
Current Affairs |
No. Of Views |
Status |
Action |
1261 |
26-11-2023 |
Odia |
-
କେରଳର କୋଚି ୟୁନିଭର୍ସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିରେ ଦଳାଚକଟା କାରଣରୁ ୪ ଶିକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଛାତ୍ରଛାତ୍ରୀ ଆହତ ହୋଇଥିବା ଜଣାପଡିଛି।
-
ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ଅସୁବିଧା ବଢ଼ିବାରେ ଲାଗିଛି। ଏବେ ସିବିଆଇ ଏହି ମାମଲାରେ ଏକ ପିଇ ରୁଜୁ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।
-
ବେଙ୍ଗାଲୁରୁ ହାଲ୍ ଏୟାରବେସରୁ ତେଜସରେ ଉଡ଼ାଣ ଭରିଲେ ମୋଦି । ଉଡ଼ାଣ ପରେ ହାଲ୍, DRDO ଏବଂ ବାୟୁସେନାକୁ ଭୁରୀ ଭୁରୀ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ।
-
ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ପ୍ରବେଶ ସାମୟିକ ସ୍ଥଗିତ ରଖାଯାଇଛି । ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ଉପ ନିର୍ଦ୍ଦେଶକ(ଦକ୍ଷିଣ) ସମ୍ରାଟ ଗୌଡା ଶନିବାର ସନ୍ଧ୍ୟାରେ ପ୍ରେସ ବିବୃତ୍ତି ଜରିଆରେ ଜଣାଇଛନ୍ତି ।
-
ଜଣେ ଯୁବତୀଙ୍କୁ ମାରିଦେବା ପରେ ପ୍ରମାଣ ନଷ୍ଟ କରିବାକୁ ୩୨ ଖଣ୍ଡ କରି କାଟି ପୋତିଦେଇଛି ଅଭିଯୁକ୍ତ। ଏପରି ଏକ ଅଭାବନୀୟ ଘଟଣା ଘଟିଛି । ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଞ୍ଚଳରେ ।
-
ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ଏକ ସଡକ ଦୁର୍ଘଟଣାରେ 5 ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି।
-
ରାଜ୍ୟର ପ୍ରଥମ ସରକାରୀ ବିଶ୍ବବିଦ୍ୟାଳୟ ଭାବେ କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟକୁ NAAC A++ ମାନ୍ୟତା ମିଳିଛି।
-
ରାୟଗଡା ଜିଲ୍ଲାରେ ଗଡିଲା ଲକ୍ଷ୍ମୀ ବସ୍। ୩୯ଟି ରୁଟରେ ଏହି ସେବା ଯୋଗାଇବ ୫୨ଟି ଲକ୍ଷ୍ମୀ ବସ। ଏହାଦ୍ବାରା ଜିଲ୍ଲାର ୧୮୨ଟି ପଞ୍ଚାୟତର ୯ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ।
-
ରାଜସ୍ଥାନର ୨୦୦ ବିଧାନସଭା ଆସନରୁ ୧୯୯ ଆସନରେ ଭୋଟ୍ ଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି । ୭୦ ପ୍ରତିଶତ ଭୋଟର୍ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିବା ନିର୍ବାଚନ କମିସନଙ୍କ ସୂତ୍ରରୁ ଜଣାପଡ଼ିଛି।
-
୨୦୦୮ରେ ସାମ୍ବାଦିକା ସୌମ୍ୟା ବିଶ୍ବନାଥନ୍ଙ୍କୁ ଦିଲ୍ଲୀରେ ହତ୍ୟା କରାଯାଇଥିଲା। ଏହି ମାମଲାରେ ଦିଲ୍ଲୀର ଏକ କୋର୍ଟ ଗତମାସ ୧୮ ତାରିଖରେ ୫ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଆଜି ଦଣ୍ଡାଦେଶ ଶୁଣାଇଛନ୍ତି।
-
କୋରିଅର୍-ବାହକ ଅସୀମ ଦାସ ଏବେ ତାଙ୍କ ବୟାନ ବଦଳାଇ ଦାବି କରିଛନ୍ତି ଯେ ସେ କେବେ ବି ରାଜନେତାଙ୍କୁ ନଗଦ ଟଙ୍କା ପହଞ୍ଚାଇ ନାହାନ୍ତି ଏବଂ ତାଙ୍କୁ ଫସାଇ ଦିଆଯାଇଛି। ଛତିଶଗଡ଼ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିର୍ବାଚନର ୪ ଦିନ ପୂର୍ବରୁ ନଭେମ୍ବର ୩ ତାରିଖରେ ଦାସଙ୍କୁ ନଗଦ ୫ କୋଟିରୁ ଅଧିକ ଟଙ୍କା ସହ ଗିରଫ କରାଯାଇଥିଲା।
-
ଇସ୍ରାଏଲ ସୈନ୍ୟମାନଙ୍କୁ ସହଯୋଗ କରିଥିବା ଅଭିଯୋଗରେ ପାଲେଷ୍ଟାଇନ ଗୋଷ୍ଠୀ ପଶ୍ଚିମ ତଟରେ ୩ ଜଣଙ୍କୁ ହତ୍ୟା କରିଛନ୍ତି।
-
ଭାରତୀୟ ଟେଲି ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ରିପୋର୍ଟ ଅନୁସାରେ ଓଡ଼ିଶାରେ ଗତ ଅଗଷ୍ଟ ୩୧ ସୁଦ୍ଧା ମୋବାଇଲ ଫୋନ ଗ୍ରାହକଙ୍କ ସଂଖ୍ୟା ୩.୩୬ କୋଟିରେ ପହଞ୍ଚିଛି। ଏହାବ୍ୟତୀତ ଲ୍ୟାଣ୍ଡଲାଇନ୍ ଏବଂ ଇଣ୍ଟରନେଟ୍ ସେବା ଗ୍ରହଣକାରୀ ଗ୍ରାହକ ମଧ୍ୟ ରହିଛନ୍ତି।
-
ଦେଶରେ ଗତ ୫ ବର୍ଷରେ ବ୍ୟାଙ୍କ ଠକେଇ ଦୁଇଗୁଣା ବୃଦ୍ଧି ଘଟିଛି। ୨୦୧୮-୧୯ ଆର୍ଥିକ ବର୍ଷରେ ଦେଶରେ ବ୍ୟାଙ୍କ ଠକେଇ ସଂଖ୍ୟା ୬୮୦୦ ରହିଥିଲା। କିନ୍ତୁ ୨୦୨୨-୨୩ରେ ଉକ୍ତ ସଂଖ୍ୟା ୧୩,୫୩୦ରେ ପହଞ୍ଚିଛି।
-
ଚଳିତବର୍ଷ ଶେଷ ସୁଦ୍ଧା ଏକ୍ସକୁ ବିଜ୍ଞାପନ ରାଜସ୍ବ ବାବଦରେ ୭୫ ନିୟୁତ ଡଲାର ହରାଇବାକୁ ପଡ଼ିପାରେ ବୋଲି ନ୍ୟୁୟର୍କ ପୋଷ୍ଟ କହିଛି। ଅର୍ଥାତ ଭାରତୀୟ ମୁଦ୍ରାରେ ଏହି ରାଜସ୍ବ ହାନି ରାଶି ୬୨୨ କୋଟି ଟଙ୍କାରୁ ଅଧିକ ହେବ।
-
ବିଶ୍ବର ବିଶିଷ୍ଟ ନିବେଶକ ପେଟିଏମ୍ର ମୂଳ କମ୍ପାନି ୱାନ ୯୭ କମ୍ୟୁନିକେସନ୍ସ ଲିମିଟେଡରେ ନିବେଶ କରିଥିବା ସବୁ ଅଂଶଧନକୁ ବିକ୍ରି କରିଦେଇଛନ୍ତି। ଅର୍ଥାତ୍ ସେ ଏହି କମ୍ପାନିରୁ ବାହାରି ଯାଇଛନ୍ତି। ବଫେଙ୍କ କମ୍ପାନି ବର୍କସାୟର ହାଥୱେ ଖୋଲା ବଜାର ଜରିଆରେ ତାଙ୍କର ଅଂଶଧନକୁ ପ୍ରାୟ ୧୩୭୦ କୋଟି ଟଙ୍କାରେ ବିକ୍ରି କରିଦେଇଛନ୍ତି।
-
ଭାରତ-ବ୍ରିଟେନର ଅର୍ଥନୈତିକ ସଂପର୍କରେ ଗୁରୁତ୍ବପୂର୍ଣ୍ଣ ବିକାଶ ପାଇଁ ବିଶିଷ୍ଟ ଓଡ଼ିଆ ନିବେଶକ ତଥା ଉଦ୍ୟୋଗୀ ଡ ବିଶ୍ବନାଥ ପଟ୍ଟନାୟକ ଏବଂ ଅରୁଣ କର ବିଟ୍ରେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଏକ ହାଇପ୍ରୋଫାଇଲ ନୈଶଭୋଜିରେ ସାକ୍ଷାତ କରିଛନ୍ତି
-
ତାଳ ଓ ଖଜୁରୀରୁ ପ୍ରସ୍ତୁତ ଗୁଡ଼ ହେଉଛି ଏକ ପାରମ୍ପରିକ ଖାଦ୍ୟ। ଏହା ସ୍ୱାସ୍ଥ୍ୟ ଉପକାରୀ ହୋଇଥିବାରୁ ବର୍ତ୍ତମାନ ସମୟରେ ଏହାର ଭଲ ଚାହିଦା ରହିଛି। ତେଣୁ ଏହି ଗ୍ରାମୀଣ ଉତ୍ପାଦକୁ ରାଜ୍ୟ ସରକାର ବିଶେଷ ପ୍ରୋତ୍ସାହନ ଦେଉଛନ୍ତି।
-
ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ୍)ର ଦ୍ବିତୀୟ ସଂସ୍କରଣ ପାଇଁ ଡିସେମ୍ବର ୯ ତାରିଖରେ ମୁମ୍ବାଇରେ ଖେଳାଳି ନିଲାମ କରାଯିବ। ଏଥି ପାଇଁ ସମସ୍ତ ୫ ଫ୍ରାଞ୍ଚାଇଜ୍ ସେମାନଙ୍କ ଦଳଭୁକ୍ତ ଖେଳାଳି ତାଲିକା ପ୍ରକାଶ କରିଛନ୍ତି।
-
ଭାରତର ଏକ ନମ୍ବର ପୁରୁଷ ଯୁଗଳ ଯୋଡ଼ି ଚିରାଗ ସେଟ୍ଟୀ ଓ ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଏଠାରେ ଚାଲିଥିବା ଚାଇନା ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ଫାଇନାଲ୍ରେ ପ୍ରବେଶ କରିଛନ୍ତି।
|
390 |
Y |
|
1262 |
26-11-2023 |
English |
-
Ravenshaw University in Cuttack as the National Assessment and Accreditation Council (NAAC) of University Grants Commission (UGC) has awarded A++ grade to the premier educational institution of the state.
