# |
Date |
Type |
Current Affairs |
No. Of Views |
Status |
Action |
2361 |
19-04-2022 |
Odia |
- ଭାରତୀୟ ଆର୍ମୀର ନୂଆ ସ୍ଥଳସେନା ମୁଖ୍ୟ ହେବେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ । ସେନାର କୋର୍ ଅଫ ଇଞ୍ଜିନିୟର ଅଫିସର ହେଉଛନ୍ତି ମନୋଜ । ସେ ୨୯ତମ ସେନାମୁଖ୍ୟ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ । ବର୍ତ୍ତମାନର ସ୍ଥଳସେନା ମୁଖ୍ୟ ଏମ.ଏମ. ନରଓ୍ବାଣେଙ୍କ ସ୍ଥାନ ନେବେ ମନୋଜ ।
- ଋଷ-ୟୁକ୍ରେନ ଯୁଦ୍ଧର ପ୍ରଭାବରେ ଘାଇଲା ଅଧିକାଂଶ ଦେଶର ଅର୍ଥନୀତି । ଆଗକୁ ଆସୁଛି ଘନସଙ୍କଟ । ଯୁଦ୍ଧକୁ ନେଇ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ଚେତାବନୀ । ବିଶ୍ବ ଜନସଂଖ୍ୟାର ଏକପଞ୍ଚମାଂଶ ଅର୍ଥାତ ୧୭୦ କୋଟି ଲୋକ ଠେଲି ହୋଇଯିବେ ଦାରିଦ୍ର୍ୟ ଓ କ୍ଷୁଧାର ବଳୟ ଭିତରକୁ ।
- ଦୁଇ ବର୍ଷ ପରେ ଆଜିଠୁ ପୁଣି ଖୋଲିଲା ଅଭିଯୋଗ ପ୍ରକୋଷ୍ଠ । ସବୁ ସରକାରୀ କାର୍ଯ୍ୟାଳୟରେ ଆଜିଠୁ ହୋଇଛି ପ୍ରତ୍ୟକ୍ଷ ଅଭିଯୋଗ ଶୁଣାଣି । ପୂର୍ବ ପରି ପ୍ରତି ସୋମବାର ସାଧାରଣ ଲୋକଙ୍କ ଅଭିଯୋଗ ଶୁଣାଣି କରାଯିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର ପକ୍ଷରୁ ସବୁ ବିଭାଗୀୟ ମୁଖ୍ୟ, ପୋଲିସ ମହାନିର୍ଦ୍ଦେଶକ, ଜିଲ୍ଲାପାଳ ଓ ଏସପିଙ୍କୁ ଅବଗତ କରିଛନ୍ତି ।
- କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର କଟକଣା କଡ଼ାକଡ଼ି କରିଛନ୍ତି । ଉତ୍ତରପ୍ରେଦଶ ରାଜଧାନୀ ଲକ୍ଷ୍ନୌ ଏବଂ ଦିଲ୍ଲୀ ଏନସିଆାରର ୬ଜିଲ୍ଲାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଗାଜିଆାବାଦ, ମିରଠ, ବୁଲନ୍ଦସହର, ବାଘପତ ସମେତ ଲକ୍ଷ୍ନୌର ସବର୍ସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।
- ଭାରତରେ ପ୍ରତିବର୍ଷ ୫ ଲକ୍ଷ ଦୁର୍ଘଟଣା ଘଟୁଛି । ଏହି ଦୁର୍ଘଟଣାରେ ୧.୫ ଲକ୍ଷରୁ ଅଧିକଙ୍କ ମୃତ୍ୟୁ ହେଉଛି ।
- ସଂଘର୍ଷ ହିଁ ଜନ୍ମଦିଏ ଆଉ ଏକ ସଫଳତାକୁ । ରାଜସ୍ଥାନର ଫତେପୁର ଶେଖାବଟୀରେ ମଧ୍ୟ ଦେଖିବାକୁ ମିଳିଛି ସେହିଭଳି ଏକ ଘଟଣା । ଯେଉଁଥିରେ ଜଣେ ମହିଳା ନିଜ ପେନସନ୍ ଏବଂ ଜମା ରଖିଥିବା କିଛି ଟଙ୍କାରେ ଗାଁ ଲୋକଙ୍କ ପାଇଁ ୧୦ ଲକ୍ଷର ଆମ୍ବୁଲାନ୍ସ କିଣିଛନ୍ତି, କେବଳ ଅନ୍ୟର ସସମ୍ୟାକୁ ସୁଧାରିବା ପାଇଁ ।
- ହନୁମାନ ଜୟନ୍ତୀରେ ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ହୋଇଥିବା ଶୋଭାଯାତ୍ରା ପାଇଁ ପୁଲିସ ଅନୁମତି ନିଆଯାଇ ନଥିଲା। ଏଥିପାଇଁ ବଜରଙ୍ଗ ଦଳ ଦିଲ୍ଲୀ ଶାଖା ଏବଂ ବିଶ୍ବ ହିନ୍ଦୁ ପରିଷଦ ବିରୋଧରେ ପୁଲିସରେ ମାମଲା ରୁଜୁ ହୋଇଛି ଏବଂ ଜଣକୁ ଗିରଫ କରାଯାଇଛି।
- ହିଂସା ଦେଶର ବିଭିନ୍ନ ସ୍ଥାନକୁ ବ୍ୟାପିଯାଇଛି। ଦେଶରେ ୧୦ ଟି ରାଜ୍ୟରେ ପ୍ରାୟ ୧୫ରୁ ଅଧିକ ହିଂସା ଉପୁଜିଲାଣି। ଏପ୍ରିଲ ୧୦ ତାରିଖରେ ଗୁଜରାଟ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରେ ହିଂସା ଉପୁଜିଥିଲା। ୧୬ ତାରିଖରେ ଦିଲ୍ଲୀ, କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶରେ ହିଂସା ହୋଇଥିଲା।
- ବାୟୁ ପ୍ରଦୂଷଣ ରୋକିବାକୁ କାଠର ବିକଳ୍ପ ଭାବେ ବିଜୁଳି କିମ୍ବା ପିଏନ୍ଜି ବ୍ୟବସ୍ଥା ଥିବା ଶବ ଦାହ ଗୃହ ସ୍ଥାପନ କରିବା ଦିଗରେ ବିଚାର କରିବା ପାଇଁ ଜାତୀୟ ଗ୍ରିନ ଟ୍ରିବ୍ୟୁନାଲ (ଏନ୍ଜିଟି) କହିଛନ୍ତି।
- ଗତକାଲି ରାତିସାରା ରୁଷ୍ ୟୁକ୍ରେନ୍ର ବିଭିନ୍ନ ସାମରିକ ପ୍ରତିଷ୍ଠାନ ଉପରେ ଜୋରଦାର ଆକ୍ରମଣ କରିଛି। ରାତିକରେ ରୁଷ୍ ୟୁକ୍ରେନ୍ର ୧୬ ସାମରିକ ପ୍ରତିଷ୍ଠାନ ଧ୍ବଂସ କରିଦେଇଛି। ଏଥିରେ ୫ କମାଣ୍ଡ ପୋଷ୍ଟ, ତୈଳ ଡିପୋ ଆଦି ରହିଛି।
- ଓଡ଼ିଶା କୃଷି ବିଶ୍ବବିଦ୍ୟାଳୟ ପକ୍ଷରୁ ୨ଟି ନୂଆ କପା ବିହନ ପ୍ରସ୍ତୁତ କରାଯାଇଛି। ଅଣ ବିଟି କଟନର ବିକଳ୍ପ ଭାବରେ ବିଏସ-୨୭୯ ଓ ବିଏସ-୩୦ ବିହନ ଚାଷୀଙ୍କୁ ଉପାଦେୟ ହେବ।ଓଡ଼ିଶାର ଏକମାତ୍ର କପା ଗବେଷଣା କେନ୍ଦ୍ର ଭବାନୀପାଟଣା ସହରରେ ଥିବାବେଳେ ଏହି କେନ୍ଦ୍ର ପକ୍ଷରୁ ଏହି ଦୁଇଟି ବିହନ ପ୍ରକାଶ ପାଇବା ଘଟଣା ଚାଷୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।
- ଇଲେକ୍ଟ୍ରିକ ଗାଡ଼ିରେ ନିଆଁ ଲାଗିବା ଘଟଣା ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି। ତେବେ ଇଲେକ୍ଟିକ୍ ସ୍କୁଟର ତିଆରି କରୁଥିବା କମ୍ପାନି ଓକିନାୱା ଅଟୋଟେକର ଏକ ସୋ’ରୁମରେ ନିଆଁ ଲାଗି ଯାଇଛି। ଏହି ନିଆଁରେ ୧୭ଟି ଇଲେକ୍ଟ୍ରିକ ସ୍କୁଟର ଜଳି ପାଉଁଶ ହୋଇଯାଇଛି।
- ମହାରାଷ୍ଟ୍ରର ସମସ୍ତ ଧାର୍ମିକ ସ୍ଥାନରେ ଲାଉଡସ୍ପିକର ଲଗାଇବା ପୂର୍ବରୁ ବର୍ତ୍ତମାନ ସରକାରଙ୍କ ଅନୁମତି ଆବଶ୍ୟକ ହେବ। ବିନା ଅନୁମତିରେ ଲାଉଡସ୍ପିକର ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।
- ଶ୍ରୀଲଙ୍କାରେ ଏବେ ଭୟଙ୍କର ଅର୍ଥନୈତିକ ସଙ୍କଟ ଦେଖାଦେଇଛି।ଏହା ମଧ୍ୟରେ ରାଷ୍ଟ୍ରପତି ଗୋତବାୟା ରାଜପେକ୍ଷ ୧୭ଜଣ ନୂଆ କ୍ୟାବିନେଟ ମନ୍ତ୍ରୀଙ୍କୁ ନିଯୁକ୍ତ କରିଛନ୍ତି।
- ରାଜସ୍ଥାନର ମେହନ୍ଦୀପୁର ବାଲାଜୀରେ ଏସବିଆଇ ଶାଖାରୁ ୧୧ କୋଟି ଟଙ୍କାର କଏନ ଗାଏବ ହେବା ଘଟଣାର ତଦନ୍ତ ଆରମ୍ଭ କରିଛି ସିବିଆଇ । ସୋମବାର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି ।
- ଜିଏସଟି ଟ୍ୟାକ୍ସ ସ୍ଲାବରେ ପରିବର୍ତ୍ତନ ନେଇ ଜାରି ରହିଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ସରକାର । ଜିଏସଟି ସ୍ଲାବ ୫ ପ୍ରତିଶତରୁ ୮ ପ୍ରତିଶତକୁ ବୃଦ୍ଧି କରିବା ନେଇ ଜିଏସଟି ପରିଷଦ ବିଚାର କରୁଥିବା ଖବରକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି ମୋଦୀ ସରକାର। ଏହାସହ ଖବରରେ କୌଣସି ସତ୍ୟତା ନଥିବା ସରକାର କହିଛନ୍ତି।
- ସୋମବାର ଦ୍ଵୈତନଗରୀ ନଗରୀ ଭୁବନେଶ୍ବର ଓ କଟକର ତାପମାତ୍ରା ୪୦ଡିଗ୍ରୀ ଅତିକ୍ରମ କରିଛି।
- ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ଏଥର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଗ୍ରୀଷ୍ଣ ଅବକାଶ ଜୁନ ୧ରୁ ୧୬ ପର୍ଯ୍ୟନ୍ତ ହେବ। ମାତ୍ର ୧୫ଦିନ ଗ୍ରୀଷ୍ଣ ଅବକାଶ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
- ଲଖିମପୁର ଖେରୀ ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ଝଟ୍କା ଲାଗିଛି। ଆଶିଷ ମିଶ୍ରଙ୍କ ଜାମିନ ଆବେଦନକୁ ସୁପ୍ରିମ କୋର୍ଟ ଖାରଜ କରି ଦେଇଛନ୍ତି। ସପ୍ତାହେ ମଧ୍ୟରେ ଆତ୍ମସମର୍ପଣ କରିବାକୁ ଆଶିଷଙ୍କୁ ନିର୍ଦେଶ ଦେଇଛନ୍ତି ସୁପ୍ରିକୋର୍ଟ।
