# |
Date |
Type |
Current Affairs |
No. Of Views |
Status |
Action |
1271 |
21-11-2023 |
Odia |
-
ବିଚାର କ୍ଷେତ୍ର ପରିସର ବାହାରେ ଦାଏର କୌଣସି ଏତଲା ଆଧାରରେ ଗିରଫ ବ୍ୟକ୍ତିଙ୍କୁ ହାଇକୋର୍ଟ କିମ୍ବା ସେସନ୍ସ କୋର୍ଟ ସୀମିତ ସମୟ ପାଇଁ ଅଗ୍ରିମ ଜାମିନ ପ୍ରଦାନ କରିପାରିବେ ବୋଲି ସୋମବାର ସୁପ୍ରିମକୋର୍ଟ କହିଛନ୍ତି।
-
ବିଶାଖାପାଟଣା ବନ୍ଦରରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୪୦ଟି ମାଛଧରା ଡଙ୍ଗା ପୋଡ଼ି ପାଉଁଶ ହୋଇଯାଇଛି।
-
ଦେଶରେ ବୃଦ୍ଧି ପାଉଥିବା ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ପାଇଁ ସେମାନଙ୍କ ପିତାମାତା ହେଉଛନ୍ତି ଅନ୍ୟତମ କାରଣ। ତୀବ୍ର ପ୍ରତିଯୋଗିତା ଏବଂ ବାପାମାଆଙ୍କ ଚାପ ଯୋଗୁଁ ଛାତ୍ରଛାତ୍ରୀମାନେ ଏଭଳି ଚରମ ପଦକ୍ଷେପ ନେଉଛନ୍ତି।
-
ବ୍ରିଟେନର ଏକ ମହିଳା ସମଲିଙ୍ଗୀ ଦମ୍ପତି ଏକ ଶିଶୁପୁତ୍ରର ପିତାମାତା ହୋଇଛନ୍ତି। ୩୦ ବର୍ଷୀୟା ଏଷ୍ଟେଫାନିଆ ଏବଂ ୨୭ ବର୍ଷୀୟା ଆଜାହାରା ଅକ୍ଟୋବରରେ ଶିଶୁପୁତ୍ର ଡେରେକ ଏଲୟକୁ ସ୍ୱାଗତ କରିଥିଲେ।
-
ଅକ୍ଟୋବର ୭ରେ ଦକ୍ଷିଣ ଇସ୍ରାଏଲ ଉପରେ ହମାସ୍ ଆକ୍ରମଣ କରି ୧୨୦୦ରୁ ଅଧିକ ସାଧାରଣ ଲୋକଙ୍କୁ ହତ୍ୟା କରିବା ସହ ପ୍ରାୟ ୨୪୦ ଜଣଙ୍କୁ ପଣବନ୍ଦୀ କରି ନେଇଥିଲା। ଏହି ପଣବନ୍ଦୀମାନଙ୍କୁ ଗାଜା ସିଟିର ଅଲ-ଶିଫା ହସ୍ପିଟାଲକୁ ଅଣାଯାଇଥିଲା। ରବିବାର ଇସ୍ରାଏଲ ସେନା ଏହାର ଏକ ସୁରକ୍ଷା କ୍ୟାମେରା ଫୁଟେଜ୍ ଜାରି କରିଛି।
-
ଆମେରିକାର ୩୯ତମ ରାଷ୍ଟ୍ରପତି ଜିମି କାର୍ଟରଙ୍କ ପତ୍ନୀ ରୋଜାଲିନ୍ କାର୍ଟରଙ୍କର ରବିବାର ୯୬ ବର୍ଷ ବୟସରେ ତାଙ୍କ ଗେଗୋରିଆ ସ୍ଥିତ ବାସଭବନରେ ପରଲୋକ ହୋଇଛି।
-
ରାଷ୍ଟ୍ରାୟତ୍ତ ଶକ୍ତି କଂପାନି ଏନ୍ଟିପିସିର ଭୁବନେଶ୍ବରସ୍ଥିତ ପୂର୍ବାଞ୍ଚଳ-୨ ମୁଖ୍ୟ କାର୍ଯ୍ୟାଳୟରେ ୫୫ କେଡବ୍ଲୁପି ରୁଫ୍ ଟପ୍ ସୋଲାର ପ୍ଲାଣ୍ଟକୁ କଂପାନିର ସିଏମ୍ଡି ଗୁରଦୀପ ସିଂହ ଉଦ୍ଘାଟନ କରିଛନ୍ତି।
-
କେନ୍ଦ୍ର ସୂଚନା ଓ ପ୍ରସାରଣ, ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି ଗୋଆର ମେରିୟଟ୍ ରିସୋର୍ଟଠାରେ ଦକ୍ଷିଣ ଏସିଆର ସର୍ବବୃହତ ଚଳଚ୍ଚିତ୍ର ବଜାରକୁ ଉଦ୍ଘାଟନ କରିଛନ୍ତି।
-
ନିର୍ବାଚନ ଆୟୋଗଙ୍କ ସତର୍କତା ସତ୍ଵେ ଏବେ ଚାଲିଥିବା ୫ଟି ରାଜ୍ୟ ବିଧାନସଭା ନିର୍ବାଚନରେ ଟଙ୍କା, ସୁନା, ମଦ ଆଦିର ବ୍ୟାପକ ଦିଆନିଆ ହେଉଛି । ନିର୍ବାଚନ ଆୟୋଗ ଏ ପର୍ଯ୍ୟନ୍ତ ୧୭୬୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ନଗଦ ଟଙ୍କା, ସୁନା, ମଦ ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଜବତ ହୋଇଛି।
-
ରବିବାର ଇମ୍ଫାଲ ବିମାନବନ୍ଦର ନିକଟରେ ଏକ ଅଚିହ୍ନା ଉଡ଼ନ୍ତା ବସ୍ତୁ (ୟୁଏଫଓ) ଦୃଷ୍ଟିଗୋଚର ହେବା ପରେ ଭାରତୀୟ ବାୟୁସେନା (ଆଇଏଏଫ୍) ଏହାର ଅତ୍ୟାଧୁନିକ ରାଫେଲ ଲଢୁଆ ବିମାନକୁ ଲଗାଇ ସଂପୃକ୍ତ ସନ୍ଦିଗ୍ଧ ୟୁଏଫଓକୁ ଖୋଜାଖୋଜି କରିଥିବା ଜାଣିବାକୁ ମିଳିଛି।
-
ଦୁଇ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜେଲଦଣ୍ଡ ଭୋଗୁଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମରହିମ ସିଂହ ପୁଣି ଥରେ ଜେଲରୁ ମୁକୁଳିବେ। ଏଥରକ ସେ ୨୧ ଦିନ ପାଇଁ ଜେଲ ବାହାରେ ରହିବେ।
-
ଉତ୍ତରକାଶୀ ଟନେଲ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦୁର୍ଘଟଣା ହେବାର ୯ ଦିନ ପରେ ଉଦ୍ଧାରକାରୀ ଦଳକୁ କିଛିଟା ଆଶ୍ବସ୍ତି ମିଳିଛି । ଫସିଥିବା ଶ୍ରମିକଙ୍କ ନିକଟକୁ ପହଞ୍ଚିଛି ଏକ ୬ ଇଞ୍ଚର ପାଇପ୍ ।
-
୩ ବର୍ଷ ହେବ ରାଜ୍ୟପାଳ କ’ଣ କରୁଥିଲେ ବୋଲି ‘ଚିଠା’ ଅନୁମୋଦନ ବିଳମ୍ବଜନିତ ତାମିଲନାଡୁ ସରକାରଙ୍କ ଆବେଦନର ଶୁଣାଣି ଜାରି ରଖିବା ବେଳେ ସୁପ୍ରିମ୍ କୋର୍ଟ କହିଛନ୍ତି।
-
ଭୁବନେଶ୍ବରରେ ପ୍ରସ୍ତାବିତ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଏହି ଚୁକ୍ତି ଭୁବନେଶ୍ବର ମେଟ୍ରୋ ରେଳ କର୍ପୋରେସନ ଲିଃ ଓ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ଲିଃ ମଧ୍ୟରେ ସ୍ବାକ୍ଷରିତ ହୋଇଛି ।
-
ରାଜ୍ୟରେ ଗେଲ୍ ଇଣ୍ଡିଆ ଆଉ ୭ଟି ନୂଆ ସିଏନ୍ଜି ଷ୍ଟେସନ୍ ଖୋଲିବ। ଏଥିରୁ ୪ଟି ଷ୍ଟେସନ୍ ଖୋର୍ଦ୍ଧା ଜିଲ୍ଲାରେ ଏବଂ ୩ଟି ଷ୍ଟେସନ୍ କଟକ ଜିଲ୍ଲାରେ ଖୋଲାଯିବ।
-
ଆଦାନି-ହିଣ୍ଡେନବର୍ଗ ମାମଲାରେ ସୁପ୍ରିମକୋର୍ଟ ଧାର୍ଯ୍ୟ କରିଥିବା ସମୟ ସୀମା ଭିତରେ ତଦନ୍ତ ଶେଷ କରିପାରିନଥିବା ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ବିରୋଧରେ ଏକ ଜନସ୍ଵାର୍ଥ ମାମଲା ରୁଜୁ ହୋଇଛି।
-
ରାଜଧାନୀକୁ ପୁଣି ଫେରିବ ରାହାଗିରି। ଡିସେମ୍ବର ୧୦ ରବିବାର ଏବଂ ଜାନୁଆରୀ ମାସର ଦୁଇଟି ରବିବାର ଏହି ରାହାଗିରି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
-
ସାଲୁଗା ପ୍ରଧାନ ହେବେ ଓଡିଶା ବିଧାନସଭାର ପରବର୍ତ୍ତୀ ଉପ ବାଚସ୍ପତି । ଏନେଇ ଆଜି ସାଲୁଗା ବିଧାନସଭା ସଚିବଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆସନ୍ତାକାଲି ସକାଳ ୯ଟାରେ ଉପବାଚସ୍ପତି ନିର୍ବାଚନ ହେବ ।ଜି. ଉଦୟଗିରିର ବିଧାୟକ ହେଉଛିନ୍ତି ସାଲୁଗା ପ୍ରଧାନ।
-
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଆମୱେ ଇଣ୍ଡିଆ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଛି।ଲୋଭନୀୟ କମିସନ ଦେଇ ଲୋକଙ୍କୁ ପ୍ରଲୋଭିତ କରିଥିଲା ବୋଲି ଅଭିଯୋଗ ରହିଛି। ଏହା ଅପରାଧ ଜରିଆରେ କଂପାନି ଲୋକଙ୍କଠାରୁ ୪୦୫୦ କୋଟି ଟଙ୍କା ଠକେଇ କରିଥିବା ଇଡି ଦାବି କରିଛି। ଦେଶରେ ଆମ୍ୱେ ଇଣ୍ଡିଆର ୫.୫ ଲକ୍ଷ ପ୍ରତ୍ୟକ୍ଷ ବିକ୍ରେତା ରହିଛନ୍ତି।
-
ବିଶ୍ଵର ସବୁଠୁ ଚର୍ଚ୍ଚିତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଟୁଲ୍ ଚାଟ୍ଜିପିଟି ବିକାଶ କରିଥିବା ଆମେରିକୀୟ ସଂସ୍ଥା ଓପନ୍ଏଆଇ ଏହାର ସିଇଓ ସାମ୍ ଅଲ୍ଟମ୍ୟାନ୍ଙ୍କୁ ବିଦା କରିବା ପରେ କଂପାନିରେ କର୍ମଚାରୀମାନେ ବିଦ୍ରୋହ ଆରମ୍ଭ କରିଛନ୍ତି।
|
429 |
Y |
|
1272 |
21-11-2023 |
English |
-
President Droupadi Murmu stressed Monday on creating awareness among tribal communities and urged Santali writers to be involved in it. The President said that literature is a mirror to the culture of a community and urged writers to write about the lifestyles of tribal communities so that others know about their life values.