-
There seems to be no let-up in road accidents and fatalities as nine people died and seven sustained injuries in two separate road accidents in Malkangiri and Nayagarh districts, Saturday.
-
The National Disaster Management Authority Saturday said that rescue operations at the Silkyara tunnel may take time with the auger machine facing repeated troubles and the focus is now on vertical drilling to bring out the 41 trapped workers.
-
As rising heat and erratic rainfall provide favourable conditions for Aedes mosquitoes to breed, Dimapur, once a city with moderate temperatures, is now witnessing these phenomena due to climate change and has become one of the dengue hotspots.
-
Odisha Chief Minister Naveen Patnaik Saturday launched the LAccMI scheme (Location Accessible Multi-modal Initiative) bus service in the tribal majority Rayagada district to boost the rural economy and improve connectivity.
-
President Droupadi Murmu is scheduled to visit Odisha for two days from Sunday and will attend a function in Paradip, officials said.
-
Delhi’s air quality stood in the “severe” category Saturday morning with monitoring agencies pinning hopes on a western disturbance which may improve meteorological conditions starting Sunday
-
The Allahabad High Court has observed that the Uttar Pradesh Prevention of Cow Slaughter Act does not prohibit the transportation of beef.
-
Aditya L1 spacecraft, India’s first spacebased mission to study the Sun, is nearing its final phase and maneuvers to enter the L1 point are expected to be completed by January 7, 2024, according to ISRO chairman S Somanath.
-
More than 68 per cent voter turnout was recorded by 5 pm in the Rajasthan Assembly elections Saturday, with polling passing off peacefully barring a few stray incidents of violence.
-
The CBI has started a probe into allegations of corruption against Trinamool Congress Lok Sabha MP Mahua Moitra on a reference from anticorruption ombudsman Lokpal, officials said Saturday.
-
The government has convened an allparty meeting December 2 ahead of the Winter session of Parliament, sources said Saturday.
-
The armed wing of Hamas said it had decided to delay Saturday’s scheduled second round of hostage releases until Israel met conditions including committing to let aid trucks into northern Gaza, as mediators scrambled to keep a four-day truce on track.
-
Russia Saturday morning launched its most intense drone attack on Ukraine since the beginning of its full-scale invasion in 2022, targeting the Ukrainian capital, military officials said.
-
Authorities at Nepal’s Pashupati Area Development Trust Saturday said that no permission has been given to anyone to build a replica of the worldfamous Pashupatinath temple here in India. A statement from the Pashupati Area Development Trust (PADT) came in the wake of media reports stating that a replica of the Pashupatinath temple in Kathmandu was being constructed in a village in Uttarakhanda.
-
India will assume the chairmanship of the International Sugar Organisation (ISO), an apex body for sugar and related products, for 2024, the government said Friday. India is the largest consumer and second largest producer of sugar in the world.
-
Markets watchdog Sebi Saturday approved a slew of proposals, including providing flexibility to Not for Profit Organisations (NPOs) in raising funds through the social stock exchange and also decided to introduce a regulatory framework for index providers.
-
At the state level conclave on skill enhancement of FPO & SHG members organised by NABARD, Odisha Gramya Bank disbursed `250 crore to SHG members of Khurda, Cuttack and Pipili Saturday. The bank also disbursed `2 crore to KCC beneficiaries, `1.7 lakh to street vendors and `10 lakh to PMSBY nominees.
-
India’s Satwiksairaj Rankireddy and Chirag Shetty dished out another attacking masterclass to outwit the Chinese duo of He Ji Ting and Ren Xiang Yu and storm into the men’s doubles final at the China Masters Super 750 badminton tournament here Saturday.
-
Hockey India (HI) was left red-faced Saturday after its all-powerful secretary general Bhola Nath Singh was accused of trying to ‘extort’ `25 lakh from Hockey Telangana unit president Saral Talwar, an allegation which the senior administrator termed ‘baseless’. The allegations by Talwar are based on Bhola Nath apparently demanding huge sum of money lieu of allowing the state hockey unit to conduct elections.
|
417 |
Y |
|
1263 |
25-11-2023 |
Odia |
-
ଭାରତରେ ଔଷଧ ଏବଂ ମେଡିକାଲ ମୁଦ୍ରାସ୍ଫୀତି ସାରା ଏସିଆ ମହାଦେଶରେ ସର୍ବାଧିକ। ଏହାର ଅର୍ଥ ହେଉଛି ଏସିଆ ମହାଦେଶରେ ଭାରତର ସ୍ୱାସ୍ଥ୍ୟ ସେବା ସବୁଠୁ ମହଙ୍ଗା। ଇନସ୍ୟୋର ଟେକ୍ କମ୍ପାନୀ ପ୍ଲମ୍ର ‘ କର୍ପୋରେଟ ଇଣ୍ଡିଆ ହେଲଥ୍ ରିପୋର୍ଟ-୨୦୨୩’ରେ ଏହା କୁହାଯାଇଛି।
-