- ଡ୍ରାଇଭର ମହାସଂଘର ୧୦ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି। ବିଭିନ୍ନ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଡ୍ରାଇଭର ଆସି ଏକତ୍ରିତ ହେବାରୁ ରସୁଲଗଡ,ବାଣୀବିହାର ରାଜମହଲ,ଆଚାର୍ଯ୍ୟ ବିହାର,ଜୟଦେବ ବିହାର ଆଦି ଛକରେ ରାସ୍ତାଜାମ୍ ହୋଇଛି।
|
573 |
Y |
|
2362 |
19-04-2022 |
English |
- Lt Gen Manoj Pande will be the next Army chief succeeding Gen MM Naravane whose tenure ends by the end of this month, officials said Monday
- The Supreme Court Monday cancelled the bail granted to Ashish Mishra, son of Union Minister Ajay Mishra in the Lakhimpur Kheri violence case and asked him to surrender in a week, observing the Allahabad High Court had shown “tearing hurry” in giving relief and adopted a “myopic view of the evidence”.
- The Enforcement Directorate (ED) has attached assets worth over `757 crore of one of the country’s most known multi-level marketing (MLM) and direct-selling companies, Amway India, as part of a money-laundering investigation
- In May, the NITI Aayog plans to launch the National Data and Analytics Platform (NDAP), which would give government data in a user-friendly manner and encourage data-driven decision-making and research
- From 18th April 2022, block level health melas began by the Union Health Ministry at more than one lakh Ayushman Bharat-Health and Wellness Centres across India.
- The Vande Bharat Express train will operate between Khajuraho and Delhi soon, Railway Minister Ashwini Vaishnaw has announced.
- The Indian Institute of Technology, Guwahati, has teamed up with the National Thermal Power Corporation (NTPC) to design and construct a highly energy-efficient CO2 collection system from power plants.
- Delhi Auto, taxi unions on strike in Delhi demanding CNG subsidy, fare hike.
- India’s first-ever radio channel for the visually impaired, named 'Radio Aksh' has been launched in Nagpur, Maharashtra.
- Nashik Police Commissioner Deepak Pandey on Monday issued a directive stating that no one will be allowed to play bhajan or other songs on loudspeaker 15 minutes before and after the call of azaan. This is applicable for areas within a 100-metre radius of any mosque.
- The Appointments Committee of the Cabinet, approved Vikram Dev Dutt’s appointment as the Chairman and Managing Director (CMD) of Air India Asset Holding (AIAHL),
- India and Finland announced the decision to establish an Indo-Finnish Virtual Network Centre on Quantum Computing. Science and Technology Minister Dr Jitendra Singh and visiting Finland Minister of Economic Affairs Mika Lintila, who is currently in India, announced.
- Indonesia has stopped imports of agricultural products from India, citing a failure by New Delhi officials to register laboratories that evaluate food safety and issue certificates of analysis (COA),
- India gets two months extension for the transportation of 50,000 Metric Tons (MTs) of wheat and life-saving medicines as humanitarian assistance to Afghanistan via the Attari-Wagah integrated check-post.
- Sri Lankan President Gotabaya Rajapaksa appointed a new Cabinet on 18 Apr. The authorities said that a total of 17 members including many former Cabinet Ministers were sworn in.
- Russian President Vladimir Putin held a phone call with his Palestinian counterpart Mahmoud Abbas and discussed the ongoing conflict in Ukraine.
- India on Monday reported at least 2,183 fresh Covid cases--- nearly 90 per cent jump compared to Sunday. According to the Union Ministry of Health and Family Welfare, the country also reported 214 more Covid-related deaths, bringing the total number.
- U.S. President Joe Biden will on Tuesday hold a call with allies to discuss the Ukraine crisis, including on how to coordinate on holding Russia accountable, the White House said.
- The Ukrainian military has launched an online crowdfunding campaign to buy fighter jets. Titled "Buy Me A Fighter Jet," the campaign seeks funds from the public for new fighter aircraft to repel the Russian advance.
- The Odisha Government has initiated steps for supplementing power supply to health service institutions through rooftop solar projects in a bid to ensure that hospitals do not face electricity problems across the state.