-
The Supreme Court Monday questioned the delay on the part of Tamil Nadu Governor R N Ravi in granting assent to several Bills passed by the state Assembly, asking as to why should governors wait for parties to move the top court with their grievances.
-
Union Ministers Ashwini Vaishnaw and Dharmendra Pradhan flagged off Monday the extension of Banaras-Sambalpur-Banaras Bi-Weekly Express up to Visakhapatnam at the railway station here. The regular service in the extended portion of this train will commence November 22 from Visakhapatnam and from Banaras on the next day.
-
Amway India, which runs multi-level marketing (MLM) schemes, generated "proceeds of crime" worth more than `4,000 crore through its businesses and 70 per cent of it was siphoned off to overseas bank accounts, the Enforcement Directorate alleged Monday.
-
The Andhra Pradesh High Court Monday granted regular bail to TDP chief N Chandrababu Naidu in the Skill Development Corporation scam case, noting that discretion to grant bail should be exercised judiciously in a humane and compassionate manner.
-
Rescuers Monday pushed through a sixinch-wide pipeline through the rubble of the collapsed Silkyara tunnel, a breakthrough that will help them supply larger quantities of food and possibly allow live visuals of the 41 workers trapped inside for over eight days.
-
A memorandum of understanding (MoU) was signed between Bhubaneswar Metro Rail Corporation and the Delhi Metro Rail Corporation (DMRC) here for the construction of the first phase Bhubaneswar Metro, Monday.
-
BJD’s G Udayagiri MLA Saluga Pradhan Monday filed nomination papers for the post of Deputy Speaker of the Assembly. He is all set to be Deputy Speaker as no one else filed the nomination papers.
-
The Union Ministry of Home Affairs has informed the Supreme Court that Odisha has appointed a nodal officer in each district to devise strategy to curb the incidents of mob violence and hate speeches.
-
India’s real GDP growth will decline marginally to 6.3 per cent in 2024 from the 6.4 per cent estimated for 2023, an American brokerage firm said Monday.
-
Maharashtra Congress chief Nana Patole on Monday said that the grand old party will provide Maratha reservations in the state on the basis of the caste census if the party is voted to power.
-
The central government has informed the Supreme Court that 28 States and Union Territories have appointed nodal officers in compliance with its guidelines to prevent mob violence and lynching following hate speech incidents.
-
The Supreme Court on Monday held that a high court or sessions court can grant anticipatory bail for a limited period to a person apprehending arrest in connection with an FIR registered outside their territorial jurisdiction.
-
Sahara Group founder Subrata Roy's death last week brought to focus the undistributed funds of over ₹ 25,000 crore lying with the share market regulator for more than a decade.
-
AAP leader Raghav Chadha on Monday approached the Delhi High Court challenging the summons issued to him by a trial court in a criminal defamation complaint filed by Delhi BJP leader Chhail Bihari Goswami.
|
444 |
Y |
|
1273 |
20-11-2023 |
Odia |
-
ଶାନ୍ତି, ନିରସ୍ତ୍ରୀକରଣ ଏବଂ ବିକାଶ ପାଇଁ ୨୦୨୨ର ଇନ୍ଦିରା ଗାନ୍ଧୀ ପୁରସ୍କାର ରବିବାର ମିଳିତ ଭାବେ ଇଣ୍ଡିଆନ୍ ମେଡିକାଲ ଆସୋସିଏଶନ ଏବଂ ଭାରତର ତାଲିମ୍ପ୍ରାପ୍ତ ନର୍ସ ସଂଘକୁ ପ୍ରଦାନ କରାଯାଇଛି।
-
ଭାରତର ପ୍ରତିରକ୍ଷା କ୍ଷେତ୍ରକୁ ଅଧିକ ମଜବୁତ କରିବା ପାଇଁ ବଡ଼ ନିଷ୍ପତ୍ତି ନିଆଯାଇଛି। ଭାରତରେ ହାଲୁକା ଲଢୁଆ ବିମାନର ଇଞ୍ଜିନ ପ୍ରସ୍ତୁତ ହେବାକୁ ଯାଉଛି। ଏଲ୍ସିଏ ମାର୍କ ୨ (ତେଜସ ଏମକେ ୨) ଏବଂ ସ୍ବଦେଶୀ ଆଡଭାନ୍ସଡ ମିଡିୟମ କମ୍ବାଟ ଏୟାରକ୍ରାଫ୍ଟ (ଏଏମ୍ସିଏ)ର ପ୍ରଥମ ଦୁଇଟି ସ୍କ୍ବାଡ୍ରନର ଇଞ୍ଜିନ ନିର୍ମାଣ କରାଯିବ।
-
ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ୟେମେନର ହୁତି ବିଦ୍ରୋହୀ ତୁର୍କୀରୁ ଭାରତ ଆସୁଥିବା ଏକ କାର୍ଗୋ ଜାହାଜକୁ ରବିବାର ଅପହରଣ କରି ନେଇଛନ୍ତି।
-
ଉତ୍ତରକାଶୀରେ ଟନେଲ୍ ଦୁର୍ଘଟଣାକୁ ଇତିମଧ୍ୟରେ ୮ ଦିନ ପୂରି ୯ ଦିନ ହେଲାଣି ହେଲେ ଟନେଲ ତଳେ ଫସି ରହିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର କରାଯିବା ନେଇ ଏବେ ସୁଦ୍ଧା କୌଣସି ସଫଳତା ମିଳିପାରି ନାହିଁ।
-
ଅସ୍ତ୍ରୋପଚାର ସମୟରେ ଡାକ୍ତରଙ୍କ ଅବହେଳା ଯୋଗୁ ଜଣେ ମହିଳାଙ୍କ ପେଟରେ ନଟ୍ ଓ ବୋଲ୍ଟ ରହିଯାଇଥିଲା। ଏହାର ୩୨ ବର୍ଷ ପରେ ଜାତୀୟ ଖାଉଟି ବିବାଦ ସମାଧାନ ଆୟୋଗ (ଏନ୍ସିଆର୍ସି) ସମ୍ପୃକ୍ତ ଘରୋଇ କ୍ଲିନିକ୍କୁ ଏହାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୁଡୁଚେରୀରେ ଥିବା କ୍ଲିନିକ୍କୁ କ୍ଷତିପୂରଣ ବାବଦରେ ମହିଳାଙ୍କୁ ୧୩.୭ ଲକ୍ଷ ଟଙ୍କା ଦେବାକୁ ପଡ଼ିବ।
-
ରେଡ଼ିଓ ଜକି ସାଜିବେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ | ବାସ୍ତବରେ ସ୍ମୃତି ଇରାନୀ 'ନୂଆ ଭାବନା ନୂଆ କାହାଣୀ' ନାମରେ ଏକ ସାପ୍ତାହିକ ରେଡିଓ ସୋ ଆରମ୍ଭ କରିଛନ୍ତି । ବିଭିନ୍ନ ବର୍ଗର ଲୋକଙ୍କ ସହ ଯୋଡିହେବାକୁ ଲକ୍ଷ୍ୟ ରଖି ଏହି ସୋ ସେ ଆରମ୍ଭ କରିଛନ୍ତି |
-
ଲୋକପ୍ରିୟ ମାଲାୟାଲମ୍ ଅଭିନେତା ବିନୋଦ ଥୋମାସଙ୍କ ମୃତଦେହ କୋଟ୍ଟାୟମର ପମ୍ପାଡି ନିକଟ ଏକ ହୋଟେଲରେ ପାର୍କିଂ ହୋଇଥିବା ଗୋଟିଏ କାର୍ ଭିତରୁ ମିଳିଛି
-
ଓଡ଼ିଶାକୁ ମିଳିଲା ଆଉ ଏକ ଅନ୍ତର୍ଜାତୀୟ ସ୍ୱୀକୃତି : ୨ ଜଳସେଚନ ପ୍ରକଳ୍ପକୁ ମିଳିଲା ବିଶ୍ୱ ଐତିହ୍ୟ ଜଳସେଚନ ପ୍ରକଳ୍ପ ସମ୍ମାନ
-