ରାଜ୍ୟରେ ୧୨ଟି ଶିଳ୍ପ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ହାଇ ଲେବୁଲ୍ କ୍ଲିୟରାନ୍ସ ଅଥରିଟି(HLC) ଅନୁମୋଦନ ପ୍ରଦାନ କରିଛି। ଏହି ୧୨୧ଟି ପ୍ରକଳ୍ପଗୁଡ଼ିକ ପ୍ରତିଷ୍ଠା ହେବା ପାଇଁ ୮୪,୯୧୮.୭୫ କୋଟିର ପୁଞ୍ଜି ବିନିଯୋଗ ହେବ। ଏତି ସହିତ ବିଭିନ୍ନ କ୍ଷେତ୍ରରେ ୪୨,୨୮୧ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।
-
୨୦୧୯ରେ ଏକ ଲାଞ୍ଚ ମାମଲାରେ ଗିରଫ ହୋଇଥିବା କନ୍ଧମାଳ ଜିଲ୍ଲାର ତତ୍କାଳୀନ ଶ୍ରମ ଅଧିକାରୀ ରଞ୍ଜନ କିଶୋର ବେହେରାଙ୍କୁ ତିନି ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦିଆଯାଇଛି। ଏଥିସହ ୫ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ଅଧିକ ୩ ମାସ ଜେଲ ଦଣ୍ଡ ଭୋଗିବାକୁ ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ବିଚାରପତି ସମର ବିଳାଶ ବେହେରା ଆଦେଶ ଦେଇଛନ୍ତି ।
-
ନଭେମ୍ବର ୨୧ ତାରିଖଠାରୁ ଆରମ୍ଭ ହୋଇଥିବା ଷୋଡ଼ଶ ବିଧାନସଭାର ଚତୁର୍ଦ୍ଦଶ ଅଧିବେଶନ ଅର୍ଥାତ୍ ଶୀତ ଅଧିବେଶନ ଶେଷ ହୋଇଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ଚଳିତ ବିଧାନସଭାର ଶୀତକାଳୀନ ଅଧିବେଶନକୁ ଶେଷ କରାଯାଇଛି।
-
‘ଡିପ୍ଫେକ୍’ ଭିଡିଓକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା ଜୋର ଧରିଛି। କୃତ୍ରିମ ବୁଦ୍ଧିମତା ବା ଏଆଇ ଜରିଆରେ ବିଭିନ୍ନ ସେଲିବ୍ରେଟିଙ୍କ ଡିପ୍ଫେକ୍ ଫଟୋ ଏବଂ ଭିଡିଓ ପ୍ରସ୍ତୁତ କରାଯାଉଛି। ଯାହାକୁ ନେଇ ସରକାର ଖୁବ୍ଶୀଘ୍ର କଡା ଆଇନ ଆଣିବାକୁ ଯାଉଛନ୍ତି।
-
ପ୍ରାଣଘାତୀ ରୋଗର ପ୍ରତିକାର ନେଇ ବଡ଼ ସଫଳତା ପାଇଛି ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ଅନୁଷ୍ଠାନ (ଆଇଏଲ୍ଏସ୍)। ଯକ୍ଷ୍ମା, ଭାଇରାଲ ଇନଫେକ୍ସନ୍, ବାର୍ଦ୍ଧକ୍ୟ ଜନିତ ବ୍ୟାଧି ପରି ଦୁରାରୋଗ୍ୟ ରୋଗର ଉପଶମ କରିପାରୁଥିବା ଏକ ନୂଆ ପ୍ରୋଟିନକୁ ଆଇଏଲ୍ଏସ୍ର ବୈଜ୍ଞାନିକମାନେ ବିକଶିତ କରିପାରିଛନ୍ତି। ଏହି ନୂଆ ପ୍ରୋଟିନ୍କୁ ‘ଏନ୍ସିଆର-୧’ (ନ୍ୟୁକ୍ଲିଅର ରିସେପ୍ଟୋର କୋ-ରିପ୍ରେସର-୧)ନାମରେ ନାମିତ କରିଛନ୍ତି।
-
ଆଦାନି-ହିଣ୍ଡେନବର୍ଗ ମାମଲାର ରାୟକୁ ସୁପ୍ରିମକୋର୍ଟ ଆଜି ସଂରକ୍ଷିତ ରଖିଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ପେଜି ପାଦ୍ରିୱାଲା ଓ ମନୋଜ ମିଶ୍ରଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା।
-
ରାଜସ୍ଥାନ ବିଧାନସଭା ପାଇଁ ଆଜି ( ଶନିବାର) ମତଦାନ ଆରମ୍ଭ ହୋଇଛି । ୨୦୦ ଆସନ ବିଶିଷ୍ଟ ବିଧାନସଭାରେ ୧୯୯ଟି ଆସନରେ ଭୋଟଗ୍ରହଣ ହେବ।
-
ଉତ୍ତରାଖଣ୍ଡର ଉତ୍ତରକାଶୀରେ ଟନେଲ ମଧ୍ୟରେ ଫସିଥିବା ୪୧ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି। ଖୋଳିବା କାର୍ଯ୍ୟରେ ନିୟୋଜିତ ଅଗର ମେସିନ ଗତକାଲି ବିଳମ୍ବିତ ରାତିରେ ଖରାପ ହୋଇଥିଲା।
-
ଚୀନ୍ରେ ଏଭିୟନ ଇନ୍ଫ୍ଲୁଏଞ୍ଜା ଓ ନିମୋନିଆକୁ ନେଇ ଯେଉଁ ଅସ୍ବାଭାବିକ ସ୍ଥିତି ଦେଖାଦେଇଛି ତାହା ଉପରେ ଏବେ ପୂରା ବିଶ୍ବର ନଜର ରହିଛି।
-
କତରରେ ୮ ଜଣ ଭାରତୀୟଙ୍କୁ ଗୁଇନ୍ଦାଗିରି ଅଭିଯୋଗରେ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଥିବା ବେଳେ ଏହାକୁ ବିରୋଧ କରି ଭାରତ ସରକାରଙ୍କ ପକ୍ଷରୁ କରାଯାଇଥିବା ଆବେଦନକୁ କତର ଅଦାଲତ ଗ୍ରହଣ କରିଛନ୍ତି।
-
ଯୁଦ୍ଧବିରତି ଚୁକ୍ତି ମୁତାବକ ହମାସ୍ ଆଜି ୨୫ ପଣବନ୍ଦୀଙ୍କୁ ଖଲାସ କରିଛି। ସେମାନଙ୍କ ମଧ୍ୟରେ ଇସ୍ରାଏଲର ୧୩ ଜଣ ଏବଂ ଥାଇଲାଣ୍ଡର ୧୨ ଜଣ ନାଗରିକ
-
ସଦ୍ୟ ସମାପ୍ତ ଦିନିକିଆ କ୍ରିକେଟ ବିଶ୍ବକପ୍ର ଫାଇନାଲ୍ରେ ଯଦିଓ ଅଷ୍ଟ୍ରେଲିଆଠାରୁ ଭାରତ ହାରିଯାଇଥିଲା, କିନ୍ତୁ ଅର୍ଥନୀତି ପାଇଁ ଏହି ବିଶ୍ବକପ୍ ବେଶ ଲାଭଦାୟକ ହୋଇଛି। ଏହାର ପ୍ରଭାବରେ ଭାରତୀୟ ଅର୍ଥନୀତିକୁ ୨୨ ହଜାର କୋଟି ଟଙ୍କା ଲାଭ ମିଳିଥିବା ଆକଳନ କରାଯାଇଛି।
-
ଗୁଜୁରାଟର ମୋର୍ବି ସହରରୁ ଗତ ନଭେମ୍ବର ୨୩ ତାରିଖରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଦଳିତ କର୍ମଚାରୀ ମହିଳା ବ୍ୟବସାୟୀଙ୍କୁ ଦରମା ମାଗିବାରୁ ସେ ତାଙ୍କ ମୁଖରେ ଜୋତା ଲଗାଇ କ୍ଷମା ମାଗିବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି।
-
କେନ୍ଦ୍ର, ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି ମୁନିସିପାଲିଟି ଓ ଗ୍ରାମ ପଞ୍ଚାୟତ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଉନ୍ନୟନ ପ୍ରକଳ୍ପ ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ତାହାର ସଠିକ ହିସାବ ରଖିବା ଏବଂ ହିସାବରେ ସ୍ବଚ୍ଛତାର ଅଭାବ ଦେଖାଦେଉଛି।
-
ନିୟମ ପାଳନରେ ଅବହେଳା କରିଥିବା ତିନିଟି ବ୍ୟାଙ୍କ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ୧୦.୩୪ କୋଟି ଟଙ୍କାର ଜରିମାନା ଲାଗୁ କରିଛନ୍ତି। ସିଟି ବ୍ୟାଙ୍କ ଉପରେ ୫ କୋଟି ଟଙ୍କା, ବ୍ୟାଙ୍କ ଅଫ ବରୋଦା ଉପରେ ୪.୩୪ କୋଟି ଟଙ୍କା ଓ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଉପରେ ୧ କୋଟି ଟଙ୍କା
-
ଐତିହାସିକ ବାଲିଯାତ୍ରାରେ ଚଳିତବର୍ଷ ୪ଦିନ ବଲିଉଡ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ.. ପ୍ରସିଦ୍ଧ ସଙ୍ଗୀତ ନିର୍ଦେଶକ ତଥା କଣ୍ଠଶିଳ୍ପୀ ଅନୁ ମଲ୍ଲିକ ଓ ସଚିନ ଦୁବେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ
-
ରାଜ୍ୟପାଳମାନେ ବିଲ୍ ଉପରେ କୌଣସି ପଦକ୍ଷେପ ନ ନେଇ ତାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପକାଇ ରଖିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ଚେତାଇ ଦେଇଛନ୍ତି।
-
ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ପାଇଁ ଲୋକପ୍ରିୟ ଅଭିନେତା ମନସୁର ଅଲି ଖାନ୍ ସର୍ବସାଧାରଣରେ କ୍ଷମା ମାଗିଛନ୍ତି।
-
ଦିନିକିଆ ବିଶ୍ବକପ ଫାଇନାଲରେ ପରାଜୟ ପରେ ଭାରତୀୟ ଦଳ ଖେଳିଥିବା ପ୍ରଥମ ଟି-୨୦ ମ୍ୟାଚରେ ବିଜୟୀ ହୋଇଛି । ଗୁରୁବାର ବିଶାଖାପାଟଣାରେ ଖେଳାଯାଇଥିବା ପ୍ରଥମ ଟି୨୦ରେ ଭାରତ ୨ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି।
|
430 |
Y |
|
1264 |
25-11-2023 |
English |
-
Amid protests and walkout by Opposition BJP and Congress members, Speaker Pramila Mallik adjourned Assembly sine die Friday, at least 26 business days ahead of its schedule.
-
A Qatari court has admitted the Indian government's appeal against the death penalty handed down to eight former Indian Navy personnel in that country, according to media reports, even as there was no official word from the Ministry of External Affairs here Friday.
-
Drilling at the collapsed Silkyara tunnel to rescue 41 men trapped inside for 12 days was halted again Friday, officials said. Officials said the auger drilling machine faced a hurdle, apparently a metal object, soon after drilling resumed Friday, a day after officials had put the operation on hold following a technical snag. That snag was set right earlier in the day and the 25- tonne auger machine was restarted.