|
569 |
Y |
|
2363 |
18-04-2022 |
Odia |
- ସଙ୍ଗୀତ ସାଧକ, ପ୍ରଚ୍ଛଦପଟ ଗାୟକ, ଗୀତିକାର ଓ ସ୍ତମ୍ଭକାର ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କର ୮୩ ବର୍ଷ ବୟସରେ ରବିବାର ରାତିରେ ଭୁବନେଶ୍ବର ବାସଭବନରେ ତାଙ୍କର ପରଲୋକ ହୋଇଥିବା ପୁତ୍ର ମହାପ୍ରସାଦ କର ସୂଚନା ଦେଇଛନ୍ତି।
- ୟୁକ୍ରେନ୍ ପରେ ରୁଷ୍ ଲିଥୁଆନିଆକୁ ଟାର୍ଗେଟ୍ କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଉଭୟ ଲିଥୁଆନିଆ ଏବଂ ରୁଷ୍ ସୋଭିଏତ୍ ସଂଘରେ ଥିଲେ। ଲିଥୁଆନିଆ ସ୍ବାଧୀନତା ହାସଲ କରିବା ପରେ ୨୦୦୪ରେ ନାଟୋରେ ଯୋଗ ଦେଇଥିଲା।
- ବିଭିନ୍ନ ଦେଶରେ କୋଭିଡ୍ଜନିତ ମୃତ୍ୟୁସଂଖ୍ୟାର ହିସାବ କରିବା ଲାଗି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଯେଉଁ ପଦ୍ଧତି ଅବଲମ୍ବନ କରୁଛି, ଭାରତ ତାହାର ପ୍ରତିବାଦ କରିଛି।
- ଭାରତର ଦୈନିକ କୋଭିଡ୍ ସଂକ୍ରମଣ ତୃତୀୟ ଥର ପାଇଁ ୧,୦୦୦ ଅତିକ୍ରମ କରିଛି ଏବଂ ରବିବାର ଗତ ୨୪ ଘଣ୍ଟାରେ ୧,୧୫୦ଟି ନୂଆ ମାମଲା ପଞ୍ଜୀକୃତ ହୋଇଥିବା ଜଣାପଡ଼ିଛି।
- ଉତ୍ତରପ୍ରଦେଶ ବିଧାନସଭା ଏବଂ ପରେ ବିଧାନ ପରିଷଦ ନିର୍ବାଚନରେ ପରାଜୟର ସମ୍ମୁଖୀନ ହୋଇଥିବା ସମାଜବାଦୀ ପାର୍ଟି(ଏସପି) ଅଧ୍ୟକ୍ଷ ଅଖିଳେଶ ଯାଦବ ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିର ପରାଜୟ ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ର ବିଜୟକୁ ନେଇ ଖୁସିରେ ଗଦଗଦ ହୋଇଯାଇଛନ୍ତି
- ଭାରତ ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ପଦକ୍ଷେପର ପ୍ରଭାବ ଯୋଗୁଁ ୨୦୧୧ରୁ ୨୦୧୯ ମଧ୍ୟରେ ଉତ୍କଟ ଦାରିଦ୍ର୍ୟ ହାର ୧୨.୩% ହ୍ରାସ ପାଇଛି। ବିଶ୍ବବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟରେ ଏହା କୁହାଯାଇଛି।
- ସରକାରୀ ବୀମା କଂପାନି ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)ରେ ୨୦ ପ୍ରତିଶତ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍ଡିଆଇକୁ ଅନୁମତି ଦେବା ଲାଗି ବୈଦେଶିକ ମୁଦ୍ରା ପରିଚାଳନା ନିୟମ (ଫେମା)ରେ ସଂଶୋଧନ କରାଯାଇଛି। ସ୍ବୟଂକ୍ରିୟ ରୁଟ୍ରେ ଏଲ୍ଆଇସିକୁ ବିଦେଶୀ ପୁଞ୍ଜି ଆସିପାରିବ।
- ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁଯାୟୀ, ଏପ୍ରିଲ ୮ ତାରିଖରେ ଶେଷ ହୋଇଥିବା ସପ୍ତାହରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୨.୪୭ ବିଲିଅନ ଡଲାର ହ୍ରାସ ଘଟି ୬୦୦.୦୦୪ ବିଲିଅନ ଡଲାରରେ ରହିଛି।
- ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏପ୍ରିଲ ପ୍ରଥମଭାଗରେ ଦେଶରେ ପେଟ୍ରୋଲ ବ୍ୟବହାର ୧୦ ପ୍ରତିଶତ ଓ ଡିଜେଲ ବ୍ୟବହାର ୧୫.୬ ପ୍ରତିଶତ ହ୍ରାସ ପାଇଥିଲା । ପୂର୍ବରୁ ଗତ ୨୦୨୦ରେ ଲକଡାଉନ ଯୋଗୁଁ ଦେଶରେ ପେଟ୍ରୋଲ ଓ ଡିଜେଲ ବ୍ୟବହାର ହ୍ରାସ ପାଇଥିଲା ।
- ଦେଶର ବୃହତ୍ତମ ଆଇଟି କମ୍ପାନି ଟିସିଏସ୍ ଚଳିତ ଆର୍ଥକ ବର୍ଷରେ ୪୦ ହଜାର ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛି ।
- ଲୋକପ୍ରିୟ ମେସେଜିଂ ଅାପ୍ ହ୍ବାଟ୍ସଆପ୍ ଏକ ନୂଆ ଫିଚର୍ର ଘୋଷଣା କରିଛି। ଏହି ଫିଚର୍ ଜରିଆରେ ଏଣିକି ହ୍ବାଟ୍ସଆପ୍ ଗ୍ରୁପ୍ କଲ୍ରେ ୩୨ ଜଣ ଯୋଡ଼ି ହୋଇପାରିବେ। ଏବେ ଗ୍ରୁପ୍ କଲ୍ରେ ସର୍ବାଧିକ ୮ ଜଣ କଥା ହୋଇ ପାରୁଛନ୍ତି।
- ଗେମିଂ ଷ୍ଟାର୍ଟଅପ୍ ଓ୍ଵିଞ୍ଜୋ(Winzo) ଆଗାମୀ ଗୋଟିଏ ବର୍ଷରେ ଏକ ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ନିଯୁକ୍ତ ଦେବ ବୋଲି ଆଶା ପ୍ରକାଶ କରିଛି। କମ୍ପାନୀର ବରିଷ୍ଠ ଅଧିକାରୀ ହିଁ ଏହାର ସୂଚନା ଦେଇଛନ୍ତି।
- କୃଷି ମନ୍ତ୍ରଣାଳୟ ଅନୁଯାୟୀ, ଆର୍ଥିକ ବର୍ଷ ୨୦୨୧-୨୨ରେ ମୋଟ୍ ଗହମ ରପ୍ତାନୀ ୫୪.୫୦ ପ୍ରତିଶତ ବୃଦ୍ଧି ଘଟିଛି। ଭାରତର ଗହମ ରପ୍ତାନୀ ରେକର୍ଡ ସ୍ତର ୧୫,୪୨୮ କୋଟି ଟଙ୍କା ମୂଲ୍ୟରେ ପହଞ୍ଚି ଯାଇଛି, ଯାହା ଗତ ବର୍ଷ ତୂଳନାରେ ୩.୪୫ ପ୍ରତିଶତ ଅଧିକ। ଚଳିତ ଆର୍ଥିକ ବର୍ଷରେ ଗହମ ରପ୍ତାନୀ ୭୦ ଲକ୍ଷ ଟନରୁ ବୃଦ୍ଧି ଘଟି ୧୦୦ ଲକ୍ଷ ଟନରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି।
- ନୂଆକରି କରାଯାଉଥିବା ପାଠ୍ୟକ୍ରମରେ ପିଲାମାନଙ୍କୁ ସ୍କୁଲ ସମୟରୁ ପହଁରା ଶିଖାଯିବ। ଏହାଛଡା ପ୍ରାକୃତିକ ବିପର୍ଯ୍ୟୟ ବେଳେ କେଉଁ ଭଳି ଉପାୟରେ ନିଜକୁ ଓ ନିଜ ପାଖାପାଖି ଲୋକଙ୍କୁ ଉଦ୍ଧାର କରିବେ ସେ ବାବଦରେ ସ୍ୱତନ୍ତ୍ର ତାଲିମ ଦିଆଯିବ। ରାଜ୍ୟ ସରକାରଙ୍କ ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀ, କ୍ରୀଡା ଶିକ୍ଷକମାନେ ପିଲାମାନଙ୍କୁ ଏହି ପ୍ରଶିକ୍ଷଣ ଦେବେ।
- ପ୍ରବାଦ ପୁରୁଷ, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୫ ତମ ଶ୍ରାଦ୍ଧ ଦିବସ । ଆଜି ତାଙ୍କ ଶ୍ରାଦ୍ଧ ବାର୍ଷିକୀରେ ରାଜ୍ୟର କୋଣ ଅନୁକୋଣରେ ହେଉଛି ତାଙ୍କ ସ୍ମୃତିଚାରଣ । ଏହି ଅବସରରେ ବିଧାନସଭା ପରିସରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
- ସେନାର ବରିଷ୍ଠ କମାଣ୍ଡରମାନଙ୍କର ସମ୍ମିଳନୀ ଆସନ୍ତାକାଲିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହେବ। ସେନା କମାଣ୍ଡରମାନଙ୍କର ଏହି ସମ୍ମିଳନୀ ବର୍ଷରେ ଦୁଇଥର ଅପ୍ରେଲ ଏବଂ ଅକ୍ଟୋବର ମାସରେ ହୋଇଥାଏ। ଏହି ସମ୍ମିଳନୀରେ ଭାରତୀୟ ସେନା ସମ୍ପର୍କରେ ବ୍ୟାପକ ସ୍ତରରେ ବିଚାର ବିମର୍ଷ କରାଯିବା ସହ ବିଭିନ୍ନ ନୀତିକୁ ଚୂଡ଼ାନ୍ତ କରାଯିବ।
- ଅଶୋଧିତ ତୈଳ ଏବଂ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଓ ବିଶ୍ୱରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତା ସତ୍ୱେ ଭାରତରେ ଏକକ ମାଲିକାନା କମ୍ପାନୀ ସମେତ ୧୫ ହଜାରରୁ ଅଧିକ କମ୍ପାନୀ ପଞ୍ଜିକରଣ ହୋଇଥିବା ସରକାର ସୂଚନା ଦେଇଛନ୍ତି। ଏହାର ପରିମାଣ ପ୍ରାୟ ୧୯ ହଜାର କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି।
- ଉପହାର ସିନେମା ହଲରେ ଅଗ୍ନିକାଣ୍ଡ ଘଟିଛି। ୨୫ ବର୍ଷ ପରେ ଉପହାର ସିମେନ ହଲରେ ଏହି ଅଗ୍ନିକାଣ୍ଡ ଘଟିଥିବା ଦିଲ୍ଲୀ ଅଗ୍ନିଶମ ସେବା ପକ୍ଷରୁ କୁହାଯାଇଛି। ଦିଲ୍ଲୀ ଅଗ୍ନିଶମ ସେବା ବିଭାଗ ଆଜି ଭୋର ସମୟ ପ୍ରାୟ ୪.୪୮ ମିନିଟ ବେଳେ ଉପହାର ସିନେମା ହଲ ଭିତରେ ନିଆଁକୁ ଆୟତ୍ତ କରିବା ପାଇଁ ଏକ କଲ ପାଇଥିଲା।
- କର୍ଣ୍ଣାଟକର ହୁବଲି ଥାନା ଅଞ୍ଚଳରେ ହିଂସାକାଣ୍ଡ ଘଟିଛି। ଏହି ହିଂସାକାଣ୍ଡରେ ୧୨ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ହିଂସାକୁ ନେଇ ପୁଲିସ ୬ଟି ମାମଲା ରୁଜୁ କରିବା ସହିତ ୪୬ଜଣଙ୍କୁ ଗିରଫ କରିଛି।
- ୧୨୪କୋଟି ଜିଏସଟି ଜିଏସଟି ଫାଙ୍କି ଅଭିଯୋଗରେ ୪ଜଣଙ୍କୁ ଗିରଫ କରାଯାଇଛି। ରାଉରକେଲାରୁ ୪ଜଣଙ୍କୁ ସମ୍ବଲପୁର ପୁଲିସ କରିଛି। ଗିରଫଙ୍କ ମଧ୍ୟରେ ୨ଜଣ ବ୍ୟାଙ୍କ କର୍ମଚାରୀ ରହିଛନ୍ତି।
|
559 |
Y |
|
2364 |
18-04-2022 |
English |
- The Chairman of the Russian parliament’s lower house, Vyacheslav Volodin, on Sunday said that Volodymyr Zelenskyy, who recently expressed his alleged readiness to discuss the Crimean issue and Ukraine’s refusal to join NATO with Russia, actually wants to buy time by turning to NATO for military assistance.