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ l ମୟୂରଭଞ୍ଜ କୁଳିଅଣାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଉଦଘାଟନ କରିବେ l
-
ବିଶିଷ୍ଟ ହୃଦ୍ ରୋଗ ବିଶେଷଜ୍ଞ ଜେ.ପି. ଦାସଙ୍କ ୯୦ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି ।
-
ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଗଡଭୀଙ୍କ 56 ବର୍ଷ ବୟସରେ ପରଲୋକ l 'ଧୁମ୍' ଏବଂ 'ଧୁମ୍ ୨'ର ନିର୍ଦ୍ଦେଶନା ପାଇଁ ବେଶ୍ ଜଣାଶୁଣା ଥିଲେ ।
-
୨୦୨୩ ବ୍ରହ୍ମାଣ୍ଡ ସୁନ୍ଦରୀ ଭାବେ ଟାଇଟଲ ହାସଲ କଲେ ନିକାରାଗୁଆର ଶେନିସ l ବ୍ରହ୍ମାଣ୍ଡ ସୁନ୍ଦରୀ ଆଖ୍ୟା ଅର୍ଜନ କରିବାରେ ଶେନିସ ହେଲେ ପ୍ରଥମ ନିକାରାଗୁଆ ମହିଳା ।
-
ଉତ୍ତରକାଶୀରେ ଟନେଲ ଭିତରେ ଶ୍ରମିକ ଫସିବା ଘଟଣା, ପାହାଡ଼ ଉପରୁ ହେଲା ଡ୍ରିଲିଂ ଆରମ୍ଭ l ଶ୍ରମିକଙ୍କୁ ଉଦ୍ଧାର ଲାଗି ୪ଟି ସ୍ଥାନରେ ଖୋଳାଯିବ । ଉପର ପଟୁ ୧୨୦ ମିଟର ଉଚ୍ଚରୁ ଚାଲିଛି ରେସକ୍ୟୁ ଅପରେସନ ।
-
ପାକିସ୍ତାନକୁ ଦିଆଯାଉଥିବା ସହାୟତା ବନ୍ଦ କରିବା ଲାଗି ଆମେରିକା କଂଗ୍ରେସର ୧୧ଜଣ ସଦସ୍ୟ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିକେନଙ୍କ ନିକଟକୁ ଚିଠି ଲେଖିଛନ୍ତି।
-
ଓଡ଼ିଶାରେ ଥିବା ୯୭ଟି କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ମଧ୍ୟରୁ ପ୍ରାୟ ୩୭ କେନ୍ଦ୍ରୀୟ ବିଦ୍ୟାଳୟ ଓ ୨୬ଟି ନବୋଦୟ ବିଦ୍ୟାଳୟକୁ ପିଏମ- ଶ୍ରୀ ସ୍କୁଲ ଭାବେ ଅନ୍ତର୍ଭୁକ୍ତ କରାଯାଇଛି। ଓଡ଼ିଶାରେ ପ୍ରାୟ ୮୦୦ଟି ସରକାରୀ ସ୍କୁଲ ପିଏମ ଶ୍ରୀ ସ୍କୁଲରେ ବିକଶିତ ହେବା ସହ ୫ ବର୍ଷରେ ୧୬୦୦ କୋଟିରୁ ଅଧିକ ଟଙ୍କା ଆସିବ।
-
ସୋମବାର ଭାରତ ଓ ଅଷ୍ଟ୍ରେଲିଆ ମନ୍ତ୍ରୀସ୍ତରୀୟ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଏହି ବୈଠକରେ ପ୍ରତିରକ୍ଷା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ।
-
ଶ୍ରୀଲଙ୍କା ୨୨ ଜଣ ଭାରତୀୟ ଧୀବରଙ୍କୁ ମୁକ୍ତ କରିଛି, ଯେଉଁମାନେ ରବିବାର ପମ୍ବାନ ଦେଇ ନିଜ ଦେଶକୁ ଫେରିଛନ୍ତି।
-
୧୪୦ କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗି ବିଶ୍ୱକପ୍ ଜିତିଲା ଅଷ୍ଟ୍ରେଲିଆ, ରୋହିତ କହିଲେ- ବାହାନା କରିବୁନି, ଆମେ ଭଲ ଖେଳି ନାହୁଁ l ସେପଟେ ଷଷ୍ଠ ଥର ପାଇଁ ବିଶ୍ବ ଚାମ୍ପିୟନ୍ ହେଲା ଅଷ୍ଟ୍ରେଲିଆ ଟିମ୍ l
-
ବିଶ୍ଵକପ ୨୦୨୩ରେ ତୃତୀୟ ଥର ପାଇଁ ପ୍ଲେୟାର ଅଫ୍ ଦି ସିରିଜ ଭାବରେ ବିବେଚିତ ହେଲେ ବିରାଟ କୋହଲି l
-
ଓଟିଟିରେ ସବୁ ରେକର୍ଡ ଭାଙ୍ଗିଲା ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ l ମ୍ୟାଚ ଆରମ୍ଭ ହେବାର ମାତ୍ର ୧୫ ମିନିଟ ମଧ୍ୟରେ ୫.୩ କୋଟି ଦର୍ଶକ ଲାଇଭରେ ଯୋଗ ଦେଇଥିଲେ।
|
418 |
Y |
|
1274 |
20-11-2023 |
English |
-
President Droupadi Murmu will visit Odisha and Andhra Pradesh from November 20-22 to attend a host of programmes, according to a statement issued by the Rashtrapati Bhavan Sunday.
-
The state-owned Oil and Natural Gas Corporation (ONGC) will start the production of crude oil from its flagship deep-water project in Krishna Godavari Basin next week.
-
"What Was Governor Doing For 3 Years?" Supreme Court's Tough Words After Tamil Nadu Bills Returned.
-
Delhi Lieutenant Governor VK Saxena has refused to consider a report of Vigilance Minister Atishi alleging "prima facie complicity" of Chief Secretary Naresh Kumar in the Bamnoli land acquisition matter,
-
India’s dreams of winning a third World Cup title lay in tatters after an inexplicable meltdown saw them crash to a six-wicket defeat against an indefatigable Australia here Sunday, plunging the cricket-obsessed country into deep mourning.
-
The Indian cyberspace has seen nearly double the number of cyber incidents as compared to the global average, National Cybersecurity Coordinator MU Nair said Sunday.
-
Nicaragua’s Sheynnis Palacios, a 23-year-old mental health activist and audiovisual producer, has been crowned Miss Universe for the year 2023, marking her country’s first win at the international beauty pageant.
-
If things go well, Capital Hospital in UnitVI area of the City will soon be shifted to PatiaChandrasekharpur-Gadakana locality, with the state government recently directing the General Administration (GA) department to allocate 35 acre land in the posh locality for the purpose.
-
Union Education Minister Dharmendra Pradhan Sunday launched the Pradhan Mantri Schools for Rising India (PM SHRI) scheme in Odisha. Out of 97 central schools and Jawahar Navodaya Vidyalayas, the scheme will be implemented in 63 institutes run by the Centre in the first phase in the state.
-
The Bhubaneswar Municipal Corporation (BMC) on World Toilet Day, Sunday, announced to build 120 community toilets and induct six more cesspool vehicles in City. The facilities will be provided to the City dwellers at free of cost.
-
To help physically challenged students, East Hostel Alumni Association (EHAA) of Ravenshaw University donated two e-vehicles (e-autorickshaws) Sunday for their convenience.
-
The government-runIndustrial Training Institute (ITI) in Berhampur Sunday claimed it has become the first ITI in the country where nearly half of its students became certified energy literates.
-
The Himachal Pradesh cabinet Saturday decided to convene a five-day winter session of the assembly from December 19-23 in Dharamshala, and sent its recommendation to the governor.
-
9:The election department has identified 55,420 persons with disabilities eligible to vote, Chief Electoral Officer Manish Garg said on Saturday, adding that more people will be added to the list soon.