-
Hamas fighters released 24 hostages Friday during the first day of the war’s first truce, the Red Cross said, including Israeli women and children and Thai farm workers.
-
The High-Level Clearance Authority (HLCA), chaired by Chief Minister Naveen Patnaik, Friday approved 12 key industrial projects, including those of Welspun Group, with a cumulative investment of `84,918.75 crore.
-
Faced with criticism of the move to allow transfer of land belonging to ST people to non-tribals, the government Friday informed the Assembly that it has sought reconsideration of the recommendations based on which the decision was taken.
-
The ruling BJD on Friday urged Chhattisgarh Governor Biswabhusan Harichandan to refrain from making statements on Odisha matters, which according to the regional party was not expected from a person in the stature of a governor. The BJD's reaction came after two statements of Harichandan during his recent Odisha visit.
-
The first phase of the dry bulk cargo terminal at the western dock of Paradip Port is expected to be operational in early 2025, an official said. Last year, a JSPL-led consortium won the bid to build the cargo terminal with a 25 million-tonne capacity.
-
Even 11 days after Diwali and Kali Puja festivals, air quality remained 'very poor' on Friday in several pockets of Kolkata, causing serious health concerns to citizens.
-
Observing that processions, rallies and meetings are a "regular feature" in West Bengal, a division bench of the Calcutta High Court Friday upheld a single bench order allowing a BJP public meeting to be addressed by Union Home Minister Amit Shah on November 29 here.
-
The annual tiger census in West Bengal's Sundarbans will begin November 27, a senior Forest department official said Friday.
-
The National High Speed Rail Corporation Limited (NHSRCL), which is building the Mumbai-Ahmedabad bullet train corridor, has said that 100 kilometres of viaducts and 230 kilometres of pier work had been completed for the ambitious project.
-
Commending the recent Supreme Court judgment that Governors cannot indefinitely withhold Bills without action, the TMC labelled it a "lesson for the BJP-appointed Governors" and called for the abolition of the post, asserting that it is time to terminate its existence.
-
The 17th edition of joint military exercise ‘Surya Kiran’ between India and Nepal started in Pithoragarh, Uttarakhand Friday. The annual exercise, which is conducted alternately in the two countries, will conclude December 7, 2023, the Defence Ministry said in a statement.
-
Police in Gujarat's Morbi city have registered a case against a businesswoman and at least six others for allegedly assaulting a 21-year-old Dalit man, who worked in her company for a fortnight, and forcing him to apologise by holding her footwear in his mouth for demanding salary, an official said.
-
Prime Minister Narendra Modi will attend the UN climate talks in Dubai on December 1 and deliver a national statement highlighting India's climate action, sources said Friday.
-
China announced Friday that it will allow visa-free entry for citizens of five European countries and Malaysia as it tries to encourage more people to visit for business and tourism. Starting December 1, citizens of France, Germany, Italy, the Netherlands, Spain and Malaysia will be allowed to enter China for up to 15 days without a visa. The trial program will be in effect for one year.
-
India’s forex reserves increased by $5.077 billion to $595.397 billion during the week ended November 17, the Reserve Bank said Friday.
-
The Supreme Court Friday said it has no reason to “discredit” SEBI, which probed allegations against the Adani group, as there was no material before it to doubt what the market regulator has done and the court does not have to treat what was set out in the Hindenburg report as a “true state of affairs”
-
India’s top two singles players Sumit Nagal and Sasikumar Mukund have conveyed to the national tennis federation that they won’t travel to Pakistan for the next Davis Cup tie and the baffled AITA has decided to discuss the players’ refusal at its next Executive Committee meeting.
|
415 |
Y |
|
1265 |
24-11-2023 |
Odia |
-
ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ଜଷ୍ଟିସ୍ ଫାତିମା ବିବିଙ୍କର ୯୬ ବର୍ଷ ବୟସରେ ଗୁରୁବାର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ଏପ୍ରିଲ୍ ୨୯, ୧୯୯୨ ରେ ଅବସର ନେବା ପର୍ଯ୍ୟନ୍ତ ସେ ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ଭାବେ ରହିଥିଲେ।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ( ପନୌତି ବା ଅମଙ୍ଗଳିଆ) ଦେଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ନିର୍ବାଚନ ଆୟୋଗ (ଇସି) ପକ୍ଷରୁ ଝଟକା ଲାଗିଛି।
-
ସମଗ୍ର ବିଶ୍ଵରେ ଥିବା ହମାସ୍ ଆତଙ୍କବାଦୀଙ୍କ ସନ୍ଧାନ ନେଇ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦେଶର ଗୁଇନ୍ଦା ଏଜେନ୍ସି ‘ମୋସାଦ୍’କୁ ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଆଦେଶ ଦେଇଛନ୍ତି।
-
ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ କତର ଗୁରୁବାର ଏକ ବଡ଼ ଘୋଷଣା କରିଛି। ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର (ନଭେମ୍ବର ୨୪) ଠାରୁ ଅସ୍ତ୍ରବିରତି ଆରମ୍ଭ ହେବ ଓ ବିଳମ୍ବିତ ସନ୍ଧ୍ୟା ସୁଦ୍ଧା ବନ୍ଦୀମାନଙ୍କୁ ମୁକ୍ତ କରାଯିବ ବୋଲି କତର ପକ୍ଷରୁ କୁହାଯାଇଛି ।
-
ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ପକ୍ଷରୁ ଶିଳ୍ପପତି ଗୌତମ ଆଦାନିଙ୍କ ସଂସ୍ଥା ଆଦାନି ଗ୍ରିନ ଏନର୍ଜି ଉପରେ ୧୧.୨୨ ଲକ୍ଷ ଟଙ୍କା ଜରିମାନା ଲାଗୁ କରାଯାଇଛି।
-
ଜାତୀୟ କାଜୁ ଦିବସ ଅବସରରେ ପ୍ରଥମ କରି ବାଂଲାଦେଶକୁ ଓଡ଼ିଶା କାଜୁ ରପ୍ତାନୀ କରିଛି ।
-
ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗର ନୂତନ କମିଶନର ତଥା ଶାସନ ସଚିବ ଭାବେ ସୁଜାତା ରାଉତ କାର୍ତ୍ତିକେୟନ୍ ଦାୟିତ୍ୱ ଗ୍ରହଣ କରିଛନ୍ତି ।
-