- India logged 1,150 fresh Covid infections, 175 more than Saturday, according to the Union Ministry of Health and Family Welfare on Sunday. The active cases in the country increased to 11,558 which accounts for 0.03 per cent of the total cases.
- Bharatiya Janata Party chief JP Nadda, who is on a two-day visit to Karnataka, on Sunday said that the central government has approved 10 railway projects in Karnataka and the work will begin soon.
- Former Assam Congress president Ripun Bora on Sunday joined the Trinamool Congress in the presence of party's national general secretary Abhishek Banerjee in Kolkata.
- Noted Odia musician and Padma Shri Prafulla Kar passed away following a cardiac arrest at his Satya Nagar residence here Sunday night. He was 83
- Pakistan Prime Minister Shehbaz Sharif has written a letter to his Indian counterpart, Narendra Modi, pitching for "meaningful" engagement between the two countries, people familiar with the development said Sunday
- Retail online transaction platform UPI will likely continue to dominate the digital payments space in the country even as newer methods such as BNPL and digital currency are expected to define the future of payments, a study has said.
- Seven of the 10 most valued firms suffered a combined erosion of `1,32,535.79 crore in market valuation last week, with Reliance Industries emerging as the worst hit.
- Union government has incorporated as many as 96 CPSEs since 2014, as per official data. 69 of these Central Public Sector Enterprises have their registered offices in Delhi. T
- While rainfall in the southern peninsular India is set to reduce, some states in the northeast would continue to witness heavy-to-very heavy rainfall for the next two days, the India Meteorological Department (IMD) has said
- About 3,000 delegates will attend the plenary session of Telangana's ruling party Telangana Rashtra Samithi (TRS) scheduled to be held in Hyderabad April 27
- Extreme poverty in India declined by 12.3 percentage points to 10.2 per cent in 2019, from 22.5 per cent in 2011, according to a working paper of the World Bank.
- The government has amended rules of the Foreign Exchange Management Act (FEMA), paving the way for up to 20 per cent foreign direct investment in the insurance behe - moth LIC.
- Commuters in Delhi may face problems as various unions of auto, taxi and mini bus drivers have decided to go on strike on Monday. The unions have been demanding hike in fare rates and slashing of CNG prices. While most unions said they will be on one-day strike, the Sarvodaya Driver Association Delhi, which has members who drive for cab aggregators, said it will go an “indefinite” strike from Monday.
- Over 26.6 million systematic investment plans (SIPs) were registered in 2021-22 (FY22) — a jump of 88 per cent over the preceding fiscal year (2020-21, or FY21) — reveals data from the Association of Mutual Funds in India. The past 10 months have seen new SIP registrations upwards of 2 million.
|
537 |
Y |
|
2365 |
17-04-2022 |
English |
- The State Government has cut-short the annual summer vacation to 11 days during this year. The School and Mass Education Department on Saturday informed that summer vacation will be curtailed and allowed for a brief period from June 6 to June 16, 2022.
- Prime Minister Narendra Modi on Friday asserted that Government schemes are fast making treatment “accessible to all” and the country is likely to get a record number of doctors in the next 10 years thanks to the expansion of medical education.
- The BJP on Saturday lost by - elections to one Lok Sabha and four Assembly seats. The TMC won both Asansol Lok Sabha and Ballygunge Assembly seats in West Bengal, the Congress bagged two constituencies, one each in Chhattisgarh and Maharashtra, and the RJD won in Bihar.
- Violence broke out during a Hanuman Jayanti procession in Delhi's Jahangirpuri area on Saturday, leaving several cops injured. There was stone-pelting and some vehicles were also torched, police said
- Fulfilling its promise made in the run-up to the Assembly poll, the Bhagwant Mann-led AAP government on Saturday announced 300 units of free electricity from July 1.
- The Congress started its preparations for the next Lok Sabha elections with political strategist Prashant Kishor presenting a detailed roadmap for 2024 before Congress interim President Sonia Gandhi and top party leaders.
- Childline 1098 is the country’s only dedicated help line number for children and the entire child rights sector relies on it to provide assistance to them, but today a cloud hangs over its future as the government plans to merge it with national emergency helpline 112.
- The upward trend in COVID19 cases in the Capitalcontinued with the test positivity rate(TPR) breaching the 5% mark on Saturday after remaining below it formonths, according to a Delhi governmt bulletin.