-
:Drilling to prepare an escape passage for 41 workers - trapped at Silkyara tunnel collapse site for a week now - remained suspended on Sunday, while Union Minister Nitin Gadkari who reviewed the rescue operation said another large diameter pipeline was being pushed through the rubble to provide essential supplies to them.
-
Punjab police has registered 932 FIRs against farmers for burning crop residue since November 8 while a fine of `1.67 crore has been imposed in 7,405 cases, a senior official said Sunday.
-
Hamas militants battled Israeli forces trying to push into Gaza’s largest refugee camp Sunday and Israeli air strikes to the south killed dozens of Palestinians, witnesses said, as a US media report of a nascent hostage release deal was denied.
-
Sam Altman, the just ousted CEO of OpenAI, is discussing a possible return to the company behind the ChatGPT bot even as he considers launching a new artificial intelligence (AI) venture, a person briefed on the matter said Saturday.
-
Top-ranked Novak Djokovic will be bidding for a record-breaking seventh ATP Finals title when he takes on home favorite Jannik Sinner in the final.
-
Star India batter Virat Kohli received a prized memorabilia ahead of the World Cup final against Australia here Sunday – the iconic No.10 jersey of his idol Sachin Tendulkar.
|
411 |
Y |
|
1275 |
19-11-2023 |
Odia |
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ଜଳସମ୍ପଦ ବିଭାଗରେ ଓଡିଶା ଜଳବିଜ୍ଞାନ ତଥ୍ୟ କେନ୍ଦ୍ରର ଶୁଭ ଉଦ୍ଘାଟନ କରିଛନ୍ତି । ଏହି କେନ୍ଦ୍ରରେ ଜଳସଂପଦର ସୁପରିଚାଳନା ପାଇଁ ପାଣିପାଗଜନିତ ତଥ୍ୟର ବୈଜ୍ଞାନିକ ବିଶ୍ଳେଷଣ କରାଯିବ।
-
ତାମିଲନାଡୁ ରାଜ୍ୟପାଳ ଆର୍ଏନ୍ ରବି ଫେରାଇ ଦେଇଥିବା ୧୦ଟି ବିଲ୍କୁ ଶନିବାର ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନରେ ପୁନଃ ଆଗତ କରାଯାଇଛି। ସ୍ବତନ୍ତ୍ର ବୈଠକରେ ଆଇନ, କୃଷି ଓ ଉଚ୍ଚଶିକ୍ଷା ସମେତ ବିଭିନ୍ନ ବିଭାଗ ସମ୍ବନ୍ଧିତ ଏହି ବିଲ୍ଗୁଡ଼ିକ ଗୃହରେ ପୁନଃଗୃହୀତ ହୋଇଥିଲା।
-
ହ୍ୱାଇଟ୍ ହାଉସ୍ ଶୁକ୍ରବାର କୋଟିପତି ଏଲନ୍ ମସ୍କଙ୍କୁ ଆଣ୍ଟିସେମିଟିକ୍ (ଇହୁଦୀ ବିରୋଧୀ) ଷଡ଼ଯନ୍ତ୍ର ଥିଓରି ଉପରେ ସୋସିଆଲ ମିଡିଆରେ ଏକ ପୋଷ୍ଟକୁ ସମର୍ଥନ କରିଥିବାରୁ ଏହାକୁ ନିନ୍ଦା କରିବା ସହ ଏହା‘ଅଗ୍ରହଣୀୟ’ ଓ ‘ଜଘନ୍ୟ ମିଛ’ ବୋଲି କହିଛି।
-
ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ହେବ ବିଶ୍ୱକପ ୨୦୨୩ର ଫାଇନାଲ ମ୍ୟାଚ୍। ଏହି ମ୍ୟାଚରେ ଭାରତ ଏବଂ ଅଷ୍ଟ୍ରେଲିଆର ଦଳ ମୁହାଁମୁହିଁ ହେବେ। ଏହି ଟାଇଟଲ୍ ମ୍ୟାଚ୍ ପୂର୍ବରୁ ଉଭୟ ଦଳକୁ ଏକ ସ୍ୱତନ୍ତ୍ର ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ କରାଯାଇଥିଲା ।
-
ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଏସ୍ ଭେଙ୍କିଟରମଣନ୍ଙ୍କର ଚେନ୍ନାଇଠାରେ ଶନିବାର ପରଲୋକ ହୋଇଯାଇଛି। ତାଙ୍କୁ ୯୨ ବର୍ଷ ହୋଇଥିଲା। କିଛିଦିନ ହେଲା ସେ ଶଯ୍ୟାଶାୟୀ ଥିଲେ। ଭେଙ୍କିଟରମଣନ୍ ୧୯୯୦ ଦଶକରେ ରିଜର୍ଭ ବ୍ୟାଙ୍କର ଅଷ୍ଟାଦଶ ଗଭର୍ଣ୍ଣର ହୋଇଥିଲେ।
-
ତ୍ଵରିତ ସ୍ୱାସ୍ଥ୍ୟ ସେବା ଦିଗରେ ଅନ୍ୟ ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୩୪୯ଟି ନୂଆ ଆମ୍ବୁଲାନ୍ସ ଓଡିଶାବାସୀଙ୍କ ନିମନ୍ତେ ଲୋକାର୍ପଣ କରିଛନ୍ତି ।
-
ରାଜ୍ୟରେ ପ୍ରଥମ ହସ୍ପିଟାଲ ଭାବେ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ନୂଆ ଅପରେସନର ଟେକ୍ନୋଲଜି ( ମଡ୍ୟୁଲାର ଓଟି )।
-
ଓଡ଼ିଶାର ସମସ୍ତ ନବୋଦୟ ଏବଂ କେନ୍ଦ୍ରୀୟ ବିଦ୍ୟାଳୟରେ ‘ପିଏମ୍ଶ୍ରୀ’ ଯୋଜନାର ହେବ ଶୁଭାରମ୍ଭ l
-
ପୁଲିସ ଡିଜି ସୁନୀଲ ବଂଶଲଙ୍କୁ ଅବସର ଅନୁମତି ମିଳିଛି। ୧୯୮୭ ବ୍ୟାଚର ଆଇପିଏସ ଅଫିସର ସୁନୀଲ କୁମାର ବଂଶଲଙ୍କୁ ଅବସର ଅନୁମତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଡିସେମ୍ବର ୩୧ ସୁନୀଲ ବଂଶଲ ଅବସର ନେବାକୁ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି।
-
ଉତ୍ତରକାଶୀରେ ଏକ ନିର୍ମାଣାଧୀନ ସୁଡ଼ଙ୍ଗରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି। ଶୁକ୍ରବାର ଅପରାହ୍ଣରେ ଡ୍ରିଲିଂ ମେସିନ ଖରାପ ହେବାରୁ ଖନନ କାର୍ଯ୍ୟ ବନ୍ଦ ରହିଥିଲା। ବାୟୁସେନା ବିମାନ ଯୋଗେ ଇନ୍ଦୋରରୁ ନୂଆ ମେସିନ ଆସିବା ପରେ ଶନିବାର ସକାଳେ ପୁଣି କାର୍ଯ୍ୟ ଆରମ୍ଭ ହୋଇଛି।
-
ଇସ୍ରାଏଲ-ହମାସ୍ ଯୁଦ୍ଧ ଦିନକୁ ଦିନ ତୀବ୍ର ହେଉଥିବା ବେଳେ ଯୁଦ୍ଧବିରତି ପାଇଁ ବିଭିନ୍ନ ରାଷ୍ଟ୍ର ଓ ଜାତିସଂଘର ପ୍ରସ୍ତାବକୁ ଇସ୍ରାଏଲ ପ୍ରତ୍ୟାଖ୍ୟାନ କରିଚାଲିଛି। ଇସ୍ରାଏଲ ପୁଣି ଉତ୍ତରା ଗାଜାରେ ଜାତିସଂଘ ପରିଚାଳିତ ଜାବାଲିଆ ରିଲିଫ୍ ଶିବିର ଉପରେ ବୋମାମାଡ଼ କରିବାରୁ ଅତିକମ୍ରେ ୫୦ ଜଣଙ୍କ ମୃତ୍ୟୁ ହୋଇଛି।
-
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରର ପ୍ରମୁଖ କମ୍ପାନି ଓପନ୍ଏଆଇର ସିଇଓ ସାମୁଏଲ ହାରିସ ଅଲ୍ଟମ୍ୟାନ୍ (ସାମ୍ ଅଲ୍ଟମ୍ୟାନ୍)ଙ୍କୁ ତାଙ୍କ ପଦରୁ ବିଦା କରାଯାଇଛି। କମ୍ପାନିର ବୋର୍ଡ ଏହି ନିଷ୍ପତ୍ତି ନେବା ପରେ ବିଶ୍ବର ପ୍ରଯୁକ୍ତି ଜଗତ ଚକିତ ହୋଇଯାଇଛି।
-
ଅନ୍ତର୍ଜାତୀୟ ସ୍ତରର ଡାକ୍ତର ଅପେକ୍ଷାକୃତ କମ୍ ମୂଲ୍ୟରେ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇ ଦେଉଛନ୍ତି। ଏବେ ଭାରତକୁ ବିଦେଶରୁ ଅଧିକ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟର ସୂଚନା ଅନୁଯାୟୀ, ୨୦୧୮ରେ ଭାରତକୁ ଚିକିତ୍ସା ପାଇଁ ବିଦେଶରୁ ୬,୪୦,୭୯୮ ଜଣ ଆସିଥିଲେ।
-
ଅଟୋମୋବାଇଲ ଶିଳ୍ପ ଅନୁଯାୟୀ, ଏହି ପାର୍ବଣରେ ଗୋଟାଏ ମିନିଟ୍ରେ ପ୍ରାୟ ୯ଟି କାର୍ ବିକ୍ରି ହୋଇଥିବା ସୂଚନା ରହିଛି। ତେବେ ଏହି ୯୦ ଦିନ ମଧ୍ୟରେ ଦେଶରେ ସମୁଦାୟ ୧୧.୪ ଲକ୍ଷ କାର୍ ବିକ୍ରି ହୋଇଥିବା ସୂଚନା ରହିଛି।
-
ଶୀତ ଋତୁ ପାଇଁ ବଦ୍ରିନାଥ ଧାମ ବନ୍ଦ ହେବା ସହ ଚାର୍ଧାମ ଯାତ୍ରା ଶେଷ ହୋଇଛି । ଉତ୍ତରାଖଣ୍ଡରେ ବଦ୍ରିନାଥ ପୀଠର ଦ୍ବାର ଶନିବାର ଅପରାହ୍ନରେ ବନ୍ଦ ହୋଇଛି ।
-
ଦ୍ୱିତୀୟ ଥର ଏଲନ ମସ୍କଙ୍କ ସବୁଠାରୁ ଶକ୍ତିଶାଳୀ ରକେଟ୍ ଷ୍ଟାରଶିପ୍ ଲଞ୍ଚ୍ ହେଉହେଉ ନଷ୍ଟ ହେଲା ରକେଟ୍ l
-
ଉତ୍ତର ପ୍ରଦେଶରେ ହଲାଲ ସାର୍ଟିଫିକେଟ୍ ଥିବା ଉତ୍ପାଦ ଔଷଧ, ଚିକିତ୍ସା ଓ ଅନ୍ୟ ସାମଗ୍ରୀ ବିକ୍ରି ଉପରେ ହେଲା ବ୍ୟାନ l
-
ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ନିଜ ଦେଶରୁ ଭାରତୀୟ ସେନା ହଟାଇବାକୁ ପୁଣିଥରେ ଭାରତକୁ ଅନୁରୋଧ କଲେ ।
-