ଏଣିକି ଯୁକ୍ତ ଦୁଇ ବିଜ୍ଞାନରେ ବାୟୋଲୋଜି ରଖିନଥିବା ଛାତ୍ରଛାତ୍ରୀବି ମେଡିକାଲ ପଢିବା ପାଇଁ ପ୍ରବେଶିକା ପରୀକ୍ଷା ଦେଇ ପାରିବେ। ଏନେଇ ନୂଆ ନିୟମ ଆଣିବାକୁ ଯାଉଛି ଜାତୀୟ ମେଡିକାଲ କମିଶନ (NMC )। ନିୟମ ଅନୁସାରେ, ଯେଉଁ ବିଦ୍ୟାର୍ଥୀ ଦ୍ୱାଦଶ ଶ୍ରେଣୀରେ ଫିଜିକ୍ସ, କେମିଷ୍ଟ୍ରି ଏବଂ ମ୍ୟାଥ୍ ବିଷୟ ରଖି ଉତ୍ତୀର୍ଣ୍ଣ ହୋଇଥିବେ, ସେମାନେ ପରବର୍ତ୍ତୀ ସମୟରେ ବାୟୋଲୋଜି/ବାୟୋଟେକ୍ନୋଲୋଜି ପରୀକ୍ଷାରେ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଅତିରିକ୍ତ ବିଷୟ ଭାବରେ ଏଥିପାଇଁ ଯୋଗ୍ୟତା ହାସଲ କରିପାରିବେ।
-
ଗୁରୁବାର ବିଧାନସଭାର ଶୀତକାଳୀନ ଅଧିବେଶନର ତୃତୀୟ ଦିନରେ ଓଡ଼ିଶା ଭୂସଂସ୍କାର ଦ୍ଵିତୀୟ ସଂଶୋଧନ ବିଲ୍ ୨୦୨୩ ପାରିତ ହୋଇଛି। ବିଲ୍ ପାରିତ ହେବା ପରେ ଏଣିକି ସିକିମ ସତ୍ତା ଥିବା ଉପଚାଷୀ ଓ ଉପରୟତମାନଙ୍କୁ ମିଳିପାରିବ ଜମିର ମାଲିକାନା ।
-
ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତ ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଓଡିଶାରେ ଅଦ୍ୟାବଧି ୬୭୯୯ ଗ୍ରାମରେ ମୋବାଇଲ୍ ସେବା, ଟେଲିକମ୍ ସେବା ଓ ଇଣ୍ଟରନେଟ୍ ସେବା ଉପଲବ୍ଧ ନାହିଁ ।
-
ଆଠଗଡ଼ ଓ ଟାଙ୍ଗୀ ଚୌଦ୍ବାର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ଓଡ଼ିଶାର ପରିବହନ ନିଗମ ପୂର୍ବତନ ଅଧ୍ୟକ୍ଷ ରସାନନ୍ଦ ସାହୁଙ୍କ ପରଲୋକ ଘଟିଛି । ୮୯ ବର୍ଷ ବୟସରେ ନିଜର ବାସ ଭବନ ଗୁରୁଡ଼ିଝାଟିଆରେ ତାଙ୍କର ଦେହାନ୍ତ ଘଟିଛି ।
-
ରାଜ୍ୟରେ ବଢ଼ିଛି ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ। ପାଞ୍ଚ ବର୍ଷର ରେକର୍ଡ ଭାଙ୍ଗିଛି ଗତବର୍ଷର ଦୁର୍ଘଟଣା। ୨୦୨୨ରେ ଯାଇଛି ୫ ହଜାର ୪୬୭ ଜଣଙ୍କ ଜୀବନ। ସେହିପରି ଆହତ ଦୁର୍ଘଟଣାରେ ୧୦,୩୦୨ ଜଣ ଆହତ ହୋଇଛନ୍ତି ।
-
ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଦ୍ବାରା ନିକଟରେ ୧.୬ କୋଟି କିଲୋମିଟର ବା ଏକ କୋଟି ମାଇଲ୍ ଦୂର ଯାଏ ପରୀକ୍ଷାମୂଳକ ଭାବେ ବେତାର ଯୋଗାଯୋଗ ସମ୍ଭବ କରାଇ ଦୀର୍ଘତମ ଯୋଗାଯୋଗ ରେକର୍ଡ ସୃଷ୍ଟି ହୋଇଛି। ଏହି ଦୂରତା ପୃଥିବୀଠାରୁ ଚନ୍ଦ୍ର ଦୂରତାର ପ୍ରାୟ ୪୦ ଗୁଣ ହେବ।
-
ବର୍ତ୍ତମାନ ଗୁଗୁଲ ପେ ଏବଂ ପେଟିଏମ କେବଳ ମୋବାଇଲ ରିଚାର୍ଜରେ ପ୍ଲାଟଫର୍ମ ଫି ଚାର୍ଜ କରୁଛି। ଅନ୍ୟ ପ୍ରକାରର ବିଲ ଦେୟ ବର୍ତ୍ତମାନ ପାଇଁ ମାଗଣା ରହିବ। ଭବିଷ୍ୟତରେ କମ୍ପାନୀ ଏଗୁଡିକ ପାଇଁ କିଛି ଅତିରିକ୍ତ ଦେୟ ଆଦାୟ କରିପାରେ।
-
ଇସ୍ରୋ ପରେ ଏବେ ଚନ୍ଦ୍ରରେ ନୂଆ ଇତିହାସ ଆରମ୍ଭ କରିବାକୁ ଯାଉଛି ଚାଇନା। ଚଳିତ ବର୍ଷ ଭାରତର ମହାକାଶ ଏଜେନ୍ସି ଇସ୍ରୋ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରାୟାନ ୩କୁ ଅବତରଣ କରି ବିଶ୍ୱରେ ଦବଦବା ସୃଷ୍ଟି କରିଥିଲା।
-
ପୂର୍ବ ବର୍ଷ ଅପେକ୍ଷା ଡେଙ୍ଗୁ ବେଶୀ ଡରେଇବାରେ ଲାଗିଛି। ଡେଙ୍ଗୁର ପ୍ରାୟ ୬୦ପ୍ରତିଶତ ରୋଗୀଙ୍କ ମଧ୍ୟରେ ଡେନ-୨ର ଷ୍ଟ୍ରେନ ଦେଖିବାକୁ ମିଳିଛି। ବାକି ୪୦ପ୍ରତିଶତରେ ଡେନ ୧ ଓ ଡେନ-୩ ଷ୍ଟ୍ରେନ ମିଳିଛି।
-
ତାମିଲନାଡୁ ପ୍ରଣବ ଜୁଏଲରୀ ସ୍କାମ ମାମଲାରେ ଅଭିନେତା ପ୍ରକାଶ ରାଜଙ୍କୁ ଇଡି ପକ୍ଷରୁ ସମନ ଜାରି ହୋଇଛି। ପୁଞ୍ଜି ସ୍କିମ ଠକେଇ ମାମଲାରେ ପ୍ରକାଶ ରାଜଙ୍କୁ ପ୍ରବର୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସମନ ଜାରି କରାଯାଇଛି ।
-
ସିମ କାର୍ଡ ଉପଭୋକ୍ତାମାନଙ୍କ ପରିଚୟ ଦେଇଥାଏ। ତେବେ ଟେକ୍ନୋଲୋଜିର ଅଗ୍ରଗତି ଯୋଗୁ ଅନେକ ପରିବର୍ତ୍ତନ ଘଟୁଛ। ବର୍ତ୍ତମାନ ଇ-ସିମର ଟ୍ରେଣ୍ଡ ଦେଖିବାକୁ ମିଳୁଛି।
-
ସ୍ଥାନୀୟ ୱାଇଏସ୍ ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ ଓ ଅଷ୍ଟ୍ରେଲିଆ ପ୍ରଥମ ଟି-୨୦ ମ୍ୟାଚରେ ବିଶାଳ ସ୍କୋର କରିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭ୍ରମଣକାରୀ ଅଷ୍ଟ୍ରେଲିଆ ବିସ୍ଫୋରକ ବ୍ୟାଟିଂ କରିଥିଲା।
-
ଦିନିକିଆ ବିଶ୍ବକପ ଫାଇନାଲରେ ପରାଜୟ ପରେ ଭାରତୀୟ ଦଳ ଖେଳିଥିବା ପ୍ରଥମ ଟି-୨୦ ମ୍ୟାଚରେ ବିଜୟୀ ହୋଇଛି । ଗୁରୁବାର ବିଶାଖାପାଟଣାରେ ଖେଳାଯାଇଥିବା ପ୍ରଥମ ଟି୨୦ରେ ଭାରତ ୨ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି।
|
441 |
Y |
|
1266 |
24-11-2023 |
English |
-
As many as 40,088 labourers from Odisha, with the highest from Bolangir district, have migrated to other states for jobs, Labour and ESI Minister Sarada Prasad Nayak said, Thursday.
-
Justice Fathima Beevi, the first woman judge of the Supreme Court and former Governor of Tamil Nadu, died at a private hospital here Thursday, official sources said. She was 96.
-
Two terrorists, including a top Lashkar-e-Taiba (LeT) commander trained in Afghanistan, and a soldier were killed in a gunfight during an operation by security forces in Jammu and Kashmir's Rajouri, Thursday, officials said.
-
The Election Commission (EC) issued a show-cause notice to Congress leader Rahul Gandhi Thursday for his ‘panauti’, ‘pickpocket’ and ‘loan waiver for the super rich’ jibes at Prime Minister Narendra Modi, and asked him to respond by Saturday.
-
The government is planning new regulations that may impose penalties on both creator and platform hosting deepfakes as it looks to clamp down on what IT and Telecom Minister Ashwini Vaishaw described as ‘a threat to democracy’.
-
The Assembly witnessed a ruckus by the opposition parties for the second consecutive day Thursday over the state government’s decision to allow Scheduled Tribe (ST) people to sell their land to non-tribals.
-
In a landmark achievement, the Agricultural and Processed Food Products Export Development Authority (APEDA), under Ministry of Commerce and Industry, Govt. of India, facilitated the first-ever shipment of cashew nuts from the state of Odisha to Bangladesh.
-
Ninth edition of the National Children Literary Fest (NCLF) of KIIT International School, Bhubaneswar will be organised from November 25-26.
-
The state government has sanctioned `42.51 crore for the redevelopment of 26 ancient shrines in Ganjam district, an official said Thursday.
-
Prime Minister Narendra Modi Thursday said for the first time in the 'Amritkaal' of India's independence, the country has come out of the mentality of slavery and is moving ahead with the feeling of pride for its heritage.
-
The units of Food Safety and Drugs Authority (FSDA) continue to inspect and seize products after the Uttar Pradesh government banned companies issuing halal certification in the state.
-
The Enforcement Directorate has summoned actor Prakash Raj for questioning in a money laundering case linked to an alleged Rs 100-crore ponzi and fraud case against a Tiruchirapallibased jewellery group, official sources said Thursday.
-
A Russian attack using cluster munitions killed three people Thursday in a suburb of Ukraine's southern city of Kherson, a Ukrainian official said, bringing the number of civilians to die in a day of war to at least six.
-
The 26- year-old Indian doctoral student died after being shot inside a car in the US state of Ohio, in an incident described by his medical university as "sudden, tragic and senseless".