- India’s largest private sector lender HDFC Bank on Saturday reported a 23% jump in standalone net profit tors10,055.20 crore for the March quarter, led by growth in loan demand across categories and lower provisioning as the lender trimmed bad loans. The bank’s net profit during the corresponding period of the previous fiscal stood at ₹8,186.51 crore.
- The state government has started preparation to tackle any possible natural disaster like cyclone or flood during the upcoming monsoon season.
- The Tamil Nadu government has set a record by providing one lakh free power connections to farmers in less than a year's time and ensured the participation of equal number of ryots in enhancing the state's prospects on the farm front, Chief Minister MK Stalin said Saturday.
- Rajya Sabha MP and former cricketer Harbhajan Singh Saturday said that he will contribute the salary he will get as a member of the Upper House towards the education of farmers’ daughters. Singh, who was elected to Rajya Sabha last month, said he will do everything he can for the betterment of the country.
- In an unfortunate turn of events, a 72-year-old devotee from Chhattisgarh died inside Puri Srimandir this morning. The deceased has been identified as Y G Murty hailing from from the neighbouring state.
- Bodybuilder and former ‘Ganjam Shri’ Jyoti Ranjan Pradhan died today evening. While on his way back home on a two-wheeler after closing his gym ‘Just Fit’ in Berhampur town at around 8 PM, Jyoti Ranjan met with an accident.
- Tribal leader and former MLA, George Tirkey resigned from the primary membership of the Congress party today. He sent his resignation letter to the OPCC Chief.
|
558 |
Y |
|
2366 |
17-04-2022 |
Odia |
- ଶନିବାର ସନ୍ଧ୍ୟାରେ ଉତ୍ତରପଶ୍ଚିମ ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ଘଟିଥିବା ସଂଘର୍ଷରେ ୯ଜଣ ଆହତ ହୋଇଛନ୍ତି ଓ ସଂଘର୍ଷରେ ଲିପ୍ତ ଥିବା ଆଉ ୯ଜଣଙ୍କୁ ଗିରଫ କରାଯାଇଛି। ସଂଘର୍ଷରେ ସମ୍ପୃକ୍ତ ଥିବା ସନ୍ଦେହରେ ୧୫ଜଣଙ୍କୁ ଅଟକ ରଖାଯାଇଥିଲା।
- ରାଜଧାନୀ ଭୁବନେଶ୍ଵରରରେ ଅଭାବନୀୟ ଘଟଣା । ସିଆରପି- ଜୟଦେବ୍ ବିହାର ରାସ୍ତା ଉପରେ ମୋବିଲ ତେଲ ପଡିବା କାରଣରୁ, ଦୁର୍ଘଟଣାରେ ୪୦ ବାଇକ ଆରୋହୀ ଆହତ। ନୟାପଲ୍ଲୀରୁ ସିଆରପି ଛକ ରାସ୍ତାରେ ତେଲ ପଡ଼ିବାରୁ ଗାଡ଼ି ସ୍ଲିପ୍ କରିଥିଲା ।
- କୋଭିଡରେ ପ୍ରଭାବିତ ପାଠପଢ଼ା ଭରଣା ପାଇଁ କମିଲା ଖରା ଛୁଟି: ଏଥର ଜୁନ ୬ରୁ ୧୬ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ । ମେ ପହିଲାରୁ ଆରମ୍ଭ ହେବ ନୂଆ ଶିକ୍ଷାବର୍ଷ । ପହିଲାରୁ ଜୁନ ୫ ଯାଏଁ ସକାଳ ୬ଟାରୁ ୯ଟା ଯାଏଁ ସକାଳୁଆ ପାଠପଢା
- ଓଡିଶାର ୧୫ରୁ ୨୫ ବର୍ଷର ୭୫ ଲକ୍ଷ ଯୁବକଙ୍କୁ ସ୍କିଲ୍ ଦ୍ୱାରା ରୋଜଗାରକ୍ଷମ କରିବା ପାଇଁ ଯୋଜନା କରାଯିବ: ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
- ପୂର୍ବତଟ ମାଲବାହୀ ରେଳ କରିଡର୍ ଖୁବ୍ଶୀଘ୍ର: ଖଡ଼ଗପୁର-ବିଜୟୱାଡ଼ା ୧୧୧୫ କି.ମି. ରେଳପଥ ସଂଯୋଗ ହେବ ।
- ଏପ୍ରିଲ ୨୧ରେ ଭାରତ ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ, ଦୁଇ ଥର ବାତିଲ ହୋଇସାରିଛି ଜନସନଙ୍କ ଗସ୍ତ ।
- ଆମେରିକା ଓ ନାଟୋକୁ ରୁଷିଆର ଧମକ: ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରିବାକୁ ଭ୍ଲାଦିମିର ପୁଟିନଙ୍କ ଚେତାବନୀ।
- ଦିଲ୍ଲୀ ପରେ ପଞ୍ଜାବରେ ମିଳିବ ମାଗଣା ବିଜୁଳି: ଜୁଲାଇ ପହିଲାରୁ ମିଳିବ ୩ଶହ ୟୁନିଟ ମାଗଣା ବିଜୁଳି ।
- ଆଇପିଏଲ ଇତିହାସରେ ମୁମ୍ବାଇର ସବୁଠୁ ଖରାପ ପ୍ରଦର୍ଶନ, ପ୍ରଥମ ଥର ପାଇଁ ପ୍ରାରମ୍ଭିକ ୬ ମ୍ୟାଚ୍ ରେ ପରାଜିତ ।
- ଚଳିତ ଆଇପିଏଲ୍ର ପଞ୍ଚଦଶ ସଂସ୍କରଣରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ୧୬ ରନ୍ରେ ପରାସ୍ତ କର ଚତୁର୍ଥ ବିଜୟ ହାସଲ କରିଛି ।
- ରୁଷ୍ ଆଣବିକ ଅସ୍ତ୍ର ପ୍ରୟୋଗ କରିବାର ସମ୍ଭାବନା ଥିବାରୁ ବିଶ୍ବ ପ୍ରସ୍ତୁତ ରହିବା ଉଚିତ ବୋଲି ଶନିବାର ଦିନ ପୁଣି ଥରେ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କି ସାମ୍ବାଦିକମାନଙ୍କୁ କହିଛନ୍ତି।
- ରୁଷ୍-ୟୁକ୍ରେନ୍ ଯୁଦ୍ଧକୁ ୫୨ ଦିନ ପୂରିଥିବା ବେଳେ ବିଭିନ୍ନ ଅଂଚଳରେ ଗୋଳାବର୍ଷା ଜାରି ରହିଛି। ବନ୍ଦର ସହର ମାରିୟୁପୋଲ୍ରେ ଅତି ଜଟିଳ ସ୍ଥିତି ଲାଗି ରହିଛି। ମାରିୟୁପୋଲ୍ରେ ୯୦ ପ୍ରତିଶତ ଅଂଚଳ ରୁଷ୍ ସୈନିକଙ୍କ ଦଖଲରେ ରହିଥିଲେ ମଧ୍ୟ ପୁଣି ଲଢ଼େଇ ଜୋରଦାର ହୋଇଛି।
- ଆଗାମୀ ବିଧାନସଭା ନିର୍ବାଚନ ଏବଂ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରଶାନ୍ତ କିଶୋର ସୋନିଆଙ୍କ ନିକଟରେ ଯୋଜନା ଉପସ୍ଥାପନ କରିଛନ୍ତି।
- କରୋନା ଭୂତାଣୁର ଡେଲଟା ଓ ଓମିକ୍ରନ୍ ଭେରିଏଣ୍ଟକୁ ପ୍ରତିରୋଧ କରିବା ଲକ୍ଷ୍ୟରେ ଭାରତରେ ଏକ ନୂତନ ଟିକା ବିକଶିତ କରାଯାଉଛି। ଏହି ଟିକାର ସ୍ବାତନ୍ତ୍ର ହେଲା ଏହା ଅଧିକ ତାପମାତ୍ରାରେ ରହିଲେ ମଧ୍ୟ ଖରାପ ହେବନାହିଁ।
- ଦେଓମାଳି ପାହାଡ ରାଜ୍ୟର ବେଶ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ହେବାକୁ ଯାଉଛି।
- ଭାରତ ଗସ୍ତରେ ଆସିବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଚଳତ ମାସ ୨୧ ତାରିଖରେ ବୋରିସ ଦୁଇ ଦିନିଆ ଭାରତ ଗସ୍ତରେ ଅସୁଥିବା ନେଇ ସୂଚନା ମିଳିଛି । ୨୧ ତାରିଖରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଗୁଜରାଟ ଯିବାର କାର୍ଯ୍ୟକ୍ରମ ରହିଛି । ସେହିପରି ୨୨ ତାରିଖ ଦିନ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ବୋରିସଙ୍କ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।
- ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଓ ୱେଲ୍ନେସ୍ ବ୍ୟବସ୍ଥାର ଚତୁର୍ଥ ବାର୍ଷିକୀ ଅବସରରେ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ୧ ଲକ୍ଷ ଇ-ସଞ୍ଜିବନୀ ଟେଲି-ପରାମର୍ଶ କେନ୍ଦ୍ର ଉଦ୍ଘାଟନ କରିଛନ୍ତି।
- ନୂଆ ଶିକ୍ଷା ବର୍ଷରୁ ମେ’ ପହିଲାରୁ ନୂତନ ଶିକ୍ଷା ବର୍ଷ ଆରମ୍ଭ ହେବ। ନୂଆ ଶିକ୍ଷାବର୍ଷ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ଦେଇଛନ୍ତି। ନୂଆ ଶିକ୍ଷାବର୍ଷରୁ ଶତ ପ୍ରତିଶତ କୋର୍ସରେ ପାଠପଢା ହେବ। ପୂର୍ବରୁ ସ୍ଥିତିକୁ ଦୃଷ୍ଟିରେ ରଖି ୩୦ ପ୍ରତିଶତ ସିଲାବସ୍ କଟା ଯାଇଥିଲା। ନବମ ଓ ଦଶମ ଶ୍ରେଣୀ ପାଇଁ ପ୍ରାକ୍ଟିକାଲ ପରୀକ୍ଷା ବ୍ୟବସ୍ଥା ରହିବ।