ଆଜି ବିଶ୍ୱକପ୍ ଫାଇନାଲ । ଲକ୍ଷେ ୩୦ ହଜାର ଦର୍ଶକଙ୍କ ଆଗରେ ହେବ ଫାଇନାଲ୍ ଫାଇଟ୍ । ମ୍ୟାଚ୍ ପୂର୍ବରୁ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ,ସାମିଲ ହେବେ ୫ ଶହରୁ ଅଧିକ ନୃତ୍ୟଶିଳ୍ପୀ । ମ୍ୟାଚ୍ ଦେଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଅଷ୍ଟ୍ରେଲିଆର ଉପ-ପ୍ରଧାନମନ୍ତ୍ରୀ ରିଚାର୍ଡ ମାଲର୍ସ ।
-
ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ମଧ୍ୟ ଆଇସିସି ପୁରସ୍କାର ରାଶି ଘୋଷଣା କରିଥିଲା। ଆଇସିସି ଟୁର୍ନାମେଣ୍ଟ ପାଇଁ ମୋଟ୍ ୧୦ ମିଲିୟନ ଆମେରିକୀୟ ଡଲାର ପୁରସ୍କାର ରାଶି ଘୋଷଣା କରିଥିଲା। ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ୮୨.୯୩ କୋଟି ଟଙ୍କା। ପୁରସ୍କାର ରାଶିରେ ଚାମ୍ପିୟନ୍ ଟିମ୍କୁ ଚାରି ମିଲିୟନ ଆମେରିକୀୟ ଡଲାର ଅର୍ଥାତ ୩୩.୧୭ କୋଟି ମିଳିବ। ଏଥି ସହିତ ରନର୍ସ ଅପ୍ ଟିମ୍କୁ ଦୁଇ ନିୟୁତ ଆମେରିକୀୟ ଡଲାର ଅର୍ଥାତ ୧୬.୫୯ କୋଟି ଟଙ୍କା ମିଳିବ।
|
456 |
Y |
|
1276 |
19-11-2023 |
English |
-
Director General of Police (DGP) Sunil Kumar Bansal will retire December 31, a Home department notification said Saturday
-
Chief Minister Naveen Patnaik Saturday dedicated 349 ambulances to the people of the state for better patient care.
-
Railways Minister Ashwini Vaishnaw and Union Education Minister Dharmendra Pradhan will flag off the extension of an express train at Sambalpur November 20, an official said Saturday.
-
Chief Minister Naveen Patnaik inaugurated a modular operation theatre (OT) complex at Post Graduate Institute of Medical Education and Research (PGIMER) and Capital Hospital here, Saturday.
-
A young Odish scientist recently won the prestigious Association for Computing Machinery (ACM) Gordon Bell Prize in SC23 global conference held at Denver, USA. Gourab Panigrahi, an alumnu s o f DAV S ch o o l , Chandrasekharpur, Bhubaneswar, bagged the prize for the project “Large-Scale Materials Modelling at Quantum Accuracy: Ab Initio Simulations of Quasicrystals and Interacting Extended Defects in Metallic Alloys”
-
The East Coast Railways (ECoR) has arrested 8 eight persons and fire crackers worth around 2,4350 were seized even as it intensified drive to make passengers careful against carrying inflammable objects while travelling on trains.
-
The ‘hidden hunger’ of micronutrient deficiencies could be an important factor for the global rise in antibiotic resistance, which is often attributed to overuse and misuse of antibiotics, according to an alarming study.
-
The District Centre-cum-Science Park and Planetarium, which is being constructed at Chhend here, will be completed by the end of February nect year, a minister said Saturday.
-
Former Assam National Register of Citizens (NRC) coordinator Prateek Hajela skipped court summons in a case related to corruption in NRC updation process in the state.
-
The National Human Rights Commission (NHRC) has received over 40 cases of police shootouts of accused persons in custody in Assam over the last five years, its chairperson Justice Arun Kumar Mishra said here Friday.
-
The Supreme Court is scheduled to hear Monday two petitions, including one alleging a delay on the Centre’s part in clearing the names recommended by the collegium for appointment and transfer of judges.
-
Amid serious concerns over 'deepfake' videos, the government is all set to meet social media platforms on the issue, with IT Minister Ashwini Vaishnaw Saturday asserting that safe harbour immunity clause will not apply if platforms do not take adequate steps to remove deepfakes.
-
Days after Tamil Nadu Governor RN Ravi returned 10 Bills passed by the State Assembly, the House Saturday met for a special sitting and re-adopted all of them, even as Chief Minister M K Stalin slammed the Governor for withholding the Bills due to his "whims and fancies."
-
Mumbai Police registered a case against Shiv Sena (UBT) MLA Aaditya Thackeray and a few others Saturday for allegedly `inaugurating' a part of a bridge in Lower Parel area of the city without the civic body's permission, an official said.
-
The Uttar Pradesh government Saturday banned the production, storage, distribution and sale of food products with halal certification with immediate effect while exempting products manufactured for export.
-
The Varanasi district court on Saturday gave 10 more days to the Archaeological Survey of India (ASI) to submit its scientific survey report of the Gyanvapi mosque complex. The ASI was earlier given time till November 17 to submit the report but on Friday, its counsel sought 15 more days from the court.
-
The Centre Saturday removed stringent curbs, including a ban on construction work related to linear projects and the entry of polluting trucks into Delhi, following an improvement in air quality due to an increase in the wind speed and a change in the wind direction.
-
The Reserve Bank Friday approved the resolution plan for debt-ridden Reliance Capital.
-
Maruti Suzuki India Saturday said its shareholders have approved the proposal to issue shares on a preferential basis to Suzuki Motor Corporation (SMC) as consideration for a related party transaction for the acquisition of 100 per cent stake in Suzuki Motor Gujarat.