-
Skipper Suryakumar Yadav shrugged off the disappointment of a World Cup final defeat with a captain’s knock (80, 42b, 9x4, 4x6) but it was Rinku Singh’s composure (22 n o, 14b, 4x4) that took a young Indian team to a thrilling two-wicket victory in the opening T20I here, Thursday. This was India’s highest successful chase in T20Is
|
392 |
Y |
|
1267 |
23-11-2023 |
Odia |
-
ପ୍ରଥମେ କଂପାନିର ସିଇଓ ସାମ୍ ଅଲ୍ଟମ୍ୟାନ୍କୁ ବୋର୍ଡ ବିଦା କରି ସମସ୍ତଙ୍କୁ ଚକିତ କରିଥିଲା। ସେହି ଘୋଷଣାର ଅଳ୍ପ ସମୟ ପରେ ଓପନ୍ଏଆଇରେ ବିଦ୍ରୋହ ଦେଖାଦେଇଥିଲା। ଅଲ୍ଟମ୍ୟାନ୍ ନଫେରିଲେ ଆମେ ଇସ୍ତଫା ଦେବୁ ବୋଲି ବୋର୍ଡକୁ ଓପନ୍ଏଆଇର ୭୦୦ କର୍ମଚାରୀ ଧମକ ଦେଇଥିଲେ। ଆଜି ଓପନ୍ଏଆଇର ସିଇଓ ଭାବେ ଅଲ୍ଟମ୍ୟାନ୍ ପ୍ରତ୍ୟାବର୍ତ୍ତନ କରିଛନ୍ତି।
-
ଉତ୍ତରାଖଣ୍ଡର ଉତ୍ତରକାଶୀରେ ସିଲ୍କିୟାରା ଟନେଲ ଭୁଶୁଡ଼ିବା ଘଟଣାରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଏକାଦଶ ଦିନରେ ପହଞ୍ଚିଛି। ଶ୍ରମିକମାନଙ୍କୁ ଉଦ୍ଧାର କରାଗଲା ପରେ ପ୍ରଥମେ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ସେଥିପାଇଁ ସୁଡ଼ଙ୍ଗ ବାହାରେ ୨୦ଟି ଆମ୍ବୁଲାନ୍ସ ପହଞ୍ଚିସାରିଛି ବୋଲି କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଜି-୨୦ ରାଷ୍ଟ୍ରମାନଙ୍କ ଭର୍ଚୁଆଲ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଇସ୍ରାଏଲ-ହମାସ୍ ଯୁଦ୍ଧ, ଡିପ୍ଫେକ୍ ଭିଡିଓ, ଆତଙ୍କବାଦ ମୁକାବିଲା ଆଦି ପ୍ରସଙ୍ଗରେ ଆଲୋକପାତ କରିଛନ୍ତି।
-
୬ ସପ୍ତାହରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧ ଭିତରେ ଇସ୍ରାଏଲ ଓ ହମାସ ମଧ୍ୟରେ ପ୍ରଥମ ଯୁଦ୍ଧବିରତି ପାଇଁ ବୁଝାମଣା ହୋଇଛି। ଇସ୍ରାଏଲ ସରକାର ବୁଧବାର ଅସ୍ତ୍ରବିରତି ଚୁକ୍ତିକୁ ଅନୁମୋଦନ କରିଛନ୍ତି ଯେଉଁଥିରେ ୫୦ ଜଣ ମହିଳା ଓ ଶିଶୁଙ୍କୁ ହମାସ ମୁକ୍ତ କରିବ।
-
ଜାମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲାରେ ଆଜି ଏକ ସର୍ଚ୍ଚ ଅପରେସନ ସମୟରେ ଆତଙ୍କବାଦୀଙ୍କ ଅତର୍କିତ ଗୁଳିମାଡ଼ ଯୋଗୁଁ ଦୁଇ ଜଣ ସେନା ଅଫିସରଙ୍କ ସମେତ ୪ ଜଣ ଯବାନ ସହିଦ ହୋଇଛନ୍ତି।
-
ଦୀର୍ଘ ୩୨ ବର୍ଷ ଏକାଠି ରହିବା ପରେ ପତ୍ନୀ ନୱାଜ ମୋଦୀ ସିଂଘାନିଆଙ୍କଠାରୁ ରେମଣ୍ଡ ଗ୍ରୁପ୍ର ଅଧ୍ୟକ୍ଷ ଗୌତମ ସିଂଘାନିଆ ଅଲଗା ହୋଇଯିବେ।
-
ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ଵ, ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ।ଭାଷା,ସାହିତ୍ୟ ଓ ସଂସ୍କୃତି ସଚିବ ଭାବେ ତାଙ୍କୁ ଅତିରିକ୍ତ ଦାୟିତ୍ଵ ମିଳିଛି।
-
କୋଣାର୍କରେ ଡିସେମ୍ବର ୧ରୁ କୋଣାର୍କ ଉତ୍ସବ, ଅନ୍ତର୍ଜାତୀୟ ବାଲୁକା କଳା ଚନ୍ଦ୍ରଭାଗାରେ ହେବ।
-
ଭାରତ ସରକାରଙ୍କ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ଗିରିଶ ଚନ୍ଦ୍ର ମୁର୍ମୁ ଜାତିସଂଘର ଆଭ୍ୟନ୍ତରୀଣ ସମୀକ୍ଷକ ସମିତିର ଉପାଧ୍ୟକ୍ଷ ଭାବେ ନିର୍ବାଚିତ।
-
ଶ୍ରୀମନ୍ଦିରରେ ଆଜିଠାରୁ ପଞ୍ଚୁକ ବ୍ରତ ହେବ ଆରମ୍ଭ । ରତ୍ନ ସିଂହାସନ ଉପରେ ଦାରୁବ୍ରହ୍ମଙ୍କୁ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ କରାଯିବ।
-
-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁଇଦିନିଆ ମୁମ୍ବାଇ ଗସ୍ତ, ଜାହାଙ୍ଗୀର ଆର୍ଟ ଗ୍ୟାଲେରୀରେ ଆୟୋଜିତ ଫଟୋ ପ୍ରଦର୍ଶନୀ ‘ ‘ହାର୍ଟବିଟସ’ରେ ଯୋଗ ଦେଲେ l
-
ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆସନ୍ତା ଜାନୁଆରୀ ୧୫ରେ ଆରମ୍ଭ ହେବ ଏବଂ ଏହା ୧୧ଦିନ ପର୍ଯ୍ୟନ୍ତ ଚାଲିବ।
-
ସୌନ୍ଦର୍ଯ୍ୟକରଣ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରିପଦାର ମା’ଅମ୍ବିକା ମନ୍ଦିର ପାଇଁ ୫୦ଲକ୍ଷ ଓ ରାଧାମୋହନ ମନ୍ଦିର ପାଇଁ ୨୫ଲକ୍ଷଟଙ୍କା ଅନୁମୋଦନ ଦେଲେ। l
-
ରାଜ୍ୟର ୪୨୬ ପଞ୍ଚାୟତରେ ହାଇସ୍କୁଲ ନାହିଁ । ବିଧାନସଭାରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ।
-
ଭୁବନେଶ୍ୱର ରେ ଏଣିକି ଗଛରେ ପୋଷ୍ଟର ଲଗାଇଲେ ଗଣିବେ ୫୦ ହଜାର ଟଙ୍କାର ଫାଇନ୍ l ରାଜଧାନୀ ଭୁବନେଶ୍ୱରକୁ ସ୍ୱଚ୍ଛ, ନିର୍ମଳ ଏବଂ ସଫା ରଖିବା ପାଇଁ ସରକାର ନେଲେ ଏହି ପଦକ୍ଷେପ l
-
ଆସୁଛି ଆଉଏକ ସାମୁଦ୍ରିକ ଝଡ଼, ଦକ୍ଷିଣ ଚୀନ ସାଗରରୁ ଆସନ୍ତା ୨୫ ତାରିଖ ବେଳକୁ ଦକ୍ଷିଣ-ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳକୁ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଛି।
-
ଦେଶର ପ୍ରଥମ ସଂପୂର୍ଣ୍ଣ ସ୍ୱଦେଶୀ ନାଭାଲ ଆଣ୍ଟିଶିପ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ସମସ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଛି ଏହି କ୍ଷେପଣାସ୍ତ୍ର l
-
୩୦୦ ପାଲେଷ୍ଟାଇନ୍ କଏଦୀଙ୍କୁ ଛାଡ଼ିବାକୁ ରାଜି ହେଲା ଇସ୍ରାଏଲ୍; ପ୍ରଥମ ପର୍ଯ୍ୟାୟରେ ଛାଡ଼ିବ ୧୫୦ l
-
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ ଆଜି ବିଶାଖାପାଟଣାରେ ଖେଳାଯିବ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବାର ଭାରତ ଖେଳିବ।
-
କ୍ରିକେଟ୍ ରେ ଆସିଲା ନୂଆ ନିୟମ, ଏଣିକି ବର୍ତ୍ତମାନ ୬୦ ସେକେଣ୍ଡରେ ଆରମ୍ଭ କରିବାକୁ ପଡିବ ପରବର୍ତ୍ତୀ ଓଭର l
|
475 |
Y |
|
1268 |
23-11-2023 |
English |
-
Four Army personnel, including two captains, were killed and two others were injured during an encounter between security forces and terrorists in Jammu and Kashmir’s Rajouri district Wednesday, officials said.