- ପ୍ରତିଦିନ ସକାଳ ୬ଟାରୁ ଏଠାରେ ଶିକ୍ଷାର୍ଥୀଙ୍କ ଭିଡ ଜମୁଛି। ଫ୍ରିରେ ଏଠାରେ ପିଲାଙ୍କୁ ରେଲୱେ ଏବଂ ଏସ୍ଏସ୍ସି ପରୀକ୍ଷା ପାଇଁ ପଢାଯାଉଛି। ଏସ୍କେ ଝା ନାମକ ଜଣେ ଇଞ୍ଜିନିୟର ମାଗଣାରେ ପିଲାଙ୍କୁ ପଢାଉଛନ୍ତି।
- ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କନ୍ଧମାଳ ସମେତ ଦକ୍ଷିଣ ଉପକୂଳ ଓଡିଶାର କିଛି ସ୍ଥାନରେ ୨୦ ତାରିଖ ଯାଏ ଘଡଘଡି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
|
517 |
Y |
|
2367 |
16-04-2022 |
Odia |
- ଋୁଷ୍-ୟୁକ୍ରେନ ଯୁଦ୍ଧ ୫୧ ଦିନରେ ପହଞ୍ଚିଥିବା ଏବଂ ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ପକ୍ଷରୁ ରୁଷ୍ରୁ ତୈଳ ଓ ଗ୍ୟାସ୍ ଆମଦାନୀ ଉପରେ କଟକଣା ଜାରି କରାଯାଇଥିବାବେଳେ ରୁଷ୍ ଉପ ପ୍ରଧାନମନ୍ତ୍ରୀ ଆଲେକଜାଣ୍ଡର ନୋଭାକ କହିଛନ୍ତି, ତାଙ୍କ ଦେଶରୁ ଗ୍ୟାସ୍ କିଣିବାକୁ ଅନେକ କ୍ରେତା ରୁବଲ୍ ଆକାରରେ ଦେୟ ପୈଠ କରିବାକୁ ରାଜି ହୋଇଛନ୍ତି।
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭିଏତନାମ କମ୍ୟୁନିଷ୍ଟ ପାର୍ଟିର ମହାସଚିବ ଗୁଏନ ଫୁ ତ୍ରୋଙ୍ଗ ଶୁକ୍ରବାର ଦିନ ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା ସହଭାଗିତା ବୃଦ୍ଧି କରିବାକୁ ସହମତି ପ୍ରକାଶ କରିଛନ୍ତି ଏବଂ ୟୁକ୍ରେନରେ ଚାଲିଥିବା ସଙ୍କଟ ଏବଂ ଦକ୍ଷିଣ ଚୀନ୍ ସାଗରର ପରିସ୍ଥିତି ଉପରେ ମତ ବିସ୍ତୃତ ଆଲୋଚନା କରିଛନ୍ତି।
- ଚେନ୍ନାଇ ସୁପର କିଙ୍ଗ୍ସର ଅଲରାଉଣ୍ଡର ଦୀପକ ଚହର ଆଇପିଏଲ ୨୦୨୨ର ବଳକା ମ୍ୟାଚଗୁଡ଼ିକରୁ ବାଦ୍ ପଡିଛନ୍ତି। ଶୁକ୍ରବାର ତାଙ୍କ ପିଠିରେ ଆଘାତ ଲାଗିଥିଲା। ଫେବୃଆରୀରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଘରୋଇ ସିରିଜରେ ମଧ୍ୟ ଚହରଙ୍କୁ ଆଘାତ ଲାଗିଥିଲା।
- ରୁଷର କ୍ଷେପଣାସ୍ତ୍ରବାହି ଜାହାଜ ମୋସ୍କୋବା କୃଷ୍ଣସାଗରରେ ବୁଡ଼ି ଯାଇଥିବା ଜଣାପଡିଛି। ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଏ ନେଇ ସୂଚନା ଦେଇଛି।
- ତିନି ଯୁବତୀ ଉମରକୋଟ କଳସୀ ଯାତ୍ରାର (ମୀନା ବଜାର) ଦେଖି ଯିବାକୁ ଘରେ କହିଥିଲେ, କିନ୍ତୁ ପରିବାର ଲୋକ ଯାତ୍ରା ଯିବାକୁ ବାରଣ କରିବାରୁ ଦୁଃଖରେ ଆତ୍ମହତ୍ୟା କରିଥିଲେ ତିନି ଯୁବତୀ । ଏ ସଂପର୍କରେ ଉମରକୋଟ ପୋଲିସ ଆଜି ଏକ ପ୍ରେସ ରିଲିଜ ମାଧ୍ୟମରେ ଜଣାଇଛନ୍ତି।
- ଜୁନ୍ ରେ ଆସିପାରେ କରୋନାର ଚତୁର୍ଥ ଲହର । ଏନେଇ ଆଇଆଇଟି ଦାବି କରିଥିବା ବେଳେ ଡର ବଢାଇଛି କରୋନାର ନୂଆ ଭାରିଆଣ୍ଟ XE । ଦେଶରେ ପୁଣି ଥରେ କରୋନା ସଂକ୍ରମଣ ମାମଲା ଦ୍ରୁତଗତିରେ ବଢୁଛି ।
- କଣ୍ଟ୍ରାକ୍ଟର ସନ୍ତୋଷ ପାଟିଲ କଥିତ ଆତ୍ମହତ୍ୟା ପ୍ରକରଣରେ କର୍ଣ୍ଣାଟକ ମନ୍ତ୍ରୀ କେ.ଏସ୍. ଈଶ୍ୱରପ୍ପା ଶେଷରେ ଇସ୍ତଫା ଦେଇଛନ୍ତି। ଈଶ୍ୱରପ୍ପା ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ଆବାସକୁ ଯାଇ ତାଙ୍କୁ ଭେଟିବା ସହ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।
- ମାଲ ପରିବହନ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି ଓଲେକ୍ଟ୍ରା ଗ୍ରୀନଟେକ୍ ଲମିଟେଡ୍। ଶୁକ୍ରବାର ଇଲେକ୍ଟ୍ରିକ୍ ଟ୍ରକ୍ ବର୍ଗରେ ବିସ୍ତାର ଲାଗି ୬X୪ ହେଭି ଡ୍ୟୁଟି ଇଲେକ୍ଟ୍ରିକ ଟିପରର ପରୀକ୍ଷଣ ଆରମ୍ଭ କରିଦିଆଯାଇଛି। ଇଲେକ୍ଟ୍ରି ବସ୍ ନିର୍ମାଣରେ ଅଗ୍ରଣୀ ତଥା ମାର୍କେଟ ଲିଡର ଓଲେକ୍ଟ୍ରା
- ରାଜସ୍ଥାନର କରୌଲିରେ ଗତ ଏପ୍ରିଲ ୨ ତାରିଖରେ ହୋଇଥିବା ଦଙ୍ଗାରେ ଜଣେ ମହିଳା ଏକାକୀ ୧୫ ପୁରୁଷଙ୍କ ଜୀବନ ବଞ୍ଚାଇଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ମୁସଲିମ ସଂପ୍ରଦାୟର ଥିଲେ।
- ଦିଲ୍ଲୀରେ ଦୈନିକ କୋଭିଡ୍ ସଂକ୍ରମଣ ବଢ଼ିବାରୁ ପଜିଟିଭ୍ ହାର ୨ ପ୍ରତିଶତରୁ ଅଧିକ ରହିଛି। ଗତ ଗୋଟିଏ ସପ୍ତାହ ମଧ୍ୟରେ ଦିଲ୍ଲୀରେ ହୋମ୍ ଆଇସୋଲେସନ୍ ମାମଲା ୪୮ ପ୍ରତିଶତ ବୃଦ୍ଧି ପାଇଛି।
- ୟୁକ୍ରେନ ଯୁଦ୍ଧରେ ରୁଷକୁ ସହାୟତା କରିଥିବାରୁ ଚୀନକୁ ବହୁମୂଲ୍ୟ ଦେବାକୁ ପଡିବ ବୋଲି ତାଇଓ୍ବାନ ଗସ୍ତରେ ଯ଼ାଇଥିବା ଆମେରିକୀୟ ସିନେଟର ଲିଣ୍ଡସେ ଗ୍ରାହାମ କହିଛନ୍ତି । ପୂର୍ବରୁ ମଧ୍ୟ ଆମେରିକା ଚୀନକୁ ଏହି ପ୍ରସଙ୍ଗରେ ଧମକ ଦେଇସାରିଛି।
- ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ନେତୃତ୍ୱରେ ଶୁକ୍ରବାର ଦିନ ବିଧାନସଭାର ୧୨୪ଜଣ ସଦସ୍ୟ( ମନ୍ତ୍ରୀ ଓ ବିଧାୟକଙ୍କ ସମେତ) ଆଇଏନ୍ଏସ୍ ଚିଲିକା ପରିଦର୍ଶନ କରିଛନ୍ତି। ସେଠାରେ ଚାଲିଥିବା ତାଲିମ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ବ୍ୟବସ୍ଥାର ପ୍ରତ୍ୟକ୍ଷ ଅନୁଭୂତି ସାଉଣ୍ଟିଛନ୍ତି। ଏଥିସହିତ. କାଳିଜାଈ ପୀଠକୁ ଯାଇ ମା’ଙ୍କ ଦର୍ଶନ ଲାଭ କରିଛନ୍ତି।
- ବଦଳିଯିବ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠର ଚିତ୍ର । ଏହାର ଉନ୍ନତୀକରଣ କାର୍ଯ୍ୟ ହାତକୁ ନେଇଛନ୍ତି ରାଜ୍ୟ ସରକାର ।
- ପୁଣି ଇମ୍ରାନ୍ ଖାନଙ୍କୁ ଲାଗିଲା ଆଉ ଏକ ଝଟକା । ପାକିସ୍ତାନର ଅକ୍ତିଆରରେ ଥିବା ପିଓକେର ପ୍ରଧାନମନ୍ତ୍ରୀ ସରଦାର ଅବଦୁଲ କୟ୍ୟୁମ ନିଆଜି ପିଟିଆଇ ପାର୍ଟିରେ ତାଙ୍କ ବିରୋଧରେ ବିଦ୍ରୋହ ପରେ ଇସ୍ତଫା ଦେଇଛନ୍ତି।
- ୫୧ ଦିନରେ ଋଷ-ୟୁକ୍ରେନ ଓ୍ୱାର । ଦିନକୁ ଦିନ ଜଟିଳ ସ୍ଥିତି ଆଡ଼କୁ ଗତି କରୁଛି ଯୁଦ୍ଧ । ଗତ ୨୪ ଘଣ୍ଟାରେ ୟୁକ୍ରେନର ୭ଟି ସାମରିକ ଘାଟି ଧ୍ୱଂସ କରାଯାଇଥିବା ନେଇ ଦାବି କରିଛି ଋଷ । ଖାରକିଭ୍ ସହର ଉପରେ ବି ଜାରି ରହିଛି ଆକ୍ରମଣ ।
- ୨୪ଘଣ୍ଟାରେ କାଳବୈଶାଖୀ ସମ୍ଭାବନା, ୭ ଜିଲାକୁ ୱେଲୋ ୱାର୍ଣ୍ଣିଂ ଜାରି କଳା ପାଣିପାଗ ବିଭାଗ ।
- ଦଶମ ଓ ଦ୍ବାଦଶ ପରୀକ୍ଷା ନେଇ ସିବିଏସ୍ଇର ବଡ଼ ନିଷ୍ପତ୍ତି: ୨୦୨୩ରେ ପୁରୁଣା ଢାଞ୍ଚାରେ ପରୀକ୍ଷା ।
- ମାରକ୍ରମ ଏବଂ ରାହୁଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ, କୋଲକାତାକୁ ୭ ଓ୍ଵିକେଟ୍ରେ ହରାଇଲା ହାଇଦ୍ରାବାଦ ।
- ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଦୀର୍ଘ ଦେଢ଼ ମାସରୁ ଅଧିକ ସମୟ ହେବ ଯୁଦ୍ଧ ଜାରି ରହିଛି । ୟୁକ୍ରେନ୍ର ରାଷ୍ଟ୍ରପତି ଜେଲେନ୍ସ୍କି କହିଛନ୍ତି ଯେ, ରୁଷିଆ ସେନାର ଆକ୍ରମଣରେ ୟୁକ୍ରେନ୍ର ୨୦ ହଜାର ସୈନିକ ପ୍ରାଣ ହାରିଛନ୍ତି । ଜବାବରେ ୟୁକ୍ରେନ୍ ୩ ହଜାର ରୁଷୀୟ ସୈନିକଙ୍କୁ ନିହତ କରିଛି ।
- ବିହାରର କାଟିହର ଜିଲ୍ଲାର ଫାକାର୍ଟାକିଆ ଛକରେ ଅବସ୍ଥିତ ଜାମା ମସଜିଦ ସାମ୍ନାରେ ରାମ ନବମୀ ଅବସରରେ କିଛି ଲୋକ ପ୍ରେମ ଏବଂ ସମ୍ମାନ ପ୍ରଦର୍ଶନ କରୁଥିବା ମସଜିଦ ସମ୍ମୁଖରେ ମାନବ ଶୃଙ୍ଖଳା ଆକାରରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା।
|
535 |
Y |
|
2368 |
16-04-2022 |
English |
- The AAM Aadmi Party (AAP)government in Punjab today announced 300 units of free power for households with effect from July 1.
- India on Friday recorded at least 949 new COVID-19 cases, bringing the total number of coronavirus infections to 4,30,39,974. The country also reported 6 Covid-related deaths in the last 24 hours, taking the total number fatalities to 5,21,742.
- The BJP was on Friday up in arms against former Bihar Chief Minister Jitan Ram Manjhi, its ally in the state, for asserting that Lord Ram was a mythical character and "not a god".