-
India and Australia – the two best teams of the 2023 ODI World Cup – have duly made their way to the final, promising a series of fascinating individual battles between the fierce rivals.
|
464 |
Y |
|
1277 |
18-11-2023 |
Odia |
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ ଜିଲ୍ଲା ପାଇଁ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଏହି ଦୁଇଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୩୮୬.୨୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ପ୍ରକଳ୍ପ ଦୁଇଟି ହେଉଛି – ଇବ୍ ନଦୀରେ ଭଷ୍ମା ନଦୀଗର୍ଭ ଜଳାଶୟ ପ୍ରକଳ୍ପ ଓ ସପେଇ ନଦୀରେ ଫୁଲବାରୀ ନଦୀଗର୍ଭ ଜଳାଶୟ ପ୍ରକଳ୍ପ ।
-
ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ଆଜି ୧୨୪ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସଡବ୍ଲ୍ୟୁସିଏ) ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୧୩୯୭.୧୮ କୋଟି ଟଙ୍କାର ୮ଟି ରୂପାନ୍ତରଣକାରୀ ପ୍ରକଳ୍ପକୁ ଅନୁମୋଦନ ମିଳିଛି,
-
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଗପାଳ ସ୍ଥିତ ନିଜ ବାସଭବନରେ ଯାତ୍ରା ଜଗତର କମେଡି କିଙ୍ଗ ରବି ଶତପଥୀଙ୍କ ୬୮ ବର୍ଷ ବୟସରେ ଦେହାନ୍ତ ହୋଇଛି।
-
ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ମିଳିଛି ନୂଆ ଦାୟିତ୍ବ। ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ଅଧ୍ୟକ୍ଷ ଥିବା ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନୂଆ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି। ନୂଆ ନିଯୁକ୍ତି ପାଇବା ପୁର୍ବରୁ ଆଜି ଓଇଆରସି ଅଧ୍ୟକ୍ଷ ଦାୟିତ୍ୱରୁ ସେ ଅବ୍ୟାହତି ନେଇଛନ୍ତି।
-
ରାଜଧାନୀ ଭୁବନେଶ୍ୱରରେ ଗୋଟିଏ ମାସରେ ମୋବାଇଲରେ ଗପି ଗାଡ଼ି ଚଳାଉଥିବା ୩୦୨ ଅମାନିଆ ଚାଳକ ଧରାପଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ୨୫୧ ଜଣଙ୍କୁ ଟ୍ରାଫିକ୍ ପୁଲିସ ଧରିଥିବା ବେଳେ ୫୧ ଜଣ ପରିବହନ ବିଭାଗ ହାତରେ ଧରାପଡ଼ିଛନ୍ତି। ଗାଡ଼ି ଚଳାଇବା ସମୟରେ ଇୟରଫୋନ୍ ବ୍ୟବହାର କଲେ ଚାଳକଙ୍କ ଠାରୁ ୫୦୦ ଟଙ୍କାରୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ।
-
ଏମ୍ସରେ ନିକଟରେ ରାତିରେ ଖୋଲିବ ଆହର କେନ୍ଦ୍ର । ବିଏସମି ପକ୍ଷରୁ ଏହି ଆହାର କେନ୍ଦ୍ର ଖୋଲାଯିବ।
-
ରାଜ୍ୟକୁ ଆସିବ ଆଉ ୩୫୦ ଇ-ବସ୍। କଟକ, ଭୁବନେଶ୍ୱର ଓ ରାଉରକେଲାରେ ଏହି ବସ୍ ସେବା ଯୋଗାଇବ। ସାଧାରଣ ପରିବହନ ସେବା ବୃଦ୍ଧି ଓ ପରିବେଶ ଉପଯୋଗୀ ପଦକ୍ଷେପ ସ୍ୱରୂପ ଓଡ଼ିଶାକୁ ଏହି ବସ୍ ମିଳିବ।
-
ଚଳିତ ମାସ ୨୧ ତାରିଖରେ ଭାରତୀୟ ରେଳବାଇର ଚକ୍ରଧରପୁର ମଣ୍ଡଳର ବାଦାମପାହାଡ଼ ରେଳ ଷ୍ଟେସନ(ଓଡ଼ିଶା)ରୁ ୧୯୩୨ ମସିହା ପରେ ପ୍ରଥମ ଥର ପାଇଁ କୋଲକାତା-ରାଉରକେଲା ପାଇଁ ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନର ଚଳାଚଳ ଆରମ୍ଭ କରାଯିବ।
-
ଗାଜାର ସବୁଠାରୁ ବଡ଼ ହସ୍ପିଟାଲ ଅଲ୍ ଶିଫାରେ ଇସ୍ରାଏଲ ସେନାର ତଲାସୀ ଅଭିଯାନ ବ୍ୟାପକ ହୋଇଛି। ଅନ୍ୟପକ୍ଷରେ ଗତରାତିରେ ଆଇସିୟୁରେ ଥିବା ସମସ୍ତ ୨୨ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି।
-
ଉତ୍ତର ପ୍ରଦେଶ (ୟୁପି)ର ପୂର୍ବତନ ବିଧାୟକ ବିନୟ ଶଙ୍କର ତିୱାରୀଙ୍କର ୭୨ କୋଟି ଟଙ୍କାର ସଂପତ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜବତ କରିଛି। ୭୫୦ କୋଟି ଟଙ୍କା ବ୍ୟାଙ୍କ ଠକେଇ ମାମଲାରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ନେଇଛି।
-
ଆମାଜନ୍ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି ଯେ ସେମାନେ ଏହାର ଆଲେକ୍ସା ଭଏସ୍ ଆସିଷ୍ଟାଣ୍ଟ ୟୁନିଟ୍ରୁ ଶହ ଶହ ଲୋକଙ୍କୁ ଛଟେଇ କରିବ
-
ଦିଲ୍ଲୀ ବିମାନ ବନ୍ଦରରେ ୩୭ ବର୍ଷ ବୟସ୍କ ଏୟାର ଇଣ୍ଡିଆର ପାଇଲଟ ହୃଦଘାତରେ ପୀଡିତ ହୋଇଥିଲେ।
-
ଦକ୍ଷିଣ କଶ୍ମୀରର କୁଲଗାମ ଜିଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଶୁକ୍ରବାର ଦ୍ୱିତୀୟ ଦିନ ପାଇଁ ଜାରି ରହିଛି। କୁହାଯାଉଛି ଯେ ସୁରକ୍ଷା ବାହିନୀ ବହୁତ ସଫଳତା ହାସଲ କରିଛି। ସୂଚନାନୁସାରେ, ଏନକାଉଣ୍ଟର ସ୍ଥାନରେ ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।
-
ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ର ବିଭିନ୍ନ ସହରରେ ବାସ କରୁଥିବା ଅତି କମରେ ପାଞ୍ଚ ଜଣ ଭାରତୀୟ ସାପ୍ତାହିକ ଡ୍ର କିମ୍ବା ଲଟେରୀ ଜିତିଛନ୍ତି।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଭଏସ୍ ଅଫ୍ ଗ୍ଲୋବାଲ ସାଉଥ୍ ହେଉଛି ଏକ ଅନନ୍ୟ ମଞ୍ଚ, ଯେଉଁଥିରେ ଏକବିଂଶ ଶତାବ୍ଦୀର ପରିବର୍ତ୍ତିତ ବିଶ୍ୱର ପ୍ରତିଫଳନ ଘଟୁଛି ।
-
ତ୍ରିପୁରାରେ ଜଣେ ଓଡ଼ିଆ ଯବାନ ଶହୀଦ ହୋଇଛନ୍ତି। ସୀମା ସୁରକ୍ଷା ବାହିନୀ(ବିଏସ୍ଏଫ୍)ରେ ତ୍ରିପୁରା ସୀମାରେ ନିୟୋଜିତ ଥିବା ଓଡ଼ିଆ ଯବାନ ଈଶ୍ବର ଚନ୍ଦ୍ର ଦୋରା ଶହୀଦ ହୋଇଛନ୍ତି। ତାଙ୍କ ଘର କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ବେଲଖଣ୍ଡି ଗାଁରେ ବୋଲି ଜଣାପଡ଼ିଛି।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସେଲଫି ନେବା ପରେ ସାମାଜିକ ଗଣମାଧ୍ୟମ ଏକ୍ସରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଖୁସି ବ୍ୟକ୍ତ କରିଛନ୍ତି। ଏ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ଟ୍ୱିଟ କରିଛନ୍ତି, ଆଜି ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ସେଲଫି ନେବା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପଚାରିଥିଲେ।
-
ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ (ଏସ୍ଏଲ୍ସି)କୁ ନେଇ ଚାଲିଥିବା ବିବାଦୀୟ ସ୍ଥିତି ପାଇଁ ବିସିସିଆଇ ସମ୍ପାଦକ ଜୟ ଶାହା ଦାୟୀ। କେବଳ ଦାୟୀ ନୁହେଁ ଜୟ ଶାହାଙ୍କ ଇସାରାରେ ହିଁ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଚାଲୁଛି ବୋଲି ତିନି ଦିନ ତଳେ କହିଥିଲେ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର୍ ତଥା ରାଜନେତା ଅର୍ଜୁନ ରଣତୁଙ୍ଗା।
-
ବିଶ୍ବର ସବୁଠୁ ବଡ଼ କ୍ରିକେଟ ଷ୍ଟାଡିୟମ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ୧ ଲକ୍ଷ ୩୨ ହଜାର ଦର୍ଶକ ବସି ମ୍ୟାଚ୍ ଦେଖି ପାରିବେ। ତେବେ ମ୍ୟାଚ୍ ଦେଖିବାକୁ ଦର୍ଶକମାନଙ୍କ ଉତ୍ସାହ ବଢିବାରେ ଲାଗିଛି। ସେପଟେ ବିଶ୍ବକପ୍ ଫାଇନାଲ୍ ମ୍ୟାଚ୍ ଥିବାରୁ ବିମାନ ଟିକେଟ୍ର ମୂଲ୍ୟ ୩୩,୦୦୦ ଟଙ୍କାକୁ ବୃଦ୍ଧି ପାଇଥିବା ଜଣାପଡିଛି।
-
ରବିବାର ନରେନ୍ଦ୍ରମୋଦି ଷ୍ଟାଡିୟମରେ ମହାମୁକାବିଲା ହେବାକୁ ଯାଉଛି। ଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବାକୁ ଯାଉଛି ଭାରତ।
|
476 |
Y |
|
1278 |
18-11-2023 |
English |
- The State Level Single Window Clearance Authority (SLSWCA) Friday approved eight transformative projects worth `1,397.18 crore, with employment potential for at least 2,860 people. Chairing the meeting of SLSWCA, Chief Secretary Pradeep Kumar Jena said these projects span across diverse sectors.