-
India has resumed electronic visa services for Canadian nationals after a nearly two-month pause, sources said Wednesday.
-
As many as 426 panchayats in Odisha are yet to have high schools, School and Mass Education (S&ME) Minister Sudam Marndi said, Wednesday.
-
Senior IAS officer Sujata R Karthikeyan has been given the additional charge of the Commissioner cum-Secretary to the Odia Language, Literature and Culture department, an official said, Wednesday.
-
For the first time in Odisha, a two-day tribal poets’ meet was organised with participation of 48 poets from different tribes at the Scheduled Castes and Scheduled Tribes Research and Training Institute (SCSTRTI) in Bhubaneswar, Wednesday.
-
President Droupadi Murmu Wednesday said moral education helps in building life and brings positive changes in society.
-
Forty-seven people, including 15 security personnel and 25 terrorists, were killed in three districts of Jammu this year, officials said Wednesday, ascribing the uptick in violence to "desperate attempts from across the border" to revive militancy in the region.
-
The Manipur government has told the Supreme Court that an amount of `5 crore has been credited in the Women Victims’ Compensation Fund for disbursement of compensation to women victims or survivors of the sectarian strife.
-
A team of World Health Organisation (WHO) Wednesday visited Gaya city in Bihar to check about the mysterious disease in the area. More than 300 people of Patwa Toli village in Gaya have fallen sick in the last few weeks while doctors have failed to detect the nature of disease.
-
The government Wednesday suspended DGCA official Captain Anil Gill as the aviation regulator is contemplating initiating disciplinary proceedings against him on alleged corruption charges.
-
Delhi Vigilance Minister Atishi Wednesday submitted a supplementary report to Chief Minister Arvind Kejriwal over a land acquisition deal in the Bamnoli area, claiming that Chief Secretary Naresh Kumar tried to save an official in the matter, government sources said.
-
There were about 725,000 Indian illegal immigrants in the US -- the third largest population of unauthorised immigrants after Mexico and El Salvador, according to new Pew Research Centre estimates.
-
In a key meeting on the issue of deepfakes, it has been decided that the government and companies working in the Information Technology domain will bring out detailed guidelines on the detection, prevention and spread of such videos within ten days.
-
Supreme Court said its "limited ambit" was whether the 2022 verdict that had upheld the Enforcement Directorate's powers to arrest and attach property involved in money laundering was required to be reconsidered by a larger bench of five judges.
-
With the BJP setting its eyes on the 2024 Lok Sabha polls as the campaign in five states nears an end, the party has given netizens a hint of how vigorously it is likely to pull all stops to reap political dividends of the Ram Temple inauguration.
-
The Supreme Court on Wednesday said it will hear in January a batch of pleas challenging the constitutional validity of the IPC provision on sedition, months after the Centre introduced in Parliament bills to replace the colonial-era penal statutes.
-
In his farewell speech, retiring Allahabad High Court Chief Justice Pritinker Diwaker has alleged that his transfer from Chhattisgarh High Court in 2018 when collegium was headed by then Chief Justice of India Dipak Misra was done to "harass" him.
-
Virat Kohli’s brilliant run in the just-concluded World Cup has helped him jump one place, to third, in the latest ICC ODI players’ rankings for batters, which is being led by his junior teammate Shubman Gill.
-
Lionel Messi and Cristiano Ronaldo could resume their longstanding rivalry in a tournament being staged in Saudi Arabia in February. Organizers of the Riyadh Season Cup said Tuesday that Messi’s Inter Miami is expected to play in the three-team event.
-
Suryakumar Yadav will have to suppress the massive disappointment of a World Cup final defeat somewhere in the deeper confines of his heart while leading a sprightly bunch of ‘GenNext’ stars against a strong Australian side in a five-match T20I series, starting here Thursday
|
439 |
Y |
|
1269 |
22-11-2023 |
Odia |
-
ଭାରତ ଭିଡିଓ କନ୍ଫରେନ୍ସିଙ୍ଗ୍ ଜରିଆରେ ‘ଜି୨୦’ ଶିଖର ସମ୍ମିଳନୀ ଆୟୋଜନ କରୁଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସୂଚନା ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ଶିଖର ସମ୍ମିଳନୀରେ ଦିଲ୍ଲୀ ଘୋଷଣାନାମାର ପ୍ରବର୍ତ୍ତନ ଓ ନୂତନ ବୈଶ୍ବିକ ଆହ୍ବାନଗୁଡ଼ିକ ସମ୍ପର୍କରେ ଆଲୋଚନା କରାଯିବ।
-
ଯୁଦ୍ଧ ବିରତି ପାଇଁ ଇସ୍ରାଏଲ୍ ଓ ହମାସ୍ ଆଜି ପ୍ରତ୍ୟୁଷରେ ଏକ ରାଜିନାମାରେ ଉପନୀତ ହୋଇଛନ୍ତି ଓ ଏହାକୁ ଇସ୍ରାଏଲ୍ର କ୍ୟାବିନେଟ୍ ମଞ୍ଜୁର କରିଥିବା କଥା ‘ଦି ଟାଇମ୍ସ୍ ଅଫ୍ ଇଜ୍ରାଏଲ୍’ ରିପୋର୍ଟ କରିଛି।
-
ମହାରାଷ୍ଟ୍ରର ଲାଲ ବାହିନୀ (ମାଓବାଦୀ) ଗଡ଼ରେ ସୁରକ୍ଷା କର୍ମୀମାନେ ଏକ ଉଦାହରଣ ସୃଷ୍ଟି କଲା ଭଳି କାର୍ଯ୍ୟ କରିଛନ୍ତି। ଜଙ୍ଗଲ ଭରା ପାହାଡ଼ିଆ ରାସ୍ତାରେ ୧୦୫ କିମି ଚାଲିଚାଲି ଯିବା ସହିତ ୨୪ ଘଣ୍ଟା ଭିତରେ ଏକ ଥାନା ପ୍ରତିଷ୍ଠା କରିଛନ୍ତି।
-
ଜାତୀୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ (ଏନ୍ସିଇଆର୍ଟି)ର ଏକ ୭ ଜଣିଆ କମିଟିର ବିଦ୍ୟାଳୟ ପାଠ୍ୟପୁସ୍ତକରେ ରାମାୟଣ ଓ ମହାଭାରତକୁ ଅନ୍ତର୍ଭୁକ୍ତ କରିବା ପାଇଁ ସୁପାରିସ କରିଛି।
-
ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ୧୫ତମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇ ଉଦ୍ବୋଧନ ଦେଇଥିଲେ । ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ, ଯୁବବର୍ଗଙ୍କ ଅବଦାନ ଉପରେ ଆମ ଦେଶର ବିକାଶ ନିର୍ଭର କରେ।
-
ବାଦାମପାହାଡ଼ ରେଳଷ୍ଟେସନରୁ ତିନୋଟି ନୂଆ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଟ୍ରେନ୍ ଗୁଡ଼ିକ ହେଲା ବାଦାମପାହାଡ଼- ଟାଟାନଗର ମେମୁ; ବାଦାମପାହାଡ଼-ରାଉରକେଲା ସାପ୍ତାହିକ ଏକ୍ସପ୍ରେସ୍ ଏବଂ ବାଦାମପାହାଡ଼ – ଶାଲିମାର ସାପ୍ତାହିକ ଏକ୍ସପ୍ରେସ।
-
ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ବନଖଣ୍ଡର ପର୍ଯ୍ୟଟନ ସ୍ଥଳୀ ବରେହିପାଣିକୁ ସଂଯୋଗ କରୁଥିବା ରାସ୍ତାର ୩/୪କିମି ମାଟିଘାଟି ପର୍ଯ୍ୟନ୍ତ ଉଭୟ ପାର୍ଶ୍ବରେ କେହି ଶତାଧିକ ଗଛ କାଟିଛନ୍ତି ।
-
ସଫେଇ କର୍ମଚାରୀଙ୍କ ସୁରକ୍ଷା, ମର୍ଯ୍ୟାଦା ଓ କଲ୍ୟାଣ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ‘ଗରିମା’ କାର୍ଯ୍ୟକ୍ରମ ‘ସ୍ୱଚ୍ଛତାରେ ଶ୍ରେଷ୍ଠ ଦକ୍ଷତା ପଦକ୍ଷେପ’ ବର୍ଗରେ ଏବଂ ଭୁବନେଶ୍ୱରର ବାସୁଆଘାଇ ସ୍ଥିତ ଫିକାଲ୍ ସ୍ଲଜ୍ ସେପ୍ଟେଜ୍ ପ୍ଲାଣ୍ଟ୍ ର ପରିଚାଳନା କରୁଥିବା କିନ୍ନର ସ୍ଵିକୃତି ଏସ୍ଏଚଜିର ଅଧ୍ୟକ୍ଷା ମେଘନା ସାହୁ ପରିମଳ ବିଭାଗରେ ମହିଳା ପରିବର୍ତ୍ତନକାରୀ ବର୍ଗରେ ପୁରସ୍କୃତ ହୋଇଛନ୍ତି।