- Christians across the world observed Good Friday yesterday; PM Modi says Jesus Christ's ideals of service, brotherhood are guiding light for several people
- Govt will launch e-Sanjeevani Tele-consultation facility at one lakh centers 16 Apr ( on the occasion of 4th anniversary of Ayushman Bharat Health and Wellness.
- Ministry of Housing and Urban Affairs (MoHUA), launched the ‘SVANidhi se Samriddhi’ programme in an additional 126 cities across 14 States/UTs. PMSVANidhi’s extra initiative, ‘SVANidhi se Samriddhi,‘ was launched in 125 cities in Phase 1 in 2021, covering around 35 lakh street vendors and their families.
- On the occasion of Hanuman Jayanti, PM Modi will virtually unveil a 108-feet statue of Lord Hanuman in Morbi, Gujarat through video conferencing.
- A Sarpanch was shot dead by terrorists in Pattan area of north Kashmir's Baramulla district.
- Uttarakhanda to launch “Him Prahari” scheme for ex-servicemen & youngsters. The scheme is aimed at stopping the migration of people from Uttarakhand and will focus on areas where migration occurs at a rapid phase so that people stay put, and not move out.
- 12. IndiGo appoints former Shell India chief Vikram Singh Mehta and former Air Chief Marshal BS Dhanoa as the Independent Non-Executive Directors.
- The World Bank has slashed the GDP growth forecast for India in FY2022/23 to 8 per cent in its bi-annual “South Asia Economic Focus” report.
- Kotak Mahindra Bank (KMBL) has launched Kotak FYN, a new enterprise platform designed specifically for Business Banking and Corporate clients. Customers of the bank can utilise the portal to conduct all trade and service transactions.
- The External Affairs Minister also spoke with the Secretary-General about the latest developments in respect of Afghanistan and Myanmar.
- A 62-year-old woman, allegedly confined to her home by her two sons for the last 10 years, has been rescued by the Social Welfare Department in the district, police said.
- Ukrainian Prime Minister Denys Shmyhal and top Ukrainian finance officials will visit Washington next week during the spring meetings of the International Monetary Fund and World Bank, sources familiar with the plans said on Friday.
- Filmmaker Vivek Ranjan Agnihotri, whose last release The Kashmir Files proved to be a smash hit at the box office, has shared that he will soon start working on his next project, The Delhi Files
- The Mahanadi Water Disputes Tribunal (MWDT), which was constituted by the Centre in March 2018 to adjudicate the water dispute between Odisha and Chhattisgarh, has incurred an expenditure of Rs 6.56 crore till December 2021, an official said Friday quoting a recent report of the Ministry of Jal Shakti.
- The Odisha Cold Storage Association (OCSA) will soon set up a common facility centre for the cold storage clusters in state, with an aim to utilise the true potential of the state’s ample opportunities in sea food processing storage and exports.
- Air India is restoring salaries of employees in a phased manner to pre-pandemic levels as the aviation sector is recovering with the decline of Covid cases in the country, according to the airline's official document Tuesday.
- The Central Bureau of Investigation (CBI) is planning to conduct DNA tests in the Hanskhali rape case to check whether the samples collected from the crime spot match with those found on the arrested accused, an officer of the agency said Friday
|
549 |
Y |
|
2369 |
15-04-2022 |
Odia |
- ଏ ବର୍ଷ ବି ଦେଶରେ ସ୍ୱାଭାବିକ ହେବ ମୌସୁମୀ ବର୍ଷା । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
- ୨୦୨୩ ହକି ବିଶ୍ୱକପ୍ ଲୋଗୋ ଉନ୍ମୋଚିତ । କଳିଙ୍ଗ ଷ୍ଟାଡିୟମରେ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ । ୨୦୨୩ରେ ଓଡ଼ିଶାରେ ହେବ ହକି ବିଶ୍ୱକପ୍ ।
- ଦିଲ୍ଲୀରେ ପୁଣିଥରେ ବଢ଼ିବାରେ ଲାଗିଛି କରୋନା ମାମଲା । କିଛି ଛାତ୍ର ସ୍କୁଲରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ମଧ୍ୟରେ ନୂଆ ଗାଇଡଲାଇନ ଆଣିଛନ୍ତି ଦିଲ୍ଲୀ ସରକାର । ଗାଇଡଲାଇନ ଅନୁସାରେ ଯଦି ସ୍କୁଲରେ ଜଣେ ମଧ୍ୟ ପିଲା ପଜିଟିଭ୍ ଚିହ୍ନଟ ହୁଅନ୍ତି ତେବେ ତୁରନ୍ତୁ ସ୍କୁଲକୁ ବନ୍ଦ କରିଦିଆଯିବ ।
- ନୂଆଦିଲ୍ଲୀର ତିନ୍ ମୂର୍ତ୍ତି ଭବନ ପରିସରରେ ନିର୍ମିତ ହୋଇଥିବା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟକୁ ଗୁରୁବାର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସ୍ୱାଧୀନତା ପରଠାରୁ ଦେଶର ସବୁ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ନିର୍ମିତ ହୋଇଛି ଏହି ସଂଗ୍ରହାଳୟ । ବିଚାରଧାରା , ଆଦର୍ଶ ନିର୍ବିଶେଷରେ ବିଗତ ପ୍ରଧାନମନ୍ତ୍ରୀଙ୍କ ଅବଦାନ ସଂପର୍କିତ ବିବରଣୀ ଓ ବିରଳ ଫଟୋଚିତ୍ର ଏହି ସଂଗ୍ରହାଳୟରେ ସ୍ଥାନ ପାଇଛି ।
- ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସଂଘଚାଳକ ମୋହନ ଭାଗବତ ହରିଦ୍ୱାରରେ କହିଛନ୍ତିଯେ, ସନାତନ ଧର୍ମ ହିଁ ହିନ୍ଦୁ ରାଷ୍ଟ୍ର । କିନ୍ତୁ ଯଦି ଆମେ ସାମାନ୍ୟ ଚେଷ୍ଟା କରିବା ତେବେ ସ୍ୱାମୀ ବିବେକାନନ୍ଦ ଏବଂ ମହର୍ଷି ଅରବିନ୍ଦଙ୍କ ସ୍ୱପ୍ନର ଅଖଣ୍ଡ ଭାରତ ୧୦ରୁ ୧୫ ବର୍ଷ ମଧ୍ୟରେ ନିର୍ମାଣ ହୋଇଯିବ । ଏହାକୁ କେହି ମଧ୍ୟ ଅଟକାଇବାକୁ ନାହିଁ । ଯିଏ ପ୍ରତିବନ୍ଧକ ସାଜିବ, ସିଏ ମାଟିରେ ମିଶିଯିବ ।
- ବୁଚା ନରସଂହାର ପରେ ଋଷିଆ ବିରୋଧରେ ତୀବ୍ର ହୋଇଛି ଆନ୍ତର୍ଜାତିକ ଆକ୍ରୋଶ । ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ର ୟୁକ୍ରେନକୁ ଅଧିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇଛନ୍ତି । ଏସବୁ ମଧ୍ୟରେ ନୂଆ ରଣନୀତି ପ୍ରସ୍ତୁତ କରୁଛି ଋଷିଆ । ଯୁଦ୍ଧକୁ ୫୦ ଦିନ ପୂରିଥିଲା ବେଳେ ଯୁକ୍ରେନର ଅର୍ଥନୀତି ଛାରଖାର ହୋଇଛି । ଖାଲି ଏତିଯକି ନୁହେଁ ଏଥିସହ ଦେଖାଦେଇଛି ମାନବୀୟ ସଂକଟ ଏବଂ ସାରାବିଶ୍ୱରେ ଅନୁଭୂତ ହୋଇଛି ଯୁଦ୍ଧର ପ୍ରଭାବ।
- ଟେସ୍ଲା ଫାଉଣ୍ଡର ଏଲନ ମସ୍କ ପ୍ରାୟ ୩.୨ ଲକ୍ଷ କୋଟି ଡଲାରରେ ଟ୍ୱିଟରକୁ କିଣିବାକୁ ଅଫର ଦେଇଛନ୍ତି ।
- ଜର୍ମାନୀର ବାବରିଆରେ ହେଉଥିବା ଜି-୭ ସମ୍ମିଳନୀକୁ ସେନେଗଲ, ଦକ୍ଷିଣ ଆଫ୍ରିକା ଓ ଇଣ୍ଡୋନେସିଆକୁ ସମ୍ମାନିତ ଅତିଥି ଭାବେ ଡକାଯିବା ଉପରେ ମୋହର ବାଜି ସାରିଛି । ହେଲେ ଭାରତକୁ ନେଇ ଏବେ ବି ବିଚାର ବିମର୍ଶ ଚାଲିଛି ।
- ରୁଷ୍ ମଧ୍ୟ ଆଜି ଏକ ବଡ଼ କ୍ଷତି ସହିଛି। କୃଷ୍ଣ ସାଗରରେ ଯୁଦ୍ଧର ଅଗ୍ରଣୀ ଭୂମିକା ନେଉଥିବା ରୁଷ୍ର ଏକ ଗୁରୁତ୍ବପୂର୍ଣ୍ଣ ଯୁଦ୍ଧ ଜାହାଜ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। କ୍ଷେପଣାସ୍ତ୍ର ମାଡ଼ ଯୋଗୁଁ ଯୁଦ୍ଧ ଜାହାଜଟି ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି। ଜାହାଜରେ ବିପୁଳ ପରିଣାମରେ ବିସ୍ଫୋରକ ସାମଗ୍ରୀ ରହିଥିବାରୁ କ୍ଷେପଣାସ୍ତ୍ର ମାଡ଼ ପରେ ଏଥିରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା।