- The state government Friday appointed former bureaucrat Suresh Chandra Mahapatra as chief advisor to the Chief Minister’s Office (CMO). Mahapatra, who became the chairperson of OERC after he retired as chief secretary, had requested to relinquish the present post from Friday.
- Three days after the Odisha Cabinet decided to amend a regulation, allowing ST people to transfer their land to non-tribals, the government Friday withheld it, amid protests by the Opposition parties.
- The Reserve Bank on Friday approved the resolution plan for debt-ridden Reliance Capital.
- The Supreme Court has launched a monthly newsletter to showcase its ongoing operations and achievements and offer an insight into the workings of the court.
- The Economic Offences Wing (EOW) of Odisha Police has unearthed a crypto-ponzi scam in which around 2.5 lakh people of eight states were defrauded of over Rs 200 crore, with the arrest of three persons, including its mastermind from Rajasthan, an official said Friday.
- A voter turnout of nearly 76 percent was recorded in assembly elections in Madhya Pradesh on Friday, a senior official said.
- Amid rescue operations underway in Uttarakhand at the Silkyara tunnel site, a C-17 transport aircraft of the Indian Air Force has been deployed to airlift almost 22 tonnes of critical equipment from Indore to Dehradun, officials said on Friday.
- Six terrorists were killed in two separate encounters with security forces in Jammu and Kashmir Friday, officials said.
- Chief Minister Naveen Patnaik Friday approved two instream storage structure projects for Sundargarh district, sanctioning `386.25 crore. The projects are: Bhasma Instream Storage Structure Project on the Ib river and Phulbari Instream Storage Structure Project on the Sapei river.
- The Supreme Court will hear January 23 a batch of petitions filed by Odisha challenging the order of Vamsadhara Water Dispute tribunal allowing Andhra Pradesh to construct Neradi barrage across the river.
- Forest, Environment and Climate Change Minister Pradip Kumar Amat inaugurated the ropeway project at Nandankanan Zoological Park here, Friday.. The Minister and other senior officials took the first ride soon after the inauguration. The facility will be available for public from Saturday.
- Mystery surrounds the death of Odia BSF jawan Iswar Chandra Dora, who was found dead Friday in Tripura in a drain close to an iron bridge at Lankamura locality near the Tripura capital of Agartala. Dora is from Belkhandi village under Kesinga police limits in Kalahandi district.
- Punjab Thursday registered 1,150 stubble-burning incidents, taking the total number of such cases to 33,082.
- The National Human Rights Commission (NHRC) on Friday said it has asked the Manipur government to pay ₹ 10 lakh compensation each within four weeks to the next of kin of all the people who died in ethnic clashes since May.
- Another humanitarian crisis is unfolding as over 5,000 Myanmar nationals have taken shelter in Zokhawthar in Mizoram's Champhai district after fleeing from the violence in the junta-run nation.
- The Airports Authority of India (AAI) has agreed to provide technical support for installation of approach control services (ACS) at Rourkela, Jeypore and Utkela airports in Sundargarh, Koraput and Kalahandi districts respectively.
- Former Karnataka Chief Minister HD Kumaraswamy said Friday that he has paid a fine of `68,526 for drawing electricity from an illegal connection to illuminate his JP Nagar residence here during Deepavali, but termed it as unjust and excessive.
- TikTok will prohibit content that promotes Osama bin Laden’s 2002 letter detailing the former al Qaeda leader’s justifications for attacks against Americans, the shortform video app said Thursday.
- The Indian patent office has granted “highest” number of 41,010 patents till November 15 this fiscal year, Commerce and Industry Minister Piyush Goyal has said. In 2013-14 fiscal year, 4,227 patents were granted
|
475 |
Y |
|
1279 |
17-11-2023 |
Odia |
-
ମଧ୍ୟପ୍ରଦେଶର ସମସ୍ତ ୨୩୦ ବିଧାନସଭା ଆସନ ଏବଂ ଛତିଶଗଡ଼ର ଅବଶିଷ୍ଟ ୭୦ ଆସନ ପାଇଁ ଶୁକ୍ରବାର ଆଜି ଭୋଟ୍ ଗ୍ରହଣ ହେଉଛି ।
-
ତାମିଲନାଡ଼ୁ ରାଜ୍ୟପାଳ ଆର୍ଏନ୍ ରବି ଆଜି ପଡ଼ି ରହିଥିବା ୧୦ଟି ବିଲ୍ ଫେରାଇ ଦେଇଛନ୍ତି। ଉକ୍ତ ୧୦ଟି ବିଲ୍ ମଧ୍ୟରୁ ପୂର୍ବର ଏଆଇଡିଏମ୍କେ ସରକାର ଦ୍ବାରା ଗୃହୀତ ହୋଇଥିବା ୨ଟି ବିଲ୍ ରହିଛି। ରାଜ୍ୟ ଆଇନ ବିଭାଗ ସୂତ୍ରରୁ ଏହା ଜଣାପଡ଼ିଛି। ତେବେ ଏସବୁ ବିଲ୍ ରାଜ୍ୟପାଳ ଫେରାଇ ଦେବାର କିଛି ସମୟ ପରେ ବାଚସ୍ପତି ଏମ୍ ଆପ୍ପାଭୁ ଆସନ୍ତା ଶନିବାର ବିଧାନସଭାର ଏକ ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି।
-
ଉତ୍ତରପ୍ରଦେଶର ଇଟାୱା ଜିଲ୍ଲାରେ ଗୁରୁବାର ସକାଳେ ବୈଶାଳୀ ସୁପର୍ଫାଷ୍ଟ ଟ୍ରେନର ବଗିରେ ନିଆଁ ଲାଗି ୨୧ ଜଣ ଆହତ ହୋଇଛନ୍ତି। ଇଟାୱା ଏସ୍ପି ସଞ୍ଜୟ କୁମାର କହିଛନ୍ତି ଯେ ରାତି ପ୍ରାୟ ୨ଟା ୪୦ରେ ଏହି ଅଗ୍ନିକାଣ୍ଡ ଘଟିଥିଲା।
-
କୌଶାମ୍ବି ଜିଲ୍ଲାର ସରିଫପୁର ଗାଁରେ ମଙ୍ଗଳବାର ଅପରାହ୍ଣରେ ଜଣେ ୩୨ ବର୍ଷୀୟା ମହିଳା ତାଙ୍କ ପଡ଼ୋଶୀଙ୍କ ଯୌନାଙ୍ଗ କାଟି ଦେଇଛନ୍ତି। ପୁଲିସ ମହିଳାଙ୍କୁ ଅଟକ ରଖିବା ସହ ଏଥିରେ ବ୍ୟବହୃତ ଛୁରିକୁ ଜବତ କରିଛି।
-
ଗାଜାର ସବୁଠୁ ବଡ଼ ଡାକ୍ତରଖାନା ଅଲ୍-ସିଫା ହସ୍ପିଟାଲର ଏମ୍ଆର୍ଆଇ କୋଠାକୁ ହମାସ୍ ଆତଙ୍କବାଦୀମାନେ ସେମାନଙ୍କ ଆତଙ୍କବାଦୀ କାର୍ଯ୍ୟର ମୁଖ୍ୟାଳୟ ଭାବେ ବ୍ୟବହାର କରୁଛନ୍ତି। ଇସ୍ରାଏଲର ପ୍ରତିରକ୍ଷା ବାହିନୀ ଏଭଳି ଦାବି କରିଛି।
-
ତାମିଲନାଡୁର ଆରିଆଲୁରରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଜଣେ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ ଏବଂ ତାଙ୍କ ଦଳ ଡିଏମକେର ଅନ୍ୟ କିଛି ନେତାଙ୍କ ଅପମାନଜନକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିବା ମହଙ୍ଗା ପଡ଼ିଛି। ଏ ଘଟଣାକୁ ନେଇ ଅଭିଯୋଗ ହେବା ପରେ ପୁଲିସ ତାଙ୍କୁ ଗିରଫ କରିଛି।
-
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ବାଂଲାଦେଶ ଉପକୂଳ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପୂର୍ବାନୁମାନ କରିଛି।
-
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ କରୋନା ଅବଧି ସମୟରେ, ଯେତେବେଳେ ସାରା ଦେଶରେ ଲୋକମାନେ ମରୁଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଥାଳି ବଜାଉଥିଲେ ଏବଂ ମୋବାଇଲ ଲାଇଟ ଜଳାଉଥିଲେ।
-
ଚୀନ୍ର ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଜଣେ ଏକଚ୍ଛତ୍ରବାଦୀ ବୋଲି ଏକ ଗୁରୁତ୍ବପୂର୍ଣ୍ଣ ଶିଖର ବୈଠକରେ ତାଙ୍କୁ ସାକ୍ଷାତ୍ କରିବାର ଅଳ୍ପ ସମୟ ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି।
-
ବୁଧବାର ଦିନ ‘ସଂଯୁକ୍ତ ଆରବ ଏମିରେଟସ୍’ରେ ଅନୁଷ୍ଠିତ ‘ମାହଜୁଜ୍ ସଟର୍ଡେ ମିଲିୟନ୍ସ୍ ଡ୍ର’ରେ (ଲଟେରି ଉଠାଣ) ୪୫ କୋଟି ଟଙ୍କା ଜିତିଥିବା ଜାଣି କେରଳନିବାସୀ ୩୯ ବର୍ଷିୟ ଶ୍ରୀଜୁ ‘ହତବାକ୍, ହତଭମ୍ବ ଓ ବିସ୍ମିତ’ ହୋଇଯାଇଛନ୍ତି।
-
ସାହାରା ଗ୍ରୁପ୍ର ମୁଖ୍ୟ ସୁବ୍ରତ ରାୟଙ୍କ ଅନ୍ତେ ସାହାରା-ସେବି ମାମଲାର ଭବିଷ୍ୟତକୁ ନେଇ ଦ୍ଵନ୍ଦ ସୃଷ୍ଟି ହୋଇଛି। ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ମୁଖ୍ୟ ମାଧବୀ ପୁରୀ ବୁଚ୍ ସ୍ପ ସ୍ପଷ୍ଟ କରିଛନ୍ତି ଯେ ଏହି ମାମଲା ଜାରି ରହିବ।