-
ବିଶ୍ବ ମତ୍ସ୍ୟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ମତ୍ସ୍ୟଜୀବୀ ମାନଙ୍କ ପାଇଁ ୧୬ଟି କାର୍ଯ୍ୟକ୍ରମ ରହିଛି ଏବଂ ଏବର୍ଷ ଏଥିପାଇଁ ୪୪୮ କୋଟି ଟଙ୍କା ଖର୍ଚ୍ଚ କରାଯିବ।
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଜିଲ୍ଲା ପାଇଁ ଗୋଟିଏ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ (Instream Storage Structure) ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୩୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ପ୍ରକଳ୍ପଟି ହେଉଛି ମହାନଦୀରେ ବୈଦେଶ୍ବର ନଦୀଗର୍ଭ ଜଳାଶୟ ପ୍ରକଳ୍ପ
-
ରାଜ୍ୟର ୨୦ ହଜାର ପ୍ରାଥମିକ ଶିକ୍ଷକ ପଦବୀ ପାଇଁ ଓସେପା ପକ୍ଷରୁ କରାଯାଇଥିବା କମ୍ପ୍ୟୁଟର ବେସଡ ଟେଷ୍ଟ (CBT)ର Answer Key ପ୍ରକାଶ ପାଇଛି। ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା)ର ୱେବସାଇଟ୍ରେ Answer Key ପ୍ରକାଶ ପାଇଛି।
-
ଶ୍ରୀମନ୍ଦିର ପ୍ରଶାସନ ପଞ୍ଚୁକ ୫ ଦିନ ବଡ଼ଦାଣ୍ଡରେ ଥିବା ସମସ୍ତ ଉଠାଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି ।
-
ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେଉଛି ଭାରତ। ଭାରତୀୟ ନୌସେନା ଏବଂ DRDO ପକ୍ଷରୁ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଆଣ୍ଟି ସିପ୍ ମିସାଇଲ୍ର ସଫଳ ପରୀକ୍ଷଣ କରାଯାଇଛି। ନୌସେନାର 42B ହେଲିକପ୍ଟରରୁ ଆଣ୍ଟି ସିପ୍ ମିସାଇଲ୍ର ପରୀକ୍ଷଣ ହୋଇଛି।
-
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୩ଟି ସୁଲଭ ବାସଗୃହ ପ୍ରକଳ୍ପ ଲୋକାର୍ପିତ : ୧୭୨୨ଟି ଜଣ ହିତାଧିକାରୀ ପାଇଲେ ଘର l
-
ଏଣିକି କାଶୀ ବିଶ୍ୱନାଥ ପରି ବୃନ୍ଦାବନର ବାଙ୍କେ ବିହାରୀଙ୍କ ମନ୍ଦିରରେ ମଧ୍ୟ ନିର୍ମାଣ ହେବ କରିଡୋର, ହାଇକୋର୍ଟ ଦେଲେ ମଞ୍ଜୁରୀ l
-
ଚୀନରେ ଗତକାଲି ବେଜିଂ ଦ୍ୱାରା ଆୟୋଜିତ ଏକ ବୈଠକରେ ଇସ୍ରାଏଲ୍ ଉପରେ ବର୍ଷିଲେ ମୁସଲିମ୍ ଦେଶ l ଏହାସହ ଯୁଦ୍ଧ ଓ ହତ୍ୟା ବନ୍ଦ କରାଯିବା ଦରକାର ବୋଲି କହିଲେ ।
-
ଆଫ୍ରିକୀୟ ଦେଶ ଲିବେରିଆର ରାଷ୍ଟ୍ରପତି ନିର୍ବାଚନରେ ବାଜି ମାରିଲେ ଜୋସେଫ ବୋକାଇ l ସେ ବର୍ତ୍ତମାନର ରାଷ୍ଟ୍ରପତି ଜର୍ଜ ୱାହାଙ୍କ ସ୍ଥାନ ନେବେ।
-
ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ, ସୂର୍ଯ୍ୟକୁମାର ଯାଦବ ହେବେ ଅଧିନାୟକ l ଗାଏକ୍ୱାଡ ଉପ ଅଧିନାୟକ l ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିରିଜର ପ୍ରଥମ ମ୍ୟାଚ୍ ନଭେମ୍ବର ୨୩ ତାରିଖରେ ବିଶାଖାପାଟନମ୍ ରେ ଖେଳାଯିବ।
-
କଳିଙ୍ଗ ଷ୍ଟାଡିୟମ୍ରେ ଭାରତ ଓ କତାର ମଧ୍ୟରେ ବିଶ୍ୱକପ୍ ୨୦୨୬ ଓ ଏଏଫ୍ସି କପ୍ ୨୦୨୭ ଲାଗି ଯୋଗ୍ୟତା ପର୍ଯ୍ୟାୟ ପାଇଁ ଖେଳାଯାଉଥିବା ମ୍ୟାଚ୍ରେ ଭାରତକୁ ୩-୦ ଗୋଲରେ ହରାଇଛି କତାର।
-
ଭୁବନେଶ୍ୱରେ ଅନ୍ତର୍ଜାତୀୟ ଫୁଟ୍ବଲ୍ ଏକାଡେମୀ। ଏନେଇ ଏଆଏଫ୍ଏଫ୍-ଫିଫା ଟ୍ୟାଲେଣ୍ଟ ଏକାଡେମୀ ଓ ଓଡିଶା ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଯାଇଛି।
|
402 |
Y |
|
1270 |
22-11-2023 |
English |
-
Ramayana and Mahabharata should be included in social sciences textbooks and the Preamble of the Constitution written on classroom walls, a high-level National Council for Educational Research and Training (NCERT) panel has recommended.
-
Chief Minister Naveen Patnaik, along with FIFA’s chief of Global Football Development Arsene Wenger, inaugurated the AIFF-FIFA Talent Academy at Kalinga Stadium, Tuesday.
-
The Winter Session of the Assembly Tuesday began with obituary references to five former members and two slain jawans. Senior BJD leader Saluga Pradhan was elected unopposed as the Deputy Speaker of the Assembly.
-
Actor-comic Vir Das has become the first Indian to win the International Emmy Award for his Netflix stand-up special ‘Vir Das: Landing’ in the best comedy category and has dedicated the honour to his home country, India.
-
Senior BJD leader Saluga Pradhan was Tuesday elected unopposed as the Deputy Speaker of the Assembly.
-
Four tigers, 430 elephants and 31 leopards were among 2,817 wild animals that died in the state during the last five years, Forest, Environment and Climate Change Minister Pradip Kumar Amat said Tuesday.
-
A total of 94,332 Indian tourists visited Singapore in October, up from 81,014 in the preceding month, according to a media report Tuesday.
-
For its initiatives to ensure welfare of sanitation workers and make the sector more inclusive, Odisha has won two awards at the Annual India Sanitation Coalition (ISC) - FICCI Sanitation Awards ceremony in New Delhi recently.
-
The AAPled MCD has decided to increase the minimum wages of employees, a civic official said Monday.
-
The Delhi Police has bought five new horses for its Mounted Unit. With the addition of these five stallions, the number of horses in the force has reached 18.
-
Delhi Lt Governor VK Saxena Monday cleared the enrolment of more than 10,000 new home guard personnel and directed officials to provide 10 bonus points to ex-civil defence volunteers, the Raj Niwas said in a statement.
-
The Enforcement Directorate (ED) Tuesday said it has attached immovable assets and equity shares worth about `752 crore as part of its ongoing money laundering investigation against the Congress-promoted National Herald newspaper and companies linked to it.
-
The Supreme Court Tuesday cautioned Patanjali Ayurved, a company co-founded by yoga guru Ramdev and dealing in herbal products, against making "false" and "misleading" claims in advertisements about its medicines as cure of several diseases.
-
The Andhra Pradesh government Tuesday moved the Supreme Court against a high court order granting regular bail to TDP chief N Chandrababu Naidu in the Skill Development Corporation scam case.
-
The Enforcement Directorate Tuesday said it has issued a foreign exchange violation show cause notice of more than `9,300 crore against edtech major BYJU's and its CEO and cofounder Raveendran Bjyu’s.
-
Renowned vitreoretinal surgeon Dr SS Badrinath, who founded one of India's biggest charitable eye hospitals, Sankara Nethralaya, died at his residence on Tuesday. He was 83.
-
The Privileges Committee of Lok Sabha has summoned BJP MP Ramesh Bidhuri next month over his objectionable remarks against BSP member Danish Ali.
-
GST officers have busted a syndicate of 48 fake firms which availed fraudulent input tax credit (ITC) of over ₹ 199 crore and have arrested three people in this regard, the finance ministry said on Tuesday.
-
The Supreme Court Tuesday cautioned Patanjali Ayurved, a company co-founded by yoga guru Ramdev and dealing in herbal products, against making "false" and "misleading" claims in advertisements about its medicines as cure of several diseases.
-
India dished out a gritty display but suffered a 0-3 drubbing against dominant Asian champions Qatar in their second match of the 2026 FIFA World Cup second round qualifiers here Tuesday.
|
389 |
Y |
|