- ରୁଷ୍ ଏକ କଡ଼ା ଚେତାବନୀ ଦେଇ କହିଛି ଯଦି ଫିନଲାଣ୍ଡ୍ ଏବଂ ସ୍ବିଡେନ୍ ନାଟୋରେ ଯୋଗ ଦିଅନ୍ତି ତେବେ ବାଲ୍ଟିକ୍ ସାଗର ଅଞ୍ଚଳରେ ପରମାଣୁ ଅସ୍ତ୍ର ମୁତୟନ ହେବ।
- କ୍ଷମତାରୁ ହଟିବାର କିଛି ଦିନ ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କହିଛନ୍ତି, ସେ କ୍ଷମତାରେ ଥିବାବେଳେ ଆଦୌ ଭୟଙ୍କର ନଥିଲେ। କିନ୍ତୁ ଏବେ ସେ ଖୁବ୍ ଭୟଙ୍କର ହୋଇଯିବେ।
- କୋଭିଡ-୧୯ ପରିସ୍ଥିତିରେ ଉନ୍ନତି ଆସିବା ପରେ ୨୦୨୧-୨୨ରେ ମହାରାଷ୍ଟ୍ରରେ ଭାରତ ପ୍ରସ୍ତୁତ ବିଦେଶୀ ମଦ (ଆଇଏମଏଫଏଲ) ବିକ୍ରି ୧୭.୯୭ ପ୍ରତିଶତ ବୃଦ୍ଧି ପାଇଛି ବୋଲି ଗୁରୁବାର ଦିନ ରାଜ୍ୟ ରାଜସ୍ୱ ବିଭାଗର ଜଣେ ଅଧିକାରୀ କହିଛନ୍ତି।
- ନୋଏଡା ଟ୍ରାନ୍ସପୋର୍ଟର୍ସ ଆସୋସିଏସନ ଗୁରୁବାର ମାଲଭଡ଼ା ବୃଦ୍ଧି ଘୋଷଣା କରିଛି। ଭଡାରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବା ଆସୋସିଏସନ କହିଛି। ଏହି ବର୍ଦ୍ଧିତ ଭଡା ଘୋଷଣା ସହ ଲାଗୁ ହୋଇଯାଇଛି। ଭଡ଼ା ବୃଦ୍ଧି ନେଇ ଆସୋସିଏସନ ପକ୍ଷରୁ କମ୍ପାନୀମାନଙ୍କୁ ପତ୍ର ଜାରି କରିଦିଆଯାଇଛି।
- ଟାଟା ଗ୍ରୁପ୍ର ଏୟାରଲାଇନ୍ସ ଏୟାର ଇଣ୍ଡିଆ କହିଛି ଯେ, ଏଲାୟନ୍ସ ଏୟାର ଏବେ ତାର ସହାୟକ କମ୍ପାନୀ ରହିଲାନାହିଁ । ଏୟାର ଇଣ୍ଡିଆ ତାର ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ସୂଚନା ଦେଇଛି ।
- ବହୁ ପ୍ରତିକ୍ଷିତ ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ ଚାଲିବାର ତାରିଖ ଆସିଯାଇଛି। ଗୁଜରାଟର ବିଲିମୋରା ଓ ସୁରଟ ମଧ୍ୟରେ ଏହି ଟ୍ରେନ କରିଡୋରର ପରୀକ୍ଷଣ ୨୦୨୬ରେ ହେବ। ବୁଲେଟ୍ ଟ୍ରେନ ଘଣ୍ଟା ପ୍ରତି ୩୫୦ କିଲୋମିଟର ବେଗରେ ଚାଲିବ।
- ବିଶ୍ୱର ସର୍ବ ବୃହତ୍ତ ସିମେଣ୍ଟ କମ୍ପାନୀ ‘ହୋଲିସିମ ଗ୍ରୁପ’ ଭାରତରେ ନିଜର କାରବାର ସମାପ୍ତ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଆସୁଥିବା ସୂଚନାରୁ ହୋଲିସିମ୍ ଏବେ ତାର ଦୁଇ ପ୍ରମୁଖ ବ୍ରାଣ୍ଡ ଅମ୍ବୁଜା ସିମେଣ୍ଟ ଓ ଏସିସିକୁ ସେଲ୍ରେ ରଖିଛି।
- ବଲିଉଡ଼ର ଲୋକପ୍ରିୟ ତଥା ଚର୍ଚ୍ଚିତ ଯୋଡ଼ି ରଣବୀର କପୁର ଓ ଆଲିଆ ଭଟ୍ଟଙ୍କର ଗୁରୁବାର ହାତଗଣ୍ଠି ପଡ଼ିଛି। ପଞ୍ଜାବୀ ରିତି ନୀତି ଅନୁସାରେ ଏହି ବିବାହ ସମାରୋହ ଶେଷ ହୋଇଛି ।
- ଓଡ଼ିଆ ଓ ହିନ୍ଦୀ ଚଳଚ୍ଚିତ୍ର ଅପେକ୍ଷା ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ଚାହିଦା ବଢ଼ିବାରେ ଲାଗିଛି। ସଦ୍ୟ ମୁକ୍ତିପ୍ରାପ୍ତ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ‘କେଜିଏଫ୍-୨’ ଦେଖିବାକୁ ରାଜଧାନୀର ବିଭିନ୍ନ ପ୍ରେକ୍ଷାଳୟରେ ଭିଡ଼ ଜମୁଛି।
- ଦେଶର ସର୍ବବୃହତ କୁଇଜ୍ ପ୍ରତିଯୋଗୀତା ‘ସବ୍କା ବିକାଶ ମହାକୁଇଜ୍’ ଶୁଭାରମ୍ଭ ହୋଇଛି। ସରକାରଙ୍କର ବିଭିନ୍ନ ଯୋଜନା ଓ ଉତ୍ତମ ପ୍ରଶାସନ ସଂକ୍ରାନ୍ତରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏହି କୁଇଜ୍ ପ୍ରତିଯୋଗିତା ଆରମ୍ଭ କରାଯାଇଛି।
- ଓଡ଼ିଶାରେ ଆଉ ଏକ ହକି ମହାକୁମ୍ଭର ବିଗୁଲ ବାଜିଛି। ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ବକପର ପଞ୍ଚଦଶତମ ସଂସ୍କରଣ -୨୦୨୩ ଜାନୁଆରୀ ୧୩ରୁ ୨୯ ପର୍ଯ୍ୟନ୍ତ ଭୁବନେଶ୍ବର ଓ ରାଉରକେଲାରେ ଆୟୋଜିତ ହେବ।
|
537 |
Y |
|
2370 |
15-04-2022 |
English |
- No dharna and protest will be staged before the Puri Sri Jagannath temple anymore. Puri District administration and Sri Jagannath Temple Administration(SJTA) in consultation with the Chhatisa Nijog have resolved it on Thursday.
- Chief Minister Naveen Patnaik on Thursday unveiled the official logo of the FIH Odisha Hockey Men’s World Cup 2023 Bhubaneswar – Rourkela at the Kalinga Hockey Stadium. The prestigious quadrennial tournament is scheduled to be held from January 13 next year to January 29.
- Elon Musk has made a final offer to buy Twitter Inc, according to reports.The world’s richest man is willing to pay $43 billion to buy the entire stake of the company, Bloomberg reported.
- Alia Bhatt and Ranbir Kapoor, who were in a relationship, finally ties the knot Thursday in a traditional Punjabi ceremony
- India is likely to witness normal rainfall during the southwest monsoon season this year with favourable La Nina conditions predicted to continue during the June-September period, the India Meteorological Department (IMD) said Thursday. India had received normal rainfall during the four-month southwest monsoon season in 2019, 2020 and 2021
- An expenditure of Rs 39.3 crore was incurred till December 2021 by the Vamsadhara Water Dispute Tribunal constituted to adjudicate Vamsadhara river dispute between Odisha and Andhra Pradesh. This was revealed by the annual report of the Ministry of Jal Shakti recently
- Nayagarh is for ‘Chhenapoda’, a desert made of baked cottage cheese, as Cuttack is for ‘Dahibara Aludam’. Hundreds of families in the district are into ‘Chhenapoda’ business for decades. The famous signature dish of Odisha, ‘Chhenapoda’, has transformed the lives of people here and made them self-reliant.
- The Sikkim Pollution Control Board (SPCB) recommended the state government to ban plastic bags of less than 75 micron thickness by the end of this year.
- Former Punjab chief minister Charanjit Singh Channi was questioned by the ED for over six hours in a money laundering investigation linked to sand mining in the state, officials said Thursday.
- India reported at least 1,007 new COVID-19 cases on Thursday, taking the coronavirus tally to 4,30,39,025. According to Union Health Ministry, the country also reported at least 26 Covid-related deaths in the last 24 hours.
- West Bengal Chief Minister Mamata Banerjee on Thursday said her government would spend ₹ 300 crore to build a skywalk near the Kalighat Temple, and assured hawkers in the area that they will not be evacuated, but relocated for now.
- Bihar Chief Minister Nitish Kumar today said the district administrations have been directed to make elaborate arrangements amid the forecast of heat wave conditions in the state.
- Prime Minister Narendra Modi today bought the first ticket to the "Pradhanmantri Sangrahalaya" as he inaugurated a new museum dedicated to 14 former Prime Ministers of the country.
- Germany has officially confiscated the world's largest superyacht owned by Russian oligarch Alisher Usmanov, as part of sanctions against Moscow following the outbreak of war in Ukraine, police sources said Thursday.
- At least 503 civilians have been killed in Ukraine's eastern Kharkiv region since Russia launched its invasion on February 24, the local governor said Thursday
|
546 |
Y |
|