-
ଚଳିତ ବର୍ଷ ଅଗଷ୍ଟରେ ରାଜ୍ୟରେ ମୋବାଇଲ୍ ଗ୍ରାହକ ସଂଖ୍ୟାରେ ୪୬,୦୦୫ ବୃଦ୍ଧି ଘଟିଛି। ଫଳରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ୩ କୋଟି ୩୬ ଲକ୍ଷ ୭ ହଜାର ୯୯୮କୁ ବୃଦ୍ଧି ପାଇଛି।
-
ଦେଶରେ ପର୍ଯ୍ୟାପ୍ତ ପରିମାଣରେ ଗହମ ଅଛି। ଗହମ ସଙ୍କଟ ନେଇ କାହାକୁ ଭୟ କରିବାର ଆବଶ୍ୟକତା ନାହିଁ। ନଭେମ୍ବର ୨୨ ତାରିଖ ପର ଠାରୁ ୨୭ ଟଙ୍କା ୫୦ ପଇସାରେ ରାଜ୍ୟର ବିଭିନ୍ନ ସ୍ଥାନରେ ନାଫେଡ୍ ପକ୍ଷରୁ ଭାରତ ଅଟା ବିକ୍ରି ହେବ।
-
ଇସ୍ରୋର ଐତିହାସିକ ପ୍ରକଳ୍ପ ଚନ୍ଦ୍ରୟାନ-୩ ବିଷୟରେ ଏକ ନୂତନ ଅପଡେଟ ପ୍ରକାଶ ପାଇଛି। ୧୨୪ ଦିନ ପରେ ଏହାର ଭଗ୍ନାବଶେଷ ପ୍ରଶାନ୍ତ ମହାସାଗରରେ ଖସିଛି।
-
୨୦୨୭ ସୁଦ୍ଧା ପ୍ରତ୍ୟେକ ଭାରତୀୟ ଯାତ୍ରୀଙ୍କୁ ମିଳିବ ମିଳିବ ନିଶ୍ଚିତ ରେଳ ଟିକେଟ।
-
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ମାନବିକ ନିୟମର ଆବଶ୍ୟକତା ଉପରେ ଭାରତ ସର୍ବଦା ଗୁରୁତ୍ୱାରୋପ କରିଛି। ଇସ୍ରାଏଲ-ହମାସ ବିବାଦରେ କୌଣସି ସାଧାରଣ ନାଗରିକ ଆହତ ହେବା ଉଚିତ୍ ନୁହେଁ ବୋଲି ମନ୍ତ୍ରାଳୟ କହିଛି।
-
ନନ୍ଦନକାନନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ସଂଯୋଗ କରୁଥିବା ରୋପୱେ ଶୁକ୍ରବାର ଅପରାହ୍ନ ସମୟରେ ଉଦ୍ଘାଟନ ହେବ।
-
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ହୁ) ‘ନିଃସଙ୍ଗତା’କୁ ଏବେ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ବୋଲି ଘୋଷଣା କରିଛି। ଡ. ମୁର୍ତ୍ତୀ କହିଛନ୍ତି ଯେ ନିଃସଙ୍ଗତା ଯୋଗୁ ଘଟୁଥିବା ମୃତ୍ୟୁହାର ଦିନକୁ ୧୫ଟି ସିଗାରେଟ ଟାଣିବା ସହିତ ସମାନ। ସେ କହିଛନ୍ତି ଯେ ସାରା ବିଶ୍ୱରେ ୪ ଜଣ ବୟସ୍କଙ୍କ ମଧ୍ୟରୁ ଜଣେ ସାମାଜିକ ବିଚ୍ଛିନ୍ନତା ମଧ୍ୟରେ ଗତି କରୁଛନ୍ତି।
-
ଗାଁରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ। ଧୋନୀଙ୍କୁ ଗାଁରେ ଦେଖି ଲୋକେ ଖୁସିରେ ଆତ୍ମ ବିଭୋର। ଗୁଳି ପରି ଇଂରାଜୀ କହୁଥିବା ମାହି ନିଜ ମାତୃଭାଷା କୁମାଓନିରେ ଲୋକଙ୍କ ସହ କଥାବାର୍ତ୍ତା କରି ସମସ୍ତଙ୍କ ହୃଦୟ ଜିତିଛନ୍ତି।
-
ଭାରତୀୟ ଦଳ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଅଷ୍ଟ୍ରେଲିଆ କିମ୍ବା ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଟିମ ଇଣ୍ଡିଆ ଫାଇନାଲ ଖେଳିବ।
|
450 |
Y |
|
1280 |
17-11-2023 |
English |
-
The Reserve Bank Thursday tightened norms for consumer credit as it asked banks and NBFCs to assign a higher risk weight for unsecured personal loans, a move aimed at making the lenders more cautious on such advances.
-
Madhya Pradesh and Chhattisgarh, two of the three heartland states making headlines ahead of next year's general election, vote today. Madhya Pradesh votes in a single phase. Chhattisgarh is voting in the second of two; the first was on November 7.
-
Punjab reported more than 1,200 stubble burning incidents on Thursday, while air quality indices turned 'severe' and 'very poor' in neighbouring Haryana.
-
In 2023, ‘123456’ topped the list of most common passwords among Indians and worldwide, a new report said Thursday. According to password management solution provider NordPass, people used the weakest passwords for their streaming accounts in 2023.
-
US President Joe Biden said he had not changed his view that Chinese President Xi Jinping was effectively a dictator, a comment likely to land with a thud in Beijing after the two leaders held straightforward summit talks after months of preparation.
-
The Special Relief Commissioner (SRC) has put all the district Collectors in the state on alert even as the IMD made it clear that the deep depression over Bay of Bengal, which is likely to intensify into a cyclonic storm by Friday, will have no major impact on Odisha.
-
The much-awaited ropeway facility at Nandankanan Zoological Park will be inaugurated by Forest, Environment and Climate Change Minister Pradip Kumar Amat, Friday.
-
ICARCentral Institute of Freshwater Aquaculture (CIFA) organised a one-day Farmer-Scientist Interface program on fresh water aquaculture in Boudh, Thursday. The program mainly focused on enhancing skills of men and women Scheduled Cast (SC) fish farmers in the villages of Boudh district under Scheduled Caste Sub Plan (SCSP) Project.
-
India, along with six other countries, loses 1.3 million lives every year to cancers caused by smoking tobacco, according to a study. The study, funded by Cancer Research UK, showed that together the seven countries -- India, UK, US, Brazil, Russia, China and South Africa -- represented more than half of the global burden of cancer deaths every year.
-
Mahanadi water will soon quench the thirst in Ganjam district as the state government has approved a mega drinking water project which will provide piped drinking water supply to the district’s residents by drawing water from the river.
-
Tamil Nadu Governor RN Ravi has returned Bills sent to him by the government for his assent and the state is all set to get them passed again in a special sitting of the Assembly November 18.
-
The Madras High Court Thursday reserved orders on an appeal filed by expelled AIADMK leader O Paneerselvam, challenging an interim order that restrained him from using the party’s name, flag, symbol and letterhead.
-
The Uttar Pradesh Madrasa Education Board Thursday wrote to Chief Minister Yogi Adityanath urging him to start the process of giving government recognition to more than 8,000 madrasas in the state.
-
Israeli forces dropped leaflets warning Palestinians to flee parts of southern Gaza, residents said Thursday, signalling a possible expansion of their offensive to the zone where most of the territory's population has fled to escape Israel's bombardment and ground assault.
-
Sebi chairperson Madhabi Puri Buch Thursday said the Sahara matter will continue for the capital markets regulator even after the death of the group’s founder Subrata Roy.
-
India’s economic growth prospects should remain strong over the medium term, with GDP expanding 6-7.1 per cent annually in fiscal years 2024-2026, S&P Global Ratings said Thursday.
-
Five-time champions Australia excelled on the big stage yet again as they pulled off a scrappy threewicket win to shatter South African dreams and reach their eighth ODI World Cup final here Thursday.
-
The Bombay High Court has said probe into a case cannot be transferred from police to a special agency merely because the investigation is "not appealing" to a party concerned.
-
The automobile industry witnessed a surge in sales during the festive period between Onam and Bhai Dooj, achieving a record turnover of Rs 1.3 trillion, as per reports.
-
Five-time champions Australia excelled on the big stage yet again as they pulled off a scrappy threewicket win to shatter South African dreams and reach their eighth ODI World Cup final here Thursday.
|
452 |
Y |
|